Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ଜାଣନ୍ତୁ ଆଜି ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୪୮୦ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୫୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୫୪  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୯

ବାଲେଶ୍ଵର ଜିଲ୍ଲାରୁ- ୬୨

ବରଗଡ ଜିଲ୍ଲାରୁ- ୨୫

ଭଦ୍ରକ ଜିଲ୍ଲାରୁ- ୨୭

ବଲାଙ୍ଗୀରି ଜିଲ୍ଲାରୁ- ୪୦

ବୌଦ୍ଧ ଜିଲ୍ଲାରୁ- ୨୫

କଟକ ଜିଲ୍ଲାରୁ– ୧୬୧

ଦେବଗଡ ଜିଲ୍ଲାରୁ- ୨୦

ଢେଙ୍କାନାଳ ଜିଲ୍ଲାରୁ- ୩୫

ଗଜପତି ଜିଲ୍ଲାରୁ- ୪୭

ଗଞ୍ଜାମ ଜିଲ୍ଲାରୁ- ୨୭

ଜଗତସିଂହପୁର ଜିଲ୍ଲାରୁ- ୪୮

ଯାଜପୁର ଜିଲ୍ଲାରୁ- ୫୨

ଝାରସୁଗୁଡା ଜିଲ୍ଲାରୁ- ୧୩

କଳାହାଣ୍ଡି ଜିଲ୍ଲାରୁ- ୨୨

କନ୍ଧମାଳ ଜିଲ୍ଲାରୁ- ୬୨

କେନ୍ଦ୍ରାପଡା ଜିଲ୍ଲାରୁ- ୩୦

କେନ୍ଦୁଝର ଜିଲ୍ଲାରୁ- ୪୩

ଖୋର୍ଦ୍ଧା ଜିଲ୍ଲାରୁ- ୨୩୩

କୋରାପୁଟ ଜିଲ୍ଲାରୁ- ୮୭

ମାଲକାନଗିରି ଜିଲ୍ଲାରୁ- ୬

ମୟୂରଭଞ୍ଜ ଜିଲ୍ଲାରୁ- ୬୦

ନବରଙ୍ଗପୁର ଜିଲ୍ଲାରୁ- ୨୦

ନୟାଗଡ ଜିଲ୍ଲାରୁ- ୩୫

ନୂଆପଡା ଜିଲ୍ଲାରୁ- ୨୩

ପୁରୀ ଜିଲ୍ଲାରୁ- ୩୯

ରାୟଗଡା ଜିଲ୍ଲାରୁ- ୭୪

ସମ୍ବଲପୁର ଜିଲ୍ଲାରୁ- ୭୩

ସୋନପୁର ଜିଲ୍ଲାରୁ- ୧୨

ସୁନ୍ଦରଗଡ ଜିଲ୍ଲାରୁ- ୧୧୩

ଷ୍ଟେଟ ପୁଲରୁ- ୪୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୫୭୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୧ ହଜାର ୪୩୧ ଏବଂ ବର୍ତ୍ତମାନ ୧୪ ହଜାର ୨୫୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୨୧ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୮୧୮ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୨୧ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୧ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୮୧୮ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ଭଦ୍ରକ, ଗଞ୍ଜାମ ଜିଲ୍ଲାରୁ  ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ବାଲେଶ୍ଵର, ସମ୍ବଲପୁର ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୮ ହଜାର ୧୫୨ ଏବଂ ବର୍ତ୍ତମାନ ୧୫ ହଜାର ୯୮୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୨୨ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୭୯୭ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୨୨ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୨ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୭୯୭ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ତନ୍ମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ଵରରୁ ୧୧ ଜଣ ଏବଂ ଅନୁଗୁଳ ଜିଲ୍ଲାରୁ  ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ବଲାଙ୍ଗୀରି, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୫୨୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୨୬ ଏବଂ ବର୍ତ୍ତମାନ ୧୭ ହଜାର ୬୪୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ୩  ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୫୫, ସୁନ୍ଦରଗଡରୁ ୨୮୫, କଟକରୁ ୨୧୫, ମୟୂରଭଞ୍ଜରୁ ୧୭୮, ଯାଜପୁରରୁ ୧୬୫, କେନ୍ଦ୍ରାପଡାରୁ ୧୪୮, ଗଜପତିରୁ ୧୩୬, ସମ୍ବଲପୁରରୁ ୧୦୧, ନବରଙ୍ଗପୁରରୁ ୯୭, ନୟାଗଡରୁ ୯୧, ବଲାଙ୍ଗୀରିରୁ ୮୭, ଝାରସୁଗୁଡାରୁ ୮୬, ନୂଆପଡାରୁ ୮୩, ଅନୁଗୁଳରୁ ୮୨, କଳାହାଣ୍ଡିରୁ ୮୦, ରାୟଗଡାରୁ ୮୦, ବାଲେଶ୍ବରରୁ ୭୫, ବରଗଡରୁ ୭୨, ଜଗତସିଂହପୁରରୁ ୭୨, ବୌଦ୍ଧରୁ ୬୮, ଦେବଗଡରୁ ୬୮, ଗଞ୍ଜାମରୁ ୬୪, ଭଦ୍ରକରୁ ୫୮, କେନ୍ଦୁଝରରୁ ୫୬, ପୁରୀରୁ ୫୬, କନ୍ଧମାଳରୁ ୪୩, କୋରାପୁଟରୁ ୪୦, ମାଲକାନଗିରିରୁ ୩୯, ଢେଙ୍କାନାଳରୁ ୨୧, ସୋନପୁରରୁ ୩ ଏବଂ ଷ୍ଟେଟ ପୁଲରୁ ୧୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୪୫ ହଜାର ୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୯ ହଜାର ୮୧୧ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୧୯ ହଜାର ୩୮୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୨୧ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୭୭୫ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୨୧ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୧ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୭୭୫ ଜଣଙ୍କ ମୃତ୍ୟୁ ହୋଇଛି। ଯାଜପୁର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି କେନ୍ଦ୍ରାପଡା, କେନ୍ଦୁଝର, ନୂଆପଡା, ପୁରୀ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୯ ହଜାର ୮୧୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୧ ହଜାର ୫୯୭ ଏବଂ ବର୍ତ୍ତମାନ ୧୯ ହଜାର ୩୮୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟ ପାଇଁ ବଡ ଆଶ୍ଵସ୍ତି, କମିଲା ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨ ହଜାର ୧୦୬ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୪୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୮୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୭୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୨୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୭୧

ବାଲେଶ୍ଵର ଜିଲ୍ଲାରୁ- ୫୦

ବରଗଡ ଜିଲ୍ଲାରୁ- ୨୨

ଭଦ୍ରକ ଜିଲ୍ଲାରୁ- ୧୯

ବଲାଙ୍ଗୀରି ଜିଲ୍ଲାରୁ- ୨୨

ବୌଦ୍ଧ ଜିଲ୍ଲାରୁ- ୩୨

କଟକ ଜିଲ୍ଲାରୁ – ୬୯

ଦେବଗଡ ଜିଲ୍ଲାରୁ- ୬୨

ଢେଙ୍କାନାଳ ଜିଲ୍ଲାରୁ- ୨୭

ଗଜପତି ଜିଲ୍ଲାରୁ- ୪୫

ଗଞ୍ଜାମ ଜିଲ୍ଲାରୁ- ୮

ଜଗତସିଂହପୁର ଜିଲ୍ଲାରୁ- ୨୪

ଯାଜପୁର ଜିଲ୍ଲାରୁ- ୬୪

ଝାରସୁଗୁଡା ଜିଲ୍ଲାରୁ- ୭୫

କଳାହାଣ୍ଡି ଜିଲ୍ଲାରୁ- ୩୮

କନ୍ଧମାଳ ଜିଲ୍ଲାରୁ- ୩୧

କେନ୍ଦ୍ରାପଡା ଜିଲ୍ଲାରୁ- ୧୬

କେନ୍ଦୁଝର ଜିଲ୍ଲାରୁ- ୪୨

ଖୋର୍ଦ୍ଧା ଜିଲ୍ଲାରୁ- ୨୫୧

କୋରାପୁଟ ଜିଲ୍ଲାରୁ- ୬୬

ମାଲକାନଗିରି ଜିଲ୍ଲାରୁ- ୭

ମୟୂରଭଞ୍ଜ ଜିଲ୍ଲାରୁ- ୩୫

ନବରଙ୍ଗପୁର ଜିଲ୍ଲାରୁ- ୩୪

ନୟାଗଡ ଜିଲ୍ଲାରୁ- ୫୬

ନୂଆପଡା ଜିଲ୍ଲାରୁ- ୨୩

ପୁରୀ ଜିଲ୍ଲାରୁ- ୩୭

ରାୟଗଡା ଜିଲ୍ଲାରୁ- ୫୨

ସମ୍ବଲପୁର ଜିଲ୍ଲାରୁ- ୫୯

ସୋନପୁର ଜିଲ୍ଲାରୁ- ୬

ସୁନ୍ଦରଗଡ ଜିଲ୍ଲାରୁ- ୧୦୧

ଷ୍ଟେଟ ପୁଲରୁ- ୫୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୩୦୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ ହଜାର ୯୭୬ ଏବଂ ବର୍ତ୍ତମାନ ୨୧ ହଜାର ୫୨୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୨୩ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୭୩୪ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୨୩ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୭୩୪ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୯, ପୁରୀରୁ ୩ ଜଣ, କୋରାପୁଟ ଜିଲ୍ଲାରୁ ୨, ନୟାଗଡ ଜିଲ୍ଲାରୁ ୨ ଜଣ, ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୬ ହଜାର ୮୧୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୪ ହଜାର ୯୭୬ ଏବଂ ବର୍ତ୍ତମାନ ୨୩ ହଜାର ୬୭୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୨ ହଜାର ୧୦୬ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୨ ହଜାର ୬୦୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୨୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୭୭  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୯୭

ବାଲେଶ୍ଵର ଜିଲ୍ଲାରୁ- ୪୦

ବରଗଡ ଜିଲ୍ଲାରୁ- ୧୭

ଭଦ୍ରକ ଜିଲ୍ଲାରୁ- ୪୦

ବଲାଙ୍ଗୀରି ଜିଲ୍ଲାରୁ- ୬୫

ବୌଦ୍ଧ ଜିଲ୍ଲାରୁ- ୫୫

କଟକ ଜିଲ୍ଲାରୁ – ୧୪୫

ଦେବଗଡ ଜିଲ୍ଲାରୁ- ୯

ଢେଙ୍କାନାଳ ଜିଲ୍ଲାରୁ- ୬୧

ଗଜପତି ଜିଲ୍ଲାରୁ- ୬୪

ଗଞ୍ଜାମ ଜିଲ୍ଲାରୁ- ୩୫

ଜଗତସିଂହପୁର ଜିଲ୍ଲାରୁ- ୩୨

ଯାଜପୁର ଜିଲ୍ଲାରୁ- ୫୩

ଝାରସୁଗୁଡା ଜିଲ୍ଲାରୁ- ୫୬

କଳାହାଣ୍ଡି ଜିଲ୍ଲାରୁ- ୩୬

କନ୍ଧମାଳ ଜିଲ୍ଲାରୁ- ୪୪

କେନ୍ଦ୍ରାପଡା ଜିଲ୍ଲାରୁ- ୭୬

କେନ୍ଦୁଝର ଜିଲ୍ଲାରୁ- ୪୦

ଖୋର୍ଦ୍ଧା ଜିଲ୍ଲାରୁ- ୪୨୯

କୋରାପୁଟ ଜିଲ୍ଲାରୁ- ୪୫

ମାଲକାନଗିରି ଜିଲ୍ଲାରୁ- ୭

ମୟୂରଭଞ୍ଜ ଜିଲ୍ଲାରୁ- ୪୨

ନବରଙ୍ଗପୁର ଜିଲ୍ଲାରୁ- ୪୩

ନୟାଗଡ ଜିଲ୍ଲାରୁ- ୭୦

ନୂଆପଡା ଜିଲ୍ଲାରୁ- ୩୮

ପୁରୀ ଜିଲ୍ଲାରୁ- ୩୪

ରାୟଗଡା ଜିଲ୍ଲାରୁ- ୪୩

ସମ୍ବଲପୁର ଜିଲ୍ଲାରୁ- ୫୬

ସୋନପୁର ଜିଲ୍ଲାରୁ- ୩୭

ସୁନ୍ଦରଗଡ ଜିଲ୍ଲାରୁ- ୨୧୯

ଷ୍ଟେଟ ପୁଲରୁ- ୭୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୬ ହଜାର ୮୧୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୪ ହଜାର ୩୫୨ ଏବଂ ବର୍ତ୍ତମାନ ୨୩ ହଜାର ୬୭୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଗତକାଲି ଠାରୁ ଆଜି କମ ଆକ୍ରାନ୍ତ ଚିହ୍ନଟ, କିନ୍ତୁ ଆଜି ମଧ୍ୟ ୧ ହଜାର ପରେ ରହିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତକାଲି ଦେଶରେ ୧ ଲକ୍ଷ ୪୯ ହଜାର ୩୯୪ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୧ ଲକ୍ଷ ୨୭ ହଜାର ୯୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୧୦୭୨ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୦୫୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୩୦ ହଜାର ୮୧୪ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୦ ଲକ୍ଷ ୮୦ ହଜାର ୬୬୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧ ହଜାର ୧୧୪ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୪ କୋଟି ୨ ଲକ୍ଷ ୪୭ ହଜାର ୯୦୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୩ ଲକ୍ଷ ୩୧ ହଜାରକୁ ୬୪୮ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୩ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୨ ହଜାର ୬୯୭ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୬୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୪୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୫୨୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୮୨  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୦୨

ବାଲେଶ୍ଵର ଜିଲ୍ଲାରୁ- ୪୮

ବରଗଡ ଜିଲ୍ଲାରୁ- ୫୧

ଭଦ୍ରକ ଜିଲ୍ଲାରୁ- ୩୭

ବଲାଙ୍ଗୀରି ଜିଲ୍ଲାରୁ- ୬୦

ବୌଦ୍ଧ ଜିଲ୍ଲାରୁ- ୩୭

କଟକ ଜିଲ୍ଲାରୁ – ୨୦୫

ଦେବଗଡ ଜିଲ୍ଲାରୁ- ୨୧

ଢେଙ୍କାନାଳ ଜିଲ୍ଲାରୁ- ୬୪

ଗଜପତି ଜିଲ୍ଲାରୁ- ୬୪

ଗଞ୍ଜାମ ଜିଲ୍ଲାରୁ- ୮୫

ଜଗତସିଂହପୁର ଜିଲ୍ଲାରୁ- ୬୦

ଯାଜପୁର ଜିଲ୍ଲାରୁ- ୧୩୩

ଝାରସୁଗୁଡା ଜିଲ୍ଲାରୁ- ୫୭

କଳାହାଣ୍ଡି ଜିଲ୍ଲାରୁ- ୬୦

କନ୍ଧମାଳ ଜିଲ୍ଲାରୁ- ୨୬

କେନ୍ଦ୍ରାପଡା ଜିଲ୍ଲାରୁ- ୬୩

କେନ୍ଦୁଝର ଜିଲ୍ଲାରୁ- ୪୩

ଖୋର୍ଦ୍ଧା ଜିଲ୍ଲାରୁ- ୪୪୪

କୋରାପୁଟ ଜିଲ୍ଲାରୁ- ୯୪

ମାଲକାନଗିରି ଜିଲ୍ଲାରୁ- ୧୯

ମୟୂରଭଞ୍ଜ ଜିଲ୍ଲାରୁ- ୧୦୪

ନବରଙ୍ଗପୁର ଜିଲ୍ଲାରୁ- ୬୨

ନୟାଗଡ ଜିଲ୍ଲାରୁ- ୬୭

ନୂଆପଡା ଜିଲ୍ଲାରୁ- ୮୭

ପୁରୀ ଜିଲ୍ଲାରୁ- ୪୧

ରାୟଗଡା ଜିଲ୍ଲାରୁ- ୬୧

ସମ୍ବଲପୁର ଜିଲ୍ଲାରୁ- ୮୮

ସୋନପୁର ଜିଲ୍ଲାରୁ- ୧୬

ସୁନ୍ଦରଗଡ ଜିଲ୍ଲାରୁ- ୨୦୪

ଷ୍ଟେଟ ପୁଲରୁ- ୧୦୦

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୪ ହଜାର ୭୦୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୮ ହଜାର ୯୭୬ ଏବଂ ବର୍ତ୍ତମାନ ୨୬ ହଜାର ୯୬୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୩ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୩ ହଜାର ୬୨୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୬୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୩୫ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୫୬୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୧୨୯  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୫୫

ବାଲେଶ୍ଵର ଜିଲ୍ଲାରୁ- ୭୩

ବରଗଡ ଜିଲ୍ଲାରୁ- ୫୩

ଭଦ୍ରକ ଜିଲ୍ଲାରୁ- ୪୮

ବଲାଙ୍ଗୀରି ଜିଲ୍ଲାରୁ- ୯୮

ବୌଦ୍ଧ ଜିଲ୍ଲାରୁ- ୪୮

କଟକ ଜିଲ୍ଲାରୁ – ୧୩୮

ଦେବଗଡ ଜିଲ୍ଲାରୁ- ୩୯

ଢେଙ୍କାନାଳ ଜିଲ୍ଲାରୁ- ୪୦

ଗଜପତି ଜିଲ୍ଲାରୁ- ୫୯

ଗଞ୍ଜାମ ଜିଲ୍ଲାରୁ- ୧୬

ଜଗତସିଂହପୁର ଜିଲ୍ଲାରୁ- ୬୭

ଯାଜପୁର ଜିଲ୍ଲାରୁ- ୧୨୭

ଝାରସୁଗୁଡା ଜିଲ୍ଲାରୁ- ୩୬

କଳାହାଣ୍ଡି ଜିଲ୍ଲାରୁ- ୯୫

କନ୍ଧମାଳ ଜିଲ୍ଲାରୁ- ୩୪

କେନ୍ଦ୍ରାପଡା ଜିଲ୍ଲାରୁ- ୪୦

କେନ୍ଦୁଝର ଜିଲ୍ଲାରୁ- ୪୪

ଖୋର୍ଦ୍ଧା ଜିଲ୍ଲାରୁ- ୫୧୩

କୋରାପୁଟ ଜିଲ୍ଲାରୁ- ୪୧

ମାଲକାନଗିରି ଜିଲ୍ଲାରୁ- ୧୮

ମୟୂରଭଞ୍ଜ ଜିଲ୍ଲାରୁ- ୧୨୮

ନବରଙ୍ଗପୁର ଜିଲ୍ଲାରୁ- ୭୫

ନୟାଗଡ ଜିଲ୍ଲାରୁ- ୯୬

ନୂଆପଡା ଜିଲ୍ଲାରୁ- ୫୫

ପୁରୀ ଜିଲ୍ଲାରୁ- ୬୩

ରାୟଗଡା ଜିଲ୍ଲାରୁ- ୮୫

ସମ୍ବଲପୁର ଜିଲ୍ଲାରୁ- ୮୫

ସୋନପୁର ଜିଲ୍ଲାରୁ- ୨୯

ସୁନ୍ଦରଗଡ ଜିଲ୍ଲାରୁ- ୨୯୧

ଷ୍ଟେଟ ପୁଲରୁ- ୧୦୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୨ ହଜାର ୧୦୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୨ ହଜାର ୮୬୭ ଏବଂ ବର୍ତ୍ତମାନ ୩୦ ହଜାର ୪୯୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆଜି ମଧ୍ୟ ୨ ଲକ୍ଷ ତଳେ ରହିଛି ସଂକ୍ରମଣ, କିନ୍ତୁ ୧ ହଜାର ଉପରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତକାଲି ଦେଶରେ ୧ ଲକ୍ଷ ୬୧ ହଜାର ୩୮୬ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୧ ଲକ୍ଷ ୭୨ ହଜାର ୪୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୧୭୩୩ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୦୦୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୮୧ ହଜାର ୧୦୯ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୧୮ ଲକ୍ଷ ୩ ହଜାର ୨୧୮ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୯୮ ହଜାର ୯୮୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୩ କୋଟି ୯୭ ଲକ୍ଷ ୭୦ ହଜାର ୪୧୪ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୫ ଲକ୍ଷ ୩୩ ହଜାରକୁ ୯୨୧ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ସାମାନ୍ୟ ରହଛି କରୋନା ସ୍ଥିତି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୩ ହଜାର ୪୫୦ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୬୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୧୫ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୧୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୫୧୪  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୮୯

ବାଲେଶ୍ଵର ଜିଲ୍ଲାରୁ- ୧୧୧

ବରଗଡ ଜିଲ୍ଲାରୁ- ୭୧

ଭଦ୍ରକ ଜିଲ୍ଲାରୁ- ୪୫

ବଲାଙ୍ଗୀରି ଜିଲ୍ଲାରୁ- ୯୧

ବୌଦ୍ଧ ଜିଲ୍ଲାରୁ- ୮୦

କଟକ ଜିଲ୍ଲାରୁ – ୩୨୯

ଦେବଗଡ ଜିଲ୍ଲାରୁ- ୬୮

ଢେଙ୍କାନାଳ ଜିଲ୍ଲାରୁ- ୫୫

ଗଜପତି ଜିଲ୍ଲାରୁ- ୫୬

ଗଞ୍ଜାମ ଜିଲ୍ଲାରୁ- ୪୬

ଜଗତସିଂହପୁର ଜିଲ୍ଲାରୁ- ୮୯

ଯାଜପୁର ଜିଲ୍ଲାରୁ- ୧୩୭

ଝାରସୁଗୁଡା ଜିଲ୍ଲାରୁ- ୫୧

କଳାହାଣ୍ଡି ଜିଲ୍ଲାରୁ- ୮୫

କନ୍ଧମାଳ ଜିଲ୍ଲାରୁ- ୪୭

କେନ୍ଦ୍ରାପଡା ଜିଲ୍ଲାରୁ- ୧୪୯

କେନ୍ଦୁଝର ଜିଲ୍ଲାରୁ- ୪୪

ଖୋର୍ଦ୍ଧା ଜିଲ୍ଲାରୁ- ୭୧୬

କୋରାପୁଟ ଜିଲ୍ଲାରୁ- ୩୧

ମାଲକାନଗିରି ଜିଲ୍ଲାରୁ- ୨୩

ମୟୂରଭଞ୍ଜ ଜିଲ୍ଲାରୁ- ୧୪୨

ନବରଙ୍ଗପୁର ଜିଲ୍ଲାରୁ- ୯୦

ନୟାଗଡ ଜିଲ୍ଲାରୁ- ୧୧୮

ନୂଆପଡା ଜିଲ୍ଲାରୁ- ୭୦

ପୁରୀ ଜିଲ୍ଲାରୁ- ୫୩

ରାୟଗଡା ଜିଲ୍ଲାରୁ- ୧୦୧

ସମ୍ବଲପୁର ଜିଲ୍ଲାରୁ- ୧୦୧

ସୋନପୁର ଜିଲ୍ଲାରୁ- ୩୫

ସୁନ୍ଦରଗଡ ଜିଲ୍ଲାରୁ- ୩୪୬

ଷ୍ଟେଟ ପୁଲରୁ- ୧୬୦

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୫ ହଜାର ୩୮୦ ଏବଂ ବର୍ତ୍ତମାନ ୩୫ ହଜାର ୩୦୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ୩ ଖେଳାଳି ହେଲେ କରୋନା ଆକ୍ରାନ୍ତ, ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ୩ ତାରକା ଖେଳାଳି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଅହମ୍ମଦାବାଦରେ ପହଞ୍ଚିବା ପରେ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ, ଶ୍ରେୟାସ ଆୟର ଏବଂ ରୁତୁରାଜ ଗାଇକୱାଡଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଏହି ତିନି ଖେଳାଳିଙ୍କ ବ୍ୟତୀତ ସପୋର୍ଟ ଷ୍ଟାଫ୍ ର ୫ ଜଣ ସଦସ୍ୟ ମଧ୍ୟ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ, ଏହି ସମସ୍ତ ଖେଳାଳୀ ଏବଂ କର୍ମଚାରୀମାନେ ପୃଥକବାସରେ ଅଛନ୍ତି ଏବଂ ଡାକ୍ତରମାନେ ସେମାନଙ୍କ ଉପରେ ନଜର ରଖିଛନ୍ତି।

ବିସିସିଆଇର ଅଧିକାରୀମାନେ ଏ ବାବଦରେ ଏକ ବୈଠକ କରିଥିଲେ। ଯେଉଁଥିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜକୁ କିଛି ଦିନ ସ୍ଥଗିତ ରଖିବାକୁ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ଏବଂ ଶୀଘ୍ର ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରେ। ଫେବୃଆରୀ ୬ ତାରିଖରୁ ଅହମ୍ମଦାବାଦରେ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳାଯିବ। କିନ୍ତୁ କରୋନା ସଂକ୍ରମଣ ପରେ ସଙ୍କଟର କଳା ବାଦଲ ଘେରିଯାଇଛି।

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୬ ତାରିଖ, ଦ୍ୱିତୀୟ ଦିନିକିଆ ଫେବୃଆରୀ ୯ ତାରିଖ ଏବଂ ତୃତୀୟ ମ୍ୟାଚ ଫେବୃଆରୀ ୧୧ ତାରିଖରେ ଖେଳାଯିବ। ଏହି ସମସ୍ତ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ସିରିଜ୍ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ମଧ୍ୟ ଖେଳାଯିବ। ପ୍ରଥମ ଟି-୨୦ ମ୍ୟାଚ୍ ଫେବୃଆରୀ ୧୬ ତାରିଖ, ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧୮ ତାରିଖ ଏବଂ ତୃତୀୟ ମ୍ୟାଚ୍ ଫେବୃଆରୀ ୨୦ ତାରିଖରେ ଖେଳାଯିବ। ଏହି ସମସ୍ତ ମ୍ୟାଚ୍ କୋଲକାତାରେ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ଏହି କାର୍ଯ୍ୟସୂଚୀକୁ ପରିବର୍ତ୍ତନ କରାଯାଇପାରେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୩ ହଜାର ୮୬ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୪୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୩୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୧୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୪୩୮  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୫୨

ବାଲେଶ୍ଵର ଜିଲ୍ଲାରୁ- ୧୦୫

ବରଗଡ ଜିଲ୍ଲାରୁ- ୮୨

ଭଦ୍ରକ ଜିଲ୍ଲାରୁ- ୫୨

ବଲାଙ୍ଗୀରି ଜିଲ୍ଲାରୁ- ୧୦୩

ବୌଦ୍ଧ ଜିଲ୍ଲାରୁ- ୫୩

କଟକ ଜିଲ୍ଲାରୁ – ୨୦୨

ଦେବଗଡ ଜିଲ୍ଲାରୁ- ୭୧

ଢେଙ୍କାନାଳ ଜିଲ୍ଲାରୁ- ୩୫

ଗଜପତି ଜିଲ୍ଲାରୁ- ୭୩

ଗଞ୍ଜାମ ଜିଲ୍ଲାରୁ- ୬୪

ଜଗତସିଂହପୁର ଜିଲ୍ଲାରୁ- ୬୪

ଯାଜପୁର ଜିଲ୍ଲାରୁ- ୭୩

ଝାରସୁଗୁଡା ଜିଲ୍ଲାରୁ- ୫୫

କଳାହାଣ୍ଡି ଜିଲ୍ଲାରୁ- ୬୩

କନ୍ଧମାଳ ଜିଲ୍ଲାରୁ- ୪୪

କେନ୍ଦ୍ରାପଡା ଜିଲ୍ଲାରୁ- ୬୦

କେନ୍ଦୁଝର ଜିଲ୍ଲାରୁ- ୩୯

ଖୋର୍ଦ୍ଧା ଜିଲ୍ଲାରୁ- ୭୧୪

କୋରାପୁଟ ଜିଲ୍ଲାରୁ- ୫୩

ମାଲକାନଗିରି ଜିଲ୍ଲାରୁ- ୧୬

ମୟୂରଭଞ୍ଜ ଜିଲ୍ଲାରୁ- ୧୮୦

ନବରଙ୍ଗପୁର ଜିଲ୍ଲାରୁ- ୯୯

ନୟାଗଡ ଜିଲ୍ଲାରୁ- ୧୨୫

ନୂଆପଡା ଜିଲ୍ଲାରୁ- ୧୮୧

ପୁରୀ ଜିଲ୍ଲାରୁ- ୭୨

ରାୟଗଡା ଜିଲ୍ଲାରୁ- ୩୬

ସମ୍ବଲପୁର ଜିଲ୍ଲାରୁ- ୧୩୧

ସୋନପୁର ଜିଲ୍ଲାରୁ- ୨୧

ସୁନ୍ଦରଗଡ ଜିଲ୍ଲାରୁ- ୨୮୭

ଷ୍ଟେଟ ପୁଲରୁ- ୧୪୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୭୭୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯ ହଜାର ୩୧୬ ଏବଂ ବର୍ତ୍ତମାନ ୩୭ ହଜାର ୭୬୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆଜି ୨ ଲକ୍ଷ ତଳକୁ ଖସିଲା କରୋନା ଆକ୍ରାନ୍ତ, କିନ୍ତୁ କରୋନାଜନିତ ମୃତ୍ୟୁରେ ବଡ ବୃଦ୍ଧି

ନୂଆଦିଲ୍ଲୀ: ଗତକାଲି ଦେଶରେ ୨ ଲକ୍ଷ ୦୯ ହଜାର ୯୧୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୧ ଲକ୍ଷ ୬୭ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୧୧୯୨ ଜଣଙ୍କ ପ୍ରାଣହାନୀ ଘଟିଛି।

ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୫୪ ହଜାର ୭୬ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୧୪ ଲକ୍ଷ ୬୯ ହଜାର ୪୯୯ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୯୫ ହଜାର ୨୮୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୩ କୋଟି ୯୨ ଲକ୍ଷ ୩୦ ହଜାର ୧୯୮ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୭ ଲକ୍ଷ ୪୩ ହଜାରକୁ ୫୯ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୩ ହଜାର ୩୨୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୫୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୭୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୨୯୮  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୮୨

ବାଲେଶ୍ଵର ଜିଲ୍ଲାରୁ- ୭୬

ବରଗଡ ଜିଲ୍ଲାରୁ- ୩୬

ଭଦ୍ରକ ଜିଲ୍ଲାରୁ- ୭୭

ବଲାଙ୍ଗୀରି ଜିଲ୍ଲାରୁ- ୭୬

ବୌଦ୍ଧ ଜିଲ୍ଲାରୁ- ୧୬

କଟକ ଜିଲ୍ଲାରୁ – ୩୨୫

ଦେବଗଡ ଜିଲ୍ଲାରୁ- ୬୯

ଢେଙ୍କାନାଳ ଜିଲ୍ଲାରୁ- ୭୧

ଗଜପତି ଜିଲ୍ଲାରୁ- ୬୩

ଗଞ୍ଜାମ ଜିଲ୍ଲାରୁ- ୪୬

ଜଗତସିଂହପୁର ଜିଲ୍ଲାରୁ- ୭୪

ଯାଜପୁର ଜିଲ୍ଲାରୁ- ୧୪୯

ଝାରସୁଗୁଡା ଜିଲ୍ଲାରୁ- ୬୯

କଳାହାଣ୍ଡି ଜିଲ୍ଲାରୁ- ୭୭

କନ୍ଧମାଳ ଜିଲ୍ଲାରୁ- ୭୭

କେନ୍ଦ୍ରାପଡା ଜିଲ୍ଲାରୁ- ୪୯

କେନ୍ଦୁଝର ଜିଲ୍ଲାରୁ- ୩୯

ଖୋର୍ଦ୍ଧା ଜିଲ୍ଲାରୁ- ୬୫୨

କୋରାପୁଟ ଜିଲ୍ଲାରୁ- ୪୪

ମାଲକାନଗିରି ଜିଲ୍ଲାରୁ- ୩୦

ମୟୂରଭଞ୍ଜ ଜିଲ୍ଲାରୁ- ୧୦୯

ନବରଙ୍ଗପୁର ଜିଲ୍ଲାରୁ- ୮୪

ନୟାଗଡ ଜିଲ୍ଲାରୁ- ୧୧୦

ନୂଆପଡା ଜିଲ୍ଲାରୁ- ୧୦୬

ପୁରୀ ଜିଲ୍ଲାରୁ- ୪୨

ରାୟଗଡା ଜିଲ୍ଲାରୁ- ୪୦

ସମ୍ବଲପୁର ଜିଲ୍ଲାରୁ- ୭୫

ସୋନପୁର ଜିଲ୍ଲାରୁ- ୩୫

ସୁନ୍ଦରଗଡ ଜିଲ୍ଲାରୁ- ୨୧୬

ଷ୍ଟେଟ ପୁଲରୁ- ୧୨୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧ ହଜାର ୫୪୬ ଏବଂ ବର୍ତ୍ତମାନ ୪୨ ହଜାର ୯୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୪ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୪ ହଜାର ୮୪୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୩୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୦୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୯୩୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୩୯୫  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୮୫

ବାଲେଶ୍ଵର ଜିଲ୍ଲାରୁ- ୧୪୧

ବରଗଡ ଜିଲ୍ଲାରୁ- ୪୬

ଭଦ୍ରକ ଜିଲ୍ଲାରୁ- ୫୭

ବଲାଙ୍ଗୀରି ଜିଲ୍ଲାରୁ- ୬୭

ବୌଦ୍ଧ ଜିଲ୍ଲାରୁ- ୪୯

କଟକ ଜିଲ୍ଲାରୁ – ୨୯୩

ଦେବଗଡ ଜିଲ୍ଲାରୁ- ୬୭

ଢେଙ୍କାନାଳ ଜିଲ୍ଲାରୁ- ୬୧

ଗଜପତି ଜିଲ୍ଲାରୁ- ୬୪

ଗଞ୍ଜାମ ଜିଲ୍ଲାରୁ- ୪୪

ଜଗତସିଂହପୁର ଜିଲ୍ଲାରୁ- ୭୦

ଯାଜପୁର ଜିଲ୍ଲାରୁ- ୯୯

ଝାରସୁଗୁଡା ଜିଲ୍ଲାରୁ- ୭୪

କଳାହାଣ୍ଡି ଜିଲ୍ଲାରୁ- ୧୦୭

କନ୍ଧମାଳ ଜିଲ୍ଲାରୁ- ୪୩

କେନ୍ଦ୍ରାପଡା ଜିଲ୍ଲାରୁ- ୭୩

କେନ୍ଦୁଝର ଜିଲ୍ଲାରୁ- ୨୧

ଖୋର୍ଦ୍ଧା ଜିଲ୍ଲାରୁ- ୬୪୬

କୋରାପୁଟ ଜିଲ୍ଲାରୁ- ୫୯

ମାଲକାନଗିରି ଜିଲ୍ଲାରୁ- ୩୪

ମୟୂରଭଞ୍ଜ ଜିଲ୍ଲାରୁ- ୧୪୫

ନବରଙ୍ଗପୁର ଜିଲ୍ଲାରୁ- ୯୦

ନୟାଗଡ ଜିଲ୍ଲାରୁ- ୧୨୦

ନୂଆପଡା ଜିଲ୍ଲାରୁ- ୧୨୯

ପୁରୀ ଜିଲ୍ଲାରୁ- ୫୬

ରାୟଗଡା ଜିଲ୍ଲାରୁ- ୬୬

ସମ୍ବଲପୁର ଜିଲ୍ଲାରୁ- ୧୧୫

ସୋନପୁର ଜିଲ୍ଲାରୁ- ୩୫

ସୁନ୍ଦରଗଡ ଜିଲ୍ଲାରୁ- ୨୩୭

ଷ୍ଟେଟ ପୁଲରୁ- ୧୩୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ ହଜାର ୨୪୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୩ ହଜାର ୩୬୫ ଏବଂ ବର୍ତ୍ତମାନ ୪୭ ହଜାର ୨୧୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୫ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୪ ହଜାର ୮୪୨ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪ ହଜାର ୮୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୬୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୮୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨ ହଜାର ୨୮  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୫୮

ବାଲେଶ୍ଵର ଜିଲ୍ଲାରୁ- ୧୫୨

ବରଗଡ ଜିଲ୍ଲାରୁ- ୮୦

ଭଦ୍ରକ ଜିଲ୍ଲାରୁ- ୬୦

ବଲାଙ୍ଗୀରି ଜିଲ୍ଲାରୁ- ୯୫

ବୌଦ୍ଧ ଜିଲ୍ଲାରୁ- ୪୯

କଟକ ଜିଲ୍ଲାରୁ – ୩୭୯

ଦେବଗଡ ଜିଲ୍ଲାରୁ- ୭୩

ଢେଙ୍କାନାଳ ଜିଲ୍ଲାରୁ- ୪୫

ଗଜପତି ଜିଲ୍ଲାରୁ- ୬୨

ଗଞ୍ଜାମ ଜିଲ୍ଲାରୁ- ୬୭

ଜଗତସିଂହପୁର ଜିଲ୍ଲାରୁ- ୧୦୦

ଯାଜପୁର ଜିଲ୍ଲାରୁ- ୧୬୬

ଝାରସୁଗୁଡା ଜିଲ୍ଲାରୁ- ୬୧

କଳାହାଣ୍ଡି ଜିଲ୍ଲାରୁ- ୧୫୮

କନ୍ଧମାଳ ଜିଲ୍ଲାରୁ- ୫୨

କେନ୍ଦ୍ରାପଡା ଜିଲ୍ଲାରୁ- ୭୦

କେନ୍ଦୁଝର ଜିଲ୍ଲାରୁ- ୮୧

ଖୋର୍ଦ୍ଧା ଜିଲ୍ଲାରୁ- ୧୦୨୩

କୋରାପୁଟ ଜିଲ୍ଲାରୁ- ୫୦

ମାଲକାନଗିରି ଜିଲ୍ଲାରୁ- ୧୮

ମୟୂରଭଞ୍ଜ ଜିଲ୍ଲାରୁ- ୧୫୨

ନବରଙ୍ଗପୁର ଜିଲ୍ଲାରୁ- ୧୩୭

ନୟାଗଡ ଜିଲ୍ଲାରୁ- ୧୯୪

ନୂଆପଡା ଜିଲ୍ଲାରୁ- ୧୬୬

ପୁରୀ ଜିଲ୍ଲାରୁ- ୭୨

ରାୟଗଡା ଜିଲ୍ଲାରୁ- ୯୯

ସମ୍ବଲପୁର ଜିଲ୍ଲାରୁ- ୧୨୮

ସୋନପୁର ଜିଲ୍ଲାରୁ- ୭୩

ସୁନ୍ଦରଗଡ ଜିଲ୍ଲାରୁ- ୭୩୫

ଷ୍ଟେଟ ପୁଲରୁ- ୧୮୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୪ ହଜାର ୧୭୪ ଏବଂ ବର୍ତ୍ତମାନ ୫୩ ହଜାର ୯୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୧୫ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୫୭୫କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୧୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୫୭୫ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବରଗଡ, କଟକ, କେନ୍ଦ୍ରାପଡା, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ପୁରୀ ଏବଂ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୧ ହଜାର ୬୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୩ ହଜାର ୯୦୭ ଏବଂ ବର୍ତ୍ତମାନ ୫୮ ହଜାର ୫୩୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୫ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୫ ହଜାର ୫୭ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪ ହଜାର ୮୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୭୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୮୦୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨ ହଜାର ୩୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୦୪

ବାଲେଶ୍ଵର ଜିଲ୍ଲାରୁ- ୧୬୯

ବରଗଡ ଜିଲ୍ଲାରୁ- ୭୨

ଭଦ୍ରକ ଜିଲ୍ଲାରୁ- ୧୦୬

ବଲାଙ୍ଗୀରି ଜିଲ୍ଲାରୁ- ୧୪୦

ବୌଦ୍ଧ ଜିଲ୍ଲାରୁ- ୨୮

କଟକ ଜିଲ୍ଲାରୁ – ୪୪୩

ଦେବଗଡ ଜିଲ୍ଲାରୁ- ୮୫

ଢେଙ୍କାନାଳ ଜିଲ୍ଲାରୁ- ୮୪

ଗଜପତି ଜିଲ୍ଲାରୁ- ୬୫

ଗଞ୍ଜାମ ଜିଲ୍ଲାରୁ- ୫୮

ଜଗତସିଂହପୁର ଜିଲ୍ଲାରୁ- ୯୬

ଯାଜପୁର ଜିଲ୍ଲାରୁ- ୧୩୪

ଝାରସୁଗୁଡା ଜିଲ୍ଲାରୁ- ୭୦

କଳାହାଣ୍ଡି ଜିଲ୍ଲାରୁ- ୧୫୫

କନ୍ଧମାଳ ଜିଲ୍ଲାରୁ- ୮୦

କେନ୍ଦ୍ରାପଡା ଜିଲ୍ଲାରୁ- ୬୦

କେନ୍ଦୁଝର ଜିଲ୍ଲାରୁ- ୬୯

ଖୋର୍ଦ୍ଧା ଜିଲ୍ଲାରୁ- ୧୨୫୩

କୋରାପୁଟ ଜିଲ୍ଲାରୁ- ୮୧

ମାଲକାନଗିରି ଜିଲ୍ଲାରୁ- ୪୩

ମୟୂରଭଞ୍ଜ ଜିଲ୍ଲାରୁ- ୧୭୯

ନବରଙ୍ଗପୁର ଜିଲ୍ଲାରୁ- ୧୨୪

ନୟାଗଡ ଜିଲ୍ଲାରୁ- ୨୧୦

ନୂଆପଡା ଜିଲ୍ଲାରୁ- ୧୪୨

ପୁରୀ ଜିଲ୍ଲାରୁ- ୭୬

ରାୟଗଡା ଜିଲ୍ଲାରୁ- ୧୦୧

ସମ୍ବଲପୁର ଜିଲ୍ଲାରୁ- ୧୪୯

ସୋନପୁର ଜିଲ୍ଲାରୁ- ୪୨

ସୁନ୍ଦରଗଡ ଜିଲ୍ଲାରୁ- ୧୫୯

ଷ୍ଟେଟ ପୁଲରୁ- ୨୬୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୧ ହଜାର ୬୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୩ ହଜାର ୯୦୭ ଏବଂ ବର୍ତ୍ତମାନ ୫୮ ହଜାର ୫୩୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।