Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୬୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଧୀରେ ଧୀରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଆଜି ୬୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ମଧ୍ୟରେ ୧୩୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୩୯୩ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୨୭୮ ଜଣ ପଜେଟିଭ ଅଛନ୍ତି।

ତେବେ ବିଭିନ୍ନ ଜିଲ୍ଲାର ଯାହା ସ୍ଥିତି ରହିଛି ତାହା ହେଲା

୧- ଅନୁଗୁଳ ଜିଲ୍ଲାରୁ – ୨୨
୨- ବାଲେଶ୍ୱର ଜିଲ୍ଲାରୁ – ୧୨
୩- ବରଗଡ଼ ଜିଲ୍ଲାରୁ – ୧୬
୪- ଭଦ୍ରକ ଜିଲ୍ଲାରୁ – ୭
୫- ବଲାଙ୍ଗୀର ଜିଲ୍ଲାରୁ – ୭
୬- ବୌଦ୍ଦ ଜିଲ୍ଲାରୁ – ୧୬
୭- କଟକ ଜିଲ୍ଲାରୁ – ୩୧
୮- ଦେବଗଡ଼ ଜିଲ୍ଲାରୁ – ୬
୯- ଢେଙ୍କାନାଳ ଜିଲ୍ଲାରୁ – ୫
୧୦- ଗଜପତି ଜିଲ୍ଲାରୁ – ୨୭
୧୧- ଗଞ୍ଜାମ ଜିଲ୍ଲାରୁ – ୧୧
୧୨- ଜଗତସିଂହପୁର ଜିଲ୍ଲାରୁ – ୧୨
୧୩- ଯାଜପୁର ଜିଲ୍ଲାରୁ – ୪୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୦
୧୫- କଳାହାଣ୍ଡି ଜିଲ୍ଲାରୁ – ୧୧
୧୬- କନ୍ଧମାଳ ଜିଲ୍ଲାରୁ – ୧୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୧୯
୧୮- କେନ୍ଦୁଝର ଜିଲ୍ଲାରୁ – ୯
୧୯- ଖୋର୍ଦ୍ଧାରୁ- ୧୦୩
୨୦- କୋରାପୁଟ ଜିଲ୍ଲାରୁ – ୩୯
୨୧- ମାଲକାନଗିରି – ୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୨୩- ନବରଙ୍ଗପୁର ଜିଲ୍ଲାରୁ- ୪
୨୪- ନୟାଗଡ଼ ଜିଲ୍ଲାରୁ – ୧୮
୨୫- ନୂଆପଡ଼ା ଜିଲ୍ଲାରୁ – ୧୪
୨୬- ପୁରୀ ଜିଲ୍ଲାରୁ – ୧୨
୨୭- ରାୟଗଡ଼ା ଜିଲ୍ଲାରୁ – ୯
୨୮- ସମ୍ବଲପୁର ଜିଲ୍ଲାରୁ – ୨୮
୨୯- ସୋନପୁର ଜିଲ୍ଲାରୁ – ୧
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୫
୩୧- ଷ୍ଟେଟ ପୁଲରୁ- ୨୩

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପୁଣି ସେହି ଦଶ ହଜାର ଉପରେ ରହିଲା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ତିନିଦିନ ଧରି କରୋନା ଗ୍ରାଫ ଦଶ ହଜାର ଉପରେ ରହୁଛି। ସଦ୍ୟତମ ରିପୋର୍ଟ ଅନୁସାରେ ଆଜି ୧୦,୮୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୦୨୧ଜଣ ଥିବା ବେଳେ , କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୬୨୯୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରୁ ୪୫୬୩ ଜଣ ପଜେଟିଭ ଅଛନ୍ତି।

ତେବେ ପୂର୍ବପରି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟ ହେଲା..

୧- ଅନୁଗୁଳ ଜିଲ୍ଲାରୁ – ୧୦୪
୨- ବାଲେଶ୍ୱର ଜିଲ୍ଲାରୁ – ୩୨୬
୩- ବରଗଡ଼ ଜିଲ୍ଲାରୁ – ୧୪୫
୪- ଭଦ୍ରକ ଜିଲ୍ଲାରୁ – ୧୦୧
୫- ବଲାଙ୍ଗୀର ଜିଲ୍ଲାରୁ – ୨୫୯
୬- ବୌଦ୍ଦ ଜିଲ୍ଲାରୁ – ୩୮
୭- କଟକ ଜିଲ୍ଲାରୁ – ୯୦୯
୮- ଦେବଗଡ଼ ଜିଲ୍ଲାରୁ – ୨୪
୯- ଢେଙ୍କାନାଳ ଜିଲ୍ଲାରୁ – ୬୯
୧୦- ଗଜପତି ଜିଲ୍ଲାରୁ – ୧୩୫
୧୧- ଗଞ୍ଜାମ ଜିଲ୍ଲାରୁ – ୧୩୯
୧୨- ଜଗତସିଂହପୁର ଜିଲ୍ଲାରୁ – ୨୨୨
୧୩- ଯାଜପୁର ଜିଲ୍ଲାରୁ – ୨୧୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୧୧
୧୫- କଳାହାଣ୍ଡି ଜିଲ୍ଲାରୁ – ୧୪୪
୧୬- କନ୍ଧମାଳ ଜିଲ୍ଲାରୁ – ୪୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୭୫
୧୮- କେନ୍ଦୁଝର ଜିଲ୍ଲାରୁ – ୮୪
୧୯- ଖୋର୍ଦ୍ଧାରୁ – ୩୦୮୭
୨୦- କୋରାପୁଟ ଜିଲ୍ଲାରୁ – ୧୬୫
୨୧- ମାଲକାନଗିରି – ୫୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୭୬
୨୩- ନବରଙ୍ଗପୁର ଜିଲ୍ଲାରୁ- ୧୦୬
୨୪- ନୟାଗଡ଼ ଜିଲ୍ଲାରୁ – ୧୪୫
୨୫- ନୂଆପଡ଼ା ଜିଲ୍ଲାରୁ – ୭୫
୨୬- ପୁରୀ ଜିଲ୍ଲାରୁ – ୧୯୮
୨୭- ରାୟଗଡ଼ା ଜିଲ୍ଲାରୁ – ୧୫୬
୨୮- ସମ୍ବଲପୁର ଜିଲ୍ଲାରୁ – ୫୦୦
୨୯- ସୋନପୁର ଜିଲ୍ଲାରୁ – ୧୦୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୯୪୩
୩୧- State Pool: ୭୧୨

Categories
ବିଶେଷ ଖବର ରାଜ୍ୟ ଖବର

ହୁ ହୁ ହୋଇ ବଢିବାରେ ଲାଗିଛି ଓଡିଶାର କରୋନା ଆକ୍ରାନ୍ତ, ଆଜିର ସଂଖ୍ୟା ମଧ୍ୟ ଆଶ୍ଚର୍ଯ୍ୟ କରିଛି

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ୧୦,୨୭୩ ନୂଆ ଆକ୍ରାନ୍ତ ବାହାରିଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୧୦୬୫, କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ୫୯୬୨ଜଣ ଏବଂ  ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ ପଜେଟିଭ ଅଛନ୍ତି।

ସେହିପରି ଜିଲ୍ଲା ସ୍ତରୀୟ କରୋନା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଏବେ ବାଲେଶ୍ବରରେ ମଧ୍ୟ ସଂଖ୍ୟା ବଢିବାରେ ଲାଗିଛି। ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ହେଲା

ଖୋର୍ଦ୍ଧାରୁ- ୩୪୯୬

ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୪୯

କଟକ ଜିଲ୍ଲାରୁ – ୮୪୪

ସମ୍ବଲପୁର ଜିଲ୍ଲାରୁ – ୫୨୯

ବାଲେଶ୍ୱର ଜିଲ୍ଲାରୁ – ୪୫୭

ମୟୁରଭଞ୍ଜ ଜିଲ୍ଲାରୁ – ୩୪୦

ପୁରୀ ଜିଲ୍ଲାରୁ – ୨୬୯

କଳାହାଣ୍ଡି ଜିଲ୍ଲାରୁ – ୨୦୩

ଝାରସୁଗୁଡ଼ା ଜିଲ୍ଲାରୁ – ୨୦୨

ବଲାଙ୍ଗୀର ଜିଲ୍ଲାରୁ – ୧୯୧

କୋରାପୁଟ ଜିଲ୍ଲାରୁ – ୧୮୬

ରାୟଗଡ଼ା ଜିଲ୍ଲାରୁ – ୧୮୩

ଯାଜପୁର ଜିଲ୍ଲାରୁ – ୧୪୩

ଜଗତସିଂହପୁର ଜିଲ୍ଲାରୁ – ୧୩୨

ସୋନପୁର ଜିଲ୍ଲାରୁ – ୧୩୨

ଗଜପତି ଜିଲ୍ଲାରୁ – ୧୨୬

ନବରଙ୍ଗପୁର ଜିଲ୍ଲାରେ: ୧୨୫

ନୟାଗଡ଼ ଜିଲ୍ଲାରୁ – ୧୨୧

କେନ୍ଦୁଝର ଜିଲ୍ଲାରୁ – ୧୧୪

ବରଗଡ଼ ଜିଲ୍ଲାରୁ – ୧୦୨

ଭଦ୍ରକ ଜିଲ୍ଲାରୁ – ୧୦୨

ଅନୁଗୁଳ ଜିଲ୍ଲାରୁ – ୮୫

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୭୪

ଢେଙ୍କାନାଳ ଜିଲ୍ଲାରୁ – ୬୯

ନୂଆପଡ଼ା ଜିଲ୍ଲାରୁ – ୪୫

ଗଞ୍ଜାମ ଜିଲ୍ଲାରୁ – ୫୫

ମାଲକାନଗିରି : ୩୦

କନ୍ଧମାଳ ଜିଲ୍ଲାରୁ – ୨୬

ବୌଦ୍ଦ ଜିଲ୍ଲାରୁ – ୨୪

ଦେବଗଡ଼ ଜିଲ୍ଲାରୁ – ୨୩

ଷ୍ଟୋଟ ପୁଲ- ୭୯୬

Categories
ଆଜିର ଖବର ରାଜ୍ୟ ଖବର

ଚିନ୍ତା ବଢାଇଲାଣି କରୋନା, ପୁଣି ସେହି ଦୁଇଟି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୪୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ବୟସର ୪୭ ଜଣ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମଣରୁ ୧୭୮ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଆଗରେ ରହିଛି। ସଦ୍ୟ ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା..

୧- ବାଲେଶ୍ୱର ଜିଲ୍ଲାରୁ – ୨୯
୨- ବରଗଡ଼ ଜିଲ୍ଲାରୁ – ୫
୩- ଭଦ୍ରକ ଜିଲ୍ଲାରୁ – ୧
୪- ବଲାଙ୍ଗୀର ଜିଲ୍ଲାରୁ – ୬
୫- କଟକ ଜିଲ୍ଲାରୁ – ୬୬
୬- ଦେବଗଡ଼ ଜିଲ୍ଲାରୁ – ୪
୭- ଢେଙ୍କାନାଳ ଜିଲ୍ଲାରୁ – ୬
୮- ଗଞ୍ଜାମ ଜିଲ୍ଲାରୁ – ୩
୯- ଜଗତସିଂହପୁର ଜିଲ୍ଲାରୁ – ୮
୧୦- ଯାଜପୁର ଜିଲ୍ଲାରୁ – ୬
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୧୪
୧୨- କଳାହାଣ୍ଡି ଜିଲ୍ଲାରୁ – ୨
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୨
୧୪- କେନ୍ଦୁଝର ଜିଲ୍ଲାରୁ – ୧
୧୫- ଖୋର୍ଦ୍ଧାରୁ- ୧୫୧
୧୬- କୋରାପୁଟ ଜିଲ୍ଲାରୁ – ୩
୧୭- ମାଲକାନଗିରି ଜିଲ୍ଲାରୁ – ୨
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୪
୧୯- ନବରଙ୍ଗପୁର ଜିଲ୍ଲାରୁ- ୫
୨୦- ନୟାଗଡ଼ ଜିଲ୍ଲାରୁ – ୫
୨୧- ପୁରୀ ଜିଲ୍ଲାରୁ – ୧୨
୨୨- ରାୟଗଡ଼ା ଜିଲ୍ଲାରୁ – ୨
୨୩- ସମ୍ବଲପୁର ଜିଲ୍ଲାରୁ – ୨୨
୨୪- ସୋନପୁର ଜିଲ୍ଲାରୁ – ୭
୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୨୭
୨୬- ଷ୍ଟେଟ ପୁଲ- ୩୧

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଡରାଇଲାଣି ଓମିକ୍ରନ: ୱାର ରୁମ ସହ କଣ୍ଟେନମେଣ୍ଟ ଜୋନ ପାଇଁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଧିରେ ଧିରେ ଦେଶକୁ କରୋନାର ନୂଆ ଓମିକ୍ରନ ଭାରିଆଣ୍ଟ ପ୍ରସାର ଲାଭ କରିବାରେ ଲାଗିଛି। ଏହା ଏତେ ଦ୍ରୁତ ଗତିରେ ମାଡି ଚାଲିଛି ଯେ, ତାହାକୁ ନିୟନ୍ତ୍ରଣ କରିବା କାଠିକର ପାଠ। ସେଥିପାଇଁ ସମସ୍ତ ରାଜ୍ୟ ସରକାର ୱାର ରୁମ ପ୍ରସ୍ତୁତ କରି ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ସଚିବ ଏ ନେଇ ରାଜ୍ୟଗୁଡିକୁ ଚିଠି ଲେଖି ଅବଗତ କରାଇଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ, ପୁଣି ଥରେ ଡାକ୍ତରଖାନା ପ୍ରସ୍ତୁତ କରି ରଖିବାକୁ ପଡିବ। ଏଥିସହିତ ଯଦି କୌଣସି ସ୍ଥାନରୁ ଅଧିକ ସଂଖ୍ୟକ ପଜେଟିଭ ଚିହ୍ନଟ ହେଲେ ତେବେ ସେ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କର। ସେହିପରି ପ୍ରଥମ ଲହର ବେଳେ ଯେପରି ବେଡ, ଅକ୍ସିଜେନ, ମେଡିକାଲ କର୍ମଚାରୀଙ୍କୁ ସଜାଗ ରଖାଯାଇଥିଲା ତାହା ମଧ୍ୟ କର। ଏହି ଚିଠି ପାଇବା ପରେ ବିଭିନ୍ନ ରାଜ୍ୟ ତରଫରୁ ବର୍ତ୍ତମାନ ତତ୍ପରତା ପ୍ରକାଶ ପାଇଛି।

କେନ୍ଦ୍ର ସରକାର କହିଛନ୍ତି ଯେ, ଅତି କମରେ ଯେଉଁଠି 10 ପ୍ରତିଶତ କରୋନା ପଜେଟିଭ ବାହାରିଲେ ତାହାକୁ ତୀକ୍ଷ୍ଣ ନଜରରେ ରଖ। ପୂର୍ବରୁ ନାଇଟ କର୍ଫ୍ୟୁକୁ ମଧ୍ୟ ଲାଗୁ କରାଯାଇପାରେ ବୋଲି କୁହାଯାଇଛି। ସେହିପରି ବିଭିନ୍ନ ଉତ୍ସବ, ବିବାହ, ବ୍ରତ, ମୃତ କାର୍ଯ୍ୟରେ ଯେପରି ଅଧିକ ଭିଡ ନ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି।

ଅନ୍ୟପକ୍ଷରେ କରୋନା ଟେଷ୍ଟିଂ ଏବଂ ଟିକାକରଣ ପାଇଁ ଗୁରୁତ୍ବ ଦେବାକୁ ମଧ୍ୟ କେନ୍ଦ୍ର ଗୃହ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ଅନେକ ରାଜ୍ୟରେ ଟିକାକରଣ ଯେପରି ସଫଳତା ହାସଲ କରିବା କଥା ତାହା ହୋଇ ନାହିଁ। ସେଥିପାଇଁ ଟିକାକରଣକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ, ଦେଶରେ ଓମିକ୍ରନ ଫେବୃୟାରୀ ମାସରେ ଶୀର୍ଷକୁ ଛୁଇଁବ। ଏପରିକି ଦୈନିକ ସଂକ୍ରାମଣ ଦେଢ ଲକ୍ଷ ଟପିବ ବୋଲି ଅନୁମାନ କରାଯାଇଛି। ଏହି ଭାରିଏଣ୍ଟ ପୂର୍ବ ଅପେକ୍ଷା ତିନିଗୁଣା ସଂକ୍ରମଣ ଲକ୍ଷଣ ରହିଥିବାରୁ ଏହି ଆଶଙ୍କା ପ୍ରକାଶ ପାଇଛି। ସେଥିପାଇଁ ଏବେଠାରୁ ଏହା ବିରୋଧରେ ପ୍ରସ୍ତୁତି ନ କଲେ ପରବର୍ତ୍ତି ସମୟରେ ସ୍ଥିତି ଅସମ୍ଭାଳ ହେବ ବୋଲି ଚେତାବନୀ ଦିଆଯାଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର 213 ଟି ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ମଙ୍ଗଳବାର ଦିନ ଓମିକ୍ରନ୍ ଭାରିଆଣ୍ଟର 11 ଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଛି। ଫଳରେ ସେହି ରାଜ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟାକୁ 54 କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ଓମିକ୍ରନ୍ ମାମଲା 57 କୁ ବୃଦ୍ଧି ପାଇଛି।

Categories
ଆଜିର ଖବର

ଶହେ ତଳକୁ ଖସିଲା ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ବୟସର ୩୨ଜଣ ଥିବା ବେଳେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଅଛନ୍ତି ୧୩୧। ସେହିପରି ସ୍ଥାନୀୟ ଅଞ୍ଚଳରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାର ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ଜିଲ୍ଲାର ସଂଖ୍ୟା ଶହେ ତଳକୁ ଖସିଛି। ବିଭିନ୍ନ ଜିଲ୍ଲାର ସ୍ଥିତି ହେଲା

୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୪
୩- ଭଦ୍ରକ ଜିଲ୍ଲାରୁ – ୨
୪- ବୌଦ୍ଦ ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୧୫
୬- ଢେଙ୍କାନାଳ ଜିଲ୍ଲାରୁ – ୧
୭- ଗଞ୍ଜାମ ଜିଲ୍ଲାରୁ – ୬
୮- ଜଗତସିଂହପୁର ଜିଲ୍ଲାରୁ – ୫
୯- ଯାଜପୁର ଜିଲ୍ଲାରୁ – ୯
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୪
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୩
୧୨- କେନ୍ଦୁଝର ଜିଲ୍ଲାରୁ – ୩
୧୩- ଖୋର୍ଦ୍ଧାରୁ- ୯୬
୧୪- ମାଲକାନଗିରି -୧
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୧୫
୧୬- ନୟାଗଡ଼ ଜିଲ୍ଲାରୁ – ୪
୧୭- ପୁରୀ ଜିଲ୍ଲାରୁ – ୫
୧୮- ରାୟଗଡ଼ା ଜିଲ୍ଲାରୁ – ୨
୧୯- ସମ୍ବଲପୁର ଜିଲ୍ଲାରୁ – ୧୦
୨୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦
୨୧- ଷ୍ଟେଟ ପୁଲ- ୨୨

Categories
ଆଜିର ଖବର ରାଜ୍ୟ ଖବର

ସାରା ରାଜ୍ୟରୁ ୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧାରୁ ୧୨୯ ଜଣ

ଭୁବନେଶ୍ବର: ଆଜି ସାରା ରାଜ୍ୟରୁ ୨୬୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୪ ଜଣ ଥିବା ବେଳେ କ୍ବାରଣ୍ଟାଇନରୁ ୧୫୩ ଜଣ ଅଛନ୍ତି। ସେହିପରି ସ୍ଥାନୀୟ ମାମଲା ୧୧୦ ଜଣ ଚିହ୍ନଟ ହୋଇଛନ୍ତି। ତେବେ ସାରା ରାଜ୍ୟରୁ ଯେତେ ଆକ୍ରାନ୍ତ ବାହାରିଛନ୍ତି ସେମାନଙ୍କ ମଧ୍ୟରେ କେବଳ ଖୋର୍ଦ୍ଧାରୁ ୧୨୯ ଜଣ ଅଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧. ବାଲେଶ୍ବର: ୭
୨. ଭଦ୍ରକ: ୨
୩. ବଲାଙ୍ଗୀର: ୨
୪. କଟକ: ୨୧
୫. ଦେବଗଡ: ୭
୬. ଢେଙ୍କାନାଳ: ୫
୭. ଗଜପତି: ୯
୮. ଗଞ୍ଜାମ: ୩
୯. ଜଗତସିଂହପୁର: ୨
୧୦. ଯାଜପୁର: ୧୦
୧୧. ଝାରସଗୁଡା: ୧
୧୨. କେନ୍ଦ୍ରାପଡା: ୨
୧୩. କେଉଁଝର: ୨
୧୪. ଖୋର୍ଦ୍ଧା : ୧୨୯
୧୫. କୋରାପୁଟ: ୧
୧୬. ମୟୂରଭଞ୍ଜ: ୪
୧୭. ନବରଙ୍ଗପୁର: ୨
୧୮. ପୁରୀ: ୭
୧୯. ସମ୍ବଲପୁର: ୬
୨୦. ସୁନ୍ଦରଗଡ: ୯
୨୧. ରାଜ୍ୟ ପୁଲ୍: ୩୨

Categories
ଜାତୀୟ ଖବର ବିଶେଷ ଖବର

ଦୀପାବଳିରେ ଦେଶରେ ଚିହ୍ନଟ ହେଲେ ୧୨ ହଜାର ୭୨୯ ନୂତନ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କେବଳ ଦୀପାବଳିରେ ଭାରତରେ ୧୨ ହଜାର ୭୨୯ ନୂତନ କରୋନା ଆକ୍ରାନ୍ତ। ଏହାକୁ ମିଶାଇଲେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୩ କୋଟି ୪୩ ଲକ୍ଷ ୩୩ ହଜାର ୭୫୪ କୁ ବୃଦ୍ଧି ପାଇଲା। ବର୍ତ୍ତମାନ ସକ୍ରିୟା ମାମଲା ସଂଖ୍ୟା ୧ ଲକ୍ଷ ୪୮ ହଜାର ୯୨୨ କୁ ବୃଦ୍ଧି ପାଇଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳ ୮ ଟାରେ ପ୍ରକାଶିତ ଅପଡେଟ୍ ତଥ୍ୟ ଅନୁଯାୟୀ, ୨୨୧ ଜଣ ଲୋକ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୯ ହଜାର ୮୭୩ କୁ ବୃଦ୍ଧି ପାଇଛି। ଗତ ୨୮ ଦିନ ମଧ୍ୟରେ ଦେଶରେ କୋଭିଡ -୧୯ ର ଦୈନିକ ମାମଲା ୨୦ ହଜାରରୁ କମ୍ ଏବଂ ୧୩୧ ଦିନ ପାଇଁ ୫୦ ହଜାରରୁ କମ୍ ନୂତନ ଦୈନିକ ମାମଲା ରିପୋର୍ଟ କରାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୪୩ ବୃଦ୍ଧି ପାଇଛି। ଫଳରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୮ ହଜାର ୯୨୨ କୁ ବୃଦ୍ଧି ପାଇଛି। ଯାହାକି ମୋଟ ମାମଲାର ୦.୪୩ ପ୍ରତିଶତ। ମାର୍ଚ୍ଚ ୨୦୨୦ ଠାରୁ ଏହି ହାର ସର୍ବନିମ୍ନ। ଆକ୍ରାନ୍ତଙ୍କ ଜାତୀୟ ସୁସ୍ଥ ହାର ୯୮.୨୩ ପ୍ରତିଶତ, ଯାହା ମାର୍ଚ୍ଚ ୨୦୨୦ ଠାରୁ ସର୍ବାଧିକ ଅଟେ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଗତ ବର୍ଷ ଅଗଷ୍ଟ ୭ ରେ ୨୦ ଲକ୍ଷ, ଅଗଷ୍ଟ ୨୩ ରେ ୩୦ ଲକ୍ଷ ଏବଂ ସେପ୍ଟେମ୍ବର ୫ ରେ ୪୦ ଲକ୍ଷରୁ ଅଧିକ ହୋଇଯାଇଥିଲା। ଏଥି ସହିତ, ସଂକ୍ରମଣର ମୋଟ ମାମଲା ୧୬ ସେପ୍ଟେମ୍ବରରେ ୫୦ ଲକ୍ଷ, ୨୮ ସେପ୍ଟେମ୍ବରରେ ୬୦ ଲକ୍ଷ, ୧୧ ଅକ୍ଟୋବରରେ ୭୦ ଲକ୍ଷ, ୨୯ ଅକ୍ଟୋବରରେ ୮୦ ଲକ୍ଷ ଏବଂ ୨୦ ନଭେମ୍ବରରେ ୯୦ ଲକ୍ଷ ଅତିକ୍ରମ କରିଛି।

ଦେଶରେ, ଏହି ମାମଲା ଡିସେମ୍ବର ୧୯ ରେ ଏକ କୋଟି ଅତିକ୍ରମ କରିଥିଲା, ଚଳିତ ବର୍ଷ ମେ ୪ ରେ ଦୁଇ କୋଟି ଅତିକ୍ରମ କରି ଜୁନ୍ ୨୩ ରେ ତିନି କୋଟି ଅତିକ୍ରମ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନିୟନ୍ତ୍ରଣକୁ ଆସିବାରେ ଲାଗିଛି କରୋନା ଆକ୍ରାନ୍ତ, ଆଜି ଦୁଇ ଶହ ତଳକୁ ଖସିଲା ଗ୍ରାଫ

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି କରୋନା ସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୭୨ ଜଣ ଲୋକାଲ୍‌ କେସ୍‌ ରହିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୪ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୯୪୩ ରେ ପହଞ୍ଚିଛି ।

୨୪ ଘଣ୍ଟାରେ ବାହାରିଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୧୧ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ,ବରଗଡ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୧୯ ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୭ ଜଣ, ଯାଜପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ, କେନ୍ଦୁଝର ଜିଲ୍ଲାରୁ ୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ, ପୁରୀ ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୯ ଜଣ, ସୋନପୁର ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ, ଷ୍ଟେଟ ପୁଲ୍‌ରୁ ୧୪ ଜଣ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୫୧ ଜଣ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରେ ସର୍ବାଧିକ ଜାଣନ୍ତୁ

ଭୁବନେଶ୍ୱର : ଧିରେ ଧିରେ ରାଜ୍ଗୟର କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୭ ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ୧୪୪ ସ୍ଥାନୀୟ ମାମଲା ରହିଛି। ଚିହ୍ନଟ ହୋଇଥିବା ପିଜିଟିଭ୍ ଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟୟସ ୪୫ ଜଣ ପଜିଟିଭ୍ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବିଭିନ୍ନ ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି।

ଅନୁଗୁଳ ଜିଲ୍ଲାରୁ ୧ ଜଣ

ବାଲେଶ୍ୱର ଜିଲ୍ଲାରୁ ୧୩ ଜଣ

ଭଦ୍ରକ ଜିଲ୍ଲାରୁ ୬ଜଣ

ବଲାଙ୍ଗୀର ଜିଲ୍ଲାରୁ ୪ଜଣ

କଟକ ଜିଲ୍ଲାରୁ ୩୫ଜଣ

ଦେଓଗଡ଼ ଜିଲ୍ଲାରୁ ୧ ଜଣ

ଗଜପତି ଜିଲ୍ଲାରୁ ୨ଜଣ

ଜଗତସିଂହପୁର ଜିଲ୍ଲାରୁ ୧୦ଜଣ

ଯାଜପୁର ଜିଲ୍ଲାରୁ ୧୫ଜଣ

ଝାରସୁଗୁଡ଼ା ଜିଲ୍ଲାରୁ ୧ ଜଣ

କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ଜଣ

କେନ୍ଦୁଝର ଜିଲ୍ଲାରୁ ଜଣେ

ଖୋର୍ଦ୍ଧା ଜିଲ୍ଲାରୁ ୧୮୧ଜଣ

କୋରାପୁଟ ଜିଲ୍ଲାରୁ ୨ଜଣ

ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ

ନବରଙ୍ଗପୁର ଜିଲ୍ଲାରୁ ୨ଜଣ

ନୟାଗଡ଼ ଜିଲ୍ଲାରୁ ୬ଜଣ

ନୂଆପଡ଼ା ଜିଲ୍ଲାରୁ ଜଣେ

ପୁରୀ ଜିଲ୍ଲାରୁ ୬ଜଣ

ସମ୍ବଲପୁର ଜିଲ୍ଲାରୁ ୫ଜଣ

ସୋନପୁର ଜିଲ୍ଲାରୁ ଜଣେ

ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ

ଷ୍ଟେଟ ପୁଲ୍‌ରୁ ୪୪ଜଣ ରହିଛନ୍ତି

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୫୧,୨୦୯ କୁ ହ୍ରାସ ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୪% ଅଟେ। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ୩ କୋଟି ୩୬ ଲକ୍ଷ ୯୭ ହଜାର ୭୪୦ ଜଣ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୪୧୫୯ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୨୨% କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୮ ହଜାର ୧୪୦ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୫୬୭ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୧୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୯,୧୯୧ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ମୋଟ ୩୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୨ ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୮୭ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୫ ଜଣ ଚିହ୍ନଟ ହୋଇଛନ୍ତି।

ଗତକାଲି  ୩୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୪ ଜଣ ଥିଲେ। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆପଣ ଜାଣିଛନ୍ତି କି ? ବର୍ତ୍ତମାନ ଓଡିଶାରେ କେତେ ଜଣ କରୋନା ଆକ୍ରାନ୍ତ ଅଛନ୍ତି

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ହେଲେ ସଂପୂର୍ଣ୍ଣ ନିୟନ୍ତ୍ରଣ ଅଛି ବୋଲି କହିହେବ ନାହିଁ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୪ ଜଣ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତକାଲି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୩୧୬ ଜଣ । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୧ ଜଣ ଥିଲେ। ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୦ ଜଣ ଥିଲେ।

ତେବେ ସ୍ବାସ୍ଥ୍ୟ ବିଭାଗର ହିସାବ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଏହି ନୂଆ ଆକ୍ରାନ୍ତ ସଂଖ୍ୟା ମିଶାଇଲେ ମୋଟ ୪ ହଜାର ୧୨୨ ଜଣ ସକ୍ରୀୟ ଆକ୍ରାନ୍ତ ସଂଖ୍ୟା ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ ଟେଷ୍ଟ ହୋଇଛି ୨ କୋଟି ୨୧ ଲକ୍ଷ ୭ ହଜାର ୯୭୭ଟି ନମୂନା। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୦ ଲକ୍ଷ ୨୧ ହଜାର । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୯ ହଜାର ୫୮୫ ଜଣ।

Categories
ଆଜିର ଖବର ରାଜ୍ୟ ଖବର

ଏବେ ବି ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ସର୍ବାଧିକ ରହିଛି

ଭୁବନେଶ୍ବର: ଏବେ ବି ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ସର୍ବାଧିକ ରହିଛି। ଗତ ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତ ସଂଖ୍ୟା ଦେଖିଲେ ଖୋର୍ଦ୍ଧାରେ ୧୭୭ ଜଣ ରହିଛନ୍ତି। ସେହିପରି ଅନ୍ୟ ଜିଲ୍ଲାର ସ୍ଥିତି ହେଲା..

୧- ଭଦ୍ରକ ଜିଲ୍ଲାରୁ – ୮
୨- ବଲାଙ୍ଗୀର ଜିଲ୍ଲାରୁ – ୫
୩- ବୌଦ୍ଦ ଜିଲ୍ଲାରୁ – ୧
୪- କଟକ ଜିଲ୍ଲାରୁ – ୨୯
୫- ଢେଙ୍କାନାଳ ଜିଲ୍ଲାରୁ – ୧
୬- ଗଞ୍ଜାମ ଜିଲ୍ଲାରୁ – ୪
୭- ଜଗତସିଂହପୁର ଜିଲ୍ଲାରୁ – ୭
୮- ଯାଜପୁର ଜିଲ୍ଲାରୁ – ୯
୯- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୦- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୧
୧୧- ଖୋର୍ଦ୍ଧାରୁ – ୧୭୭
୧୨- କୋରାପୁଟ ଜିଲ୍ଲାରୁ – ୩
୧୩- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୧୪- ନୟାଗଡ଼ ଜିଲ୍ଲାରୁ – ୩
୧୫- ନୂଆପଡ଼ା ଜିଲ୍ଲାରୁ – ୨
୧୬- ପୁରୀ ଜିଲ୍ଲାରୁ – ୬
୧୭- ସମ୍ବଲପୁର ଜିଲ୍ଲାରୁ – ୧୦
୧୮- ସୁନ୍ଦରଗଡ଼ ଜିଲ୍ଲାରୁ – ୪
୧୯- ଷ୍ଟେଟ ପୁଲ- ୪୨

Categories
ଆଜିର ଖବର ରାଜ୍ୟ ଖବର

ଗତ ୨୪ ଘଣ୍ଟାରେ ନୂଆ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି। ଆଜି ୩୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୪ ଜଣ ଅଛନ୍ତି।  ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତକାଲି ରାଜ୍ୟରେ ୩୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୧ ଜଣ ଥିଲେ। ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୦ ଜଣ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୪୯ ଜଣ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୯୬ ଜଣ

ଭୁବନେଶ୍ବର:  ଆଜି ରାଜ୍ୟରେ ୫୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୧୮ ଜଣ ଏବଂ ସ୍ଥାନୀୟ ସଂକ୍ରାମଣରୁ୨୩୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୧୨
୩- ବରଗଡ଼ ଜିଲ୍ଲାରୁ – ୨
୪- ଭଦ୍ରକ ଜିଲ୍ଲାରୁ – ୪
୫- ବଲାଙ୍ଗୀର ଜିଲ୍ଲାରୁ – ୧
୬- କଟକ ଜିଲ୍ଲାରୁ – ୫୦
୭- ଦେବଗଡ଼ ଜିଲ୍ଲାରୁ – ୮
୮- ଢେଙ୍କାନାଳ ଜିଲ୍ଲାରୁ – ୬
୯- ଜଗତସିଂହପୁର ଜିଲ୍ଲାରୁ – ୯
୧୦- ଯାଜପୁର ଜିଲ୍ଲାରୁ – ୧୩
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୨- କଳାହାଣ୍ଡି ଜିଲ୍ଲାରୁ – ୪
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ –  ୭
୧୪- ଖୋର୍ଦ୍ଧାରୁ-୨୯୬
୧୫- କୋରାପୁଟ ଜିଲ୍ଲାରୁ – ୩
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୧୭- ନୟାଗଡ଼ ଜିଲ୍ଲାରୁ – ୧୦
୧୮- ନୂଆପଡ଼ା ଜିଲ୍ଲାରୁ – ୬
୧୯- ପୁରୀ ଜିଲ୍ଲାରୁ – ୯
୨୦- ରାୟଗଡ଼ା ଜିଲ୍ଲାରୁ – ୧
୨୧- ସମ୍ବଲପୁର ଜିଲ୍ଲାରୁ – ୧୬
୨୨- ସୋନପୁର ଜିଲ୍ଲାରୁ – ୧
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୭
୨୪- ଷ୍ଟେଟ ପୁଲରୁ- ୬୭

Categories
ଆଜିର ଖବର ରାଜ୍ୟ ଖବର

ଆଉ ୪ ଜଣଙ୍କର ପ୍ରାଣ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ହେଲା ୮ ହଜାର ୧୧୮

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ଜଣଙ୍କର ପ୍ରାଣ ନେଇଛି କରୋନା। ସେମାନଙ୍କ ମଧ୍ୟରୁ କଟକରୁ ୨, ଜଗତସିଂହପୁର ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୧୮ରେ ପହଞ୍ଚିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୮ ହଜାର ୨୯୮ରେ ପହଞ୍ଚି। ଏଥିସହିତ ୧୦ ଲକ୍ଷ ୪ ହଜାର ୧୬୪ ଜଣ ସୁସ୍ଥ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫ ହଜାର ୯୬୩ ଆକ୍ଟିଭ୍‌ କେସ୍‌ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ନୂଆ ଆକ୍ରାନ୍ତ ସଂଖ୍ୟା ୫୮୦ ଜଣ, ସେମାନଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୭୭ ଜଣ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ମଧ୍ୟରେ ୭୭ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୩୬ ଜଣ ଏବଂ ସ୍ଥାନୀୟ ସଂକ୍ରାମଣ୨୪୪ ଜଣ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ହେଲା..

୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୧୭
୩- ବରଗଡ଼ ଜିଲ୍ଲାରୁ – ୮
୪- ଭଦ୍ରକ ଜିଲ୍ଲାରୁ – ୭
୫- କଟକ ଜିଲ୍ଲାରୁ – ୮୭
୬- ଦେବଗଡ଼ ଜିଲ୍ଲାରୁ – ୨
୭- ଢେଙ୍କାନାଳ ଜିଲ୍ଲାରୁ – ୯
୮- ଜଗତସିଂହପୁର ଜିଲ୍ଲାରୁ – ୧୩
୯- ଯାଜପୁର ଜିଲ୍ଲାରୁ – ୨୯
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୧୧
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦
୧୨- କେନ୍ଦୁଝର ଜିଲ୍ଲାରୁ – ୧
୧୩- ଖୋର୍ଦ୍ଧାରୁ : ୨୬୧
୧୪- କୋରାପୁଟ ଜିଲ୍ଲାରୁ – ୪
୧୫- ମାଲକାନଗିରି : ୧
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୭
୧୭- ନୟାଗଡ଼ ଜିଲ୍ଲାରୁ – ୭
୧୮- ପୁରୀ ଜିଲ୍ଲାରୁ – ୧୮
୧୯- ରାୟଗଡ଼ା ଜିଲ୍ଲାରୁ – ୬
୨୦- ସମ୍ବଲପୁର ଜିଲ୍ଲାରୁ – ୬
୨୧- ସୋନପୁର ଜିଲ୍ଲାରୁ – ୧
୨୨- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦
୨୩- State Pool: ୫୯

Categories
ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରାମଣ ନିୟନ୍ତ୍ରଣ ହେଉଛି, ତଥାପି ରାଜ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଗୋଟିଏ ଗୋଟିଏ ଦିନରେ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଜିଲ୍ଲା ନିୟନ୍ତ୍ରଣକୁ ଆସୁଛି। ହେଲେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଚିହ୍ନଟରେ ଏହି ଜିଲ୍ଲା ପ୍ରଥମ ହୋଇ ରହିଛି। ସେହିପରି ପୂର୍ବରୁ କଟକ ଜିଲ୍ଲାରେ ମଧ୍ୟ ସର୍ବାଧିକ ଆକ୍ରାନ୍ତ ପରିଲକ୍ଷିତ ହେଉଥିଲେ। ତେବେ ବର୍ତ୍ତମାନ ଏହି ଜିଲ୍ଲାର ସଂଖ୍ୟା ଶହେ ତଳକୁ ଖସି ୬୬ରେ ପହଁଚିଛି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁସାରେ ଖୋର୍ଦ୍ଧାରୁ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାର ସଂଖ୍ୟା ହେଲା

୧- ଅନୁଗୁଳ ଜିଲ୍ଲାରୁ – ୧୭
୨- ବାଲେଶ୍ୱର ଜିଲ୍ଲାରୁ – ୩୩
୩- ବରଗଡ଼ ଜିଲ୍ଲାରୁ – ୭
୪- ଭଦ୍ରକ ଜିଲ୍ଲାରୁ – ୧୪
୫- ବଲାଙ୍ଗୀର ଜିଲ୍ଲାରୁ – ୨
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୬୬
୮- ଦେବଗଡ଼ ଜିଲ୍ଲାରୁ – ୩
୯- ଢେଙ୍କାନାଳ ଜିଲ୍ଲାରୁ – ୯
୧୦- ଗଜପତି ଜିଲ୍ଲାରୁ – ୯
୧୧- ଗଞ୍ଜାମ ଜିଲ୍ଲାରୁ – ୪
୧୨- ଜଗତସିଂହପୁର ଜିଲ୍ଲାରୁ – ୨୨
୧୩- ଯାଜପୁର ଜିଲ୍ଲାରୁ – ୩୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୫- କଳାହାଣ୍ଡି ଜିଲ୍ଲାରୁ – ୨
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୫
୧୭- କେନ୍ଦୁଝର ଜିଲ୍ଲାରୁ – ୧୪
୧୮- ଖୋର୍ଦ୍ଧାରୁ : ୨୪୫
୧୯- କୋରାପୁଟ ଜିଲ୍ଲାରୁ – ୩
୨୦- ମାଲକାନଗିରି : ୫
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୨୨- ନବରଙ୍ଗପୁର ଜିଲ୍ଲାରେ: ୪
୨୩- ନୟାଗଡ଼ ଜିଲ୍ଲାରୁ – ୨
୨୪- ପୁରୀ ଜିଲ୍ଲାରୁ – ୧୮
୨୫- ରାୟଗଡ଼ା ଜିଲ୍ଲାରୁ – ୪
୨୬- ସମ୍ବଲପୁର ଜିଲ୍ଲାରୁ – ୧୪
୨୭- ସୋନପୁର ଜିଲ୍ଲାରୁ – ୨
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୫
୨୯- State Pool: ୫୨

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରାମଣ, ଆଜି ସଂଖ୍ୟା ସାମାନ୍ୟ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରାମଣ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୬୦୯। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷ ବୟସ ମଧ୍ୟରେ ୯୩ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ୧୮ ବର୍ଷରୁ କମ ବର୍ଗର ୧୨୨ ଜଣ ଚିହ୍ନଟ ହୋଇଥିଲେ। ସଦ୍ୟ ସଂକ୍ରାମଣ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୭୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନାରେ ରାଜ୍ୟରୁ ୬୯ ଜଣଙ୍କର ମୃତ୍ୟୁ, କଟକ, ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର,  ରାଜ୍ୟରେ ଆଜି ୬୯ କରୋନା ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭ ହଜାର ୫୬୨ କୁ ବୃଦ୍ଧି ପାଇଛି। ଜିଲ୍ଲା ସ୍ତରୀୟ ମୃତ୍ୟୁ ସଂଖ୍ୟା ହେଲା

ଅନୁଗୁଳ ୨ ଜଣ,
ବାଲେଶ୍ୱର ୩ ଜଣ,
ଭଦ୍ରକ ୧ ଜଣ,
କଟକ ୨୫ ଜଣ,
ଢେଙ୍କାନାଳ ୯ ଜଣ,
ଗଞ୍ଜାମ ୨ ଜଣ,
ଜଗତସିଂହପୁର ୨୧ ଜଣ,
କେନ୍ଦୁଝର ୧ ଜଣ,
ଖୋର୍ଦ୍ଧା ୩ ଜଣ,
ପୁରୀ ୨ ଜଣ,