ଝାଡଖଣ୍ଡ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଆବାସରେ ପହଞ୍ଚିଲା କରୋନା । ପତ୍ନୀ କଳ୍ପନା ସୋରେନ୍ଙ୍କ ଡ୍ରାଇଭର କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ସିଏମ୍ଓର ଏକ ଘରୋଇ ସଚିବ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । […]
ପଞ୍ଜାବ : ପଞ୍ଜାବରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁସଂଖ୍ୟା 38କୁ ବୃଦ୍ଧି ହୋଇଛି । ସମସ୍ତ ମୃତକ ତରନତାରନ୍, ଅମୃତସର ବଟାଲୀ ଏବଂ ଗୁରୁଦାସପୁର ଜିଲ୍ଲାର ବୋଲି ଜଣାପଡିଛି । ପଞ୍ଜାବର ତରନତାରନ୍ ଜିଲ୍ଲାରେ ସର୍ବାଧିକ 19 ଜଣଙ୍କ ପ୍ରାଣହାନି […]
ଭୁବନେଶ୍ବର, ଦୈନନ୍ଦିନ ଜୀବନରେ ଉପୁଜୁଥିବା ଗୁରୁତର ସମସ୍ୟା ସମାଧାନ ପାଇଁ ସ୍ମାର୍ଟ ଇଣ୍ଡିଆ ହାକାଥନ ଛାତ୍ରଛାତ୍ରୀଙ୍କୁ ମଞ୍ଚ ପ୍ରଦାନ କରିଥାଏ । ଏହା ଉତ୍ପାଦ ନବାଚାର ସଂସ୍କୃତିକୁ ପ୍ରୋତ୍ସାହିତ କରିଥାଏ ଓ ସମସ୍ୟା ସମାଧାନର ମାନସିକତା ବିକଶିତ କରିଥାଏ । ଯୁବବର୍ଗଙ୍କୁ […]
ମୁମ୍ବାଇ, ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦିଆଯାଉ।ଏହା କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ଦେଶରେ ଜିଓ ପ୍ଲାଟଫର୍ମ ମାଧ୍ୟରେ ବିଫ୍ଲବ […]
ମୁମ୍ବାଇ : ବିଜେପି ନେତା ଦେବେନ୍ଦ୍ର ଫଡ୍ନଭୀସ୍ ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି । ଫଡ୍ନଭୀସ କହିଛନ୍ତି ଯେ, ଶିବସେନା, କଂଗ୍ରେସ, ଏନ୍ସିପିର ମେଣ୍ଟ ସରକାର ଅର୍ଥାତ୍ ‘ମହା ବିକାଶ ଅଘାଡି‘ ଏକ ପରିବାର ନୁହେଁ ବରଂ ଏହା […]
ନୋଏଡା: ନୋଏଡାଠାରେ ଏକ ନିର୍ମାଣାଧୀନ କୋଠା ଭୁଷୁଡି ପଡିଛି। ଏହି କୋଠା ତଳେ ବହୁ ଲୋକ ଦବି ରହିଥିବାର ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ୍ ଓ ପ୍ରଶାସନର ଟିମ୍ ଉପସ୍ଥିତ କରି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ […]
ପଞ୍ଜାବ : ପଞ୍ଜାବରେ ବିଷାକ୍ତ ମଦ ପିଇ 26ଜଣଙ୍କ ମୃତ୍ୟୁ ହୋଇଛି । ପଞ୍ଜାବର ଅମୃତସର, ବାଟଲା ଓ ତରନତାରନ ଆଦି ଅଞ୍ଚଳରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ଏବେ 26ରେ ପହଞ୍ଚିଛି । ପୋଲିସ ବିଷାକ୍ତ ମଦ ପ୍ରସ୍ତୁତ […]
ଚେନ୍ନାଇ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଗିରଫ କରିବା ଦାବିରେ ଏକ ଯାଚିକା ଦାୟର କରାଯାଇଛି । କେବଳ ବିରାଟ କୋହଲି ନୁହନ୍ତି ଅଭିନେତ୍ରୀ ତମନ୍ନାଙ୍କ ବିରୋଧରେ ମଧ୍ୟ ସମାନ ମାମଲା ରୁଜୁ କରାଯାଇଛି । ଅନ୍ଲାଇନ୍ […]
ତିରଅନନ୍ତପୁରମ୍ : ସର୍ବଦା ଭିନ୍ନ ଭିନ୍ନ ଉପାୟ ବାହାର କରି ଚର୍ଚ୍ଚାରେ ରହୁଥିବା କେରଳ ରାଜ୍ୟ ଏବେ କଏଦୀଙ୍କ ପାଇଁ ଏକ ଅଭିନବ ଉପାୟ ବାହାର କରିଛି । ଜେଲ୍ରେ ରହୁଥିବା କଏଦୀଙ୍କ ଜୀବନକୁ ସୁନିୟନ୍ତ୍ରିତ ତଥା ସାବଲୀଳ କରିବା ପାଇଁ […]
ପ୍ରକାଶମ: ମଦ ନ ମିଳିବାରୁ ହ୍ୟାଣ୍ଡ ସାନିଟାଇଜର୍ ପିଇ 9ଜଣ ମୃତ୍ୟବରଣ କରିଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଆଲକହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ପିଇ ଅତି କମରେ 9 ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା […]
ମଧ୍ୟପ୍ରଦେଶ : ସ୍ବାମୀକୁ ପ୍ରତାରଣା ଦେବା ଅଭିଯୋଗରେ ଜଣେ ସ୍ତ୍ରୀକୁ ମିଳିଛି କଠୋର ଦଣ୍ଡ । ଏପରି ଏକ ଘଟଣା ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର ଆସିଛି । ଏଠାରେ ଏକ ବିବାହିତା ମହିଳାଙ୍କର ବିବାହ ପରେ ଅନ୍ୟ ଏକ ପୁରୁଷ ସହ […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ପୁଣି ଥରେ ଟ୍ରାଫିକ୍ ନିୟମକୁ କଡାକଡି କରାଯାଇଛି । ଉତ୍ତରପ୍ରଦେଶରେ ଗାଡି ଚଲାଇବା ସମୟରେ ମୋବାଇଲ୍ରେ କଥା ହେବା ବେଶ୍ ମହଙ୍ଗା ପଡିବ । ଯଦି ଆପଣ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ଚଳାଉଥିବା […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂ ଖ୍ୟା 16 ଲକ୍ଷ 38 ହଜାର 871ରେ ପହଞ୍ଚିଛି। 24 ଘଣ୍ଟାରେ ସର୍ବାଧିକ 55 ହଜାର 079 ଆକ୍ରାନ୍ତ ହୋଇଥିବା ସ୍ଥଳେ779 ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ପରିବାର ବିଭାଗ ସୂଚନା ଦେଇଛି। […]
ହାଇଦ୍ରାବାଦ, ଗୋଦାବରୀ ଓ କ୍ରିଷ୍ଣା ନଦୀର ଗୋଟିଏ ବି ବିନ୍ଦୁ ଜଳ ତେଲାଙ୍ଗାନା ହରାଇବାକୁ ଚାହେଁ ନାହିଁ। ଯେତେ ଯାହା କରିବାକୁ ହେଉ ପଛେ ତେଲାଙ୍ଗାନା ସରକାର କରିବାକୁ ପ୍ରସ୍ତୁତ। ଏ କଥା କହିଛନ୍ତି ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। […]
ମହାରାଷ୍ଟ୍ର : ମହରାଷ୍ଟ୍ରର ଅମରାବତୀ ଅଞ୍ଚଳରୁ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଲ୍ୟାବ୍ ଟେକ୍ନସିଆନ୍ କରୋନା ଟେଷ୍ଟ ପାଇଁ ଯୁବତୀଙ୍କ ପ୍ରାଇଭେଟ୍ ପାର୍ଟ (ଗୁପ୍ତାଙ୍ଗ)ରୁ ସାମ୍ପଲ୍ ଟେଷ୍ଟ ନେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା […]
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ […]
ଚେନ୍ନାଇ : କରୋନା ସଂକ୍ରମଣକୁ ଦେଖି ତାମିଲନାଡୁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲକ୍ଡାଉନ୍ର ଅବଧିକୁ ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ଲକ୍ଡାଉନର କିଛିଟା କୋହଳ କରାଯାଇଛି । ପୂର୍ବରୁ 50 ପ୍ରତିଶତ […]
ବିହାର: କରୋନାକୁ ନେଇ ଲୋକଙ୍କ ମନରେ ଏମିତି ଭୟ ବସା ବାନ୍ଧିଛି ଯେ ସେମାନେ ମାନବିକତା ମଧ୍ୟ ଭୁଲି ଯାଉଛନ୍ତି। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ବିହାରର କଟିୟାରରେ ଦେଖିବାକୁ ମିଳିଛି। ଜଣଙ୍କର ମୃତ୍ୟୁ ହେଲା ପରେ ଗାଁ ଲୋକେ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଦ୍ୱାରା ଆଜି ମିଳିତଭାବେ ମରିସସ୍ ର ନୂଆ ସୁପ୍ରିମକୋର୍ଟ ଭବନ ଉଦ୍ଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପାଦନ କରାଯାଇଛି। ଭାରତର ଆର୍ଥିକ ସହାୟତାରେ ନିର୍ମିତ […]
ନୂଆଦିଲ୍ଲୀ, ଦେଶର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଛାଡ଼ିଦେଲେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ ଦୋହରାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ,କିନ୍ତୁ ଭାରତର ମୋଟ ୭୪୦ଟି ଜିଲ୍ଲାରୁ […]
ନୂଆଦିଲ୍ଲୀ, ଦେଶରେ ବର୍ତ୍ତମାନ କରୋନା ଆରୋଗ୍ୟ ହାର 64 ଦଶମିକ 44 ପ୍ରତିଶତ ରହିଛି। କୋଭିଡ-19 ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଓଏସଡି ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି। ଜାତୀୟ ସ୍ତରରେ ଏବେ […]