Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିର୍ବାଚନ ଫଳାଫଳ ପରେ ବିଜୟ ଉତ୍ସବ ପାଳନ କଲା ବାଣପୁର ନଗର ମଣ୍ଡଳ ବିଜେପି
ଆଞ୍ଚଳିକ

ନିର୍ବାଚନ ଫଳାଫଳ ପରେ ବିଜୟ ଉତ୍ସବ ପାଳନ କଲା ବାଣପୁର ନଗର ମଣ୍ଡଳ ବିଜେପି

December 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଚାରି ଗୋଟି ରାଜ୍ୟ ଯଥା ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନାର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ବେଳେ ୩ ଗୋଟି ରାଜ୍ୟରେ ବାଜିମାତ କରିଛି ବିଜେପି। ଏହି ପ୍ରରିପ୍ରେକ୍ଷୀରେ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ନଗର ମଣ୍ଡଳ ବିଜେପି ଆଜି ବିଜୟ ଉତ୍ସବ ପାଳନ କରିଛି। ଏହାକୁ ନେଇ ସାରା ଦେଶରେ ବିଜେପି କର୍ମୀ ଖୁସି ମନାଉଥିବା ବେଳେ ବାଣପୁର ନଗର ମଣ୍ଡଳ ବିଜେପି ତରଫରୁ ମଧ୍ୟ ଉକ୍ତ ଉତ୍ସବ ପାଳନ କରାଯାଇଛି।

ସଂନ୍ଧ୍ୟାରେ ବିଜେପି ନଗର ମଣ୍ଡଳ ସଭାପତି, କାର୍ଯ୍ୟକାରୀ ସଭାପତି, ସମସ୍ତ ନିର୍ବାଚିତ କାଉନସିଲର ଏବଂ କର୍ମକର୍ତ୍ତା ମାନେ ମା’ ଭଗବତୀ ମନ୍ଦିର ସମ୍ମୁଖରେ ବାଜା ବଜାଇ, ବାଣ ଫୁଟାଇ, ମିଠା ବାଣ୍ଟି ଉକ୍ତ ବିଜୟ ଉତ୍ସବ ପାଳନ କରିଥିଲେ। ଅନୁରୂପ ଭାବେ ମା’ ଙ୍କ ନିକଟରେ ଦୀପ ଦାନ ମଧ୍ୟ କରିଥିଲେ ବିଜେପି କର୍ମୀ।

ଏହି ଅବସରରେ ସମସ୍ତ ବିଜେପି କର୍ମୀମାନେ ବାଜାର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଥିଲା।

ଛତିଶଗଡ ତେଲେଙ୍ଗାନା ନଗର ମଣ୍ଡଳ ନିର୍ବାଚନ ଫଳାଫଳ ବାଣପୁର ବିଜେପି ବିଧାନସଭା ନିର୍ବାଚନ ମଧ୍ୟପ୍ରଦେଶ ରାଜସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଅଗ୍ନିକାଣ୍ଡ କ୍ଷତିଗସ୍ତ ପରିବାରଙ୍କୁ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

May 29, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026
Latest News

ଦିଲ୍ଲୀରେ ଏକ ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ପାକିସ୍ତାନୀ ଏଜେନ୍ସି ISIର ୮ ଏଜେଣ୍ଟ ଗିରଫ

May 30, 2026

ବଙ୍ଗଳାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ

May 30, 2026

ସମ୍‌ରେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ନେଇ ଦୁଇ ଦିନିଆ ସମ୍ମିଳନୀ

May 30, 2026

ରଣପୁର ବ୍ଲକରେ ଆଜିଠାରୁ ଆରମ୍ଭ ହେଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମ

May 30, 2026

ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.