ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକ ଭୟଙ୍କର ଦୁର୍ଘଟଣା ଘଟି 13 ଜଣଙ୍କର ମୃତ୍ୟୁ ଘଟିଛି । ମାଙ୍ଗାଲୁରୁ-ବେଙ୍ଗାଲୁରୁର 75 ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ଦୁଇଟି ଏସ୍ୟୁଭି ମଧ୍ୟରେ ଦୁର୍ଘଟଣା ଘଟିବାରୁ 13 ଜଣଙ୍କର […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ରାଜନୈତିକ ସଙ୍କଟ ଜାରି ରହିଛି। ରାଜ୍ୟରେ କମଲନାଥଙ୍କ କଂଗ୍ରେସ ସରକାର ପ୍ରତି ବିପଦ ଘନଉଛି। ଗୁରୁବାର ବିଳମ୍ବିତ ରାତ୍ରିରେ କଂଗ୍ରେସର ମନ୍ଦସୌର୍ ଜିଲ୍ଲାର ସୁବାସରାରୁ ବିଧାୟକ ହରଦୀପ ସିଂ ଡାଙ୍ଗ୍ ବିଧାନସଭା ସଦସ୍ୟତାରୁ […]
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଭାଇରସ୍ ପ୍ରଭାବ ବେଶ୍ ଆତଙ୍କ ସୃଷ୍ଟି କରିଚାଲିଥିବାବେଳେ ଗତକାଲି 2,241 ନୂତନ ମାମଲା ସାମ୍ନାକୁ ଆସିଛି। ମୋଟ ଉପରେ ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା 95,333 ହୋଇଥିବାର ସୂଚନା ମିଳିଛି। ଗତକାଲି ଏହି ଭାଇରସ୍ […]
ଜମ୍ମୁ : ଗତ କିଛି ମାସ ଧରି ଜମ୍ମୁ କାଶ୍ମୀରରେ ନୂଆ ରାଜନୀତି ମଞ୍ଚ ପ୍ରସ୍ତୁତି କରିବାରେ ଲାଗିଥିବା ପିଡିପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଅଲତାଫ୍ ବୁଖାରୀ ମାର୍ଚ୍ଚ 8 ତାରିଖରେ ନିଜର ନୂତନ ଦଳ ଘୋଷଣା […]
ଭୁବନେଶ୍ବର, ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଏହା ବିଶ୍ବ ସ୍ବାସ୍ଥ୍ୟ ଜଗତ ପାଇଁ ଏକ ଚ୍ୟାଲେଜ ସୃଷ୍ଟି ହୋଇଛି। ଏହି ରୋଗର ନିରାକରଣ ପାଇଁ କୌଣସି ଔଷଧ ନ ଥିବାରୁ […]
ନୂଆଦିଲ୍ଲୀ : କୋରୋନା ଭାଇରସ୍ ଆତଙ୍କ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବେଲିଜିୟମ୍ ଗସ୍ତ ବାତିଲ କରିଛନ୍ତି । ବେଲଜିୟମ୍ର ରାଜଧାନୀ ବ୍ରସେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡୋ-ୟୁରୋପିଆନ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦି ଯାଇଥାନ୍ତେ । ମାତ୍ର […]
ନୂଆଦିଲ୍ଲୀ : 7 କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ସଂସଦରେ ଅଶୋଭନୀୟ ଆଚରଣ ପାଇଁ 7 କଂଗ୍ରେସ ସାଂସଦଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଟି ଏନ୍ ପ୍ରତାପନ୍, ଡିନ୍ କୁରିଆକୋସ୍, ଆର୍ ଉନ୍ନିଥନ୍, […]
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଆପ୍ ନେତା ତାହିର୍ ହୁସେନ୍ଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି । ଆଇବି ଅଫିସର ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ମାମଲାରେ ତାହିର ହୁସେନଙ୍କୁ ଗିରଫ କରାଯାଇଛି । ଗୁରୁବାର ଦିଲ୍ଳୀ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାର୍ଚ୍ଚ 20 ତାରିଖ ଭୋର 5.30 ମିନିଟ୍ ସମୟରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ପଟିଆଲା […]
ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ପାଇଁ ହୋଲିରେ ବିଚାର କରିବା ପାଇଁ ଯାଉଛନ୍ତି ସର୍ବୋଚ୍ଚ କୋର୍ଟ । ହୋଲି ସମୟରେ ସୁପ୍ରିମକୋର୍ଟ 7 ଦିନ ପାଇଁ ଛୁଟି ରହିଥାଏ । ମାତ୍ର ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂ । ମୋଦି ଏବଂ ଶାହା କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି […]
ମୁର୍ଶିଦାବାଦ : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବେଳେ ବେଳେ ଭୋଟର କାର୍ଡରେ ନାମ ବା ଘରର ଠିକଣା ଭୁଲ୍ ରହିଥାଏ ମାତ୍ର ମୁର୍ଶିଦାବାଦରେ ଜଣେ ବ୍ୟକ୍ତିଙ୍କ ଫଟୋ ଜାଗାରେ ଆଉ ଏକ ଫଟୋ ରହିଛି […]
ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଗତ ଦୁଇ ଦିନ ହେବ ରାଜନୈତିକ ଅସ୍ଥିରତା ବଢି ଚାଲିଛି । ଏବେ କଂଗ୍ରେସ ଭାରତୀୟ ଦଳକୁ ଏନେଇ ଟାର୍ଗେଟ କରିଛି । ଗୁରୁବାର ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଗୁଲାମ ନବୀ […]
ନୂଆଦିଲ୍ଲୀ : ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ନମସ୍ତେ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ଶଶୀଥରୁର୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମର ସମସ୍ତ ପରମ୍ପରାରେ ବିଜ୍ଞାନ ରହିଛି । ସେଥିପାଇଁ ତ ଭାରତ ମହାନ୍ । କରୋନା ଭାଇରସ୍ ସହ […]
ବେଙ୍ଗାଲୁରୁ : ଜନୈକ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଉକ୍ତ ଯୁବତୀ ଜଣକ ସମାନ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ଦୁହେଁ ଗୋଟିଏ କଲେଜରେ ପାଠ ପଢୁଥିଲେ । ବେଙ୍ଗାଲୁରୁର ସରକାରୀ ଆୟୁର୍ବେଦିକ […]
ବେଙ୍ଗାଲୁରୁ : ବୈଷୟିକ ତ୍ରୁଟି କାରଣରୁ ଇସ୍ରୋ ପକ୍ଷରୁ ଏହାର ନୂତନ ସ୍ୟାଟେଲାଇଟ୍ ଉତ୍କ୍ଷେପଣକୁ ସ୍ଥଗିତ କରାଯାଇଛି । ଇସ୍ରୋର ଜିଓ ଇମେଜିଂ ସ୍ୟାଟେଲାଇଟ୍ ଜିସାଟ୍-1ର ଉତ୍କ୍ଷେପଣକୁ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ 5 ତାରିଖ ସନ୍ଧ୍ୟାରେ ଏହି ସ୍ୟାଟେଲାଇଟ୍ର ଉତ୍କ୍ଷେପଣ […]
ନୂଆଦିଲ୍ଲୀ : ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଭୟା କାଣ୍ଡ ଅଭିଯୁକ୍ତଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା ପାଇଁ ଆବେଦନ କରାଯାଇଛି । ନିର୍ଭୟା କାଣ୍ଡର ଅନ୍ୟତମ ଅଭିଯୁକ୍ତ ପଓ୍ବନ ବର୍ମାର ରାଜକ୍ଷମା ଆବେଦନ ଖାରଜ ହେବା ପରେ ତିହାର […]
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୋସିଆଲ ମିଡିଆ ଉପରୁ କଟକଣା ହଟାଯାଇଛି । ପୂର୍ବରୁ 2ଜି ମୋବାଇଲ ସେବା ଲାଗୁ ହୋଇଥିବା ବେଳେ ବୁଧବାର ସୋସିଆଲ ମିଡିଆ ଉପରୁ କଟକଣା ପ୍ରତ୍ୟାହାର କରାଯାଇଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା […]
ନୂଆଦିଲ୍ଲୀ : କୋରୋନା ଭାଇରସ୍ ଆତଙ୍କକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମାତ୍ର ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ସତର୍କ ସୂଚନାକୂ ନାପସନ୍ଦ କରିଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ […]
ମହାରାଷ୍ଟ୍ର : ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀ-ଏନ୍ସିଆରରେ ଏହି ମାମଲା ଆସିବା ପରେ କେନ୍ଦ୍ର ଓ ଦିଲ୍ଲୀ ସରକାର ଏବେ ପୂରା ଆକ୍ସନମୋଡକୁ ଆସିଛନ୍ତି। ଏହି ଭାଇରସ୍କୁ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାମାନେ ମଧ୍ୟ […]
ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍ର ମାମଲା ସାମ୍ନାକୁ ଆସିବା ପରେ ସତର୍କତା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ଚଳିତ […]