ଥିରୁଅନନ୍ତପୁରମ୍,29/12 : ଜାମିଆ ମାଲିଆ ଛାତ୍ରୀ ଆୟେଶା ରାନ୍ନାଙ୍କ କ୍ଷମା ପ୍ରାର୍ଥନା କରିଛନ୍ତି ସିପିଆଇ ଏମ୍ ନେତୃବୃନ୍ଦ । ଆୟେଶାଙ୍କ କ୍ଷମା ପ୍ରାର୍ଥନା ଦାବି କରିବା ସହିତ ମଲ୍ଲାପୁରମରେ ସିପିଆଇଏମ ପକ୍ଷରୁ ଏକ ପ୍ରତିବାଦ ଶୋଭା ଅନୁଷ୍ଠିତ ହୋଇଯାଇଛି । ସିଏଏ […]
ନୂଆଦିଲ୍ଲୀ, 29/12 : ନୂଆଦିଲ୍ଲୀରେ ନୂତନ ସିଆରପିଏଫ୍ ମୁଖ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଆରପିଏଫ୍ ଯବାନଙ୍କୁ ବାର୍ଷିକ 100 ଦିନ ଛୁଟି ମିଳିବା ନେଇ ଶାହା ଘୋଷଣା କରିଛନ୍ତି […]
ରାଞ୍ଚି,29/12 : ଝାରଖଣ୍ଡର 11 ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ହେମନ୍ତ ସୋରେନ୍ । ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ […]
ଲକ୍ଷ୍ନୌ,29/12 : ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରି ବିଏସ୍ପିର ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବିଏସ୍ପି ସୁପ୍ରିମୋ ମାୟାବତୀ । ବିଏସ୍ପି ବିଧାୟକ ରମାବାଇ ପରିହାର ମଧ୍ୟପ୍ରଦେଶର ଏକ ସଭାରେ ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ […]
ରାଞ୍ଚି, 29/12: ଝାରଖଣ୍ଡରେ କଂଗ୍ରେସ-ଜେଏମ୍ଏମ୍-ଆରଜେଡି ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ଆଜି ଜେଏମ୍ଏମ୍ ନେତା ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଦିନ 2ଟାରେ ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ […]
ନୂଆଦିଲ୍ଲୀ, 29/12 : ବର୍ଷର ଅନ୍ତିମ ମନ୍ କୀ ବାତ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ଯୁବସମାଜର ଭୁରିଭୁରି ପ୍ରଶଂସା କରିଥିଲେ । ଆଜିର ଯୁବ ସମାଜ ଜାତି ପ୍ରଥାକୁ ଦୂର କରି ଦେଶ […]
ନୂଆଦିଲ୍ଲୀ, 29/12 : ମିରଟ ଏସ୍ପି ଅଖିଳେଶ ନାରାୟଣ ସିଂ ଆନ୍ଦୋଳନ ରତ ଭିଡକୁ ପାକିସ୍ତାନ ପଳେଇଯାଅ ବୋଲି କହିବାକୁ ନେଇ ସ୍ବର ଉତ୍ତୋଳନ କରିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ମୁଖ୍ତାର ଆବାସ୍ ନକ୍ଭୀ । ଏପରି ଦାୟିତ୍ବହୀନ ମନ୍ତବ୍ୟ ପାଇଁ ଏସ୍ପିଙ୍କ […]
ଲକ୍ଷ୍ନୌ, 28/12 : ଆନ୍ଦୋଳନ ରତ ଭିଡକୁ ପାକିସ୍ତାନ ପଳେଇଯାଅ ବୋଲି ସମ୍ବୋଧନ କରି ଅଡୁଆରେ ପଡିଛନ୍ତି ମିରଟ ଏସ୍ପି ଅଖିଳେଶ ନାରାୟଣ ସିଂ । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିଭିନ୍ନ ସ୍ଥାନରେ ହିଂସା ଦେଖା ଦେଇଥିବା ବେଳେ ମିରଟର […]
ନୂଆଦିଲ୍ଲୀ, 28/12 : ଦେଶରେ ସୁଧାର ଗୃହ ପ୍ରତିଷ୍ଠାକୁ ନେଇ ବିଜେପିକୁ ଆକ୍ରମଣ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ସୁଧାର ଗୃହ ପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ଅସ୍ବୀକାର କରିଥିବା ବେଳେ ଆସାମରେ ଏକ ସୁଧାର ଗୃହ ରହିଛି । […]
ଲକ୍ଷ୍ନୌ, 28/12 : ବିରୋଧ ପ୍ରଦର୍ଶନ ସମୟରେ ହିଂସା ପ୍ରଦର୍ଶନକାରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସଠିକ୍ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ହିଂସା ପ୍ରଦର୍ଶନକାରୀଙ୍କୁ ଚକିତ କରିଛି ବୋଲି ଯୋଗୀ ପ୍ରକାଶ କରିଛନ୍ତି । […]
ନୂଆଦିଲ୍ଲୀ, 28/12 : ଡିସେମ୍ବର ମାସର ହାଡଭଙ୍ଗା ଶୀତରେ ସମଗ୍ର ଉତ୍ତର ଭାରତ ଥରୁଥିବା ବେଳେ ରାଜଧାନୀ ନୂଆଦିଲ୍ଲୀର ତାପମାତ୍ରା 2.4 ଡିଗ୍ରୀ ସେଲ୍ସିୟସ୍ ରହିଛି । ଶନିବାର ସକାଳ 6.10 ମିନିଟ୍ ସମୟରେ ଏହି ତାପମାତ୍ରା ରେକର୍ଡ କରାଯାଇଛି । […]
ଛତିଶଗଡ଼, 27/12: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ଛତିଶଗଡ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବର ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ରାହୁଲ୍ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ମୋଦି ସରକାର ନୋଟ ବନ୍ଦୀ […]
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ: ୨୦୧୯ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଆବେଦନ ପତ୍ର ଆହ୍ୱାନ କରାଯାଇଛି । ମହିଳା ସଶକ୍ତିକରଣ ବିଶେଷ କରି ଅନଗ୍ରସର ଏବଂ ଅବହେଳିତ ମହିଳାଙ୍କ ପ୍ରଗତି […]