Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ : ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ଆଞ୍ଚଳିକ

ବାଲୁଗାଁ : ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

February 6, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ବାଲୁଗାଁ ରେଳ ଷ୍ଟେସନରେ ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ଖବର ମୁତାବକ ଆଜି ସନ୍ଧ୍ୟାରେ କୋଣାର୍କ ଏକ୍ସପ୍ରେସରେ ନସମ ପ୍ରଭାକର(୪୭) ଭୁବନେଶ୍ୱରରୁ ବିଜୟୱାଡା ଯାଉଥିବାବେଳେ ବାଲୁଗାଁ ଷ୍ଟେସନ ଠାରେ ଅସୁସ୍ଥତା ଅନୁଭବ କରିବାରୁ ଜିଆରପି ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ମାତ୍ର ଡାକ୍ତର ଚିକିତ୍ସା କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ହୋଇଥିବା କହିଥିଲେ।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଡାକ୍ତର କହିଛନ୍ତି।ଆଜି ଅପରାହ୍ନରେ କୌଣସି କାମ ନେଇ ସ୍ତ୍ରୀ ଓ ଝିଅ ସହ ବିଜୟୱାଡା ଯାଉଥିଲେ। ମୃତ ବ୍ୟକ୍ତି ଜଣକ ତେଲେଙ୍ଗାନା ଖମାମ ଅଞ୍ଚଳର ନସମ ସାମାଇହାଙ୍କ ପୁଅ ନସମ ପ୍ରଭାକର ଯିଏକି ଭୂଷଣ କମ୍ପାନୀରେ କାର୍ଯ୍ୟରତ ଥିବା ସ୍ତ୍ରୀ କହିଛନ୍ତି।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

ସିଇସି ଜ୍ଞାନେଶ କୁମାରଙ୍କୁ ନେଇ ହଙ୍ଗାମା: ଦେଶବ୍ୟାପୀ ପ୍ରତିବାଦ, ପୋଲିସରେ ଅଭିଯୋଗ

September 25, 2026

ଗଞ୍ଜାମରେ ଗଭୀର ଅବପାତ ପ୍ରଭାବ: ଫୁଲୁଛି ନଦୀ, ବଢ଼ୁଛି ବନ୍ୟା ଆଶଙ୍କା

September 25, 2026

UPI ଚାର୍ଜ ନେଇ ବଡ଼ ଅପଡେଟ୍: ଭାରତ ସହ ୧୧ ଦେଶରେ ଲାଗିବ ନୂଆ MDR

September 25, 2026

UPI ବନାମ କ୍ରେଡିଟ୍ କାର୍ଡ ବନାମ ଡେବିଟ୍ କାର୍ଡ: କେଉଁଥିରେ କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 25, 2026

Asian Games 2026: ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ, ୧୦ ମିଟର ଏୟାର ପିସ୍ତଲରେ କମଲଜିତ-ସୁରୁଚିଙ୍କ କମାଲ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.