କଟକ, ବିଭିନ୍ନ ରାଜ୍ୟରେ ସବୁ ଧର୍ମପୀଠଗୁଡିକ ଖୋଲାଯାଇଛି। ଓଡିଶାରେ କଣ ପାଇଁ ଭକ୍ତମାନଙ୍କୁ ଦର୍ଶନରୁ ବଞ୍ଚିତ କରାଯାଇଛି। ଦଶ ଦିନ ମଧ୍ୟରେ ଏହାର ଜବାବ ଦେବାକୁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି। ଆଜି ହାଇକୋର୍ଟରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ […]
ନୂଆଦିଲ୍ଲୀ: ବାଚନିକ ଭୋଟରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ସାଂସଦ ତଥା ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଗୃହକୁ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ମନୋଜ ଝାଙ୍କୁ […]
ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ତେବେ ସଂସଦୀୟ ଅଧିବେଶନର ପ୍ରଥମ ଦିନରେ 17 ଜଣ ସାଂସଦ କରୋନା ପଜିଟିଭ ହୋଇଛନ୍ତି । ସଂକ୍ରମିତ ହୋଇଥିବା ସାଂସଦଙ୍କ ମଧ୍ୟରେ ବିଜେପିର ସର୍ବାଧିକ 12 ଜଣ ସାଂସଦ […]
ମୁମ୍ବାଇ : ଗୋଟିଏ ପଟେ ଦେଶରେ କରୋନା ମାମଲା ଅହେତୁକ ବୃଦ୍ଧି ପାଉଥିବାବେଳେ ହସ୍ପିଟାଲ ଗୁଡିକର ଦାୟିତ୍ବହୀନତା କାର୍ଯ୍ୟ ସାମ୍ନାକୁ ଆସୁଛି । ମୁମ୍ବାଇ ସହରର ଲୋକମାନ୍ୟ ତିଲକ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ଦାୟିତ୍ବହୀନତାର ପ୍ରମାଣ ମିଳିଛି । ଅଭିଯୋଗ […]
ଭୁବନେଶ୍ବର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଛି । ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିଥିବାର ସୂଚନା ରହିଛି । ସମର୍ଥନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି […]
ନୂଆଦିଲ୍ଲୀ : ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ ଦିଲ୍ଲୀ ପୋଲିସ ପୂର୍ବତନ ଜେଏନୟୁ ଛାତ୍ର ଉମର ଖାଲିଦକୁ ଗିରଫ କରିଛି । ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ଉମର ଖାଲିଦର ଭୂମିକା ପାଇଁ ଦିଲ୍ଲୀ ପୋଲିସର […]
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନକରେ 92 ହଜାର 71 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ 1ହଜାର136ଜଣଙ୍କର ମୃତ୍ୟୁ ହୋଇଛି […]
ନୂଆଦିଲ୍ଲୀ, ଗୁରୁତର କୋଭିଡ-19 ରୋଗରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଥକାପଣ, ଶରୀର ଯନ୍ତ୍ରଣା, କାଶ, ଗଳା ଦରଜ, ନିଶ୍ୱାସ ନେବାରେ ଅସୁବିଧା ସମେତ ବିଭିନ୍ନ ପ୍ରକାର ସଙ୍କେତ ଓ ଲକ୍ଷଣ ଦେଖିବାକୁ ମିଳୁଛି। କୋଭିଡ ରୋଗରେ ଅଧିକ ଗୁରୁତର […]
ସାନ ଫ୍ରାନ୍ସିସ୍କୋ, ଗତ ମାସରେ କାଲିଫର୍ଣିଆ ଜଙ୍ଗଲରେ ନିଆଁ ଲାଗିଯାଇ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ପ୍ରାୟ ୧୨,୯୫୦ ବର୍ଗ କିଲୋମିଟର ଜଙ୍ଗଲ ପୋଡି ଯାଇଛି। ଏହି ଅଗ୍ନିକାଣ୍ଡରେ ୪,୦୦୦ ଗୃହ ନଷ୍ଟ ହୋଇଯାଇଛି। ଗତମାସରେ ଲାଗିଥିବା […]
ବାଙ୍ଗାଲୁରୁ, ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ତାହା ହେଉଛି ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ପରିବା ବିକ୍ରି କରୁଛନ୍ତି। ଫଟୋ ସହିତ ଏକ ଲେଖା ମଧ୍ୟ ରହିଛି। ସେଥିରେ ଉଲ୍ଲେଖ […]
ନୂଆଦିଲ୍ଲୀ, ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ । ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର ୨୫୨ତମ ଅଧିବେଶନ। ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲାରେ ଶେଷ ହେବ। ଏହି ଅଧବେଶନର ମୋଟ ୧୮ ଦିନରେ […]
ନୂଆଦିଲ୍ଲୀ, ଦେଶରେ ଦୈନିକ ୭୦ ହଜାରରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିବାରେ ଲାଗିଛନ୍ତି। ସମ୍ମିଳିତ ଉଦ୍ୟମ, ବ୍ୟାପକ ପରୀକ୍ଷା ଓ ଗୁଣାତ୍ମକ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୩୯୯ ଜଣ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଆଜି (୧୩.୦୯.୨୦୨୦) ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ହେଲା, ହଳଦିଆ – ଦୁର୍ଗାପୁର ପାଇପଲାଇନ ଅନ୍ତର୍ଗତ ଦୁର୍ଗାପୁର ବାଙ୍କା ସେକ୍ସନ ଏବଂ ଦୁଇଟି […]
ନୂଆଦିଲ୍ଲୀ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେସନ। ଏହା ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ-୧୯ ମହାମାରୀ ମଧ୍ୟରେ ଏହା ହେବ ପ୍ରଥମ ଅଧିବେଶନ। ଏହାକୁ ଦୃଷ୍ଟିରେ ରଖି କୋଭିଡ-୧୯ ପାଇଁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ସମସ୍ତ […]
ମୁମ୍ବାଇ : ଲୋକପ୍ରିୟ ବଲିଉଡ୍ କଳାକାର ହିମାନୀ ଶିବପୁରୀଙ୍କୁ କରୋନା। କୋଭିଡ୍ ପଜିଟିଭ୍ ଥିବା ନେଇ ହିମାନୀ ନିଜ ଇନ୍ଷ୍ଟାଗ୍ରାମ୍ରେ ସୂଚନା ଦେଇଛନ୍ତି। ହିମାନୀ ଏବେ ଲୋକପ୍ରିୟ ଟିଭି ସିରିୟଲ ‘ହପ୍ପୁ କି ଉଲଟନ୍ ପଲଟନ୍’ରେ ଅଭିନୟ କରୁଛନ୍ତି। ହିମାନୀ ଇନ୍ଷ୍ଟାଗ୍ରାମରେ […]
ସଂପଦ ଦଳାଇ ଭୁବନେଶ୍ବର, ଖୁବ ଶିଘ୍ର ଓଡିଶାରେ ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହି ଦୁଇଟି ଆସନ ହେଲା ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବା ବିଷ୍ଣୁ ଦାସ ଏବଂ ବାଲେଶ୍ବର […]
ମଧ୍ୟପ୍ରଦେଶ : ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଉପରେ ରାଗି ନିଜ ତିନି ନିରୀହ ଶିଶୁକୁ ତଣ୍ଟି ଚିପି ହତ୍ୟା କରିବା ସହ ଶେଷରେ ନିଜ ଜୀବନ ଦେଇଛି । ମିଳିଥିବା ସୂଚନା ଅନୁସାରେ, ସ୍ତ୍ରୀଜଣକ ବାପଘରୁ ନ ଆସିବା ଯୋଗୁଁ […]
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକ ହୋଇଛ । ଦିଲ୍ଲୀ ଏମ୍ସଠାରେ 74 ବର୍ଷ ବୟସରେ ପରଲୋକ ହୋଇଥିବାର ସୂଚନା ରହିଛି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଏମ୍ସରେ ଚିକିତ୍ସାଧିନ ଥିଲେ । ସେଠାରେ ଭେଣ୍ଟିଲେଟରରେ […]
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନାନୁସାରେ, ଗତ 24 ଘଣ୍ଟାରେ 94 ହଜାର 372ଜଣ ଆକ୍ରାନ୍ତ ରହିଥିବାବେଳେ 1 […]
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଏବେ ଅଣାୟତ୍ତ। ତେବେ କରୋନା ପରବର୍ତ୍ତୀ ପରିଚାଳନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂତନ ପ୍ରୋଟୋକଲ୍ ଜାରି କରିଛି । ଏହି ନିୟମାବଳୀ ଅନୁସାରେ ପ୍ରତ୍ୟହ ହାଲୁକା ବ୍ୟାୟାମ କରିବାକୁ ନୂଆ ଗାଇଡଲାଇନ୍ରେ ପରାମର୍ଶ ଦିଆଯାଇଛି। […]
ନୂଆଦିଲ୍ଲୀ : ପୁଣି ଥରେ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତକାଲି ରାତ୍ରୀ 11ଟାରେ ଅମିତ ଶାହା ଶ୍ଵାସକ୍ରିୟା ଜନିତ ସମସ୍ୟା ଅନୁଭବ କରିବାକୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସେ ଏମ୍ସର କାର୍ଡିଓ ନ୍ୟୁରୋ ଟାୱାରରେ […]