ଭୁବନେଶ୍ଵର: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୁବନେଶ୍ଵରରେ ବିଭିନ୍ନ ଘରୋଇ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଆୟୁଷ୍ମାନ କାର୍ଡଧାରୀ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ବୁଝିବା ସହ ତାଙ୍କ…
ରାଜ୍ୟ ଖବର
ରେଢ଼ାଖୋଲ (କନ୍ଦର୍ପ ବେହେରା): ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ ସ୍ଵେଚ୍ଛାସେବୀ ଦୀପକ ବିଶ୍ୱାଳଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିଛି। ଜଙ୍ଗଲ, ପରିବେଶ ବିଭାଗ…
ଭୁବନେଶ୍ଵର: ଲୋକ ଭବନରେ ୪୮୫ କିଲୋୱାଟ୍ପି (kWp) ରୁଫଟପ୍ ସୌର ବିଦ୍ୟୁତ୍ ପ୍ଲାଣ୍ଟ ଶନିବାର ଦିନ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କ ଦ୍ୱାରା ଉଦଘାଟିତ…
ଭୁବନେଶ୍ଵର: ଭୁବନେଶ୍ବର ଏମ୍ସର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଜଣେ ମହିଳାଙ୍କ ଶରୀରରୁ ସଫଳତାର ସହ ଏକ ବଡ଼ ପ୍ଲେକ୍ସିଫର୍ମ ନ୍ୟୁରୋଫାଇଭରୋମା ଟ୍ୟୁମରକୁ ବାହାର କରାଯାଇଛି।…
ଭୁବନେଶ୍ୱର: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରା:ପର କରଡ଼ାପଲ୍ଲୀ…
ବାଣପୁର: ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଗ୍ରାମ ପଞ୍ଚାୟତର କେଶପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହର କରୁଣ ପରିଣତି କେତେ ଯେ ଭୟଙ୍କର…
ଭୁବନେଶ୍ୱର: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ସମ୍ବଲପୁର ଫୁଟବଲ ଏକାଡେମୀର ସୁଦୃଢ଼ ଯାତ୍ରାକୁ ଆହୁରି ବ୍ୟାପକ ତଥା ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର : ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି କ୍ରମରେ ୧୪ଟି ଜିଲ୍ଲାରେ ୨୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି…
ରଣପୁର: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ନିର୍ବାଚନ ମଣ୍ଡଳୀରେ ପରିଗଣନା ଫର୍ମ ବଣ୍ଟନ…
ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ପୁରୀ ରେଳ ଷ୍ଟେସନର ଏକ ବ୍ୟାପକ ନିରୀକ୍ଷଣ କରି ଯାତ୍ରୀ ସୁବିଧା, ସୁରକ୍ଷା ମାନଦଣ୍ଡ, ପରିଚାଳନାଗତ ଦକ୍ଷତା…
ଭୁବନେଶ୍ଵର: ଭୁବନେଶ୍ଵର ସପ୍ତଶତୀ ବିହାର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । NH – ୧୬ରେ ବର୍ଷା ପରର ଗହଳି ଯୋଗୁଁ ଟ୍ରକ ଚାପାରେ ଜଣେ ମୃତ…
ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରରେ ତାଣ୍ଡବ ସୃଷ୍ଟି କରିଛି କାଳବୈଶାଖୀ। ତୁହାକୁ ତୁହା ପବନ ସାଙ୍ଗକୁ ବିଜୁଳି ଘଡଘଡି ପୁରା ରାଜଧାନୀର ଛାତି ଥରାଇଦେଲା। ଚାରିଆଡି ପ୍ରବଳ…
ଭୁବନେଶ୍ୱର: ବେଆଇନ ନିଶାଦ୍ରବ୍ୟ ଓ ମାଦକ କାରବାର ବିରୋଧରେ ନିୟମିତ ଚଢ଼ାଉ ଏବଂ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ। ଭୁବନେଶ୍ବରର…
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଖଣ୍ଡିଆପାଟଣା ଗାଁରେ ଏକ ବଡ଼ ଧରଣର ଡକାୟତି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ରାତି…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଠାରୁ ଧାନ ଯେପରି…
ବାଲିଗୁଡ଼ା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ବଡ଼ ଧରଣର ତଦନ୍ତ…
ଭୁବନେଶ୍ଵର: ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ‘ସ୍ବତନ୍ତ୍ର ସଘନ…
ବ୍ରହ୍ମପୁର: ବ୍ରହ୍ମପୁରର ବିଜିପୁର ଅଞ୍ଚଳସ୍ଥିତ ପୁଲିସ କ୍ୱାର୍ଟର୍ସରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଓଏମ୍ଭିଡିରେ କାର୍ଯ୍ୟରତ କନେଷ୍ଟବଳ ଆଶୁତୋଷ ମଲ୍ଲ ନିଜ ଦେହରେ…
ଭୁବନେଶ୍ବର : ଭୁବନେଶ୍ବର ଲକ୍ଷ୍ମୀସାଗରରେ ଛୁରାମାଡ । ଏହି ଛୁରାମାଡରେ ଦୁଇ ଗୁରୁତର ହୋଇଛନ୍ତି। ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି…
କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜେଡିରେ ବଡ଼ ହଟଚମଟ ସୃଷ୍ଟି ହୋଇଛି। ଦଳର ଦୁଇ ବରିଷ୍ଠ ନେତା ଟୁନା ଦାସ ଓ ପ୍ରମୋଦ ସାହୁଙ୍କ ନିଲମ୍ବନକୁ ବିରୋଧ କରି…
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବିଦୁକୁଡ଼ିଆ ଗ୍ରାମରେ କାଳବୈଶାଖୀଜନିତ ବଜ୍ରାଘାତରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ୱର୍ଗତ ବଂଶୀଧର ପାତ୍ରଙ୍କ…

