Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଘର ଭାଙ୍ଗାକୁ ନେଇ ଖତିଆରେ ଉତ୍ତେଜନା
ଆଞ୍ଚଳିକ

ଘର ଭାଙ୍ଗାକୁ ନେଇ ଖତିଆରେ ଉତ୍ତେଜନା

July 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ପାଂଣ୍ଡି ଅନ୍ତରର୍ଗତ ଖତିଆ ଗ୍ରାମ ରେ ଘର ଭାଙ୍ଗିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଗ୍ରାମର କିଛି ପ୍ରଭାବଶାଳୀ ଲୋକ ଜଣେ ଲୋକ ର ଘର ଜେସିବି ଲଗାଇ ଭାଙ୍ଗି ଦେଇଥିବା ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାଯାଇଛି।

ଖବର ନେବାରୁ ଜଣାଯାଏ ଖତିଆ ଗ୍ରାମର କିଛି ପ୍ରଭାବଶାଳୀ ଲୋକ ରମାକାନ୍ତ ନିସଙ୍କ ଘର ଉପରେ କୁଆଡେ ଆକ୍ରମଣ କରିଥିଲେ। ଏହି ବ୍ୟକ୍ତି ମାନେ ମିଳିତ ହୋଇ ଗ୍ରାମରେ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଯୋଜନା କରିଥିଲେ। ପରେ ମିଳିତ ହୋଇ ଜେସିବି ମେସିନ ସାହାର୍ଯ୍ୟରେ ଏହି ଲୋକ ମାନେ ରମାକାନ୍ତଙ୍କ ଘର ସହ ଅନ୍ୟ କିଛି ଘରକୁ ଭଙ୍ଗାରୁଜା କରିଥିଲେ  ରମାକାନ୍ତ ଏହାକୁ ବିରୋଧ କରିବାରୁ ତାଙ୍କ ମଧ୍ୟ ଆକ୍ରମଣ କରିଥିଲେ ବୋଲି ରମାକାନ୍ତଙ୍କ ସ୍ତ୍ରୀ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଜବର ଦଖଲ ଉଚ୍ଛେଦ ଦାଇତ୍ୱ ତହସିଲ କର୍ତ୍ତୁପକ୍ଷଙ୍କ ହୋଇଥିବା ବେଳେ ଏହି ପ୍ରଭାବଶାଳୀ ଲୋକମାନେ ଜେସିବି ଲଗାଇ ଭଙ୍ଗାରୁଜାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାରେ ରଣପୁର ପୁଲିସ ୨ ଟି ମକଦମା ରୁଜୁକରି ତଦନ୍ତ ଚଳାଇ ଥିବା ଜଣାଯାଇଛି।

ରଣପୁର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026

ଦଶହରାରେ ଏହି ଚାରିଟି ଜିନିଷ ଦେଖିଲେ ବର୍ଷ ସାରା ହୋଇଥାଏ ମଙ୍ଗଳ

October 17, 2026

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୬-୨୭ କାର୍ଯ୍ୟସୂଚୀ ଘୋଷିତ: ଫେବୃଆରୀରେ ଭାରତର ଘରୋଇ ମ୍ୟାଚ୍‌

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.