ଜାତୀୟ ଖବର

ଉତ୍ତରପ୍ରଦେଶ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟତଃ କଠୋର ହିନ୍ଦୁବାଦୀ ବୋଲି ଜଣାଯାଇଥା’ନ୍ତି ଏପରିକି ସେମାନେ ମୁସଲମାନଙ୍କୁ ବିରୋଧ କରିଥାନ୍ତି ବୋଲି ସାଧାରଣରେ ଆମର ଏକ ଚିନ୍ତାଧାରା ରହିଆସିଛି।…

ହାଇଦ୍ରାବାଦ : ଏଆଇଏମଆଇଏମ ମୁଖ୍ୟ ତଥା ଅସଉଦ୍ଦିଦ୍ନ ଓ୍ବଓ୍ବେସୀଙ୍କ ମଞ୍ଚରେ ପାକିସ୍ତାନ ଜିନ୍ଦାବାଦ୍‌ ନାରା ଦେଇଥିବା ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଅମୂଲ୍ୟା ଲିୟୋନା ନାମ୍ନୀ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାମମନ୍ଦିର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ ଆମନ୍ତ୍ରଣ ପ୍ରଦାନ କରାଯାଇଛି । ରାମ ମନ୍ଦିର ଟ୍ରଷ୍ଟର ଏକାଧିକ ସଦସ୍ୟ ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆସନ୍ତାକାଲି ମହାଶିବରାତ୍ରୀ। ଏକାମ୍ର ନଗରୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅନୁଷ୍ଠିତ ହେବ ଜାଗର ପର୍ବ। ଏନେଇ ବେଶ୍‌ ଚଳଚଞ୍ଚଳ ଏକାମ୍ର ପୀଠ। ଏଥିପାଇଁ ମନ୍ଦିର…

ବେଙ୍ଗାଲୁରୁ : କର୍ଣ୍ଣାଟକର ଗଦଗ୍‌ରେ ସଦ୍‌ଭାବନାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି । ଗଦଗ୍‌ରେ ରହିଥିବା ଲିଙ୍ଗାୟତ ମଠର ମୁଖ୍ୟ ଭାବରେ ଜଣେ ମୁସଲିମଙ୍କୁ ନିଯୁକ୍ତ…

ଭୁବନେଶ୍ୱର, ଭୁବନେଶ୍ୱରଠାରେ ଖୁବ୍‌ ଶୀଘ୍ର ଏକ ବାୟୋଟେକ୍‌ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ ଓ ଏଥିରେ ଭାରତ ବାୟୋଟେକ୍‌ ଉଦ୍ୟୋଗ ସହାୟତା କରିବ । ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ…

ରାଜସ୍ଥାନ : ରାଜସ୍ଥାନ ସରକାର ଆଜି 2020-2021 ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବଜେଟ୍‌ ଆଗତ କରିବା ସହିତ କିଛି ଯୋଜନାର…

ନୂଆଦିଲ୍ଲୀ : ଉପହାର ସିନେମା ହଲ ଅଗ୍ନିକାଣ୍ଡରେ ଅଂଶଲ ଭ୍ରାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି ମିଳିଛି । ଗୁରୁବାର ସୁପ୍ରିମକୋର୍ଟଙ୍କ ରିହାତି ପରେ ଅଂଶଲ ଭ୍ରାତା ଜେଲ୍‌ ନଯିବା…

ଚେନ୍ନାଇ : ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବ 5 ମହିଳାଙ୍କ ସମେତ 20 ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁ ତିରୁପୁର ଜିଲ୍ଲା ଅବିନାଶୀ ନିକଟରେ ଏହି ମର୍ମନ୍ତୁଦ…

ଚେନ୍ନାଇ : ସୁପରଷ୍ଟାର୍‌ କମଲ ହାସନଙ୍କ ଫିଲ୍ମ ସେଟ୍‌ରେ ଏକ ବଡଧରଣର ଦୁର୍ଘଟଣା ଘଟିଯାଇଛି । ଚେନ୍ନାଇର ଇବିପି ଷ୍ଟୁଡିଓରେ କ୍ରେନ୍‌ କ୍ରାସ୍‌ ହେବା ପରେ ତିନିଜଣଙ୍କ…

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କ୍ଷମତାସମ୍ପନ୍ନ “ପ୍ରଯୁକ୍ତି ଗୋଷ୍ଠୀ” ଗଠନକୁ ମଞ୍ଜୁରି ମିଳିଛି । ଭାରତ ସରକାରଙ୍କ ପ୍ରମୁଖ…

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟ ତରଫରୁ ନିଯୁକ୍ତ ହୋଇଥିବା ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ୍‌ ଓ ସଞ୍ଜୟ ହେଗେଡ୍‌ ଆଜି ଶାହୀନ୍‌  ବାଗ୍‌ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ଦୁଇଜଣ…

ଗୁଜୁରାଟ : ମହିଳାଙ୍କ ମାସିକ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଗୁଜୁରାଟର ଜଣେ ଧର୍ମ ଗୁରୁ। ମାସିକ ଧର୍ମ ସମୟରେ ମହିଳା ଯଦି ରୋଷେଇ ବା…

ତିରୁଅନନ୍ତପୁରମ୍‌ : କେରଳରେ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା କୋଝିକୋଡ ଜିଲ୍ଲାର ମୁକ୍କମ୍‌ ପୁଲିସ୍‌ ଥାନା ନିକଟରେ ବିଫ୍‌ ତରକାରୀ ସହ ରୁଟିର ବିତରଣ କରିଛନ୍ତି । କେରଳ…

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀର ଯବାନମାନେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ସୂଚନା ମିଳିଛି…

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବିବିଧ ସଂସ୍ଥା ଭାବରେ ରହିଥିବା ଏହାର ସମଗ୍ର ମିଡ଼ିଆ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) ବ୍ୟବସାୟକୁ ନେଟୱାର୍କ୧୮ ଅଧୀନରେ ମିଶ୍ରଣ…

ଭୁବନେଶ୍ବର, ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଚଳିତ 2020-21 ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ କେତେକ କ୍ଷେତ୍ରରେ ବିଗତ ବଜେଟଠାରୁ ଟିକିଏ ଅଲଗା…