Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରମେୟର ପାର୍ବଣ କୁଇଜ ପ୍ରତିଯୋଗିତାରେ ରଣପୁରର ରାଜଶ୍ରୀ ସମ୍ମାନୀତ
ଆଞ୍ଚଳିକ

ପ୍ରମେୟର ପାର୍ବଣ କୁଇଜ ପ୍ରତିଯୋଗିତାରେ ରଣପୁରର ରାଜଶ୍ରୀ ସମ୍ମାନୀତ

December 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଓଡ଼ିଶାର ଅଗ୍ରଣୀ ଖବର କାଗଜ ପ୍ରମେୟ ତରଫରୁ ପାର୍ବଣ କୁଇଜ ସିଜିନ-୩ ପ୍ରତିଯୋଗିତା ଦୁର୍ଗା ପୂଜା ଉପଲକ୍ଷେ କରଯାଇଥିଲା। ଏହି ପ୍ରତିଯୋଗିତା ଦୀର୍ଘ ୨୫ ଦିନ ଧରି ଚାଲୁ ରହିଥିଲା। ପ୍ରତିଦିନ ୫ଟି ଲେଖାଏଁ ପ୍ରଶ୍ନ ପଚାରା ଯାଈଥିଲା। ଏହି ପ୍ରତିଯୋଗିତାରେ ପ୍ରାୟ ୫୦ ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରି ଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ୧୦୦ ଜଣ ବିଜୟୀ ପ୍ରତିଯୋଗୀଙ୍କୁ ଆଜି ଆଇ.ଟି.ଆର. କଲେଜରେ ସମ୍ମାନୀତ କରିବା ସହ ଉପହାର ଦିଆଯାଇଥିଲା। ଏହି ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ରଣପୁର ସମୁକସାହିର ରାଜଶ୍ରୀ ନାୟକ ସମ୍ମାନିତ ହୋଇଛନ୍ତି।

ଏହି ସମ୍ମାନିତ କାର୍ଯ୍ୟକ୍ରମରେ ପ୍ରମେୟ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ମାର୍କେଟିଙ୍ଗ ସେଲ୍ସ ହେଡ଼ ହିମାଂଶୁ ହୋତା, ଭୁବନେଶ୍ୱର ବ୍ୟୁରୋ ହେଡ଼ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ତରଫରୁ ଗଜେନ୍ଦ୍ର ଦାଶ, ରମାକାନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବିଜୟୀ ପ୍ରତିଯୋଗମାନଙ୍କୁ ସମ୍ମାନୀତ କରିଥିଲେ।

ଓଡିଶା ଖବର କାଗଜ ପ୍ରମେୟ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’

July 27, 2026

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବଡ଼ ଏକାଦଶୀରେ ଦ୍ୱୀତିୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ରୂପା ବେଶରେ ସଜେଇ ହେଲେ ତିନି ଠାକୁର

July 25, 2026

ହାଇକୋର୍ଟଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ଇ-କୋର୍ଟସ୍‌ ପ୍ରକଳ୍ପ

July 24, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026

ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ

July 28, 2026

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.