ନାଗପୁର : ଭାରତୀୟ ଜନତା ଦଳ (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡକରୀଙ୍କ ଗଡ ନାଗପୁରରେ ଦଳକୁ କଡା ପରାଜୟ ମିଳିଛି। ନାଗପୁରର ଧୋପାବାଡାରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି। […]
ଭୋପାଳ : କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଭୋପାଳର ସେବାଦଳ ପ୍ରଶିକ୍ଷଣ ଶିବିର ସମ୍ମେଳନରେ ସାମିଲ ହୋଇ ସମୟ ଅତିବାହିତ କରିଛନ୍ତି।ଏହି ଅବସରରେ ଦିଗବିଜୟ କହିଛନ୍ତି ଯେ, ଆଜି ଦୁନିଆରେ ବିଚାରଧାରାର ଲଢେଇ ଚାଲିଛି। ଭାରତରେ ସଂସ୍କାର ଯୋଡ଼ାଯାଇଥାଏ, କିନ୍ତୁ ଏବେ […]
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି। ନୀଳାଚଳ ଇସ୍ପାତ ପ୍ଲାଣ୍ଟରୁ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବା ନେଇ ନିଷ୍ପତି ଗ୍ରହଣ କରାଯାଇଛି। ଏମ୍ଏମ୍ଟିସି, ଭେଲ୍ ଓ ଏନ୍ଏମଟିସି […]
ପାଟନା : ବିହାର ନିର୍ବାଚନ ଚର୍ଚ୍ଚା ଏବେ ପୂରା ଜୋର୍ ଧରିଲାଣି। ଏହା ମଧ୍ୟରେ ଭାରତୀୟ ଜନତା ଦଳର ବିଧାନ ପରିଷଦ ସଦସ୍ୟ ସଞ୍ଜୟ ପାଶଓ୍ବାନ୍ ଏକ ବୟାନ ଦେଇଛନ୍ତି, ଯାହା ବିହାର ରାଜନୀତିକୁ ପୂରା ସରଗରମ କରିଛି। ସଞ୍ଜୟ ପାଶଓ୍ବାନ […]
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ବାମପନ୍ଥୀ ଦଳଙ୍କ ସମେତ 10 ଟ୍ରେଡ୍ ୟୁନିଅନ୍ ତରଫରୁ ହୋଇଥିବା ଭାରତ ବନ୍ଦକୁ ସମର୍ଥନ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ୍ ଗାନ୍ଧି କହିଛନ୍ତି ଯେ, […]
ଝାଡଖଣ୍ଡ : ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ବିଧାୟକ ରବୀନ୍ଦ୍ର ନାଥ ମହତୋଙ୍କୁ ମଙ୍ଗଳବାର ଦିନ ସର୍ବସମ୍ମତିକ୍ରମେ ଝାଡଖଣ୍ଡ ବିଧାନସଭାର ନୂତନ ଅଧ୍ୟକ୍ଷ ରୂପେ ନିର୍ବାଚିତ କରାଯାଇଛି । ମହତୋ ସୋମବାର ଦିନ ନାମାଙ୍କନ ଦାଖଲ କରିଥିଲେ । ମହତୋ ନାଲା […]
ନୂଆଦିଲ୍ଲୀ: ନିର୍ଭୟା ରାୟ ଆସିବା ପରେ କୋର୍ଟ ପରିସରରେ ନିର୍ଭୟାଙ୍କ ମା ଗଣମାଧ୍ୟମକୁ ଏକ ଚାଞ୍ଚଲ୍ୟକର ଖବର ଦେଇଛନ୍ତି। ତାହା ହେଲା ଦୋଷୀମାନଙ୍କୁ ଏ ପର୍ଯ୍ୟନ୍ତ ସଜା ଦିଆଯାଇ ନ ଥିବାରୁ ନିର୍ଭୟା ଫଟୋରେ ଫୁଲ ଚଢାଯାଇ ନ ଥିଲା। ଆମେ […]
ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ଜାନୁଆରୀ ୨୨ ତାରିଖ ସକାଳ ୭ ଟାରେ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଅପରାଧୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯିବ। ଏଥିପାଇଁ ଦିଲ୍ଲୀର ଏକ […]
ଅହମ୍ମଦାବାଦ, 7/1: ଜେଏନ୍ୟୁ ହିଂସା ନେଇ ଦେଶର ବିଭିନ୍ନ ସହରରେ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଗୁଜରାଟ ଅହମ୍ମଦାବାଦ୍ରେ ଏବିଭିପି-ଏନ୍ଏସ୍ୟୁଆଇ କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି। ଉଭୟପକ୍ଷଙ୍କ ମଧ୍ୟରେ ମାଡ଼ପିଟ ହୋଇଛି। ଏହା ସହିତ ଉଭୟ ପକ୍ଷଙ୍କ ମଧ୍ୟରେ ଟେକା ପଥର ମାଡ଼ […]
ନୂଆଦିଲ୍ଲୀ, 7/1: ଜେଏନ୍ୟୁରେ ଘଟିଥିବା ହିଂସାକାଣ୍ଡ ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରିଛି। ଏହି ସଂଗଠନର କର୍ମକର୍ତ୍ତାମାନେ ଜାନୁଆରୀ ୫ରେ ମୁଖାପିନ୍ଧି ଜେଏନୟୁ କ୍ୟାମ୍ପସରେ ହମଲା କରିଥିଲେ ବୋଲି ଏହାର ନେତା ପିଙ୍କି ଚୌଧୁରୀ କହିଛନ୍ତି। ସେ କହିଛନ୍ତି, […]
ନୂଆଦିଲ୍ଲୀ : ଜେଏନ୍ୟୁରେ ଆକ୍ରମଣର ଦୁଇ ଦିନ ପରେ ଏହାର ପ୍ରତିବାଦରେ ବିଶ୍ବବିଦ୍ୟାଳୟର ପରିସଂଖ୍ୟାନ କମିଟିରୁ ଇସ୍ତଫା ପ୍ରଦାନ କରିଛନ୍ତି ପ୍ରଫେସର ସିପି ଚନ୍ଦ୍ରଶେଖର । ବିଶ୍ବବିଦ୍ୟାଳୟର ଅର୍ଥନୀତି ଉପରେ ରିପୋର୍ଟ ପ୍ରଦାନ ପାଇଁ ଏହି ପରିସଂଖ୍ୟାନ କମିଟି ଗଠିତ ହୋଇଥିଲା […]
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମଣିପୁରୀରେ ଏକ କୋର୍ଟରେ ଜନୈକ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି । ସୋମବାର ଘଟିଥିବା ଏହି ଘଟଣା ପାଇଁ 4 ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ନିଜ ପରିବାରର ତିନି ଜଣଙ୍କୁ ହତ୍ୟା ମାମଲାରେ […]
ମୁମ୍ବାଇ : ନୂଆଦିଲ୍ଲୀ ଜଓ୍ବାହାର ଲାଲ ନେହେରୁ ୟୁନଭର୍ସିଟି (ଜେଏନ୍ୟୁ)ରେ ଛାତ୍ର ଏବଂ ଅଧ୍ୟାପକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ମୁମ୍ବାଇର ଇଣ୍ଡିଆ ଗେଟ୍ରେ ଶତାଧିକ ବିକ୍ଷୋଭକାରୀ ଜମା ହୋଇଥିଲେ । ମାତ୍ର ଟ୍ରାଫିକ୍ ସମସ୍ୟା ଦେଖା ଦେବାରୁ ପୋଲିସ୍ ବିକ୍ଷୋଭକାରୀଙ୍କୁ […]
ନୂଆଦିଲ୍ଲୀ : ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ପୁନର୍ବାର ଏହା ସପକ୍ଷରେ ନିଜର ମତ ରଖିଛନ୍ତି । ସିଏଏ ସପକ୍ଷରେ 52 ଲକ୍ଷ ମିସ୍ କଲ୍ ଆସିଛି ବୋଲି ଅମିତ ଶାହା […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଏକମାସ ସମୟ ରହିଥିବା ବେଳେ ନିର୍ବାଚନରେ ବିଜୟୀ ହେବା ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଛି । ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦଳର ବିଜୟ ନେଇ […]
ଅହମ୍ମଦାବାଦ : ଗୁଜୁରାଟରେ ଜନୈକ 13 ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ପୋଲିସ୍ 7 ଜଣଙ୍କୁ ଗିରଫ କରିଛି । ବିଗତ ତିନି ମାସ ମଧ୍ୟରେ ନାବାଳିକା ଜଣଙ୍କୁ ଏକାଧିକ ଧର ଗଣଦୁଷ୍କର୍ମ କରାଯାଇଛି । ସୁରଟରେ ଘଟିଥିବା ଏହି ଘଟଣାରେ […]
ନୂଆଦିଲ୍ଲୀ : ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଫେବୃୟାରୀ 8 ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ନିର୍ବାଚନ କାମ ଆଧାରରେ ହେବାକୁ ଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ […]
ସମୀକ୍ଷା ବ୍ୟୁରୋ ନିକଟରେ ଭାରତ ବର୍ଷର ଦୁଇ ବଡ ବିଶ୍ବବିଦ୍ୟାଳୟରେ ଚାଲିଥିବା ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିବାବେଳେ ଏହି ଘଟଣାକୁ ନେଇ ପୋଲିସ୍ର କାର୍ଯ୍ୟ ବେଶ୍ ସନ୍ଦେହଜନକ ରହୁଥିବାର ପ୍ରତୀୟମାନ ହେଉଛି । ଉଭୟ ବିଶ୍ବବିଦ୍ୟାଳୟରେ […]
ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି । ଫେବୃୟାରୀ 8 ତାରିଖରେ […]
ମୁମ୍ବାଇ, ଜେଏନ୍ୟୁରେ ହୋଇଥିବା ହିଂସା ଆକ୍ରମଣକୁ ନେଇ ଚାଲିଥିବା ରାଜନୈତିକ ବାକ୍ବିତଣ୍ଡାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ ନିଜର ମତ ରଖିଛନ୍ତି। ଉଦ୍ଧବ ଏହି ଆକ୍ରମଣକୁ 26/11 ମୁମ୍ବାଇ ଆକ୍ରମଣ ସହ ତୁଳନା କରିଛନ୍ତି। ଉଦ୍ଧବ କହିଛନ୍ତି […]
ମୁମ୍ବାଇ : ଜେଏନ୍ୟୁରେ ହୋଇଥିବା ହିଂସା ଆକ୍ରମଣକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଗଲାଣି । ଏହି ଘଟଣାରେ ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି ଶିବସେନା ନେତା ସଂଜୟ ରାଉତ। ଛାତ୍ର ଆଜି ନିଜ ଦେଶରେ ସୁରକ୍ଷିତ ନଥିବାବେଳେ ମୋଦି ସରକାର […]