କନ୍ଦର୍ପ ବେହେରା ରେଢାଖୋଲ : ସରକାର ଗ୍ରାମାଂଚଳର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରଙ୍କ ଏହି ଜନହିତକର ଯୋଜନା ସଠିକ୍ ଭାବରେ ଜନସାଧାରଣଙ୍କ ନିକଟରେ ପହଞ୍ଚୁ ନାହିଁ । ଏହି ଯୋଜନା ଗୁଡିକ ସଠିକ୍ […]
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରୁ ଜଣେ ଏରସମାର ଓ ଆଉ ଜଣେ କୁଜଙ୍ଗର ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଦୁହେଁ ମହାରାଷ୍ଟ୍ର ଫେରନ୍ତା ବୋଲି […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଦାବି କରିଛନ୍ତି । ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ଦଳ ନୂଆପଡା […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ରବିଧାନ ସଂଗ୍ରହ ପାଇଁ ମେ ମାସ ୧୦ ତାରିଖ ଠାରୁ ମଣ୍ଡି ଆରମ୍ଭ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଚିରାଚରିତ ଶୈଳୀରେ ଅଦ୍ୟାବଧି ମଣ୍ଡି ଖୋଲାଯାଇ ପାରିନାହିଁ । କେବଳ […]
କନ୍ଦର୍ପ ବେହେରା ରେଢାଖୋଲ :ଗତ ୧୭ ତାରିଖରେ ସମ୍ବଲପୁର ଜିଲ୍ଲାର ରେଢାଖୋଲ ବ୍ଲକର ଲୁହାପଙ୍କ କ୍ୱାରେନଟାଇନ୍ରେ ସମ୍ବଲପୁର ଜିଲ୍ଲାର ପ୍ରଥମ କରୋନା ପଜିଟିଭ ବାହାରିଥିଲା । ଅଂଚଳରେ ଭୟର ବାତାବରଣ ଦେଖା ଦେଇଥିଲା ଆଜି ସକାଳେ ରେଢାଖୋଲ ଦମକଳ ବାହିନୀ ଓ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସମଗ୍ର ଦେଶ କୋଭିଡ-୧୯ ପାଇଁ ଲକଡାଉନ ସ୍ଥିତିରେ ରହିଥିବା ବେଳେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଘରମୁହାଁ ହୋଇଯାଇଛନ୍ତି। ଗୁଜରାଟରୁ ଆସୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମଙ୍ଗଳବାର ୧୯.୦୫.୨୦ ଦିନ ଅପରାହ୍ନ ୪.୨୫ ମି.ରେ ଭବାନୀପାଟଣା […]
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁରର ଗତକାଲି ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୩ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ ୨୦ ଜଣଙ୍କ ମଧ୍ୟରୁ […]
ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଲକ୍ ଡାଉନ୍ ପାଇଁ ରାଜ୍ୟରେ ଗାଡି ଚଳାଚଳ ନେଇ କଟକଣା ଜାରି କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ […]
ବାଲେଶ୍ବର : ବାଲେଶ୍ବରର ସଦର ଥାନା ନନ୍ଦା ଗ୍ରାମରେ ଏକ ଅଭାବନୟ ଘଟଣା ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ବଶୁର ବୋହୂ ମୃତ୍ୟୁବରଣ କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦେଖି ଘରକୁ ଯାଇଥିବା ବିଦ୍ୟୁତ୍ ଖୁଣ୍ଟ ସଜାଡୁଥିଲେ ଶ୍ବଶୁର। […]
ରେଢାଖୋଲ : ଜଣେ ମା’ ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥାଏ ତାର ସନ୍ତାନକୁ। ହେଲେ ବଡ ହେଲା ପରେ ଜନ୍ମିତ ମାକୁ ତାର ସନ୍ତାନ ମାରିବା ଭଳି ଲୋମହର୍ଷଣକାରୀ ଘଟଣା ଶୁଣିଲେ ଦେହ ଟାଙ୍କୁରି ଉଠେ । […]
ଭଦ୍ରକ:ବାତ୍ୟା ଆମ୍ପାନ୍’କୁ ନେଇ ଧାମରାରେ ହାଇ ଆଲର୍ଟ ଜାରି କରାଯାଇଛି । ହାଇଆଲର୍ଟରେ ରହିଛି ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ । ପ୍ରବଳ ପବନ ସମ୍ଭାବନା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରିଛି ବୋଲି ଟୁଇଟ୍ ଯୋଗେ ସୂଚନା […]
ଭୁବନେଶ୍ବର : ଦେଶବ୍ୟାପୀ ଚତୁର୍ଥ ପର୍ଯ୍ୟାୟର ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଅନେକ ଲୋକ ମୁଠାଏ ଖାଇବାକୁ ପାଉନାହନ୍ତି । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଛି ଖୁସନସୀବ୍ ଫାଉଣ୍ଡେସନ୍ । ଦିନ ମଜୁରିଆ ଏବଂ ବିଭିନ୍ନ […]
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ବେଗୁନିଆପଡା ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ବ୍ଲକର ବିଭିନ୍ନ କ୍ୱାରେଣ୍ଟିନ ସେଣ୍ଟର ପରିଦର୍ଶନ କରିବା ସହିତ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବିଧାୟିକା । […]
ରମେଶ ମହାନ୍ତି ଜଗତସିଂହପୁର : ଗତକାଲି ଏବଂ ଆଜି ସକାଳ ୭ଟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ୬୮୫ଜଣ ପ୍ରବାସୀ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ପଚାଂୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ନାଉଗାଁ ବ୍ଲକକୁ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ଲାଗି ସାରା ଦେଶ ଏବେ ଲକ୍ ଡାଉନ୍ ଜାରି ରହିଛି। ଏହି ସମୟରେ ଗରିବ, ଶ୍ରମିକ, ଅସହାୟ, ଭୋକିଲା ପଶୁପକ୍ଷୀ ତଥା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସହୃଦୟ ବ୍ୟକ୍ତି […]
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଜଗତସିଂହପୁର […]
ରମେଶ ମହାନ୍ତି ଜଗତସିଂହପୁର : ବୋଝ ଉପରେ ନଳିତା ବିଡା ଭଳି କରୋନା ମହାମାରୀ ପାଇଁ ଲକଡାଉନ୍ ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଶୋଚନୀୟ ଥିବାବେଳେ ଏବେ ଆମ୍ଫାନ ମହାବାତ୍ୟାର ଆଶଙ୍କାରେ ଲୋକେ ଭୟଭୀତ। ଏଭଳି ସମୟରେ ଦଇବ ଦାଉସାଧିଲା […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଗୋଲାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ […]
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଆତଙ୍କ ସୁଷ୍ଟି କରିଥିବା ବେଳେ ନରସିଂହପୁର ପୋଲିସ ତରଫରୁ ଏହାକୁ କଡା ମୁକାବିଲା କରିଯାଉଥିବା ବେଳେ କିଛି ଅମାନିଆ କିନ୍ତୁ ଆଇନକୁ ଆଖିଠାର ମାରି ଖୁଲମ ଖୁଲା ରାସ୍ତାରେ ବୁଲୁଛନ୍ତି […]
କନ୍ଦର୍ପ ବେହେରା ରେଢାଖୋଲ : ରବିବାର ରାଜ୍ୟର 22 ତମ ଜିଲ୍ଲା ଭାବରେ ସମ୍ବଲପୁରକୁ କରୋନା ଛୁଇଁଥିବା ବେଳେ ରେଢାଖୋଲରୁ ଏହି ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଛନ୍ତି । ରେଢାଖୋଲ ବ୍ଲକ୍ର ତ୍ରିବଣପୁର ପଞ୍ଚାୟତର ଖଣ୍ଡାମ ଗ୍ରାମର ଜନୈକ ବ୍ୟକ୍ତି କରୋନା […]
ରଞ୍ଜିତ ପଣ୍ଡା କୁଜଙ୍ଗ : ସ୍ୱେଛାସେବୀ ଅନୁଷ୍ଠାନ ହର୍ଷା ଟ୍ରଷ୍ଟ ପକ୍ଷରୁ ଆଜି କଟକ-ପାରାଦୀପ ରାଜ୍ୟ ରାଜପଥର ସନ୍ତରା ଛକଠାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପଥଚାରୀ, ବାଇକ୍ ଆରୋହୀ, ହାଲକା ଓ ଭାରୀଯାନ ଚାଳକ ଓ […]