Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»‘ମା’ ପାଇଁ ଗଛଟିଏ’: ବାଣପୁର ଏକତା ପରିଷଦ ଟ୍ରଷ୍ଟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଆଞ୍ଚଳିକ

‘ମା’ ପାଇଁ ଗଛଟିଏ’: ବାଣପୁର ଏକତା ପରିଷଦ ଟ୍ରଷ୍ଟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

July 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ୭୫ ବର୍ଷ ପୂର୍ତ୍ତି ଅବସରରେ ବନ ମହୋତ୍ସବ ପାଳିତ ସହିତ ‘ମା’ ପାଇଁ ଗଛଟିଏ’ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ଏକତା ପରିଷଦ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ଦୁଇ ହଜାର ବୃକ୍ଷ ରୋପଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଆଜି ପଚାଶରୁ ଉର୍ଦ୍ଧ୍ଵ ଗଛ ଏକତା ପରିଷଦ ଟ୍ରଷ୍ଟ ତରଫରୁ ବରବରା ପଞ୍ଚାୟତ ଗୁରୁପଡା ଗ୍ରାମ ଅଞ୍ଚଳରେ ଲାଗିଛି।

ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀ ପ୍ରଧାନଙ୍କ ନେତୃତ୍ୱରେ ଏ. ସି. ମେମ୍ବର ବୋଇତ ପ୍ରଧାନ, କାଫିନ ପ୍ରଧାନ, ହୀନ ପ୍ରଧାନ, ବାରି ପ୍ରଧାନ ସି.ଆର.ପି.ପ୍ରତିମା ପ୍ରଧାନ, ଝୁଜୁ ପ୍ରଧାନ ଓ କିଶୋରୀ ବାଳିକା ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଥିଲେ। ତାଙ୍କୁ ସହଯୋଗ କରିଥିଲେ ଏକତା ପରିଷଦ ଟ୍ରଷ୍ଟର ପରିଚାଳିକା ସନ୍ଧ୍ୟା ଦେବୀ ଓ ତାରା ପ୍ରସାଦ ବାରିକ ସେଠାରେ ଉପସ୍ଥିତ ରହିଥିଲେ ତାଙ୍କ ସଙ୍ଗରେ ଥିଲେ ଟୁନି ଦାସ ଟିଟୁ ରାଉତ, ସନ୍ଧ୍ୟାରାଣୀ ବେହେରା।

ଏହି ଅବସରରେ ବୃକ୍ଷର ସୁରକ୍ଷା ସହିତ ବୃକ୍ଷ ନ ଥିଲେ ଆମର କ’ଣ କ’ଣ କ୍ଷତି ହେବ ସେହି ବିଷୟରେ ପିଲାମାନଙ୍କୁ ସନ୍ଧ୍ୟା ଦେବୀ ବୁଝାଇଥିଲେ।

ବନ ମହୋତ୍ସବ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜନ ସଚେତନତା ମଧ୍ୟ କରାଯାଇଥିଲା।

'ମା ପାଇଁ ଗଛଟିଏ' ଏକତା ପରିଷଦ ଟ୍ରଷ୍ଟ ବନ ମହୋତ୍ସବ ବାଣପୁର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

କୃଷିଭବନଠାରେ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ

April 18, 2026

ଆଜି ଏପ୍ରିଲ ୧୮ ତାରିଖ ଶନିବାରରେ ଛଅଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

April 18, 2026

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026

ଗୁଳିମାଡ଼ରେ ଯୁବକ ମୃତ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.