Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚଭୂତରେ ବିଲୀନ ହେଲା ଉତ୍ତମ ମହାନ୍ତିଙ୍କ ପ୍ରାର୍ଥୀବ ଶରୀର, ବାବୁସାନ ଦେଲେ ମୁଖାଗ୍ନୀ
ବିଶେଷ ଖବର

ପଞ୍ଚଭୂତରେ ବିଲୀନ ହେଲା ଉତ୍ତମ ମହାନ୍ତିଙ୍କ ପ୍ରାର୍ଥୀବ ଶରୀର, ବାବୁସାନ ଦେଲେ ମୁଖାଗ୍ନୀ

February 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Uttam
ପଞ୍ଚଭୂତରେ ବିଲୀନ ହେଲା ଉତ୍ତମ ମହାନ୍ତିଙ୍କ ପ୍ରାର୍ଥୀବ ଶରୀର, ବାବୁସାନ ଦେଲେ ମୁଖାଗ୍ନୀ

ଭୁବନେଶ୍ବର: ଶେଷରେ ଓଡିଆ ଚଳଚିତ୍ର ଜଗତରେ ଉତ୍ତମ ଯୁଗର ଅବସାନ ଘଟିଛି। ଭୁବନେଶ୍ବରର ସତ୍ୟନଗର ମଶାଣୀରେ ପଞ୍ଚଭୂତରେ ବିଲୀନ ହୋଇଛି ଅଭିନେତା ଉତ୍ତମ ମହାନ୍ତିଙ୍କ ପ୍ରାର୍ଥୀବ ଶରୀର। ପୁଅ ବାବୁସାନ ମୁଖାଗ୍ନୀ ଦେବା ପରେ ସବୁଦିନ ପାଇଁ ତାଙ୍କର ଶରୀର ହଜିଗଲା। ଓଡିଆ ଚଳଚିତ୍ରର ଏକ ଯୁଗର ଅବସାନ ଘଟିଲା।

ଆଜି ସକାଳେ ଉତ୍ତମ ମହାନ୍ତିଙ୍କ ପ୍ରାର୍ଥବ ଶରୀର ନୂଆଦିଲ୍ଲୀରୁ ଭୁବନେଶ୍ବର ଆସିବା ପରେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ଲୋକଙ୍କର ଭିଡ ଜମିଥିଲା। ଏହାପରେ ତାଙ୍କର ମରଶରୀର ତାଙ୍କ ବରମୁଣ୍ଡାସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ଓଡିଆ ଚଳଚିତ୍ରର ବହୁ କଳକାର, ଚଳଚିତ୍ର ବ୍ୟକ୍ତିତ୍ବ ଏବଂ ତାଙ୍କର ପ୍ରଶଂସକ ତାଙ୍କର ଶେଷ ଦର୍ଶନ କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ ବାସଭବନରେ ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଥିଲେ। ସେହିପରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ। ଏହାପରେ ଏକ ଶୋଭାଯାତ୍ରାରରେ ତାଙ୍କର ମରଶରୀରକୁ ଭୁବନେଶ୍ବର ସତ୍ୟନଗର ମଶାଣୀଙ୍କୁ ନିଯାଇଥିଲା।

ସେଠାରେ ହିନ୍ଦୁ ରିତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ସେହିପରି ପୋଲିସ ବାହିନୀ ତରଫରୁ ତାଙ୍କୁ ଶେଷ ସଲାମ ପ୍ରଦାନ କରାଯାଇଥିଲା। ଏହାପରେ ପୁଅ ବାବୁସାନ ରିତିନୀତି ଅନୁସାରେ ମୁଖାଗ୍ନୀ ଦେଇଥିଲେ। ସତ୍ୟନଗର ମଶାଣୀରେ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ନିଜର ପ୍ରିୟ ଅଭିନେତାଙ୍କୁ ଦେଖିବା ପାଇଁ ସେଠାରେ ମଧ୍ୟ ଲୋକସମୁଦ୍ର ଦେଖିବାକୁ ମିଳିଥିଲା।

ଶେଷରେ ପଞ୍ଚଭୂତରେ ବିଲୀନ ହୋଇଯାଇଥିଲା ଉତ୍ତମ ମହାନ୍ତିଙ୍କ ଶରୀର।

ଉତ୍ତମ ମହାନ୍ତି ଉତ୍ତମ ମହାନ୍ତିଙ୍କ ପରଲୋକ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.