ନୂଆଦିଲ୍ଲୀ : 71ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଗୁଗୁଲର ଡୁଡୁଲ୍ରେ ଦେଖିବାକୁ ମିଳିଛି ସ୍ବତନ୍ତ୍ର ଝଲକ୍ । ଡୁଡୁଲ୍ରେ ଭାରତର ସାଂସ୍କୃତିକ ଓ ସାମ୍ରାଜ୍ୟ ଭିତରେ ବିବିଧତା ଭିତରେ ଏକତାକୁ ପ୍ରଦର୍ଶିତ କରିଛି । ଗୁଗୁଲ୍ ଏହି ଡୁଡୁଲ୍ରେ ଭାରତର […]
ନୂଆଦିଲ୍ଲୀ : ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନାରେ ସହ ପାଳିତ ହେଉଛି । 71ତମ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ମହାସମାରୋହରେ ପାଳିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତକା ଉତ୍ତୋଳନ କରି ପ୍ୟାରେଡ୍ […]
ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍, ଅରୁଣ ଜେଟ୍ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ ଦିଆଯିବ। ସେହିପରି […]
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍, ଅରୁଣ ଜେଟ୍ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ […]
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ସମ୍ବୋଧନ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶରେ ନ୍ୟାୟ, ସ୍ବତନ୍ତ୍ରତା, ସମାନତା ତଥା ଭାଇଚାର ପାଇଁ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ସର୍ବଦା ପ୍ରତିବଦ୍ଧ ରହିବା ପାଇଁ କହିଛନ୍ତି ରାଷ୍ଟ୍ରପତି […]
ନୂଆଦିଲ୍ଲୀ : ଶନିବାର ଦିନ ଦିଲ୍ଲୀର ଭଜନାପୁରା ଅଞ୍ଚଳରେ ଏକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡିବାରୁ 5ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । କୋଚିଂ ସେଣ୍ଟର ଚାଲୁଥିବା ସମୟରେ ଅଚାନକ ଛାତ ଭୁଶୁଡି ପଡ଼ି ଏକ ଅଘଟଣ […]
ନୂଆଦିଲ୍ଲୀ : ଦିଲ୍ଲୀରେ ଏକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡିବାରୁ 11ଜଣ ଛାତ୍ର ଆହତ ହୋଇଛନ୍ତି । ଅଚାନକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡ଼ିବାରୁ ସେଠାରେ ଏକ ଆତଙ୍କ ସୃଷ୍ଟି ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଗୋକଲପୁରର […]
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରିଦୋଷୀଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦେବାକୁ ନିର୍ଦ୍ଦେଶ ରହିଥିବାବେଳେ ଫାଶୀ ବଞ୍ଚିବା ପାଇଁ ଦୋଷୀମାନେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂ […]
ନୂଆଦିଲ୍ଲୀ : ବିବାଦୀୟ ଟ୍ବିଟ୍ କାରଣରୁ ବିଜେପିର ମଡେଲ ଟାଉନ୍ ବିଧାୟକ ପ୍ରାର୍ଥୀ କପିଲ ମିଶ୍ରାଙ୍କ ଉପରେ 48 ଘଣ୍ଟାର ରୋକ୍ ଲଗାଯାଇଛି । ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ କପିଲ୍ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନରଙ୍କ ପକ୍ଷରୁ […]
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟ୍କା ଲାଗିଛି। ହରିନଗର ଆସନରୁ ଚାରି ଥର ବିଧାୟକ ରହିଥିବା ବିଜେପିର ହରିଶରଣ ସିଂ ବଲ୍ଲୀ ଆଜି ଆମ୍ ଆଦ୍ମୀ ଦଳରେ ସାମିଲ୍ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ […]
ପାଟନା : କଲେଜରେ ବୁର୍ଖା ପିନ୍ଧିବା ନେଇ କଟକଣା ଜାରିକୁ ଛାତ୍ରୀଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଛାତ୍ରୀଙ୍କ ଆନ୍ଦୋଳନ ପରେ ବୁର୍ଖା ଉପରେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଶୁକ୍ରବାର ଦିନ ପାଟନାର ଜେଡି […]
ଜୟପୁର : ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ତୃତୀୟ ରାଜ୍ୟ ଭାବରେ ଏହା ବିରୋଧରେ ବିଲ୍ ପାଶ୍ କରାଇଛି ରାଜସ୍ଥାନ । କେରଳ ଏବଂ ପଞ୍ଜାବ ପରେ ତୃତୀୟ ରାଜ୍ୟ ଭାବରେ ଏହି ବିଲ୍କୁ ମଞ୍ଜୁରୀ […]
ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ଜାତି ଓ ଧର୍ମର ରାଜନୀତି ବିଫଳ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ବିଜେପି ପକ୍ଷରୁ ସର୍ବଦା ଜାତିବାଦ ରାଜନୀତି କରାଯାଇଥାଏ ମାତ୍ର ଦିଲ୍ଲୀରେ ଜାତି ଓ ଧର୍ମ ଆଧାରରେ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଓକିଲଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି ପଟିଆଲା ହାଉସ୍ କୋର୍ଟ । ରାଜକ୍ଷମା ଆବେଦନ ପାଇଁ ନିର୍ଭୟା ଅଭିଯୁକ୍ତଙ୍କ ଓକିଲ ଏ ପି ସିଂଙ୍କ ପକ୍ଷରୁ ତିନି ଅଭିଯୁକ୍ତଙ୍କ ସମସ୍ତ […]
ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛ । ଜମ୍ମୁ କାଶ୍ମୀରର ବନ୍ଦିପୋରାରେ ଶନିବାର 4 ଆତଙ୍କୀଙ୍କୁ ଗିରଫ କରାଯାଇଛି । 4 ଲସ୍କର ଏ ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହିତ ବିପୁଳ ପରିମାଣର […]
ମୁମ୍ବାଇ: ପୁଣି ହିନ୍ଦୁତ୍ବକୁ ପ୍ରସଙ୍ଗ କଲା ଶିବସେନା। ଗୋଟିଏ ପଟରେ ଦଳ ପକ୍ଷରୁ ସିଏଏ ଏବଂ ଏନ୍ଆରସିକୁ ନେଇ ବିରୋଧାଭାସ ଦେଖାଉଥିବା ବେଳେ ଅନ୍ୟ ପକ୍ଷରେ ବାଂଲାଦେଶୀ ଏବଂ ପାକିସ୍ତାନୀ ମୁସଲିମ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଦଳର ମୁଖପତ୍ର […]
ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ପୁଲଓ୍ବାମାର ତ୍ରାଲ ଅଞ୍ଚଳରେ ଏହି ଏନ୍କାଉଣ୍ଟର ଜାରି ରହିଛି । ସେନା ପକ୍ଷରୁ ଆତଙ୍କୀଙ୍କୁ ଘେରି ରଖାଯାଇଛି । […]
କେଦାର ମିଶ୍ର ହଠାତ ଏକ ସ୍ଵାଧୀନ ଦେଶରେ “ସ୍ଵାଧୀନତା” ଶବ୍ଦକୁ ନେଇ କିଛି ଲୋକ ବଡ ଚିନ୍ତିତ ଜଣାପଡ଼ୁଛନ୍ତି। କେବଳ ଚିନ୍ତିତ ନୁହନ୍ତି, ସ୍ଵାଧୀନତା ବା ଆଜାଦୀ ଶବ୍ଦକୁ ନେଇ ସେମାନେ ଭୟାତୁର ହୋଇ ପଡୁଥିବାର ଆମେ ଦେଖୁଛୁ। ଏହି ଚିନ୍ତିତ […]
ଭୁବନେଶ୍ବର- ଶେଷରେ କଲେଜର ପରିଚାଳନା କମିଟକୁ ଆଜି ଉଚ୍ଚଶିକ୍ଷା ବିଭାଗ ଭାଙ୍ଗି ଦେଇଛନ୍ତି। ଏ ନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ନୂଆ ନିୟମ ଅନୁସାରେ ଏଣିକି ପରିଚାଳନା କମିଟର ସଭାପତି ଭାବେ ରହିବେ ସେହି ଜିଲ୍ଲାର […]
ନୂଆଦିଲ୍ଲୀ : ଭାରତରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଆନ୍ଦୋଳନକୁ ନେଇ 154 ଜଣ ବ୍ୟକ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ସେନା ଓ ନୌସେନା ଅଧିକାରୀଙ୍କ […]
ବେଙ୍ଗାଲୁରୁ : ସୁରକ୍ଷିତ ଯୌନ ସମ୍ପର୍କ ଦାବି କରିବାରୁ ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳାଙ୍କୁ ହତ୍ୟା ଅଭିଯୋଗରେ ପୋଲିସ୍ 48 ବର୍ଷୀୟ ମୁକୁନ୍ଦ ଏଚ୍ ଏଚ୍ଙ୍କୁ ଗିରଫ କରାଯାଇଛି । ମହିଳାଙ୍କୁ ହତ୍ୟା କରିଥିବା ନେଇ ପଚରା […]