Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ଓଡିଆ ଚଳଚ୍ଚିତ୍ର “Operation ଅପହରଣ” ର ଟାଇଟେଲ୍ ଘୋଷଣା
ଆଜିର ଖବର

ନୂଆ ଓଡିଆ ଚଳଚ୍ଚିତ୍ର “Operation ଅପହରଣ” ର ଟାଇଟେଲ୍ ଘୋଷଣା

February 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଏସ ଥ୍ରୀ ମୁଭିଜ କ୍ରିଏସନ, ଶୁଭଶ୍ରୀ ଫିଲ୍ମସ ଇନିସିଏଟିଭ ଏବଂ ଓଁ ମାଆ କାଳୀ ଫିଲ୍ମସର ମିଳିତ ସହଯୋଗ ସହିତ ସମରେଶ ରାଉତରାୟଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “Operation ଅପହରଣ” ର ଟାଇଟେଲ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ଘୋଷଣା ହୋଇଯାଇଛି। ଚଳଚ୍ଚିତ୍ରର କାହାଣୀ ଅମ୍ରିତା ସେନଗୁପ୍ତା ଲେଖିଥିବା ବେଳେ ଅମିତ ତାଳୁକଦାର, ଅମ୍ରିତା ସେନଗୁପ୍ତା, ଦିପଞ୍ଜନ ମୁଖାର୍ଜୀ ଏବଂ ଆଶୁତୋଷ ସାହୁ ଚିତ୍ରନାଟ୍ୟ ରଚନା କରିଛନ୍ତି l ସଂଳାପ ରଚନା କରିଛନ୍ତି ଅମିତ ତାଳୁକଦାର। ଠିକ ସେହିପରି ଡିଓପି – ସୌରଭ ବାନାର୍ଜୀ ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କୁନ୍ତଲ ଦେ।

ଚଳଚ୍ଚିତ୍ର “Operation ଅପହରଣ” ଟାଇଟେଲ ଘୋଷଣା ଉତ୍ସବ ରେ ପ୍ରଯୋଜକ ସମରେଶ ରାଉତରାୟ, ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ପ୍ରେମଲତା ରାଉତରାୟ ଏବଂ ମିନାକ୍ଷୀ ମିଶ୍ର ଙ୍କ ସମେତ ନିର୍ଦ୍ଦେଶକ ଅମିତ ତାଳୁକଦାର, ଅଭିନେତା ଆକାଶ ଦାସ ନାୟକ, ପୃଥ୍ୱୀରାଜ,ଅଭିନେତ୍ରୀ ତମନ୍ନା ଭ୍ୟାସ, ଉଷସୀ ମିଶ୍ର, ସୋଫିଆ ଆଲାମ, ପ୍ରିୟଙ୍କା ପାଣିଗ୍ରାହୀ, ଆଲିଆ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର “Operation ଅପହରଣ” ଏକ ଭିନ୍ନ ଧରଣର ସସପେନ୍ସ ସହିତ ଭିନ୍ନଧରଣର କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର l ଯାହା ସବୁବର୍ଗ ର ଦର୍ଶକମାନଙ୍କ ମନକୁ ଛୁଇଁବ। ବହୁତଦିନ ପରେ ଦର୍ଶକ ଆକାଶ ଏବଂ ତମନ୍ନା ଙ୍କ ଯୋଡି ଦେଖିବାକୁ ପାଇବେ।

ଚଳଚ୍ଚିତ୍ର “Operation ଅପହରଣ” ସହରଠୁ ଗାଁ ପର୍ଯ୍ୟନ୍ତ ଚଳଚ୍ଚିତ୍ର ଦେଖୁଥିବା ଦର୍ଶକମାନଙ୍କ ମନକୁ ଛୁଇଁବା ଭଳି କାହାଣୀ ନେଇ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି।  ଚଳଚ୍ଚିତ୍ର ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସହିତ ଗୀତ ଓ ସଙ୍ଗୀତ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଚଳଚ୍ଚିତ୍ର ଟି ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଥିବା ବେଳେ ମିଡ଼ିଆ ପ୍ଲାନର ହେଡ଼ ପ୍ରଣୟ ଜେଠୀ ଘୋଷଣା କରିଛନ୍ତି।

ଓଡିଆ ଚଳଚ୍ଚିତ୍ର ସମରେଶ ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

୯ କୋଟିରୁ ଅଧିକ ସରକାରୀ ପାଣ୍ଠି ହଡ଼ପ ମାମଲା: ବନ୍ଧା ହେଲେ ଆଉ ୩ ସରକାରୀ କର୍ମଚାରୀ

October 10, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଠିଆ ହୋଇଥିବା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍, ୩ ଗୁରୁତର

October 10, 2026

ପୋଲିସ ହେପାଜତରେ ଅଭିଜିତ, ସୌରଭ ଏବଂ ଆଶୁତୋଷ: ଜାଣନ୍ତୁ ଅପଡେଟ୍

October 10, 2026

CJP ପ୍ରତିବାଦ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଧ୍ରୁବ ରାଠୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

October 10, 2026
Latest News

୯ କୋଟିରୁ ଅଧିକ ସରକାରୀ ପାଣ୍ଠି ହଡ଼ପ ମାମଲା: ବନ୍ଧା ହେଲେ ଆଉ ୩ ସରକାରୀ କର୍ମଚାରୀ

October 10, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଠିଆ ହୋଇଥିବା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍, ୩ ଗୁରୁତର

October 10, 2026

ପୋଲିସ ହେପାଜତରେ ଅଭିଜିତ, ସୌରଭ ଏବଂ ଆଶୁତୋଷ: ଜାଣନ୍ତୁ ଅପଡେଟ୍

October 10, 2026

CJP ପ୍ରତିବାଦ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଧ୍ରୁବ ରାଠୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

October 10, 2026

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.