Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୈଦାନ୍‌ର ଫାଷ୍ଟ ଲୁକ୍‌ ରିଲିଜ୍‌ : ଫୁଟବଲ୍‌ କୋଚ୍‌ ଭୂମିକାରେ ଅଜୟ
ଆଜିର ଖବର

ମୈଦାନ୍‌ର ଫାଷ୍ଟ ଲୁକ୍‌ ରିଲିଜ୍‌ : ଫୁଟବଲ୍‌ କୋଚ୍‌ ଭୂମିକାରେ ଅଜୟ

January 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ମୈଦାନ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ପୂର୍ବରୁ ଅଜୟ ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିଥିବାବେଳେ ଏବେ ଏହି ଫିଲ୍ମର ନିଜର ପ୍ରଥମ  ଲୁକ୍‌ ଉପରୁ ପର୍ଦ୍ଦା ଉଠାଇଛନ୍ତି । ଫିଲ୍ମ ‘ମୈଦାନ୍‌’ରେ ଅଜୟ ଦେବଗନ୍‌ ଭାରତୀୟ ଫୁଟବଲ୍‌ର ମହାନ୍‌ କୋଚ୍‌ ସୈୟଦ୍‌ ଅବଦୁଲ୍‌ ରହୀମ୍‌ଙ୍କ ଚରିତ୍ର ନିଭାଉଛନ୍ତି । ଏହି ଫାଷ୍ଟ ଲୁକ୍‌ରେ ଅଜୟ ଛୋଟ କେଶ ସହିତ ନିଶରେ ବହୁତ ଖାସ୍‌ ଲାଗୁଛନ୍ତି । ଏହି ପୋଷ୍ଟରରେ ଅଜୟଙ୍କ ସହ ଫୁଟବଲ୍‌ ଟିମ୍‌ ଠିଆ ହୋଇଥିବାର ଦେଖାଯାଇଛି । ଖେଳାଳିମାନେ ଠିଆ ହୋଇଥିବା ପଡ଼ିଆରେ ବର୍ଷା ହେଉଛି ଏବଂ ସବୁ ଖେଳାଳି ମାଟିରେ ଲତପତ୍‌ ହୋଇଥିବାର ଦେଖାଯାଇଛି । ଏହି ପୋଷ୍ଟରକୁ ସେୟାର କରି ଅଜୟ ଲେଖିଛନ୍ତି ଯେ, ଏହା ହେଉଛି ଭାରତୀୟ ଫୁଟବଲ୍‌ର ଗୋଲେଡନ୍‌ ଫେଜ୍‌ ଓ ଏହାର ସବୁଠୁ ମହାନ ତଥା ସଫଳ କୋଚଙ୍କ କାହାଣୀ ।

ସେହିପରି ଅନ୍ୟ ଏକ ପୋଷ୍ଟରରେ ଅଜୟ ଦେବଗନଙ୍କ ପୂରା ଲୁକ୍‌କୁ ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଅଜୟ ଦେବଗନ ଏକଲା ରହିଛନ୍ତି । ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ସାର୍ଟ ଓ ପେଣ୍ଟ ପିନ୍ଧିଥିବାବେଳେ ହାତରେ ବ୍ୟାଗ୍‌ ଓ ଛତା ଧରିଥିବାବେଳେ ଫୁଟ୍‌ବଲ୍‌କୁ ଲାତ ମାରୁଥିବାର ନଜର ଆସିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026
Latest News

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.