Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପାରାଦ୍ବୀପ ବନ୍ଦର ନ୍ୟାସ ଦ୍ବାରା ମତ୍ସଜୀବୀମାନଙ୍କ ତାଲିମ୍‌ କାର୍ଯ୍ୟକ୍ରମ
ଆଞ୍ଚଳିକ

ପାରାଦ୍ବୀପ ବନ୍ଦର ନ୍ୟାସ ଦ୍ବାରା ମତ୍ସଜୀବୀମାନଙ୍କ ତାଲିମ୍‌ କାର୍ଯ୍ୟକ୍ରମ

November 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ଠାରେ ପାରାଦ୍ବୀପ ବନ୍ଦର ନ୍ୟାସ ଦ୍ବାରା ମତ୍ସଜୀବୀ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ନେଟଫିସ୍‌ ଓ ଏମ୍‌ପିଇଡିଏର ରାଜ୍ୟ ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର ଏବଂ କ୍ଷେତ୍ର  ସଂଯୋଜକ ଜିତେନ୍ଦ୍ରିୟ ନାୟକଙ୍କ ଦ୍ବାରା କୋଭିଡ୍‌ କଟକଣା ଉପରେ ଗୁରୁତ୍ବ ପ୍ରଦାନ କରି ସାମାଜିକ ଦୂରତ୍ବା ରକ୍ଷା କରି ଗତ ନଭେମ୍ବର ୨୦ ତାରିଖ ଦିନ ଅଶୋକ ନଗର ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଲିଃ, ବାଲୁଗାଁ, ୨୪ ତାରିଖ ଦିନ ଘଡେଇ ସାହି (ହାଟବରଡିହ) ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଲିଃ ଏବଂ ୨୫ ତାରିଖ ଦିନ ଗଙ୍ଗାମାତା ପ୍ରାଥମିକ ମହିଳା ମତ୍ସ୍ୟ ସମବାୟ ସମିତି ଲିଃ ଜୟନ୍ତିପୁରଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଚିଲିକାର ମତ୍ସ୍ୟ ସମ୍ବଳର ବୃଦ୍ଧି ତତ୍‌ ସହିତ ଡଙ୍ଗା, ଜାଲ ଏବଂ ବରଫ ବାକ୍ସ ସଫା ସୁତୁରା ଉପରେ ବିଶେଷ ଗୁରୁତ୍ବ ଆରୋପ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପଲ୍ଲୀଶ୍ରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଡବ୍ଲୁ କାଶୀନାଥ, ସନ୍ତୋଷ କୁମାର ଜେନା, ଦାଶରଥୀ କର ସହଯୋଗ କରିଥିଲେ।

ଚିଲିକା ମତ୍ସଜୀବୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ : ଲଲୁଙ୍କ ସ୍ଥାନ ନେଲେ ଲାଲଜୀ

June 26, 2026

କୃଷ୍ଣପ୍ରସାଦରୁ ନାବାଳିକାକୁ ଉଦ୍ଧାର କଲା ବାଣପୁର ପୋଲିସ: ଝାରପଡ଼ା ଜେଲ ଗଲେ ଅଭିଯୁକ୍ତ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.