Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ପଞ୍ଚାୟତ ସମିତିରେ ସଫେଇ ମିତ୍ର ସୁରକ୍ଷା ଶିବିର
ଆଞ୍ଚଳିକ

ବାଣପୁର ପଞ୍ଚାୟତ ସମିତିରେ ସଫେଇ ମିତ୍ର ସୁରକ୍ଷା ଶିବିର

September 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସଫେଇ ମିତ୍ର ସ୍ବାସ୍ଥ୍ୟ ସୁରକ୍ଷା ଶିବିର

ବାଣପୁର ( ସୀତାରାମ ଅଗ୍ରୱାଲ): ସ୍ୱଚ୍ଛତା ହିଁ ସେବା ସପ୍ତାହ ଉପଲକ୍ଷେ ଗୁରୁବାର ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ସଫେଇ ମିତ୍ର ମାନଙ୍କର ବ୍ଲକ ପରିସରରେ ଏକ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ପଂଚାୟତ ଅଧୀନରେ କାର୍ଯ୍ୟରତ ସଫେଇ ମିତ୍ର ମାନଙ୍କର ରକ୍ତଚାପ, ରକ୍ତ ସର୍କରା ଭଳି ମାରାତ୍ମକ ରୋଗ ନିରୂପଣ କରି ସେମାନଙ୍କୁ ରୋଗମୁକ୍ତ ରଖିବାକୁ ଉକ୍ତ ଶିବିରର ମୂଳ ଲକ୍ଷ।

ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରର ଡାକ୍ତର ଶୈଳେଶ କୁମାର ପଟ୍ଟନାୟକ ସଫେଇ ମିତ୍ର ମାନଙ୍କର ସ୍ଵାସ୍ତ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ l ଉକ୍ତ ଶିବିରରେ ବିଡ଼ିଓ ଶୀତଲ ଅଗ୍ରୱାଲ, ଅଧକ୍ଷ ଅମରେନ୍ଦ୍ର ରଣସିଂହ ଅତିରିକ୍ତ ଯନ୍ତ୍ରୀ ଆଦ୍ୟସା ଦାଶ ପ୍ରମୁଖ ଯୋଗଦେଇ ସଫେଇ ମିତ୍ର ମାନଙ୍କୁ ଉତ୍ସାହିତ କରିଥିଲେ।

ସଫେଇ ମିତ୍ରମାନେ ଦୈନିକ କାର୍ଯ୍ୟ କରିବା ଦ୍ୱାରା ଆମ ଚତୁଃପାର୍ଶ୍ଵ ସଫାସୁତୁରା ରହେ। ତେଣୁ ସେମାନେ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ ବୋଲି ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ଅଧକ୍ଷ ଶ୍ରୀଯୁକ୍ତ ରଣସିଂହ ସଫେଇ ମିତ୍ର ମାନଙ୍କର ଉତ୍ତମ ସ୍ଵାସ୍ତ୍ୟ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଆରସୀ ଆଶିଷ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ।

ବାଣପୁର ସଫେଇ ମିତ୍ର ସୁରକ୍ଷା ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ବଙ୍ଗୋପସାଗରରେ ବୁଡ଼ିଗଲା ରୋହିଙ୍ଗା ଶରଣାର୍ଥୀଙ୍କ ଦୁଇଟି ଡଙ୍ଗା: ୫୦୦ ରୁ ଅଧିକ ମୃତ୍ୟୁ ଆଶଙ୍କା

July 16, 2026

ଏବେ ବିନା ସଂଯୋଗରେ କିଛି ମିନିଟରେ ଘରକୁ ଆସିବ LPG ସିଲିଣ୍ଡର: ଜାଣନ୍ତୁ କେମିତି?

July 16, 2026

ସିଏସଏମ୍ ଟେକ୍ ର ସଫଳତା: ହାସଲ କଲା ବିଶ୍ୱ ବ୍ୟାଙ୍କ ସହାୟତା ମାଲାୱିର ଡିଜିଟାଲ୍ ପ୍ରୋକ୍ୟୁରମେଣ୍ଟ ପ୍ରକଳ୍ପ

July 16, 2026

ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

July 16, 2026

ରଥଯାତ୍ରା ସେବା ୨୦୨୬: ଭକ୍ତମାନଙ୍କୁ ଅନ୍ନସେବା ସହିତ ବିଭିନ୍ନ ସହାୟତାର ହାତ ବଢାଇଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.