Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭୁବନେଶ୍ୱର ‘ମା ଉର୍ତ୍ତର ମୁଖି ଫାଉଣ୍ଡେସନ’ ପକ୍ଷରୁ ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ
ଆଞ୍ଚଳିକ

ଭୁବନେଶ୍ୱର ‘ମା ଉର୍ତ୍ତର ମୁଖି ଫାଉଣ୍ଡେସନ’ ପକ୍ଷରୁ ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ

October 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ
ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ

ଭୁବନେଶ୍ୱର: ମାନବସେବା ଓ ସମାଜସେବାର ପବିତ୍ର ଉଦ୍ଦେଶ୍ୟକୁ ନେଇ ମା ଉର୍ତ୍ତର ମୁଖି ଫାଉଣ୍ଡେସନ, ଭୁବନେଶ୍ୱର (ସେବା ହିଁ ପରମ ଧର୍ମ) ପକ୍ଷରୁ ଆଜି ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ଏକ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ସେବା କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷ ବିକାଶ ଭାଇ ଏବଂ ସଦସ୍ୟମାନେ ଅମ୍ବିତ୍ କୁମାର ଜେନା, ପ୍ରଭାଶୀନି, କାମିନୀ ରଣା, ନାଗେଶ୍ଵର ରାଉତ, ଜିତୁ ମହାରଣା, ରାକେଶ ପ୍ରଧାନ ଓ ଅନ୍ୟ ସେବାଭାବୀ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧ ମା ଓ ବାପା ମାନଙ୍କ ଆବଶ୍ୟକ ସାମଗ୍ରୀ, ଖାଦ୍ୟପଦାର୍ଥ ଓ ବସ୍ତ୍ର ବଣ୍ଟନ କରି ସେମାନଙ୍କ ସହ ସମୟ ବିତାଇଥିଲେ। ଏହି ଅବସରରେ ବୃଦ୍ଧବୃଦ୍ଧାମାନେ ମଧ୍ୟ ଖୁସି ଜଣାଇଥିଲେ ଓ ସଂଗଠନକୁ ଆଶୀର୍ବାଦ କରିଥିଲେ।

ସଂଗଠନ ପକ୍ଷରୁ କହାଯାଇଛି ଯେ, ବୃଦ୍ଧମାନେ ସମାଜର ଆଶୀର୍ବାଦ ଓ ପଥପ୍ରଦର୍ଶକ, ସେମାନଙ୍କ ସେବା କରିବା ହିଁ ଆମର ପରମ ଧର୍ମ। ଆଗାମୀ ଦିନରେ ମଧ୍ୟ ଏପରି ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର ମା ଉର୍ତ୍ତର ମୁଖି ଫାଉଣ୍ଡେସନ ମୋହିନୀ ପ୍ରମିଳା ବୃଦ୍ଧାଶ୍ରମ ସେବା କାର୍ଯ୍ୟ ସେବା ହିଁ ପରମ ଧର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଶିକ୍ଷକ ପ୍ରମୋଦ କୁମାର ସାହୁ ପାଇଲେ ଶିକ୍ଷା ରତ୍ନ ସମ୍ମାନ

July 15, 2026

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

July 14, 2026
Latest News

ବାଲୁଗାଁରେ ଉଦଘାଟିତ ହେଲା ନୂଆ ସିନେମା ହଲ ଜଗଦମ୍ବା, ମନ୍ତ୍ରୀ ପୃଥ୍ବୀରାଜ କଲେ ଉଦଘାଟନ

July 19, 2026

ଚିଲିକାରେ ଆଇନ ମନ୍ତ୍ରୀ ଓ ପୁରୀ ସାଂସଦଙ୍କ ବିଶେଷ ଜନସମ୍ପର୍କ ଅଭିଯାନ

July 19, 2026

ଟ୍ରମ୍ପଙ୍କ ଶୁଳ୍କ ଦ୍ୱାରା କିଏ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ?: ଆଶ୍ଚର୍ଯ୍ୟଜନକ ଗବେଷଣା

July 19, 2026

ପରିସୀମନ ବିଲ୍‌କୁ ସମର୍ଥନ କରିବ କି ଡିଏମକେ?: ଜାଣନ୍ତୁ ସର୍ବଦଳୀୟ ବୈଠକର ଭିତର କାହାଣୀ

July 19, 2026

ମୌସୁମୀ ଅଧିବେଶନ ପୂର୍ବରୁ ରାଜନୈତିକ ଉତ୍ତେଜନା: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସୁଦୀପ ବନ୍ଦୋପାଧ୍ୟାୟ

July 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.