ତାମିଲନାଡୁ : ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହା ମଧ୍ୟରେ ଲକ୍ଡାଉନ୍ କଟକଣାରେ ଅନେକ କୋହଳ କରାଯାଇଛି। ଜୁନ୍ 1ତାରିଖରୁ ତାମିଲନାଡୁରେ ସେଲୁନ୍ ଓ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ସେଠାରେ ଚୁଟି […]
ନୂଆଦିଲ୍ଲୀ: ମହାମାରୀ କରୋନା ବିଶ୍ବରେ କାୟା ମେଲାଇଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ ଭୟଙ୍କର ଭାବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ଗତ 24 ଘଣ୍ଟାରେ 8ହଜାର ରୁ ଅଧିକ ମାମଲା ସାମନାକୁ ଆସୁଛି […]
ନୂଆଦିଲ୍ଲୀ : ମହାମାରୀ କରୋନା ଏବେ ବିଶ୍ବର 213ଟି ଦେଶରେ ବ୍ୟାପିଥିବାବେଳେ ଗତ 24 ଘଣ୍ଟାରେ 1 ଲକ୍ଷ 2 ହଜାର ନୂତନ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ 3,012ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ବରେ କରୋନା ଜନିତ ମୋଟ୍ ମୃତ୍ୟୁ […]
ନୂଆଦିଲ୍ଲୀ, ଆଜିଠାରୁ ଓଡ଼ିଶା, ସିକ୍କିମ ଓ ମିଜୋରାମ, ସମନ୍ୱିତ ସାଧାରଣ ବଣ୍ଟନ ବ୍ୟବସ୍ଥା (IM-PDS) ଯୋଜନାରେ ସାମିଲ ହେଲା। ଏହି ଘୋଷଣା କରିଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାସୱାନ କହିଛନ୍ତି । ଜାତୀୟ […]
ନୂଆଦିଲ୍ଲୀ : ଅବୈଧ ପ୍ରେମ ସମ୍ପର୍କ ସମ୍ମୁଖରେ ଫିକାପଡିଲା ମାତୃତ୍ବ । ନିଜର ଅବୈଧ ପ୍ରେମ ସମ୍ପର୍କ ପାଇଁ ପ୍ରେମିକ ସହାୟତାରେ ନିଜ ପୁଅକୁ ହତ୍ୟା କରିଛି । ମହିଳାଙ୍କ ସ୍ବାମୀ ଦିଲ୍ଲୀରେ କାମ କରନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ […]
ନୂଆଦିଲ୍ଲୀ : 18ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସୋମବାର ନିର୍ବାଚନ କମିଶନଙ୍କ ପକ୍ଷରୁ 7ଟି ରାଜ୍ୟର 18ଟି ଆସନ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁନ୍ 19 ତାରିଖରେ […]
ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା କାରଣରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଲ୍ପିଜି ମୂଲ୍ୟରେ ବୃଦ୍ଧି ଘଟାଯାଇଛି । ସୋମବାର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ତିନି କେନ୍ଦ୍ରୀୟ କମ୍ପାନୀ ଏଚପିସିଏଲ, […]
ଚେନ୍ନାଇ : ଲକ୍ଡାଉନ୍ କାରଣରୁ ସମସ୍ୟାରେ ପଡି ବାଇକ୍ ଚୋରି କରିଥିବା ଜଣେ ବ୍ୟକ୍ତି 15 ଦିନ ପରେ ବାଇକ୍ ଟିକୁ ଫେରସ୍ତ କରିଛନ୍ତି । କୋଏମ୍ବାଟୋରରେ ଲକ୍ଡାଉନ୍ରେ ଫସି ରହିଥିବା ବ୍ୟକ୍ତି ଜଣକ ନିଜ ପତ୍ନୀ ଏବଂ ପୁଅକୁ ନେବା […]
ନୂଆଦିଲ୍ଲୀ : ଦେଶରେ ଆଜିଠାରୁ ଲକ୍ ଡାଉନ୍ର ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହା ସହିତ ଅନ୍ଲକ୍ 1.0 ମଧ୍ୟ ଜାରି କରାଯାଇଛି । ତେବେ ଏହା ମଧ୍ୟରେ ଭାରତରେ ଗୋଷ୍ଠୀ ସଂକ୍ରମଣର ବିପଦକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ […]
ଛତିଶଗଡ : ପଡୋଶୀ ଛତିଶଗଡ ରାଜ୍ୟରେ ପ୍ରବେଶ କଲେ ପଙ୍ଗପାଳ ପଲ। ଛତିଶଗଡ କୋରିଆ ଜିଲ୍ଲାର ଭରତପରୁ ଜଙ୍ଗଲରେ ପଙ୍ଗପାଳ ପହଞ୍ଚିଥିବାର ସୂଚନା ରହିଛି। ମଧ୍ୟପ୍ରଦେଶରୁ ଆସି କୋରିଆଁ ଜିଲ୍ଲାରେ ପହଞ୍ଚିଛନ୍ତି ପଙ୍ଗପାଳ। ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ […]
ନୂଆଦିଲ୍ଲୀ : ଆଜିଠାରୁ ଦେଶରେ ଲକଡାଉନ୍ 5.0ର ଆରମ୍ଭ ହୋଇଛି । ଏହା ସହିତ ଆଜିଠାରୁ ଦେଶରେ ଅନଲକ୍- 1.0 ମଧ୍ୟ ଆରମ୍ଭ ହୋଇଛି । କରୋନା ମୁକାବିଲା ପାଇଁ ଦେଶରେ ଚାରୋଟି ପର୍ଯ୍ୟାୟ ଲକଡାଉନ୍ ପରେ ଆଜିଠାରୁ ଦେଶରେ ଅନଲକ୍ […]
ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ବେକାବୁ ସ୍ଥିତିରେ ରହିଛି । 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା 3 ଲକ୍ଷ 73 ହଜାର 855କୁ ବୃଦ୍ଧି ହୋଇଛି । ସେହିପରି ବିଶ୍ବରେ […]
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଓ୍ବାଜିଦ୍ ଖାନ୍ଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ସୂଚନା ରହିଛି । ମୃତ୍ୟୁ ବେଳକୁ ତାଙ୍କୁ 42 ବର୍ଷ ବୟସ […]
ମୁମ୍ବାଇ : ନିକଟରେ ସାମୁଦ୍ରିକ ବାତ୍ୟା ଆମ୍ପାନ କାରଣରୁ ପଶ୍ଚିମବଙ୍ଗ ଓ ଓଡିଶା ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆରବ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି […]
ନୂଆଦିଲ୍ଲୀ: କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ୍)କୁ 40 ହଜାର ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଛି। ଏହା ସହିତ 170ଟି ଅସ୍ତ୍ରଶସ୍ତ୍ର ଥିବା ଗାଡି ମଧ୍ୟ ପ୍ରଦାନ କରାଯାଇଛି। ରବିବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। କାଶ୍ମୀର ଉପତ୍ୟାକାରେ ଏବଂ ବିଭିନ୍ନ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ୍ ଶିବଲ୍ । ଭାରତର ବାହୁବଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ମୁକାବିଲାରେ ବିଫଳ ହୋଇଛନ୍ତି । ମୋଦିଙ୍କ ଅଜ୍ଞତା କାରଣରୁ ଦେଶର ଆର୍ଥିକ ବ୍ୟବସ୍ଥା […]
ନୂଆଦିଲ୍ଲୀ : ଶ୍ରମିକ ସ୍ପେସିଆଲ ଟ୍ରେନ୍ରେ ଶ୍ରମିକଙ୍କ ଦୂରାବସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଦେଶରେ ଚାଲୁଥିବା ବିଭିନ୍ନ ଶ୍ରମିକ ଟ୍ରେନ୍ ମଧ୍ୟରୁ 40 ପ୍ରତିଶତ ଟ୍ରେନ୍ ବିଳମ୍ବରେ ଚାଲୁଛି । ଏପରି ଅବ୍ୟବସ୍ଥା […]
ନୂଆଦିଲ୍ଲୀ : ଦିଲ୍ଲୀ ସରକାର କରୋନା ମୁକାବିଲା ସମୟରେ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ନିକଟରେ କର୍ମଚାରୀଙ୍କ ବେତନ ପାଇଁ ଅର୍ଥ ନଥିବାରୁ କେନ୍ଦ ସରକାରଙ୍କୁ 5 ହଜାର କୋଟିର ଅର୍ଥରାଶି ସହାୟତା ମାଗିଛନ୍ତି […]
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସତପାଲ୍ ମହାରାଜଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ଅମୃତା ରାଓ୍ବତଙ୍କ ରିପୋର୍ଟ ପିଜିଟିଭ୍ ଆସିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ମନ୍ତ୍ରୀଙ୍କ ପତ୍ନୀଙ୍କୁ କରୋନା ସଂକ୍ରମିତ ହେବା ଖବର […]
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିଲ୍ଲୀରେ କରୋନା ଯୋଗୁଁ ଆଉ ଜଣେ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁହୋଇଥିବାର ସୂଚନା ରହିଛି । ମୃତକ ଜଣକ ହେଉଛନ୍ତି 54 ବର୍ଷୀୟ ଶେଷମଣି ପାଣ୍ଡେୟ।ସେ କ୍ରାଇମ୍ ବ୍ରାଞ୍ଚ ଅଫିସର […]
ମୁମ୍ବାଇ : କରୋନା ଯୋଦ୍ଧା ରୂପେ କାର୍ଯ୍ୟ କରୁଥିବା ମୁମ୍ବାଇ ପୋଲିସ୍ କର୍ମଚାରୀ ମାନେ କରୋନାରେ ଶିକାର ହେଉଛନ୍ତି। କରୋନା କାଳରେ ସେମାନେ ସାଧାରଣ ଜନତାଙ୍କ ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି । କିନ୍ତୁ ସେମାନଙ୍କ ସୁରକ୍ଷାରେ ଏବେ […]