ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୪୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୪
ବାଲେଶ୍ଵର ଜିଲ୍ଲାରୁ- ୧୪
ବରଗଡ ଜିଲ୍ଲାରୁ- ୫
ଭଦ୍ରକ ଜିଲ୍ଲାରୁ- ୪
ବଲାଙ୍ଗୀରି ଜିଲ୍ଲାରୁ- ୩
ବୌଦ୍ଧ ଜିଲ୍ଲାରୁ- ୨
କଟକ ଜିଲ୍ଲାରୁ- ୧୭
ଦେବଗଡ ଜିଲ୍ଲାରୁ- ୪
ଢେଙ୍କାନାଳ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୨୫
ଗଞ୍ଜାମ ଜିଲ୍ଲାରୁ- ୧୪
ଯାଜପୁର ଜିଲ୍ଲାରୁ- ୧୪
ଝାରସୁଗୁଡା ଜିଲ୍ଲାରୁ- ୧୨
କଳାହାଣ୍ଡି ଜିଲ୍ଲାରୁ- ୪
କନ୍ଧମାଳ ଜିଲ୍ଲାରୁ- ୨
କେନ୍ଦ୍ରାପଡା ଜିଲ୍ଲାରୁ- ୫
ଖୋର୍ଦ୍ଧା ଜିଲ୍ଲାରୁ- ୩୬
କୋରାପୁଟ ଜିଲ୍ଲାରୁ- ୧୬
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୧୯
ନବରଙ୍ଗପୁର ଜିଲ୍ଲାରୁ- ୩
ନୟାଗଡ ଜିଲ୍ଲାରୁ- ୪
ନୂଆପଡା ଜିଲ୍ଲାରୁ- ୧
ପୁରୀ ଜିଲ୍ଲାରୁ- ୧
ରାୟଗଡା ଜିଲ୍ଲାରୁ- ୬
ସମ୍ବଲପୁର ଜିଲ୍ଲାରୁ- ୧୪
ସୋନପୁର ଜିଲ୍ଲାରୁ- ୮
ସୁନ୍ଦରଗଡ ଜିଲ୍ଲାରୁ- ୮୦
ଷ୍ଟେଟ ପୁଲରୁ- ୯
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୯୭୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୧୮ ଏବଂ ବର୍ତ୍ତମାନ ୩ ହଜାର ୮୬୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।