Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ଖୋଲିଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଶାଖା
ଆଞ୍ଚଳିକ

ବାଲୁଗାଁରେ ଖୋଲିଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଶାଖା

April 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଭାରତର ଦ୍ଵିତୀୟ ବୃହତମ ରାଷ୍ଟ୍ରାୟତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ବାଲୁଗାଁ ମା’ ଉତ୍ତରାୟିଣି ମନ୍ଦିର ନିକଟରେ ଉକ୍ତ ବ୍ୟାଙ୍କ ଶାଖା ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ପିଏନବି ଜୋନାଲ ମ୍ୟାନେଜର ଉଦୟ ଭାସ୍କର ରେଡି ଉଦଘାଟନ କରିଛନ୍ତି।

ତେବେ ପିଏନବି ର ୧୨୭ ବର୍ଷର ଅନୁଭୂତି ବାଲୁଗାଁ ବାସୀଙ୍କ ପ୍ରଗତିରେ ନିଶ୍ଚୟ ସହାୟକ ହେବ ବୋଲି ବାଲୁଗାଁ ଶାଖା ପ୍ରବନ୍ଧକ ଅଭିଷେକ ପଣ୍ଡା କହିଛନ୍ତି। ଆଜି ଉଦ୍ଘାଟନୀ ଦିବସରେ ୧୨୦ ରୁ ଉର୍ଦ୍ଧ ନୂତନ ଆକାଉଣ୍ଟ ଖୋଲିଥିବାର ସୂଚନା ଦେଇଛନ୍ତି ଶ୍ରୀ ପଣ୍ଡା। ତେବେ ବାଲୁଗାଁରେ ପୂର୍ବରୁ ଏକାଧିକ ରାଷ୍ଟ୍ରୟତ୍ତ ଏବଂ ଘରୋଇ ବ୍ୟାଙ୍କ ଥିବା ବେଳେ ଆଜି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଉକ୍ତ ଶ୍ରେଣୀରେ ସାମିଲ ହୋଇଛି। ଏବେ ବାଲୁଗାଁ ସହର ବାସି ଏହି ବ୍ୟାଙ୍କର ସେବା ପାଇପାରିବେ।

ଉକ୍ତ ଉଦଘାଟନ ଉତ୍ସବରେ ପିଏନବି ସର୍କଲ ହେଡ଼ ଚିତ୍ତରଞ୍ଜନ ପୃଷ୍ଟିଙ୍କ ସମେତ ବାଣପୁର ଓ ଗମ୍ଭାରୀମୁଣ୍ଡା ପିଏନବି ଶାଖା ପ୍ରବନ୍ଧକ ଏବଂ ସ୍ଥାନୀୟ ଜନସାଧାରଣ ମାନେ ଉପସ୍ଥିତ ଥିଲେ।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ ଦିବସ ଉପଲକ୍ଷେ ୩ ଜଣ ଗୁରୁଜୀ ସମ୍ବର୍ଦ୍ଧିତ

September 5, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026
Latest News

ଶିକ୍ଷକଙ୍କ ଆନ୍ଦୋଳନ ମଧ୍ୟରେ ମନ୍ତ୍ରୀଙ୍କ ବଡ଼ ଘୋଷଣା, ‘ଆଲୋଚନାରେ ସମାଧାନ ହେବ ସମସ୍ୟା’

September 5, 2026

ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ

September 5, 2026

ଫ୍ଲାଏଓଭର ଉପରୁ ଯୁବକ ଖସିପଡି ଗୁରୁତର

September 5, 2026

ଇରାନୀ ତୈଳ ଜାହାଜ ଉପରେ ଆମେରିକାର ମିସାଇଲ ମାଡ଼

September 5, 2026

ଜମିବାଡ଼ି ବିବାଦକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ, ଜଣେ ଗୁରୁତର

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.