ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାରା ଦେଶରେ ଲକ୍ଡ଼ାଉନ୍ ଘୋଷଣା ହେବା ପରେ ଗଂଜାମ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବା ସହିତ ଜନସାଧାରଣଙ୍କର ଦୈନନ୍ଦିନ ଆବଶ୍ୟକତାକୁ ଉପଯୁକ୍ତ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। […]
କୃଷ୍ଣଚନ୍ଦ୍ର ସୁଆଁସିଆ ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମପଞ୍ଚାୟତ ପରିସରରେ କରୋନା ମୁକାବିଲା ଲାଗି ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଦିନ ବାହାର ରାଜ୍ୟରୁ ବହୁ ଲୋକ ଫେରୁଥିବା ପରିଲକ୍ଷିତ ହେଉଛି। ବିଶେଷକରି […]
ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟର ସମସ୍ଥ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ରଜ୍ୟସରକାର କରୋନାକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ରାଜ୍ୟବାସୀଙ୍କୁ ସଚେତନ କରାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କରୋନା ମୁକାବିଲାରେ […]
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: କରୋନାକୁ ନେଇ ସାରା ବିଶ୍ୱରେ ଏବେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମହାମାରୀ କରୋନା ଯୋଗୁଁ ଭାରତ ସରକାର ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଯିଏ ଯେଉଁଠି ରହିଲେ ବି ଏବେ ନିଜ ଭିଟାମାଟିକୁ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ବରେ ଆଇଆଇସି ସଞ୍ଜୟ ପଟ୍ଟନାୟକ,ଏସ୍ଆଇ ଦିଗ୍ବିଜୟ ବିଶ୍ବାଳ, ଏସ୍ଆଇ ପ୍ରସନ୍ନ ଜେନା ଓ ତାଙ୍କ ଟିମ ପାଟ୍ରୋଲିଂ କରୁଥିବା ସମୟରେ କରୋନା ପାଇଁ ଲାଗିଥିବା କଟକଣା ଉଲଂଘନ କରିବା ଅଭିଯୋଗରେ ଚାରିଜଣଙ୍କୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବର୍ତ୍ତମାନ ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ଦଣ୍ଡଯାତ୍ରାର ସମୟ। କିନ୍ତୁ କରୋନା ସଂକ୍ରମଣର ଭୟ ଥିବାରୁ ରାଜ୍ୟ ତଥା ଜିଲ୍ଲାରେ ଲକ୍ଡ଼ାଉନ୍ ସ୍ଥିତି ରହିଛି। ତେଣୁ ସମସ୍ତ ପ୍ରକାର ଯାନିଯାତ୍ରା, ସଭାସମିତି, ଦୋକାନ ବଜାର ଖୋଲିବା […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟରେ ଲକ୍ ଡାଉନ୍ର ଘୋଷଣା କରିଛନ୍ତି । ରାଜ୍ୟସରକାର କରୋନାକୁ ନେଇ ସତର୍କତା ଓ ସଚେତନତା ଅବଲମ୍ବନ କରୁଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଏନେଇ ବ୍ୟାପକ ସଚେତନତା […]
ସମୀକ୍ଷା ବ୍ୟୁରୋ ଅନୁଗୁଳ : ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଓ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ଏନଏଚ୍-55 ଜରପଡା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତ୍ରିରେ ବାଇକ୍ରେ ଯାଉଥିବାବେଳେ ଏହି ଦୁର୍ଘଟଣା […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଜିଲାନାସୀ ପଂଚାୟତ ଜୟସଂଖପୁର ଗ୍ରାମରେ ଜମି ବାଡିକୁ ନେଇ ଦୁଇ ଭାଇଙ୍କ ଭିତରେ ଗଣ୍ଡଗୋଳ ଘଟି ଗୁରୁତର ଆହତ ହୋଇ ତଳେ ପଡିଥିବା ଦିଅର ଉପରେ ରାଗତମ ତମ ଭାଉଜ ଗରମ ପେଜରେ ଆକ୍ରମଣ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରବିବାର ଜନତା କର୍ଫ୍ୟୁ ଯୋଗୁଁ ସାରା ବ୍ରହ୍ମପୁରରେ ନୀରବତା ପ୍ରକାଶ ପାଇଥିଲା । ସେତେବେଳେ ପୋଲିସ୍ ପ୍ରଶାସନ ସେମାନଙ୍କ କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଯେଉଁମାନେ ଆଗରୁ ଏହି ବିଷୟ […]
ରମେଶ ଚନ୍ଦ୍ର ମହାନ୍ତି ଜଗତସିଂହପୁର: ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ହେଲେ କିଛି କୁଚକ୍ରୀ ନେତା ଓ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଥିଲାବାଲା ଲୋକ ଏହି ଯୋଜନା ଗୁଡିକ ହାତେଇ ନେଉଥିବା ବେଳେ ସାଧାରଣ ଅଭାବି ଗରିବ ଲୋକମାନଙ୍କ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ାକରାରେ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଆଜି ଦେଶରେ ରାଜ୍ୟରେ ତଥା ଗଂଜାମ ଜିଲ୍ଲା ବ୍ରହ୍ମପୁରରେ ଜନତା କର୍ଫ୍ୟୁ ଶତପ୍ରତିଶତ ସଫଳ ହୋଇଛି । ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକଙ୍କ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ସତର୍କତା ଓ କଡା ସଚେତନତା କରାଯାଉଛି। ସହର ହେଉ କି ଗ୍ରାମ ସବୁଠୁ ଦେଖିବାକୁ ମିଳିଛି କରେନା ନେଇ ସତର୍କ ଓ ସଚେତନତା। ସୂଚନାଯୋଗ୍ୟ, ଖୋର୍ଦ୍ଧା […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ବାମଦେଇପୁର ଗ୍ରାମରେ ଜମିଜମା ବିବାଦକୁ ନେଇ ଗୋଟିଏ ପରିବାରକୁ ସଂଘ ବଦ୍ଧ ଆକ୍ରମଣ କରାଯାଇଥିବା କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଏକ ଜମିରେ ସ୍ଥିତାବସ୍ଥା ପାଇଁ କୋର୍ଟଙ୍କ ରାୟ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ବ୍ରହ୍ମପୁରଠାରେ ୧୧କେଭି ବିଦ୍ୟୁତ ତାର ଟ୍ରାଜେଡି ପରେ ସାରା ରାଜ୍ୟରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ସମସ୍ତ ୧୧କେଭି ତାର ତଥା ବିଦ୍ୟୁତ ଖୁଣ୍ଟ ନିର୍ମାଣକୁ ବେଶ୍ ଜୋର ଦିଆଯାଇଛି। ଏହି କ୍ରମରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ତଥା ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଶକ୍ତିନଗର ଅଂଚଳରେ ବର୍ତ୍ତମାନ ଚୋରିସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚୋରମାନେ ଏହି ଅଂଚଳକୁ ଅତି ସୁରକ୍ଷିତ ମନେ କରିଛନ୍ତି। ଚୋରମାନେ ମୁଖ୍ୟତଃ ଯେଉଁ ଘରେ ତାଲା ପଡ଼ିଛି କିମ୍ବା […]
ସମୀକ୍ଷା ବ୍ୟୁରୋ ବାଣପୁର: ବିଶ୍ଵବ୍ୟାପୀ ମହାମାରୀ କରୋନା ପ୍ରଭାବରୁ ବାଦ ପଡ଼ିନାହିଁ ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହର। ଦିନକୁ ଦିନ କରୋନାର ପ୍ରଭାବ ବୃଦ୍ଧିପାଉଥିବା ବେଳେ ବାଣପୁର ସହରରେ ଦେଖାଦେଇଛି ମାସ୍କର ଅଭାବ। ଡାକ୍ତରଖାନାରେ ମାସ୍କ ମିଳୁନଥିବା ବେଳେ ବଜାରରେ ଚଢାଦରରେ […]
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଳକ ସଭାଗୃହରେ ଆଜି କରୋନା ସମ୍ପର୍କୀତ ସ୍ୱତନ୍ତ୍ର ପଂଚାୟତ ସମିତି ବୈଠକ ପ୍ରହସନରେ ପରିଣତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ସ୍ଥାନୀୟ ବିଧାୟକଙ୍କ ପାଇଁ ଅଢେଇଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ଏହି ସମାବେଶ। ଫଳରେ ଅର୍ଦ୍ଧାଧିକ ପଂଚାୟତ […]
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲର ନାକ୍ଟିଦେଉଳ ରେଞ୍ଜରେ ପୁଣି ଏକ ହାତୀଛୁଆର ମୃତୁ ଘଟିଛି । ଉଲ୍ଲେଖଯୋଗ୍ୟ ଯେ, ନାକ୍ଟିଦେଉଳ ଅନ୍ତର୍ଗତ ବିନ୍ଧପୁର ଗ୍ରାମରେ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି । ହାତୀ ପଲ ମଧ୍ୟରେ […]
ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଭାଇରସ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତବାସୀ କରୋନାକୁ ନେଇ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଧୀରେ ଧୀରେ ଭାରତରେ କରୋନା କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ […]
ରଞ୍ଜିତ ପଣ୍ଡା କୁଜଙ୍ଗ: ଗୁରୁବାର ସନ୍ଧ୍ୟାରେ କୁଜଙ୍ଗରେ ତୁହାକୁ ତୁହା ବର୍ଷା ସହ ପ୍ରାୟ ୫୦ କିମି ବେଗରେ ପବନ ବହିଛି। ଏହି ସମୟରେ ବିଜୁଳି ସହ ବର୍ଷା ପବନରେ ବହୁ ଅଂଚଳରେ ଗଛ ମଧ୍ୟ ଉପୁଡି ପଡିଛି। କୁଜଙ୍ଗ ତହସିଲର […]