ମୁମ୍ବାଇ : ଟି 20 ବିଶ୍ବକପ୍ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ହରମନ୍ପ୍ରୀତ୍ କୌର୍ଙ୍କ ନେତୃତ୍ବରେ 15 ଜଣିଆ ଦଳ ଗଠନ କରାଯାଇଛି । ବିଶ୍ବକପ୍ ସହିତ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ମଧ୍ୟ 16 ଜଣିଆ ଦଳ […]
ସମୀକ୍ଷା ବ୍ୟୁରୋ କଟକ : ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଚ୍ୟାଲେଞ୍ଜର୍ସ ଟ୍ରଫି ଫାଇନାଲ୍ରେ ବିଜୟୀ ହୋଇଛି ଭାରତ ସି । ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ବେଦା କ୍ରିଷ୍ଣମୂର୍ତ୍ତିଙ୍କ ଭାରତ ସି ବିଜୟୀ ହୋଇଛି । ହରିୟାଣାର 15 ବର୍ଷୀୟ ଶେଫାଳି […]
ପୁନେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ଆଜି ପୁନେରେ ଖେଳାଯିବ । ଭାରତ ଏହି ମ୍ୟାଚ୍ ଜିତି ସିରିଜ୍ ବିଜୟର ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ସିରିଜ୍ ବରାବର ଲକ୍ଷ୍ୟରେ ରହିବ […]
ଭୁବନେଶ୍ୱର: ଲକ୍ଷ୍ମୀସାଗର କେନାଲ ରୋଡ଼ ନିକଟରେ ଥିବା ଓସ୍କାର ସିଟି ପରିସରରେ ଥିବା ପ୍ରତିମା କଲ୍ୟାଣ ମଣ୍ଡପରେ ଦ୍ୱିତୀୟ ପ୍ରତିମା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ୮ଟି ଦଳ ମଧ୍ୟରୁ ଭୁବନେଶ୍ୱରର ଓସ୍କାର […]
ନୂଆଦିଲ୍ଲୀ : କୁଆଲାଲାମ୍ପୁରରେ ଅନୁଷ୍ଠିତ ମାଲେସିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଭାରତୀୟ ଲଳନା ସାଇନା ନେହ୍ବାଲ । ଚଳିତ ବର୍ଷର ପ୍ରଥମ ଟୁର୍ଣ୍ଣାମେଣ୍ଟରେ ସାଇନା ନିଜର ଦବ୍ଦବା ଜାରି ରଖିଛନ୍ତି । ଦକ୍ଷିଣ କୋରିଆର ଆନ୍ […]
ନୂଆଦିଲ୍ଲୀ : ରିଅଲ୍ ମାଦ୍ରିଦ୍ ସ୍ପାନିଶ୍ ସୁପର୍ କପ୍ ଫାଇନାଲ୍ରେ ପହଞ୍ଚିଛି । ବୁଧବାର ରାତିରେ ଅନୁଷ୍ଠିତ ସେମି ଫାଇନାଲ୍ରେ ଭାଲେନ୍ସିଆକୁ 3-1ରେ ପରାସ୍ତ କରି ମାଦ୍ରିଦ୍ ଫଶଇନାଲ୍ରେ ପହଞ୍ଚିଛି । ମାଦ୍ରିଦ୍ ପକ୍ଷରୁ ଟୋନି କ୍ରୁସ୍, ଇସ୍କୋ ଏବଂ ଲୁକା […]
ନୂଆଦିଲ୍ଲୀ : ଆଇସିସି ପକ୍ଷରୁ ପ୍ରକାଶିତ ନୂତନ ଟେଷ୍ଟ ରାଙ୍କିଙ୍ଗ ବୁଧବାର ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲୀୟ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ମାର୍ନସ […]
ନୂଆଦିଲ୍ଲୀ : ମାଲେସିଆ ଓପନ୍ ବ୍ୟାଡମିଣ୍ଟନରେ ଭାରତକୁ ମିଶ୍ର ଫଳ ମିଳିଛି । ଭାରତୀୟ ଷ୍ଟାର ସାଇନା ନେହ୍ବାଲ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଥିବା ବେଳେ କିଦାମ୍ବି ଶ୍ରୀକାନ୍ତ ଏବଂ ସାଇ ପ୍ରଣୀଥ୍ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ବୁଧବାର ଅନୁଷ୍ଠିତ […]
ନୂଆଦିଲ୍ଲୀ : ଭାରତୀୟ ଭାରୋତ୍ତଳିକା ସର୍ବଜିତ୍ କୌର୍ ଚାରି ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ନାଡା ପକ୍ଷରୁ ବୁଧବାର ଏହି ବାସନ୍ଦାଦେଶ ଜାରି କରାଯାଇଛି । ଫେବୃୟାରୀ ମାସରେ ବିଶାଖାପାଟନମ୍ରେ ଅନୁଷ୍ଠିତ 34 ତମ […]
ନୂଆଦିଲ୍ଳୀ : ତୀରନ୍ଦାଜୀରେ ଭାରତ ପାଇଁ ଅଲମ୍ପିକ୍ସ ପଦକ ହାସଲ କରିବା ତାଙ୍କର ଲକ୍ଷ୍ୟ ବୋଲି ହିମାନୀ ମଲିକ୍ ପ୍ରକାଶ କରିଛନ୍ତି । ଦକ୍ଷିଣ ଏସୀୟ ଚାମ୍ପିୟନ୍ସିପ୍ରେ ସ୍ବର୍ଣ୍ଣ ପଦକ ବିଜୟିନୀ ହିମାନୀ ମଲିକ୍ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରସ୍ତୁତି […]
ବ୍ୟୁନୋସ ଆରିସ୍ : ଇଟାଲୀ ମିଡଫିଲ୍ଡର ଡାନିଏଲ୍ ଡି ରୋସି ଅନ୍ତର୍ଜାତୀୟ ଫୁଟ୍ବଲ୍କୁ ଅଲ୍ବିଦା ଜଣାଇଛନ୍ତି । ମଙ୍ଗଳବାର ନିଜର ଅବସର ନେଇ ରୋସି ଘୋଷଣା କରିଛନ୍ତି । ଆହତ ସମସ୍ୟା ଏବଂ ପରିବାର ସହିତ ସମୟ ବିତାଇବା ପାଇଁ ରୋସି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାଇ ଅଡିଟୋରିୟମରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ଏହି ସମାରୋହରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁଯୋଗ ଦେଇ କହିଥିଲେ ଯେ, […]
ସିଡ୍ନୀ : ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍କୁ ହ୍ବାଇଟ୍ ଓ୍ବାସ୍ କରିବା ସହିତ 3-0ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଟିମ୍ ପେନ୍ଙ୍କ ଦଳ 3-0 ସିରିଜ୍ ବିଜୟ ସହିତ ଟେଷ୍ଟ ଚାମ୍ପିୟନ୍ସିପ୍ ପଏଣ୍ଟ ଟେବୁଲ୍ରେ ଭାରତ […]
ମୁମ୍ବାଇ,04/01: ଭାରତର ଏକମାତ୍ର ଟି20 ବିଶ୍ବକପ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଲରାଉଣ୍ଡର ଇର୍ଫାନ୍ ପଠାନ୍ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି । ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଇର୍ଫାନ୍ ଏହି ଘୋଷଣା କରିଛନ୍ତି । 2003 ବର୍ଡର- […]
ସମୀକ୍ଷା ବ୍ୟୁରୋ କୁଜଙ୍ଗ,୩/୧: କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଷ୍ଟାଡିୟମରେ ୨୪ ତମ ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦୁଇଟି ସେମିଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ବିଜୟୀ ହୋଇ ଧର୍ମଶାଳା ଏବଂ ନିମେଇଶାପୁର ଫାଇନାଲରେ ପହଂଚିଛନ୍ତି। ପ୍ରଥମ ସେମିଫାଇନାଲ […]
ସିଡ୍ନୀ,03/01: ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ଶୃଙ୍ଖଳାର ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ମାର୍ନସ୍ ଲାବୁଶ୍ଚାଞ୍ଜେ ଶତକ ହାସଲ କରିଛନ୍ତି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଲାବୁଶ୍ଚାଞ୍ଜେଙ୍କ ଶତକ ସହାୟତାରେ 3 ଓ୍ବିକେଟ ହରାଇ […]
ନୂଆଦିଲ୍ଲୀ,01/01 : ଭାରତୀୟ ଅଲମ୍ପିକ ସଂଘ (ଆଇଓସି) ଶେଷରେ 2022 ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବାର ନିଷ୍ପତ୍ତି ନେଇଛି । ବର୍ମିଂହାମ୍ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀରେ ସୁଟିଂକୁ ବାଦ ଦିଆଯାଇଥିବାରୁ ଭାରତ ରାଜ୍ୟ ଗୋଷ୍ଠୀ କ୍ରୀଡା ବର୍ଜନର ଧମକ ଦେଇଥିଲା […]
ସମୀକ୍ଷା ବ୍ୟୁରୋ କୁଜଙ୍ଗ,01/01 : କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଷ୍ଟାଡିୟମରେ 24 ତମ ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ନେତାଜୀ ଆଥେଲେଟିକ୍ ଆସୋସିଏସନ୍ ଆନୂକୁଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟକର ଉଦ୍ଘାଟନୀ ମ୍ୟାଚରେ ମୟୁରଭଞ୍ଜ ଫୁଟବଲ୍ ଦଳକୁ 3-1ଗୋଲ୍ […]
ସମୀକ୍ଷା ବ୍ୟୁରୋ କଟକ, 28/12 : ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଡ୍ରିମ୍ସରେ ଅନୁଷ୍ଠିତ ମ୍ୟାଚ୍ରେ ଓଡିଶା 10 ଓ୍ବିକେଟ୍ରେ ବିଜୟୀ ହୋଇଛି । କ୍ରମାଗତ ତୃତୀୟ ମ୍ୟାଚ୍ରେ ବିଜୟୀ ହେବା ସହିତ ଓଡିଶା 3 ଟି ମ୍ୟାଚ୍ରୁ 21 ପଏଣ୍ଟ […]
ନୂଆଦିଲ୍ଲୀ,28/12 : 6 ଥର ବିଶ୍ବ ଚାମ୍ପିୟନ୍ସିପ୍ ବିଜୟିନୀ ଏମ୍ସି ମେରୀ କମ୍ ଟୋକିଓ 2020 ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । 51 କିଗ୍ରା ବର୍ଗରେ ନିଖତ୍ ଜରିନ୍ଙ୍କୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ […]
ନୂଆଦିଲ୍ଲୀ,28/12 : ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ଭାରତୀୟ ଭାରୋତ୍ତଳିକା ସୀମାଙ୍କୁ 4 ବର୍ଷ ପାଇଁ ବାସନ୍ଦ କରାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବିଜୟିନୀ ସୀମାଙ୍କୁ ନାଡା ପକ୍ଷରୁ 4 ବର୍ଷ ପାଇଁ ବାସନ୍ଦ କରାଯାଇଛି । 34 […]