Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲିଜ ହେଉ ହେଉ ରେକର୍ଡ କଲା KGF Chapter-2, ପ୍ରଥମ ଦିନରେ ଝକାସ୍ ବ୍ୟବସାୟ
ଆଜିର ଖବର

ରିଲିଜ ହେଉ ହେଉ ରେକର୍ଡ କଲା KGF Chapter-2, ପ୍ରଥମ ଦିନରେ ଝକାସ୍ ବ୍ୟବସାୟ

April 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ରିଲିଜ ହେଉ ହେଉ ରେକର୍ଡ କଲା KGF Chapter-2, ପ୍ରଥମ ଦିନରେ ଝକାସ୍ ବ୍ୟବସାୟ

ମୁମ୍ବାଇ: ଆଜି ବହୁ ଚର୍ଚ୍ଚିତ ଚଳଚିତ୍ର KGF Chapter-2 ଦେଶ ବିଦେଶରେ ମୋଟ 10 ହଜାର ସ୍କ୍ରିନରେ ମୁକ୍ତିଲାଭ କରିଛି। ତେବେ ମୁକ୍ତିଲାଭ କରୁକରୁ ଏହା ନୂଆ ରେକର୍ଡ ସୃଷ୍ଟି କରିଛି। ତାହା ହେଲା ପ୍ରଥମ ଦିନରେ ଏକା 150 କୋଟି ଟଙ୍କା ରୋଜଗାର କରିପାରିଛି। ସେହିପରି ଏହି ଚଳଚିତ୍ର ଦେଖିବା ପାଇଁ 2.9 ମଲିୟନ ଟିକେଟ ଆଡଭାନସ ବୁକିଂ ହୋଇସାରିଛି। ଏଥିସହିତ କରୋନା ପରେ ଏତେ ସ୍କ୍ରିନରେ ରିଲିଜ ହେବା ମଧ୍ୟ ଏକ କଥା ବୋଲି ଚର୍ଚ୍ଚା ଚାଲିଛି।

KGF Chapter-2 ଚଳଚିତ୍ରକୁ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନା ଦେଇଥିବା ବେଳେ, ରବିନା ଟଣ୍ଡନ୍ ଏବଂ ସଞ୍ଜୟ ଦତ୍ତ ପ୍ରମୁଖ ଅଭିନୟ କରିଛନ୍ତି। ଏହି କଳାକାରମାନେ ହେଉଛନ୍ତି KGF Chapter-2 ହଟ ପ୍ରପର୍ଟି। ଚଳଚ୍ଚିତ୍ରଟି ଏହାର ରିଲିଜକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା। କିନ୍ତୁ କୋରନା ଯୋଗୁଁ ଫିଲ୍ମର ରିଲିଜକୁ ବିଳମ୍ବ କରାଯାଇଥିଲା।

କେଜିଏଫ ଚ୍ୟାପଟର2
Share. Facebook Twitter LinkedIn Email WhatsApp Copy Link

Related Posts

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026

ମାନେସର ଏନଏସଜିରେ ପ୍ରଥମ ମହିଳା କମାଣ୍ଡୋ କୋର୍ସ: ନାରୀ ଶକ୍ତି ପାଇଁ ଗୌରବର ମାଇଲଖୁଣ୍ଟ

August 28, 2026

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026
Latest News

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026

ମାନେସର ଏନଏସଜିରେ ପ୍ରଥମ ମହିଳା କମାଣ୍ଡୋ କୋର୍ସ: ନାରୀ ଶକ୍ତି ପାଇଁ ଗୌରବର ମାଇଲଖୁଣ୍ଟ

August 28, 2026

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026

ରାଶିଫଳ: ଅଗଷ୍ଟ ୨୮ ତାରିଖରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.