Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମାଟ୍ରିକ ପରୀକ୍ଷାରେ କୃତୀତ୍ୱ: ରଣପୁରରେ ୯୫ ପ୍ରତିଶତ ମାର୍କ ରଖିଲେ ଅନୀଲ ଓ ପ୍ରତୀକ୍ଷା
ଆଞ୍ଚଳିକ

ମାଟ୍ରିକ ପରୀକ୍ଷାରେ କୃତୀତ୍ୱ: ରଣପୁରରେ ୯୫ ପ୍ରତିଶତ ମାର୍କ ରଖିଲେ ଅନୀଲ ଓ ପ୍ରତୀକ୍ଷା

May 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ସଂପ୍ରତି ମାଟ୍ରିକ ପରୀକ୍ଷା ଫଳାଫଳ ଆଜି ଘୋଷଣା ହୋଇ ଯାଇଥିବା ବେଳେ ରଣପୁର ବ୍ଲକ ଅଧିନରେ ଥିବା ୪୧ଟି ହାଇସ୍କୁଲରୁ ୧୩ ଟି ହାଇସ୍କୁଲର ୩୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫% ପ୍ରତିଶତ ମାର୍କ ରଖି ୨ ଜଣ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି। ସେମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ନାୟକ ଓ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଅନିଲ କୁମାର ସାହୁ ଉଭୟ ୫୭୦ ମାର୍କ ରଖି ରଣପୁର ବ୍ଲକର ଟପ୍ପର ଭାବେ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି।

ତେବେ ଏ-୧ ଗ୍ରେଡରେ ୫୪୦ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ତନ୍ଦ୍ରା ମିନାକ୍ଷୀ ମହାନ୍ତି ୫୬୫, ରାଜେଶ୍ୱରୀ ଜେନା ୫୬୯, ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରତାପ କୁମାର ବେହେରା ୫୬୦, ନରସିଂହପୁର ଉଚ୍ଚ ବିଦ୍ୟାଳୟର ଶୁଭଲକ୍ଷ୍ମୀ ସିଂହ ୫୫୫, ଚିନ୍ମୟ ଗୁରୁ ୫୪୮, ଚାନ୍ଦପୁର ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ସାହୁ ୫୬୨, ସୁର୍କାବାଡି ପଚାଂୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ବିଶ୍ୱରୂପା ମହାପାତ୍ର ୫୬୪, ଗୌରାଙ୍ଗପୁର ପଚାଂୟତ ବିଦ୍ୟାଳୟର ତୁଳସୀ ରଥ ୫୪୨, ପୁଷ୍ପାଞ୍ଜଳୀ ବଳିଆରସିଂହ ୫୪୬, ସସ୍ମିତା ମୁଦୁଲି ୫୪୦, ଲୋଧାଚୁଆ ଉଦ୍ୟନାଥ ବିଦ୍ୟାପୀଠର ଇତିଶ୍ରୀ ସାମନ୍ତରାୟ ୫୫୯, ସ୍ୱଣ୍‌ର୍ପ୍ରଭା ସାମଲ ୫୪୦, ମୟୂରଝାଲିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ଓମ ପ୍ରକାଶ ପ୍ରଧାନ ୫୪୦, ଶ୍ରୀମାନ ସାହୁ ୫୪୦, ଲାଖପଡା ଉଚ୍ଚ ବିଦ୍ୟାଳୟର ରାମଲାଲ ସାହୁ ୫୪୪, ରଣପୁର ବି.ସି. ହାଇସ୍କୁଲର ଆଶୁତୋଷ ପ୍ରଧାନ ୫୬୯, ଆୟୁଷ କୁମାର ଜେନା ୫୬୭, ଅଭିଜିତ ସାଇ ପ୍ରସାଦ ସାହୁ ୫୬୪, ଶୁଭକାନ୍ତ ସାହୁ ୫୫୩, ପ୍ରତ୍ୟାଶା ପ୍ରିୟାଦର୍ଶିନୀ ୫୫୦, ତାରା ପ୍ରସାଦ ଜୟସିଂହ ୫୪୦, କେରେଣ୍ଡାଟାଙ୍ଗୀ ବାଳକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟର ଓମ ବାସୁଦେବ ପାତ୍ର ୫୪୦, ରାଜସୁନାଖଳା ଉଚ୍ଚ ବିଦ୍ୟାଳୟର ସବୁଜ କିରଣ ୫୬୬, ରାଜେନ୍ଦ୍ର କୁମାର ସାମନ୍ତରୟ ୫୫୯, ପ୍ରଣବ କୁମାର ସାହୁ ୫୫୦, ପ୍ରଜ୍ଞାସ୍ମିତା ପାତ୍ର ୫୪୬, ଶୁଭସ୍ମିତା ସାହୁ ୫୪୬, ସ୍ଥିତ ପ୍ରଜ୍ଞା ପ୍ରିୟଦର୍ଶିନୀ ୫୪୩, ଦେବାଶିଷ ପରିଡା ୫୪୩, ସଙ୍ଗୀତା ଦାଶ ୫୪୩, ଆଦିତ୍ୟ ପ୍ରସାଦ ସାହୁ ୫୪୦, ଗୋପାଳପୁର ପଚାଂୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଦିପ୍ତି ରଂଜନ ଭୋଳ ୫୬୪ ଆଦି ଛାତ୍ରଛାତ୍ରୀମାନେ ଏ-୧ ଗ୍ରେଡରେ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି।

ମାଟ୍ରିକ ପରୀକ୍ଷା ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026
Latest News

ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ଦିଅର-ଭାଉଜ ମାଡ଼ପିଟ୍‌: ଭାଉଜଙ୍କ ଭାଙ୍ଗିଲା ହାତ, ଦିଅର ଗିରଫ

September 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଜଳିବ ‘ଆଶୀର୍ବାଦର ଦୀପ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 15, 2026

ଆଜି ଗଣପର୍ବ ନୂଆଁଖାଇ: ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର

September 15, 2026

ରାଶିଫଳ: ସେପ୍ଟେମ୍ବର ୧୫ ତାରିଖରେ ସାତୋଟି ରାଶି ପାଇଁ ରହିଛି ଖୁସି ଖବର

September 15, 2026

ସାମାନ୍ୟ ବିବାଦରୁ ବୋମାମାଡ଼

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.