Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାର ନୂତନ ତହସିଲଦାର ଭାବେ ଯୋଗ ଦେଲେ ଓଏଏସ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ
ଆଞ୍ଚଳିକ

ଚିଲିକାର ନୂତନ ତହସିଲଦାର ଭାବେ ଯୋଗ ଦେଲେ ଓଏଏସ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ

February 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ ଓଏଏସ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀ ଏହା ପୁର୍ବରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବିଡ଼ିଓ ଭାବେ ଦୁଇ ବର୍ଷ ଧରି କାର୍ଯ୍ୟରତ ଥିଲେ। ଅପରାହ୍ନରେ ଚିଲିକା ବିଡ଼ିଓଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ତହସିଲର ସମସ୍ତ କର୍ମଚାରୀ ମାନେ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ସୂଚନା ଥାଉକି କିଛି ଦିନ ତଳେ ଚିଲିକା ପୂର୍ବତନ ତହସିଲଦାର ପ୍ରଦୀପ ସାହୁଙ୍କ ଆଠଗଡ଼ ବିଡ଼ିଓ ଭାବେ ବଦଳି ହେଲା ପରେ ଉକ୍ତ ପଦବୀ ଖାଲି ପଡିଥିଲା। ତେବେ ଗତ ଏକ ବର୍ଷ ଦୁଇ ମାସ ମଧ୍ୟରେ ଦୁଇ ଦୁଇ ଥର ଚିଲିକା ତହସିଲଦାର ବଦଳିବା ଘଟଣାକୁ ଜନସାଧାରଣ ମାନେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ବାରମ୍ବାର ଅଧିକାରୀଙ୍କ ବଦଳି ହେବା ଫଳରେ ତହସିଲ ରେ ଉନ୍ନୟନ କାର୍ଯ୍ୟ ଧିମା ପଡିଯାଉଛି।

ଚିଲିକା ତହସିଲ ଅଞ୍ଚଳରେ ବାଲି ମାଫିଆ ସକ୍ରିୟ ଥିବା ବେଳେ, ଚିଲିକା ହ୍ରଦରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦକୁ ନେଇ ଉଚ୍ଚ ନ୍ୟାୟାଳୟ ଶକ୍ତ ହୋଇଛନ୍ତି। ଅନୁରୂପ ଭାବେ ଉକ୍ତ ଅଞ୍ଚଳରେ ରାଜନୈତିକ ସ୍ଥିତି ମଧ୍ୟ ସମ୍ବେଦନଶିଳ ରହିଛି। ଏପରି ପରିସ୍ଥିତିରେ ନୂତନ ତହସିଲଦାରଙ୍କ ପାଇଁ ଅଞ୍ଚଳରେ ଏକାଧିକ ଚ୍ୟାଲେଞ୍ଜ ରହିବ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି।

ଓଏଏସ ଅଧିକାରୀ ଚିଲିକା ନୂତନ ତହସିଲଦାର
Share. Facebook Twitter LinkedIn Email WhatsApp Copy Link

Related Posts

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026
Latest News

200 କିମି ରେଞ୍ଜର ସ୍କୁଟର ଲଞ୍ଚ କଲା Ather: ଜାଣନ୍ତୁ ମୂଲ୍ୟ କେତେ?

August 29, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା!: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସର କାର୍ଯ୍ୟାନୁଷ୍ଠାନ

August 29, 2026

ଅଗଷ୍ଟ ୩୧ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 29, 2026

“ପ୍ରଥମେ ଜାତି ବ୍ୟବସ୍ଥା ସମାପ୍ତ କର, ତା’ପରେ ସଂରକ୍ଷଣ…”: ରାମଦାସ ଅଠାୱଲେଙ୍କ ବଡ଼ ବୟାନ

August 29, 2026

ପନିର ପରେ ଏବେ ଘିଅ ଉପରେ କାର୍ଯ୍ୟାନୁଷ୍ଠାନ: ଏକ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଲା ଏହି ରାଜ୍ୟ 

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.