ସୀତାରାମ ଅଗ୍ରୱାଲ ଚିଲିକା: ବିଶ୍ବରେ କରୋନା ଭୂତାଣୁ ୧୨ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ଆମ ରାଜ୍ୟରୁ ୧ ହଜାର ୩୫୨ଜଣଙ୍କ ଜୀବନ ଚାଲିଗଲାଣି। ବର୍ତ୍ତମାନ କରୋନାଜନିତ ମୃତ୍ୟୁ ଠାରୁ ଖାଇବାକୁ ନପାଇ ଅନାହାରରେ କିମ୍ବା ଜୀବିକା ହରାଇ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଅଧିକାଂଶ ଦେଶରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କୋଭିଡ଼୍ ସଂକ୍ରମଣ ପ୍ରବାହ ଆରମ୍ଭ ହୋଇଛି। ଯାହାକି ଭିନ୍ନ ଧରଣର ପ୍ରବାହ। ଏହି ପ୍ରବାହରେ ସଂକ୍ରମିତ ହେଲେ ନିଶ୍ଚିତ ରୂପେ ଜୀବନ ପ୍ରତି ବିପଦ ଦେଖାଦେଉଛି। ଯଦି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ମଧ୍ୟବିତ୍ତ ପରିବାରର ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆର୍ଡ଼ିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଦାବି ମଧ୍ୟରେ ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଚିହ୍ନଟ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗରିବ ମେଧାବୀ ଛାତ୍ରୀଛାତ୍ରୀମାନଙ୍କୁ ସହଯୋଗର ହାତ ବଢ଼ାଇ ଆସିଛି ପିପୁଲ୍ସ ଫର୍ ଦି ପବ୍ଲିକ୍ ଅନୁଷ୍ଠାନ। ଯାହାକି ଯେଉଁ ଛାତ୍ରଛାତ୍ରୀମାନେ ଅର୍ଥ ଅଭାବ ଯୋଗୁଁ ମାଟ୍ରିକ ପାସ୍ କଲା ପରେ ଉଚ୍ଚଶିକ୍ଷାରୁ ବଂଚିତ ହେଉଛନ୍ତି ଏବଂ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତର ୭୬ଟି ମହିଳା ଏସ୍ଏଚ୍ଜି ଗ୍ରୁପର ପ୍ରାୟ ଶତାଧିକ ମହିଳା ସଦସ୍ୟା ବାଣପୁର ବ୍ଲକକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି। ଧାରଣରତ ମହିଳାମାନେ ମହିଳା ମହାସଂଘର ଏମ୍ବିକେ, ସିଆରପି, […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଚାରି ଜୁଆଡ଼ି ଙ୍କୁ ଗିରଫ କରିବା ସହ ଟଙ୍କା ଏବଂ ବାଇକ ଜବତ କରିଛି ଟାଙ୍ଗୀ ପୋଲିସ। ସୂଚନା […]
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ନିର୍ବାଚନର ପ୍ରଚାର ପ୍ରସାର ସମୟ ସୀମା ଶେଷ ହୋଇ ଯାଇଥିବାରୁ ସମସ୍ତ ରାଜନୈତିକ କର୍ମକର୍ତ୍ତା, ଦଳୀୟ କର୍ମୀ ଯେଉଁମାନେ ଏହି ନିର୍ବାଚନ ମଣ୍ଡଳୀର ଭୋଟର ନୁହଁନ୍ତି କିନ୍ତୁ କେବଳ ପ୍ରଚାର ପ୍ରସାର ନିମନ୍ତେ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ଦୁଇଦିନ ମଧ୍ୟରେ ଦୁଇଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଖବର ଗଂଜାମବାସୀଙ୍କୁ ଆତଙ୍କିତ କରିଥିôବାବେଳେ ଆଜି କିନ୍ତୁ କାହାରି ମୃତ୍ୟୁ ହୋଇନଥିବାରୁ ଲୋକେ ଆଶ୍ୱସ୍ତି ଅଛନ୍ତି। ଗତକାଲି ୩୫୦୭ ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୯ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି କୂମାରପୂର୍ଣ୍ଣିମା ଥିବାବେଳେ ଜୁଆଖେଳ ଶୀର୍ଷରେ ପହଞ୍ଚିଥିଲା। ଗଂଜାମ ଜିଲ୍ଲାରେ ଗତ ଦୁଇଦିନ ମଧ୍ୟରେ ବହୁ ଜୁଆଡ଼ିକୁ ଗଂଜାମ ଜିଲ୍ଲା ପୋଲିସ୍ ଗିରଫ କରିଥିବାବେଳେ ଗତକାଲି ଏବଂ ଆଜି ମଧ୍ୟ ଜୁଆଆଡ୍ଡା ଚଢ଼ାଉ ଜାରି ରଖିଥିଲା। […]
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନ ନିମନ୍ତେ ସମସ୍ତ ପୋଲିଂ ପାର୍ଟିଙ୍କୁ ଆଜି ସମସ୍ତ ବୁଥ୍କୁ ପ୍ରେରଣ କରାଯାଇଛି। ସ୍ଥାନୀୟ ଏସ୍.ଭି.ଏମ୍ କଲେଜରେ ଏଥିନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟା ୨୬୫ […]
ରମେଶ ମହାନ୍ତି ଜଗତସିଂହପୁର: ୧୦୨-ତିର୍ତୋଲ(ସଂ) ବିଧାନସଭା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣବିଧି ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଉଲ୍ଲଘଂନ ତଥା ଫ୍ଲାଇଙ୍ଗ୍ ସ୍କ୍ୱାର୍ଡକୁ ଦୁଃବ୍ୟବହାର ଅଭିଯୋଗରେ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବିରିଡ଼ି ବ୍ଲକ୍ ମଧ୍ୟଶାସନ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ଦୁଇଦିନ ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଅଂଚଳରେ ଚଢ଼ାଉ ହୋଇ ୧୬୧ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ଆଜି ମଧ୍ୟ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ୧୧୪ ଜଣ ଜୁଆଡ଼ିକୁ ଗିରଫ କରାଯାଇଛି। […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜୁଆଆଡ୍ଡା ଚଢ଼ାଉ ପରି ଅବକାରୀ ଚଢ଼ାଉ ମଧ୍ୟ ଗଂଜାମ ଜିଲ୍ଲାରେ ଜୋର୍ଦାର ହୋଇଥିବା ଦେଖିବାକୁ ମିଳିଛି। ଆଜି ବିଭିନ୍ନ ଅବକାରୀ ଅଂଚଳରେ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ନିର୍ଦ୍ଦେଶରେ ଚଢ଼ାଉ ହୋଇଥିଲା। ଅବକାରୀ ବିଭାଗ ଏବଂ ଧରାକୋଟ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଚଳିତ ଖରିଫ ଧାନ ଚାଷ କରିବା ପୂର୍ବରୁ ବିହନ ଖୋଜା ସମୟରେ ଉତ୍ତମ କିସମର ଦୀର୍ଘ ସମୟର ଧାନ ବିହନ ବୋଲି କହି ବାପନା ଧାନ ବିହନ କମ୍ପାନୀ ଦ୍ୱାରା ଚାଷୀଙ୍କୁ ଠକେଇ କରି ଛୋଟଧାନ […]
କନ୍ଦର୍ପ ବେହେରା ରେଢାଖୋଲ: ବହୁ ବର୍ଷ ପୂର୍ବେ କଳାହାଣ୍ଡିରେ ଦାରିଦ୍ର୍ୟ ଯୋଗୁଁ ପିତା ମାତା ଶିଶୁ କନ୍ୟାକୁ ବିକ୍ରି କରୁଥିବା ଜାତୀୟ ତଥା ଆନ୍ତର୍ଜାତୀୟ ଖବର କାଗଜର ପୃଷ୍ଠା ମଣ୍ଡନ କରି ବେଶ୍ ଚର୍ଚ୍ଚିତ ହୋଇଥିବା ବେଳେ ଓଡିଶାରେ ପୁଣି ଏହାର […]
ସୀତାରାମ ଅଗ୍ରୱାଲ ବାଣପୁର: ଲୌହମାନଵ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ସମଗ୍ର ଦେଶରେ ପାଳନ କରାଯାଏ। ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଦେଶର କୋଣ ଅନୁକୋଣରେ ରାଷ୍ଟ୍ରୀୟ ଏକତା ଦିବସ ଧୂମଧାମରେ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମର ପ୍ରସିଦ୍ଧ ପର୍ବ କୁମାର ପୂର୍ଣ୍ଣିମୀ ଯେତେ ପାଖେଇ ଆସୁଛି ଜୁଆଖେଳର ମାତ୍ରା ସେତେ ଅଧିକ ଦେଖିବାକୁ ମିଳିଛି। ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ବ୍ୟାପକ କରିଥିବା ଦେଖିବାକୁ ମିଳିଛି। ଗତକାଲି ପରି ଆଜି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଶ୍ୱ ପକ୍ଷାଘାତ ଦିବସ ଏବଂ ଅଟିଜିମ୍ ସଚେତନତା ମାସ ପରିପ୍ରେକ୍ଷୀରେ ବୈକୁଣ୍ଠନଗରରେ ଥିବା କ୍ୟୁରୀ ଫିଜିଓଥାରାପି ଏବଂ ପୁନର୍ବାସ କେନ୍ଦ୍ରରେ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଅକ୍ଟିଜିମ୍, ସେରିବ୍ରାଲ ପଲସି, […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲାରେ ନୂତନ ଭାବେ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ଯେକି ଉଚ୍ଚରକ୍ତଚାପ ରୋଗରେ ମଧ୍ୟ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତ ମାସ ୨୧ ତାରିଖଠାରୁ ୬୧ତମ ପୋଲିସ୍ ଶହୀଦ୍ ଦିବସ ପାଳନ କରାଯାଇଥିବାବେଳେ ଆଜି ଏହା ଉଦ୍ଯାପିତ ହୋଇଛି। ଏହି ଅବସରରେ ଆଜି ଶହୀଦ୍ ପୋଲିସ୍ କର୍ମଚାରୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବ୍ରହ୍ମପୁର […]
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ସଦରମହକୁମା ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଇଅଛି। ଚଳିତ ବର୍ଷ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ନିରାଡମ୍ବର ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ […]