Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଇଫତାର ପାର୍ଟିରେ ଯୋଗ ଦେଲେ ବିଜେପି ପ୍ରାର୍ଥୀ ପ୍ରଥ୍ୱୀରାଜ ହରିଚନ୍ଦନ
ଆଞ୍ଚଳିକ

ବାଣପୁର: ଇଫତାର ପାର୍ଟିରେ ଯୋଗ ଦେଲେ ବିଜେପି ପ୍ରାର୍ଥୀ ପ୍ରଥ୍ୱୀରାଜ ହରିଚନ୍ଦନ

April 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ମଙ୍ଗଳବାର ସନ୍ଧ୍ୟାରେ ବାଣପୁର ବଡହନ୍ତୁଆଡ଼ ଠାରେ ମସଜିଦର ଇଫତାର ପାର୍ଟିରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଥ୍ୱୀରାଜ ହରିଚନ୍ଦନ ଯୋଗଦେଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର କୌଣସି ପ୍ରାର୍ଥୀ ଘୋଷଣା ହୋଇନାହିଁ, କିନ୍ତୁ ପୃଥ୍ୱୀରାଜଙ୍କୁ ବିଜେପି ପ୍ରାର୍ଥୀ କରିଛି। ଭୋଟରଙ୍କ ସମସ୍ୟାକୁ ବୁଝିବା ପାଇଁ ବିଜେପି ପ୍ରାର୍ଥୀ ଶ୍ରୀଯୁକ୍ତ ହରିଚନ୍ଦନ ଲାଗିପଡିଛନ୍ତି।

ଏହି ପରିପ୍ରେକ୍ଷୀରେ ଚିଲିକାର ପୂର୍ବତନ ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ, ଏବଂ ବର୍ତ୍ତମାନର ପ୍ରାର୍ଥୀ ପୃଥ୍ୱୀରାଜଙ୍କ ସହ ବଡହନ୍ତୁଆଡ଼ରେ ଇଫତାର ପାର୍ଟିରେ ଯୋଗ ଦେଇଛନ୍ତି। ଉକ୍ତ ପାର୍ଟିରେ ଯୋଗ ଦେଇ ମୁସଲିମ ଭାଇ ମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କ ସହ କିଛି ସମୟ ବିତାଇଥିଲେ ଶ୍ରୀଯୁକ୍ତ ହରିଚନ୍ଦନ। ଆଗାମୀ ଦିନରେ ମୁସଲିମ ଭାଇ ଭଉଣୀ ମାନଙ୍କର ପ୍ରତ୍ୟେକ ସୁବିଧା ଅସୁବିଧାକୁ ନିଜର ଭାବି ସମାଧାନ କରିବାକୁ ପ୍ରତିଶୃତି ବଦ୍ଧ ବୋଲି ମତ ରଖିଥିଲେ।

ଶ୍ରୀଯୁକ୍ତ ହରିଚନ୍ଦନଙ୍କ ସହ ବାଣପୁର ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ନନ୍ଦକିଶୋର ମିଶ୍ର, ପୂର୍ବତନ ଅଧ୍ୟକ୍ଷ ସହଦେଵ ନାୟକଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ

June 14, 2026
Latest News

ଭୟଙ୍କର ସିରିଜ୍ ଦୁର୍ଘଟଣା, ଶିଶୁ ଓ ମହିଳାଙ୍କ ସମେତ ୧୩ ଆହତ

June 19, 2026

ଭିଜିଲାନ୍ସ ଜାଲରେ ମହିଳା ଜେଇ

June 19, 2026

ସ୍ଲୋଭାକିଆ ରାଷ୍ଟ୍ରପତିଙ୍କୁ ପିତଳ ଡୋକ୍ରା ମୃଗ ସେଟ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ

June 19, 2026

ଷ୍ଟେସନ୍ ମାଷ୍ଟରଙ୍କୁ ସଶକ୍ତ କରିବା ଦିଗରେ ରେଳମନ୍ତ୍ରୀଙ୍କ ସମୀକ୍ଷା ବୈଠକ

June 19, 2026

“ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଏବଂ ମର୍ମାହତ”: ଟ୍ରମ୍ପଙ୍କୁ ମିଛୁଆ କହି କଡ଼ା ଜବାବ ଦେଲେ ମେଲୋନି

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.