Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୋଦଳା ରେ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ
ଆଞ୍ଚଳିକ

କୋଦଳା ରେ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ

December 4, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଲକ୍ଷ୍ମୀ ନାରାୟଣ (ସତ୍ୟବାନ ସାବିତ୍ରୀ) ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ମଧ୍ୟରେ ବହୁ ପାର୍ଶ୍ଵ ଦେବତା ଥିଲେ ସୁଦ୍ଧା ସତ୍ୟବାନ ସାବିତ୍ରୀ ପୂଜା ନିମନ୍ତେ ମନ୍ଦିର ଟିଏ ନଥିଲା। ସତ୍ୟବାନ ସାବିତ୍ରୀଙ୍କୁ ଅସ୍ଥାୟୀ ଭାବେ ପୂଜା କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଦାତାଙ୍କ ଅନୁଦାନ କ୍ରମେ ଉକ୍ତ ମନ୍ଦିର ଟି ଗଢିଉଠିଲା। କିନ୍ତୁ ବ୍ରାହ୍ମଣଙ୍କ କଥା ଅନୁଯାଇ ସତ୍ୟବାନ ସାବିତ୍ରୀଙ୍କ ପୂଜା ଲକ୍ଷ୍ମୀ ନାରାୟଣଙ୍କୁ ନେଇ ହୋଇଥିବାରୁ ଏଠାରେ ଲକ୍ଷ୍ମୀ ନାରାୟଣଙ୍କ ସହିତ ସତ୍ୟବାନ ସାବିତ୍ରୀଙ୍କୁ ଜୀବନ୍ୟାସ ଦିଆଯାଇଥିଲା।

ରବିବାର ପ୍ରାତଃ ରୁ ମନ୍ଦିର ପ୍ରଶାସନ ସଭାପତି ସୂର୍ଯ୍ୟ ନାରାୟଣ ବଡୁଙ୍କ ତତ୍ୱାବଧାନ ରେ ଦଣ୍ଡିଶ୍ଵର ମହାଦେବଙ୍କ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀଙ୍କ ସମେତ ଯୁବ ଦକ୍ଷତା ସମ୍ପନ୍ନ ଜଣାଶୁଣା ପୁରୋହିତ ସପନ କୁମାର ଶତପଥି ,ବିଦ୍ୟା ଭୂଷଣ ଆଚାର୍ଯ୍ୟ, ନିରଞ୍ଜନ ରଥ,ନାଗଭୂଷଣ ପତି,କାଳିଆ ମିଶ୍ର, ବାପ ଦାଶ, ଖଲି ମିଶ୍ର,ଶ୍ରୀକାନ୍ତ ପାଢ଼ୀ,ଦୁର୍ଗା ମାଧବ ଦାଶ,ନୃସିଂହ ପ୍ରସାଦ ଦାଶ,ଅମିତ କୁମାର ଦାଶ, ଭୋଳା ଶଙ୍କର ଦାଶ, ମଣ୍ଟୁ ଦାଶ, ପ୍ରମୁଖଙ୍କ ବେଦ ଧ୍ୱନି ରେ ସମସ୍ତ ହୋମ ପୂଜା କାର୍ଯ୍ୟ ସମାପନ ହୋଇଥିଲା। ସନ୍ଧ୍ୟା ୭ ଘଣ୍ଟ ସମୟ ରେ ମନ୍ଦିର ଶିଖରରେ ନୀଳଚକ୍ର ସ୍ଥାପନ କରାଯାଇ ମହାପ୍ରଭୁଙ୍କୁ ସିଂହାସନ ଆରୋହଣ କରାଯାଇଥିଲା ଦିନସାରା ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ, ସନ୍ଧ୍ୟାରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।

କାର୍ଯ୍ୟକ୍ରମରେ ମନ୍ଦିର ପ୍ରଶାସନର କୋଷାଧକ୍ଷ ବାବୁଲା ପାଢ଼ୀ, ସମ୍ପାଦକ ଭାଗିରଥି ନାୟକ, ପିତାମ୍ବର ନାୟକ, ବାବିନା ମହାପାତ୍ର, ଜାଗି ମହାପାତ୍ର, ଯୁଗଳ ବଡୁ ଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

କୋଦଳା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026
Latest News

କାର ବିକ୍ରି ପରେ ଶୀଘ୍ର ବନ୍ଦ କରନ୍ତୁ FASTag: ନଚେତ୍ ଆକାଉଣ୍ଟରୁ କଟିପାରେ ଟଙ୍କା

August 30, 2026

ଫୋନ୍‌ରେ ସବୁ ସେଭ୍‌, ମସ୍ତିଷ୍କରୁ ସବୁ ଡିଲିଟ୍‌!

August 30, 2026

ସ୍କିନ୍‌କେୟାରରେ କାହିଁକି ଆଲୋଭେରାର ଏତେ ଚାହିଦା? ଜାଣନ୍ତୁ କାରଣ

August 30, 2026

ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ସମୀକ୍ଷା କଲା ରାଜ୍ୟ ବୈଷୟିକ ଟାସ୍କଫୋର୍ସ

August 30, 2026

ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ବ୍ୟାପକ ଯାଞ୍ଚ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.