Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ଆୟୁର୍ବେଦ ସ୍ଵର୍ଣକଳ୍ପ ଔଷଧର ଉପଯୋଗୀତା ନେଇ ଆଲୋଚନା ଚକ୍ର
ଆଞ୍ଚଳିକ

ବାଲୁଗାଁରେ ଆୟୁର୍ବେଦ ସ୍ଵର୍ଣକଳ୍ପ ଔଷଧର ଉପଯୋଗୀତା ନେଇ ଆଲୋଚନା ଚକ୍ର

November 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରେ ଆୟୁର୍ବେଦ ସ୍ଵର୍ଣକଳ୍ପ ଔଷଧର ଉପଯୋଗୀତା ନେଇ ଆଲୋଚନା ଚକ୍ର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ହୋଟେଲ ଦିଗନ୍ତିକା ର ସଭା କକ୍ଷରେ ଝାଂଣ୍ଡୁ ଇଣ୍ଡିଆ ର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ପୁରାତନ ସ୍ୱାସ୍ଥ୍ୟ ସମସ୍ୟା ରେ ଆୟୁର୍ବେଦିକ ସ୍ଵର୍ଣ ଘଟିତ ଔଷଧର ଉପଯୋଗୀତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିତ୍ତିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା

ଆଲୋଚନା ଚକ୍ର ଆରମ୍ଭରେ ଆୟୁର୍ବେଦ ପ୍ରବର୍ତ୍ତକ ଭଗବାନ ଧନ୍ଵନ୍ତରୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏଥିରେ ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକ ଡା ସ୍ୱପ୍ନା ରାଣୀ ପଟ୍ଟନାୟକ, ଓଡ଼ିଶା ଆୟୁଷ ବିକାଶ ପରିଷଦ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା, ଡା ସୃଜନୀ ପ୍ରଜ୍ଞା ଦାସ, ଡା ମାନସ ଦୀକ୍ଷିତ, ଡା ବେବି ସିଲନ, ଡା ବସନ୍ତ ସିଂ,ଡା ନର୍ମଦା ବିଶ୍ୱାଳ, ଡା ବିଦ୍ୟା ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ସାମ୍ପ୍ରତିକ ଶୀତ ଋତୁ ରେ ହେଉଥିବା ବିଭିନ୍ନ ଦୁରାରୋଗ୍ୟ ,ସନ୍ଧି ଗତ ବାତ ରୋଗ, ସ୍ତ୍ରୀଲୋକଙ୍କ ମେନପଜ ସମସ୍ୟା,ଆଦି ରେ ଆୟୁର୍ବେଦ ସ୍ଵର୍ଣ ଘଟିତ ଔଷଧ ର ଉପଯୋଗୀତା କିଭଳି ରସାୟନ ତୁଲ୍ୟ କାର୍ଯ୍ୟ କରିଥାନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଏ ସମ୍ପର୍କରେ ଝାଂଣ୍ଡୁ ଇଣ୍ଡିଆ ପକ୍ଷ ରୁ ମାନପତ୍ର, ଉପଢୌକନ ଓ ଗୋନି ମିଟର(ଅସ୍ଥି ଭାଙ୍ଗି ଯାଇଥିବା ଜାଗାରେ ପରୀକ୍ଷା ପାଇଁ) ପ୍ରଦାନ କରି ଉପସ୍ଥିତ ଡାକ୍ତର ଙ୍କୁ ସଂମାନିତ କରାଯାଇଥିଲା। ଆୟୁର୍ବେଦ ଔଷଧ ର ମହନୀୟତା,ସ୍ଵର୍ଣ କଳ୍ପ, ସ୍ଵର୍ଣ ପୋଷଣ ବଟି ପ୍ରସ୍ତୁତି ପ୍ରଣାଳୀ, ଉପଯୋଗୀତା ନେଇ ଏକ ଡ଼କୁମେଟାରୀ ପ୍ରଦର୍ଶିତ ହୋଇଥିଲା।ଶେଷରେ ଝାଂଣ୍ଡୁ ଇଣ୍ଡିଆ ପକ୍ଷ ରୁ ସନ୍ତୋଷ କୁମାର ସାହୁ ଉପସ୍ଥିତ ଡାକ୍ତର ମାନଙ୍କୁ ସେମାନଙ୍କ ବହୁମୁଲ୍ୟ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଆୟୁର୍ବେଦ ଡା ତ୍ରୈଲୋକ୍ୟ ନାଥ ମହାରଣା ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଘର ଗ୍ରିଲ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ସୁନା ରୁପା ଅଳଙ୍କାର ଲୁଟ

June 18, 2026

ବାଲୁଗାଁ: ୧୦ ଜୁଆଡ଼ି ଗିରଫ

June 18, 2026

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026
Latest News

ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବଡ଼ ଖୁଲାସା

June 19, 2026

ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି : ଆଜିଠାରୁ ଆରମ୍ଭ ହେବ ତଦନ୍ତ

June 19, 2026

କେନ୍ଦୁଝରରେ ଚାଞ୍ଚଲ୍ୟ: ଅଲେଖ ମହିମା ଦିକ୍ଷୀତ ବାବାଙ୍କୁ ପଥରରେ ଛେଚି ହତ୍ୟା

June 19, 2026

ଜଳିଗଲା ଗଦି ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କାର କ୍ଷତି

June 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.