ରମେଶ ମହାନ୍ତି ଜଗତସିଂହପୁର : ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ୍ଠାରେ ଆସନ୍ତା ଏପ୍ରିଲ ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ସୈନ୍ୟ ବିଭାଗ ନିଯୁକ୍ତି ରାଲିକୁ ବାତିଲ କରାଯାଇଛି । ରାଜ୍ୟ ସରକାର କୋରନା ଭୁତାଣୁ କୋଭିଡ୍-୧୯ ସଂକ୍ରମଣକୁ […]
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: କାଳବୈଶାଖୀ ପ୍ରଭାବରେ ବ୍ରଜପାତ କାରଣରୁ ଏକ ନଡିଆ ଗଛଟି ଜଳୁଥିବାର ଦେଖିବାକୁ ମିଳିଛି। ବାଲୁଗାଁ ଏନ୍ଏସି ଅନ୍ତର୍ଗତ ପାଟଣାସାହିରେ ଏହି ଘଟଣା ଘଟିଛି। ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ […]
କନ୍ଦର୍ପ ବେହେରା ରେଢାଖୋଲ: ସାରା ବିଶ୍ୱରେ କରନା ଭାଇରସ୍ ହଜାର ହଜାର ଜୀବନ ମାରିସାରିଥିବା ବେଳେ ଆମ ଦେଶରେ ମଧ୍ୟ ବହୁ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି । ସରକାର ମଧ୍ୟ ସଜାଗ ହେବାକୁ ବାରମ୍ବାର ସଚେତନ କରୁଛନ୍ତି ହେଲେ ଓଡିଶାରୁ ବାହାର […]
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଶିକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସରକାର ଏବେ ଯେଉଁ ଗ୍ରାମରେ ଥିବା ବିଦ୍ୟାଳୟରେ ୨୦ ରୁ କମ୍ ଛାତ୍ରଛାତ୍ରୀ ଥିବେ ସେଇ ବିଦ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ପାଟପୁର ପଂଚାୟତର ଜନୈକା ଡ଼ିଲର ବାଲିପାରୀ ଗ୍ରାମର ୧୪୦ ଜଣ ହିତାଧିକାରୀଙ୍କୁ ରାଜ୍ୟ ଏବଂ କେନ୍ଦ୍ରସରକାରଙ୍କ ଖାଦ୍ୟ ନିରାପତ୍ତା ଆଇନ ଜରିଆରେ ପ୍ରଦାନ କରାଯାଉଥିବା ଚାଉଳ, ଗହମ ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଛି। ବ୍ରଜବାଳା […]
ସମୀକ୍ଷା ବ୍ୟୁରୋ ଢେଙ୍କାନାଳ: ସଡକ ଦୁର୍ଘଟଣାରେ ଓଏସ୍ଏପିର ଜଣେ ମୃତ। ଓଏସ୍ଏପି ଫାଷ୍ଟ ବାଟାଲିଅନ୍ର ଜଣେ ଡେପୁଟି ସୁବେଦାର ମୃତ । ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ 55 ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍ ନିକଟରେ ଏକ ମର୍ମନ୍ତୁଦ […]
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ବୁଧବାର ବାଲୁଗାଁରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦିନ ୧୧ଟା ସମୟରେ ଶାଳିଆ ପ୍ରେସ୍ କ୍ଲବ୍ ଓ ହେଲ୍ପଏଜ୍ ଓଡିଆର ମିଳିତ ଆନୁକୂଲ୍ୟରେ ବାଲୁଗାଁ ଏନ୍ଏସିରେ କରୋନା ଭୁତାଣୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ପକ୍ଷରୁ କରୋନା ଭାଇରସ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ଓ ଜନସାଧାରଣଙ୍କ ସଚେତନତା ନିମନ୍ତେ ସହରର ୨୧ଟି ୱାର୍ଡରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି। ୨୧ଟି ଫ୍ଲେକ୍ସ ବ୍ୟାନର, ଏକ ହଜାର ପୋଷ୍ଟର ସମସ୍ତ […]
ରମେଶ ମହାନ୍ତି ଜଗତସିଂହପୁର: ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ ସମ୍ଭାବ୍ୟ ଗ୍ରୀଷ୍ମ […]
ହେମାଙ୍ଗ ପ୍ରସାଦ ରଉଳ ବ୍ରହ୍ମପୁର: ଗତକାଲି ଅନୁଷ୍ଠିତ ଯୁକ୍ତ ୨ ବିଜ୍ଞାନ ସ୍ରୋତର ରସାୟନ ବିଜ୍ଞାନ ପରୀକ୍ଷାରେ ଦକ୍ଷିଣାଞ୍ଚଳର ବିଭିନ୍ନ କେନ୍ଦ୍ରରେ ଅସଦ୍ ଉପାୟ ଅବଲମ୍ବନ ଅଭିଯୋଗରେ ୩୭ ଜଣ ପରୀକ୍ଷାର୍ଥୀ ଜୋନାଲ୍ ସ୍କ୍ୱାର୍ଡ଼ ହାତର ଧରାପଡ଼ିଛନ୍ତି । ଗଂଜାମ ଜିଲ୍ଲା […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ଗତ 16 ତାରିଖ ରାତିରେ କାଳିଆପାଟ ଗ୍ରାମରେ ପୈତୃକ ସମ୍ପତ୍ତି ବଣ୍ଟନ ସମୟରେ ବିବାଦ ସମାଧାନ ନହେବାରୁ ଜନୈକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ଖାଦ୍ୟରେ ବିଷ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକିଛି ଦିନ ହେଲା ବୈଦ୍ୟନାଥପୁର ଥାନା ଅଂଚଳରେ ଚୋରଙ୍କ ପ୍ର୍ରାଦୁର୍ଭାବ ଦେଖିବାକୁ ମିଳିଛି । ଗତକିଛି ଦିନ ତଳେ ସହରର ଜଣେ ସାମ୍ବାଦିକଙ୍କ ଏକ ବାଇକ୍ଟି ଚୋରି ହୋଇଥିବାବେଳେ ଲାଞ୍ଜିପଲ୍ଲି ଅଂଚଳରେ ଚୋରମାନେ ଘରମାନଙ୍କୁ ଟାର୍ଗେଟ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ୱର ସହର ଉପକଣ୍ଠ କଳାରାହାଙ୍ଗ ଗ୍ରାମପଞ୍ଚାୟତର ଇଞ୍ଜଣା ଗ୍ରାମରେ ସ୍ଥାନୀୟ ଯାଦବ ସଂଘ ଆନୁକୂଲ୍ୟରେ ପଞ୍ଚୁଦୋଳ ଅବସରରେ ଲଉଡ଼ି ଓ ରାମତାଳି ପ୍ରତିଯୋଗିତା ସଭାପତି ହରିହର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ […]
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣକୁ ଦୃଷ୍ଠିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ମା’ଶାରଳାଙ୍କ ମନ୍ଦିର ସମେତ ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକରେ ୧୪୪ ଧାରା ଜାରି କରିଛନ୍ତି। ଜିଲ୍ଲାର ଯେ କୌଣସି ସ୍ଥାନରେ […]
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣ ରୋଗର ନିୟନ୍ତ୍ରଣ ଓ ପ୍ରତିଷେଧକ ଚିକିତ୍ସା ଏବଂ ଜନସାଧାରଣଙ୍କ ଜୀବନ ସୂରକ୍ଷାକୁ ଦୃ୍ଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦ୍ୱୀପ ସହର ଓ ଏହାର ଆଖପାଖ ଅଂଚଳରେ ୧୪୪ ଧାରା […]
ରମେଶ ମହାନ୍ତି ଜଗତସିଂହପୁର: ଟୋପାଏ ବି ବର୍ଷା ନାହିଁ ହେଲେ ଘଡଘଡି ପଡି ଚାଲିଗଲା ଏକ ନିରୀହ ଜୀବନ । ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କନକପୁର ପଂଚାୟତ ସ୍ଥିତ ବଡସାରୋଳ ଗ୍ରାମର ଦିଜବର ଭୋଇ (୬୦) ସନ୍ଧ୍ୟା ୬ଟା ବେଳେ ନିଜ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିନକୁ ଦିନ କରୋନା ସଂକ୍ରମଣରୁ ସଚେତନତା ପାଇଁ ପ୍ରଶାସନ ପକ୍ଷରୁ ପଦେକ୍ଷପ ନିଆଯାଉଥିବାବେଳେ କେତେକ ଦୋକାନୀ ଏହାର ଫାଇଦା ଉଠାଇ କଳାବଜାରୀ ଆରମ୍ଭ କରିଛନ୍ତି । ଫଳରେ ମହାନଗର ନିଗମ ଏଥିପ୍ରତି ସଜାଗ ହୋଇ ଗତକାଲି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ଗଂଜାମ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣକୁ ନେଇ ଭୂତାଣୁର ମୁକାବିଲା ଓ ନିରାକରଣକୁ ଗୁରୁତ୍ୱର ସହ ଗ୍ରହଣ କରିଥିବାବେଳେ ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ୱାନ ଷ୍ଟପ୍ ସେଣ୍ଟର (ସଖୀ), […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ଗତକାଲି ମଧ୍ୟାହ୍ନ ସମୟରେ କୁଜଙ୍ଗବ୍ଳକ ପଙ୍କପାଳ ପଂଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପଂଚାୟତର ଅଗ୍ରଣୀ ଶ୍ରୀରାମ , ବନ୍ଦେ ଉତ୍କଳ ଜନନୀ , ତ୍ରିନାଥ, ସାଇରାମ , ଗାୟତ୍ରୀ ଏସଏଚଜି, […]
ବବୁଲୁ ସାହୁ କଳାହାଣ୍ଡି: ଆଜି ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଲାଞ୍ଚ ନେଉଥିବା ବେଳେ ଶ୍ରମ ନିରୀକ୍ଷକ ଜୟନ୍ତ କୁମାର ପଣ୍ଡା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଶ୍ରମିକ ପ୍ରେରଣ ଲାଇସେନ୍ସ ନବୀକରଣ ପାଇଁ ଡକ୍ଟର ତରାଇ ନାମକ […]
ରଞ୍ଜିତ ପଣ୍ଡା ପାରାଦୀପ : ଜଗତସିଂହପୁରର ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ନେଇ ଆଶଙ୍କା କରାଯାଉଛି । ଉଭୟ ରୋଗୀ ଦୀର୍ଘଦିନ ହେବ ଥଣ୍ଡା ଜ୍ବରରେ ପୀଡିତ ଥିଲେ । ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ […]