Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଚ୍ଚନ ପରିବାରର ଆଉ ଦୁଇ ସଦସ୍ୟଙ୍କୁ କରୋନା : ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ୍‌
ଆଜିର ଖବର

ବଚ୍ଚନ ପରିବାରର ଆଉ ଦୁଇ ସଦସ୍ୟଙ୍କୁ କରୋନା : ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ୍‌

July 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବଲିଉଡ୍‌ର ମିଲେନିୟମ ଷ୍ଟାର ଅମିତାଭ ଓ ଅଭିଷେକ କରୋନାରେ ପୀଡ଼ିତ ହେବା ପରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ବେବି ଆରାଧ୍ୟା ବଚ୍ଚନ ଏବେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ୍‌ ନେଇ ବିଏମ୍‌ସି ସହକାରୀ କମିଶନର ସୂଚନା ଦେଇଛନ୍ତି ।ତେବେ ଜୟା ବଚ୍ଚନ ଓ ତାଙ୍କ ଝିଅ ନୀତୁଙ୍କ ରିପୋର୍ଟ କିନ୍ତୁ ନେଗେଟିଭ୍‌ ଆସିଛି ।

ଗତକାଲି ଅମିତାଭ ବଚ୍ଚନ ପଜିଟିଭ୍‌ ହୋଇଥିବା ନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଥିଲେ । ଅମିତାଭ ଓ ଅଭିଷେକ ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଦୁହିଁଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି ।

ବିଏମ୍ସି ତରଫରୁ ଅମିତାଭ ବଚ୍ଚନଙ୍କ ବଙ୍ଗଳା ’ଜଲ୍‌ସା’କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।  ବଙ୍ଗଳା ବାହାରେ କଣ୍ଟେନମେଣ୍ଟ ଜୋନ୍‌ ନୋଟିସ୍‌ ଲଗାଯାଇ ସାନିଟାଇଜ୍‌ କରାଯାଇଛି ।

Aaradhya Aishwarya
Share. Facebook Twitter LinkedIn Email WhatsApp Copy Link

Related Posts

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଆଜି WCLରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

October 10, 2026

CJPର ଆନ୍ଦୋଳନକୁ AAP ଓ ବାମପନ୍ଥୀ ଦଳଙ୍କ ସମର୍ଥନ, ଦୂରେଇ ରହିଲା କଂଗ୍ରେସ

October 10, 2026

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଜଣେ ମୃତ

October 10, 2026
Latest News

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଦୁର୍ନୀତି ମାମଲାରେ ପିନାରାଇ ବିଜୟନ ଓ ତାଙ୍କ ଝିଅଙ୍କ ବିରୋଧରେ ଏଫ୍‌ଆଇଆର୍ ନିର୍ଦ୍ଦେଶ

October 10, 2026

ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦ ବିମୋଲ ଆକୋଇଜାମ ଦୋଷୀ ସାବ୍ୟସ୍ତ

October 10, 2026

ଆଜି WCLରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

October 10, 2026

CJPର ଆନ୍ଦୋଳନକୁ AAP ଓ ବାମପନ୍ଥୀ ଦଳଙ୍କ ସମର୍ଥନ, ଦୂରେଇ ରହିଲା କଂଗ୍ରେସ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.