ମୁମ୍ବାଇ : କରୋନା ମୁକାବିଲା ପାଇଁ ଫ୍ଲିପ୍କାର୍ଟ ଏବଂ ଓ୍ବାଲମାର୍ଟ ସହାୟତାର ହାତ ବଢାଇଛନ୍ତି । ଉଭୟ କମ୍ପାନୀ ମିଳିତ ଭାବରେ କରୋନା ମୁକାବିଲା ପାଇଁ 46 କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଉଭୟ କମ୍ପାନୀ ପକ୍ଷରୁ 38.3 […]
ଚେନ୍ନାଇ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ଏହାକୁ ସମସ୍ତେ ସମର୍ଥନ କରୁଛନ୍ତି । ତେବେ ଅନେକ ବ୍ୟକ୍ତି ଲକ୍ଡାଉନ୍ର ଉଲ୍ଲଂଘନ କରୁଥିବା ବେଳେ ଏଥିପାଇଁ ଆର୍ଥିକ ଦଣ୍ଡ ପ୍ରଦାନ କରାଯାଉଛି । ତେବେ ତାମିଲନାଡୁରେ ଲକ୍ଡାଉନ୍ ସମୟରେ 1 […]
ନୂଆଦିଲ୍ଲୀ : ଗତକାଲି ଜମାତୀଙ୍କ ବିପକ୍ଷରେ ଏକ ଟ୍ବିଟ୍ କରିବା ପରେ ଆଜି ପୁଣି ଏକ ବିବାଦୀୟ ଭିଡିଓ ଟ୍ବିଟ୍ କରିଛନ୍ତି । ଏହି ଭିଡିଓରେ ବଲିଉଡ୍ର ସିକ୍ରେଟ୍ ସୁପରଷ୍ଟାର ଜାଇରା ଓ୍ବାସିମ୍ଙ୍କୁ ଇଙ୍ଗିତ କରିଥିଲେ ବବିତା । ଏହାପରେ ଏହି […]
ନୂଆଦିଲ୍ଲୀ : ପୁନର୍ବାର ଟୋଲ୍ ଗେଟ୍ ମାନଙ୍କରେ ଆଦାୟ ହେବ ଦେୟ । ଦେଶବ୍ୟାପୀ ଲକ୍ଡାଉନ୍ କାରଣରୁ ସମସ୍ତ ଟୋଲ୍ ଗେଟ୍ ଗୁଡିକୁ ଦେୟମୁକ୍ତ କରାଯାଇଥିଲା । ମାତ୍ର ଶନିବାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିୟମରେ ପରିବର୍ତ୍ତନ ନେଇ […]
ନାଇଜେରିଆ : ଦୁନିଆରେ କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ଲାଗୁ କରାଯାଇଛି । ବହୁ ସ୍ଥାନରେ ଲକ୍ ଡାଉନ୍ ଭାଙ୍ଗିବାର ଖବର ସାମ୍ନାକୁ ଆସୁଛି । ଆମେରିକାର କିଛି ସହରରେ ଲୋକେ ସଡକ ଉପରକୁ ଆସି ଲକ୍ ଡାଉନ୍ର ବିରୋଧ […]
ଇରାନ୍ : ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଦେଖାଯିବା ପାଇଁ ବହୁ ସର୍ଜରୀ କରିଥିବା ଇରାନର ଇନ୍ଷ୍ଟାଗ୍ରାମ ଷ୍ଟାର୍ ସହର ତବର୍ ଏବେ କରୋନା ପଜିଟିଭ୍ । ତାଙ୍କୁ ତେହେରାନର ଏକ ହସ୍ପିଟାଲରେ ଭେଣ୍ଟିଲେଣ୍ଟରରେ ରଖାଯାଇଛି । ଜୋମ୍ବୀ ପରି […]
ନୂଆଦିଲ୍ଲୀ: କରୋନା ସହ ମୁକାବିଲା କରିବା ପାଇଁ ଦେଶରେ ଲକ୍ ଡାଉନ୍ ଜାରି ରହିଛି। ଏପ୍ରିଲ୍ 15 ତାରିଖରୁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଛି। ଲକ୍ ଡାଉନ୍ ସମୟରେ ସମସ୍ତଙ୍କୁ ଘରେ ରହିବାକୁ ଉପଦେଶ ଦିଆଯାଇଛି। ବାହାର […]
ମୁମ୍ବାଇ : ଦେଶର ପ୍ରଥମଥର ପାଇଁ ନେଭି ବେସ୍ରେ କରୋନା ଚିହ୍ନଟ କରାଯାଇଛି । ଗତ ସାତ ତାରିଖରେ ଆଇଏନ୍ଏସ୍ ଆଙ୍ଗ୍ରେର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିବା ପରେ ଅନ୍ୟମାନେ ସଂକ୍ରମିତ ହୋଇଥିବାର ସନ୍ଦେହ […]
ନୂଆଦିଲ୍ଲୀ : ଦେଶରେ ଭୟାନକ କରୋନା ଯୋଗୁଁ ସଂକ୍ରମିତ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି କରୋନା ମାହାମାରୀ ଯୋଗୁଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 14 ହଜାର ପାର କରିଥିବାବେଳେ ମୃତ୍ୟୁ […]
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଚାଲିଛି । ଏହି ଲକ୍ ଡାଉନ୍ ସମୟରେ ବିଶେଷ ହଇରାଣ ହେଉଛନ୍ତି ବୁଲା ଜନ୍ତୁ । ତେବେ ଏହି ଲକ୍ ଡାଉନ୍ ସମୟରେ ପୋଲିସ୍ କର୍ମୀ ଓ […]
ନୂଆଦିଲ୍ଲୀ : ମହାମାରୀ କରୋନା ଏବେ ବିଶ୍ବର 210ଟି ଦେଶକୁ କବଳିତ କରିଛି । ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 22 ଲକ୍ଷ 50 ହଜାର 689 ରହିଥିବାବେଳେ ସୁସ୍ଥ ହେଲେଣି 5 ଲକ୍ଷ 72 ହଜାର 103 ଜଣ । […]
ଅରୁଣାଚଳପ୍ରଦେଶ : କରୋନା ଭାଇରସ୍ ସହ ଲଢିବା ପାଇଁ ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ଯୋଗୁଁ ଦେଶର ଶ୍ରମିକମାନେ ବହୁତ ଅସୁବିଧାର ସାମ୍ନା କରୁଛନ୍ତି। ଲକ୍ ଡାଉନ୍ ପାଇଁ ବହୁ ଶ୍ରମିକମାନେ ନିଜ ପେଟ […]
ମୁମ୍ବାଇ : କରୋନା ଯୋଗୁଁ ବଲିଉଡ୍ ଇଣ୍ଡଷ୍ଟ୍ରିକୁ ବହୁତ କ୍ଷତି ସହିବାକୁ ପଡିଛି । ବହୁତ ଫିଲ୍ମକୁ ସ୍ଥଗିତ ରଖାଯାଇଥିବାବେଳେ କେତେକ ଫିଲ୍ମର ସୁଟିଂକୁ ବନ୍ଦ ରଖାଯାଇଛି । ମିଳିଥିବା ସୂଚନା ଅନୁସାରେ ବଲିଉଡ୍ ପରଫେକନିଷ୍ଟ ଆମୀର ଖାନ୍ଙ୍କ ଫିଲ୍ମ ‘ଲାଲ […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ଦେଶରେ ଲକ୍ ଡାଉନ୍ ଜାରି କରାଯାଇଛି । ସ୍କୁଲ ବନ୍ଦ ରହିଛି । ପିଲାମାନେ ସ୍କୁଲକୁ ଯାଉନଥିବାବେଳେ ସ୍କୁଲ ତରଫରୁ ସ୍କୁଲ ଫିସ୍ ପାଇଁ ଚାପ ପଡୁଛି । ସେହିପରି […]
ଭୁବନେଶ୍ବର : ଆଜି ରାଜ୍ୟରେ ପାରଦ 42 ଡିଗ୍ରୀ ଡେଇଁଛି। ସୋନପୁର ସର୍ବାଧିକ ତାପମାତ୍ରା ରହିଛି । ସୋନପୁରରେ 42.2 ଡିଗ୍ରୀ ତାପମାତ୍ରା ରହିଥିବାବେଳେ ରାଜ୍ୟର ଅନ୍ୟ 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି। ସେହିପରି ବଲାଙ୍ଗିର ଓ […]
ହିମାଚଳପ୍ରଦେଶ : ଭାରତୀୟ ସେନାର ଜଣେ ଯବାନ ସତ୍ଲେଜ୍ ନଦୀ ମଧ୍ୟକୁ ଖସି ପଡିଛନ୍ତି । ଯବାନ ଜଣକ ନଦୀ ମଧ୍ୟକୁ ଖସି ପଡିବା ପରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ହିମାଚଳ ପ୍ରଦେଶର କିନ୍ନାଉରରେ […]
ମୁମ୍ବାଇ : କରୋନା ସଂକଟ ସହ ଲଢିବା ପାଇଁ କେନ୍ଦ୍ର ସହ ରାଜ୍ୟ ସରକାରମାନେ ମଧ୍ୟ ଦୃଢ ପଦକ୍ଷେପ ନେଉଛନ୍ତି । ଦେଶରେ କରୋନା ଯୋଗୁଁ ଲକ୍ ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ ପାଇଁ ଲୋକେ ଘରୁ ବାହାରିନାହାନ୍ତି […]
ମୁମ୍ବାଇ : ଭାରତରେ ପୁଣି ଥରେ ମବ୍ ଲିଚିଂ ବା ଭିଡ ହିଂସା ପରି ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ଗ୍ରାମରେ ତିନିଜଣଙ୍କୁ ପିଟି ପିଟି ମାରି ଦେଇଥିବାର ସୂଚନା ମିଳିଛି। ତିନିଜଣଙ୍କୁ ଲୁଟେରା ଭାବି ଗୋଷ୍ଠୀ […]
ଲକ୍ଷ୍ନୌ : ରାଜସ୍ଥାନର କୋଟାରେ ଅଟକି ରହିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କୋଟାରେ ଅଟକି ରହିଥିବା 8 ହଜାର ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ 100ଟି ବସ୍ […]
ଭୋପାଳ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ଏହାକୁ ନେଇ ରାଜନୀତି ଜାରି ରହିଛି । ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ନରେନ୍ଦ୍ର ମୋଦି ଜାଣିଶୁଣି ଲକ୍ଡାଉନ୍ ଲାଗୁ କରିବାରେ ବିଳମ୍ବ କରିଥିଲେ ବୋଲି ସିପିଆଇ ନେତା ସୀତାରାମ ୟେଚୁରୀ ପ୍ରକାଶ […]
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ସେନା ପକ୍ଷରୁ କରାଯାଇଥିବା ଏନ୍କାଉଣ୍ଟରରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ଜମ୍ମୁ କାଶ୍ମୀରର କ୍ଷିତଓ୍ବାର ଜିଲ୍ଲାର ଡାଚନ୍ରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏହି […]