Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଚାଲିଛି ଭୋଟଗଣତି, ତଥାପି ଲୋକଙ୍କ ମୁଡ୍‌ ନାହିଁ ଫଳାଫଳରେ, ଖୋଜୁଛନ୍ତି କିଛି ଅଲଗା ଜିନିଷ
ଅନ୍ତରାଷ୍ଟ୍ରୀୟ

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଚାଲିଛି ଭୋଟଗଣତି, ତଥାପି ଲୋକଙ୍କ ମୁଡ୍‌ ନାହିଁ ଫଳାଫଳରେ, ଖୋଜୁଛନ୍ତି କିଛି ଅଲଗା ଜିନିଷ

November 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନ୍ୟୁୟର୍କ : ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜାରି ରହିଛି । ତେବେ ଆମେରିକୀୟ ବାସୀ ନିର୍ବାଚନ ଅପେକ୍ଷା ନିଜ ଘର ନିକଟରେ ରହିଥିବା ମଦ ଦୋକାନ ସମ୍ପର୍କରେ ଜାଣିବା ପାଇଁ ଅଧିକ ଉତ୍ସାହ ଦେଖାଇଛନ୍ତି ।  ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଆମେରିକୀୟ ବାସୀ କିନ୍ତୁ ଏହାକୁ ନେଇ କୌଣସି ଉତ୍ସାହ ଦେଖାଉନାହାନ୍ତି । ଆମେରିକୀୟ ନ୍ୟୁଜ ୱେବସାଇଟ ବ୍ଲୁମବର୍ଗ ପକ୍ଷରୁ ଏକ ରୋଚକ ତଥ୍ୟ ପ୍ରକାଶ ପାଇଛି । ଏହି ତଥ୍ୟ ଅନୁଯାୟୀ ଲୋକ ରାଷ୍ଟ୍ରପତି ନିର୍ବାଚନ ଅପେକ୍ଷା ନିଜ ଅଞ୍ଚଳରେ ରହିଥିବା ମଦ ଦୋକାନ ସମ୍ପର୍କରେ ଜାଣିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିବା ସହିତ ଗୁଗୁଲ ସର୍ଚ୍ଚ କରିଛନ୍ତି । ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନରେ କଲରାଡୋ ସମେତ 6 ରାଜ୍ୟରେ ପ୍ରାୟ 10 କୋଟି ଲୋକ ଅଧିକ ଭୋଟ କରିଛନ୍ତି । ତଥାପି ବି ନିର୍ବାଚନୀ ଫଳାଫଳ ପାଇଁ ଆଗ୍ରହ ପ୍ରକାଶ ନକରିବା ଆଶ୍ଚର୍ଯ୍ୟଜନକ । ଅପରପକ୍ଷରେ ନିର୍ବାଚନୀ ଫଳାଫଳ ପ୍ରକାଶ ପରେ ଆମେରିକାରେ ହିଂସା ସୃଷ୍ଟି ହେବା ନେଇ ସମ୍ଭାବନା ଥିବାରୁ ହ୍ୱାଇଟ ହାଉସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । (ଏଜେନ୍ସି)

search
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ମତ୍ସ୍ୟ ଏବଂ ଜଳକୃଷି ବିକାଶ ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

July 8, 2026

ଓଡ଼ିଶା ପୋଲିସ ଦ୍ଵାରା ‘ଇ-ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥାର ଶୁଭାରମ୍ଭ

July 8, 2026

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

July 8, 2026

ଟିଏମସି ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ: ଫ୍ରିଜ୍ କଲା ଅନେକ ବ୍ୟାଙ୍କ ଆକାଉଣ୍ଟ

July 8, 2026
Latest News

ଭୁବନେଶ୍ୱରରେ ମତ୍ସ୍ୟ ଏବଂ ଜଳକୃଷି ବିକାଶ ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

July 8, 2026

ଓଡ଼ିଶା ପୋଲିସ ଦ୍ଵାରା ‘ଇ-ଜିରୋ ଏଫ୍ଆଇଆର୍’ ବ୍ୟବସ୍ଥାର ଶୁଭାରମ୍ଭ

July 8, 2026

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

July 8, 2026

ଟିଏମସି ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ: ଫ୍ରିଜ୍ କଲା ଅନେକ ବ୍ୟାଙ୍କ ଆକାଉଣ୍ଟ

July 8, 2026

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.