Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ମାରଣାସ୍ତ୍ର ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଆଞ୍ଚଳିକ

ବାଣପୁର ମାରଣାସ୍ତ୍ର ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

June 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦୁଇ ଜଣ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ସାନ ହନ୍ତୁଆଡ଼ ଗ୍ରାମ ତପନ କୁମାର ପାଇକରାୟ (୧୯) ବୋଲି ଜଣାପଡିଛି।

ତେବେ ଅନ୍ୟ ଅଭିଯୁକ୍ତ ମାନେ ଅଦ୍ୟାବଧି ଫେରାର ଅଛନ୍ତି। ଗତକାଲି ପୋଲିସ ଘଟଣାସ୍ଥଳରୁ ଏକ କାତି ଏବଂ ଠେଙ୍ଗା ଜବତ କରିଥିବା ବେଳେ ଆଜି ଗିରଫ ଅଭିଯୁକ୍ତଙ୍କ ନିକଟରୁ ଏକ ବାଇକ ଜବତ କରିଛି।

ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କେସ ନମ୍ବର ୨୨୫/୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଆଇପିସି ଦଫା ୩୦୭ ସହ ଏକାଧିକ ସଙ୍ଗୀନ ଦଫା ଲାଗିଛି।

ସୂଚନା ଥାଉ କି ଗତକାଲି ଅପରାହ୍ନରେ ସ୍ପଷ୍ଟ ଦିବାଲୋକରେ ବାଣପୁର ପଲଟନ ପଡିଆ ନିକଟରେ ଭୀମପୁର ଗ୍ରାମର ଦୁଇ ଯୁବକଙ୍କୁ ଦୁର୍ବୁତ୍ତ ମାନେ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ। ବାଣପୁର ପରି ଶାନ୍ତିପ୍ରିୟ ଅଞ୍ଚଳରେ କଦାପି ଅସାମାଜିକ ଏବଂ ଅପରାଧିକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର କହିଛନ୍ତି।

ତେବେ ଖୁବଶୀଘ୍ର ଅନ୍ୟ ସମସ୍ତ ଆକ୍ରମଣକାରୀମାନେ ଗିରଫ ହେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

୧୧ ଗିରଫ ବାଣପୁର ମାରଣାସ୍ତ୍ରରେ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

September 21, 2026
Latest News

ଲଗାଣ ବର୍ଷା ସ୍ଥିତିର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

September 23, 2026

ହାଇକୋର୍ଟରେ ବିଚାରପତି ସଙ୍କଟ: ଅକ୍ଟୋବର ୧ରୁ କୋର୍ଟ ବର୍ଜନ ନିଷ୍ପତ୍ତି ନେଲା ବାର୍ ଆସୋସିଏସନ୍

September 23, 2026

ଏସୀୟ କ୍ରୀଡ଼ା ଫାଇନାଲରେ ନିରାଶ କଲେ ମନୁ ଭାକର

September 23, 2026

ପ୍ରବଳ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ବାପା ମୃତ, ପୁଅ ଗୁରୁତର

September 23, 2026

ଅଷ୍ଟ୍ରେଲିଆକୁ କ୍ଳିନ ସ୍ଵିପ କଲା ଭାରତ: ତୃତୀୟ ଦିନିକିଆ ଜିତି ୩-୦ ରେ କବଜା କଲା ସିରିଜ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.