ସମୀକ୍ଷା ବ୍ୟୁରୋ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-2 ସଫଳତାର ଗୋଟିଏ ପାଦ ଦୂରରୁ ଅଟକି ଯାଇଛି । ଚନ୍ଦ୍ର ପୃଷ୍ଠରେ ଅବତରଣର ମାତ୍ର 2.1 କିମି ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସହିତ ଇସ୍ରୋର ଯୋଗାଯୋଗ […]
କେଦାର ମିଶ୍ର ନୂଆ ମୋଟର ଯାନ ଆଇନ ଆସିଲା ପରେ ଏହାକୁ ନେଇ ଭାରତର ଅନ୍ୟାନ୍ୟ ରାଜ୍ୟ ତୂଳନାରେ ଆମ ରାଜ୍ୟର ପରିବହନ ଅଧିକାରୀ ଓ ପୋଲିସ ବିଭାଗ ଅଧିକ ଉତ୍ସାହିତ। ମାତ୍ର ଚାରି ଦିନରେ ସାଧାରଣ ଲୋକଙ୍କ ପାଖରୁ ପ୍ରାୟ […]
କେଦାର ମିଶ୍ର ଯେତେବେଳେ ପୁରୀ ମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ ରହିଥିବା ମଠ ଓ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ଏହା ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଅନାବଶ୍ୟକ ବୋଲି ଆମେ କହିଥିଲୁ। ମନ୍ଦିର ସହିତ […]
ସମୀକ୍ଷା ବ୍ୟୁରୋ ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ । ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ ବଧୂ ବା ପତ୍ନୀ । ଆଜ୍ଞା ହଁ, ହାଇଦ୍ରାବାଦଠାରେ ଏପରି ଏକ ଶିକ୍ଷାନୁଷ୍ଠାନ […]
ପଞ୍ଚାନନ ଦଳାଇ ଭାଇ ନମସ୍କାର। କେମିତି ଅଛନ୍ତି, ଆପଣମାନେ ପେପରରେ ଗୋଟିଏ ବଢିଆ ଖବରଟିଏ ଦେଇଥିଲେ। ହେଲେ ସେଇଟା ପ୍ରଥମ ପୃଷ୍ଠାରେ ବଡବଡ ଅକ୍ଷରରେ ଛାପିବାର ଥିଲା। ଏମିତି ବଡ ପାଟିରେ କହି କହି ଆମ ପାଖକୁ ଆସିଲେ ବିଜେପିର ଜଣେ […]
ରଙ୍ଗାଚରଣ ପ୍ରଧାନ ତାହା ଥିଲା ୨୦୧୩ ମସିହା ଫେବୄଆରୀ ମାସର ଏକ ଅପରାହ୍ଣ । ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଦିଲ୍ଲୀର ପ୍ରତିଷ୍ଠିତ ଶ୍ରୀରାମ କଲେଜ୍ ଅଫ୍ କମର୍ସର ସଭାକକ୍ଷରେ ଦୀର୍ଘ ୭୫ ମିନିଟ୍ ଧରି ମୋଦୀଙ୍କ ଭାଷଣ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ […]
ସମୀକ୍ଷା ବ୍ୟୁରୋ ନାରୀ ଓ ପୁରୁଷ ଦୁହେଁ ଦୁହିଁଙ୍କ ପରିପୂରକ । ବୁଝାମଣା ଆଉ ପ୍ରେମ ହିଁ ସଫଳ ଦାମ୍ପତ୍ୟର ଚାବିକାଠି । ଏଥିରେ ଦୁହିଁଙ୍କର ସମଭାଗିତା ରହିଥାଏ । କିନ୍ତୁ ଆଜିକାଲି ଏସବୁଥିରେ ବ୍ୟତିକ୍ରମ ଦେଖାଯାଉଛି । ନିକଟରେ ଏକ […]
ରଙ୍ଗାଚରଣ ପ୍ରଧାନ ସରକାରଙ୍କ ପାଖରେ ଆଉ କୌଣସି ରାସ୍ତା ନ ଥିଲା । ସିଧା ସିଧା କହିବାକୁ ଗଲେ ସରକାରଙ୍କ ପାଖରେ ଟଙ୍କା ନାହି । ଗତବର୍ଷ କେନ୍ଦ୍ର ସରକାର ଯେତିକି ମୋଟ ଟିକସ ଆଦାୟ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ […]
କେଦାର ମିଶ୍ର ନୂଆ ଭାରତରେ ସରକାରକୁ ବିରୋଧ କରିବାକୁ ପାକିସ୍ତାନ ସପକ୍ଷବାଦୀ ହେବା ବା ଦେଶଦ୍ରୋହୀ ହେବା ସହ ତୁଳନୀୟ ବୋଲି କହିବାର ଏକ ବିପଜ୍ଜନକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପରୋକ୍ଷରେ ପାକିସ୍ତାନକୁ ହିଁ ସୁହାଉଛି। ଗତକାଲି ପାକିସ୍ତାନ କଶ୍ମୀର […]
ରଙ୍ଗାଚରଣ ପ୍ରଧାନ ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଫୋନ୍ ଆସେ । ସେସବୁକୁ କଥାବାର୍ତ୍ତା ନ କହି ଏକ ପାଖିଆ ବାର୍ତ୍ତା କୁହାଯାଇ ପାରିବ । ତେବେ ଗତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ […]
ସାଗରିକା କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ନାଟକୀୟ ଢଙ୍ଗରେ ଗିରଫ ହେଲା ପରେ ପୁଣି ଥରେ ବିରୋଧୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର କଂଗ୍ରେସ ବିରୋଧରେ ପ୍ରତିଶୋଧ ନେଉଛି କାରଣ ପି ଚିଦମ୍ବରମ ଗୃହମନ୍ତ୍ରୀ […]
ସମୀକ୍ଷା ବ୍ୟୁରୋ ସାଧାରଣତଃ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପ୍ରେମ ନ ରହିଲେ ଏହା ବିଚ୍ଛେଦର ରୂପ ନେଇଥାଏ। କିନ୍ତୁ ଅତ୍ୟଧିକ ପ୍ରେମ ବି ବିଚ୍ଛେଦର କାରଣ ପାଲଟିଯାଏ, ତାର ଏକ ପ୍ରମାଣ ଦେଖିବାକୁ ମିଳିଛି। ନିକଟରେ ଏପରି ଏକ ଅଜବ ତଲାକ୍ ବା […]
ରଙ୍ଗାଚରଣ ପ୍ରଧାନ ହୋଇ ପାରନ୍ତି ଚିଦାମ୍ବରମ୍ ଜଣେ ବାଗ୍ନୀ ଅର୍ଥନୀତିଜ୍ଞ ଯିଏ ସରକାରଙ୍କ ଆର୍ଥିକ ନୀତିକୁ ସବିଶେଷ ତଥ୍ୟ ସହ ଅତି ପ୍ରାଞ୍ଜଳ ଭାବେ ସମାଲୋଚନା କରୁଥିଲେ । କିନ୍ତୁ ଦୁର୍ନୀତି ବିଷୟରେ କାହାକୁ ଛାଡ ମିଳିବା ଉଚିତ୍ ନୂହେଁ । […]
ଗତକାଲି ରାତିରେ ଯେପରି ନାଟକୀୟ ଭାବେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ସିବିଆ ଗିରଫ କରିଛି ତାହାକୁ ନେଇ ପୁରା ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ହେଲେ ସୋସିଆଲ ମିଡିଆରେ ଏ ନେଇ ବଡ ରୋଚକ ତଥା ଅଦ୍ଭୁତ […]
ସମୀକ୍ଷା ବ୍ୟୁରୋ ୧୭ତମ ଲୋକସଭା ନିର୍ବାଚନରେ ବିପୁଳ ମତଦାନ ପାଇ ପୁଣି ଥିରେ କ୍ଷମତାସୀନ ହୋଇଥିବା ବିଜେପି କିନ୍ତୁ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ କେରଳ ଭଳି ରାଜ୍ୟରେ ହାର ମାନିଥିଲା । ଆନ୍ଧ୍ରପ୍ରଦେଶ ଓ କେରଳ ରାଜ୍ୟକୁ ଛାଡ଼ି ଓଡ଼ିଶା […]
ସମୀକ୍ଷା ବ୍ୟୁରୋ ୟୂପିଏ ସରକାର ଅମଳରେ ତତ୍କାଳୀନ ଗୁଜରାଟ ରାଜ୍ୟର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଫେକ ପୋଲିସ ଏନକାଉଣ୍ଟର ମାମଲାରେ ଅମିତ ଶାହାଙ୍କୁ ସେତେବେଳେ ସିବିଆଇ ଗିରଫ କରିଥିଲା। ୨୦୦୨ ଗୁଜରାଟ ଦଙ୍ଗା ଓ ଏହାର […]
ଦେବ ରଞ୍ଜନ ଗଣତାନ୍ତ୍ରିକ ବିଚାର ନେଇ କାଶ୍ମୀରର ସନ୍ଦର୍ଭରେ ଆଜି କିଛି କହିବା ଅଥବା ଲେଖିବା ନିଜ ଘର ଉପରକୁ ଟେକା ମାରିବା ସଦୃଶ କଥା। ସେ ବନ୍ଧୁ ହେଉ କି ପରିବାର ସମସ୍ତେ ବୁଝି ନେଇଛନ୍ତି ଯେ ଗଣତନ୍ତ୍ରର ଅର୍ଥ […]
କେଦାର ମିଶ୍ର ଭଲ ଲାଗିଲା, ଯେତେବେଳେ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରି ଅସିତ ତ୍ରିପାଠୀ ପ୍ରଶାସନର ଜୀବନରେଖା ବୋଲାଉଥିବା ଫାଇଲ ବିଷୟରେ ଏକ ବିଶେଷ ମତ ରଖିଲେ। ମୁଖ୍ୟ ଶାସନ ସଚିବଙ୍କ କହିବା କଥା ହେଲା, […]
ସମୀକ୍ଷା ବ୍ୟୁରୋ ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି। ସରକାର ଏକାଥରେ 39 ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ଭୁବନେଶ୍ବର କଟକ ପୋଲିସ କମିଶନର ଭାବେ ନିଯୁକ୍ତ ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ସୁଧାଶୁଂ […]
ମୋର ପ୍ରିୟ ଦେଶବାସୀ, (୧) ୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଦେଶବିଦେଶରେ ରହୁଥିବା ଭାରତମାତାର ସବୁ ସନ୍ତାନଙ୍କ ପାଇଁ ଏକ ଖୁସି ଓ ଆବେଗର ଦିବସ । ଦେଶମାତୃକାକୁ ବିଦେଶୀ ଶାସନରୁ […]
ରଙ୍ଗାଚରଣ ପ୍ରଧାନ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ସତୁରୀ ଦଶକରେ ମୁକ୍ତିଲାଭ କରିଥିବା ଫିଲିମ୍ ‘ଅମର ଆକବର ଆନ୍ଥୋନୀ’ ଦେଖିଥିବେ, ସେମାନଙ୍କର ମନେଥିବ କେମିତି ତିନି ଜଣ ପୁଅଙ୍କର ଦେହରୁ ଏକସଙ୍ଗେ ରକ୍ତ ସଂଗ୍ରହ ହୋଇ ସୀଧା ସଳଖ ମା’ ଦେହରେ ପ୍ରବେଶ […]