Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଛି ସମୟ ପାଇଁ କଳାହାଣ୍ଡିଆ ମେଘରେ ଅନ୍ଧାର ହେଲା ଶ୍ରୀମନ୍ଦିର, ନଇଁଲା ପତିତପାବନ ବାନା
ଜାତୀୟ ଖବର

କିଛି ସମୟ ପାଇଁ କଳାହାଣ୍ଡିଆ ମେଘରେ ଅନ୍ଧାର ହେଲା ଶ୍ରୀମନ୍ଦିର, ନଇଁଲା ପତିତପାବନ ବାନା

May 11, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କିଛି ସମୟ ପାଇଁ କଳାହାଣ୍ଡିଆ ମେଘରେ ଅନ୍ଧାର ହେଲା ଶ୍ରୀମନ୍ଦିର, ନଇଁଲା ପତିତପାବନ ବାନା

ପୁରୀ, ଆଜି ସାରା ରାଜ୍ୟରେ କାଳବୈଶାଖୀର ପ୍ରଭାବ ପରିଲକ୍ଷିତ ହୋଇଛି। ଯାହା ଫଳରେ ବିଭିନ୍ନ ସ୍ଥାନରେ ପ୍ରବଳ ପବନ ସହିତ ଝଡବର୍ଷା ହୋଇଯାଇଛି। ତେବେ ଏପରି ପରିସ୍ଥିତିରେ ପୁରୀ ଶ୍ରୀମନ୍ଦିର ଉପରେ ଦେଖିବାକୁ ମିଳିଥିଲା ଅଭୁତ ଦୃଶ୍ୟ।

ଝଡବର୍ଷା ଆସିବା ପୂର୍ବରୁ ପ୍ରଥମେ ଶ୍ରୀମନ୍ଦିର ଉପରେ ପୁରା କଳାବାଦଲ ଢାଙ୍କି ରହିଥିଲା। ଲାଗୁଥିଲା ସତେ ଯେପରି ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷା କବଚ ଭାବେ ପ୍ରଭୁ ଇନ୍ଦ୍ର ଏକ ଚାଦର ଢାଙ୍କି ଦେଇଛନ୍ତି।

ଏପରି ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମନରେ ବେଶ କୌତୁହଳ ସୃଷ୍ଟି ହୋଇଥିଲା। ସେତେବେଳେକୁ ଦିନ ପ୍ରାୟ 12 ଟା ହୋଇଥିଲେ ମଧ୍ୟ ପୁରା ପୁରୀରେ ଅନ୍ଧକାରମୟ ହୋଇ ଯାଇଥିଲା। ଅନେକ ଏପରି କଳାହାଣ୍ଡିଆ ମେଘ ଦେଖି ଭୟଭିତ ମଧ୍ୟ ହୋଇପଡିଥିଲେ।

ଏହାପରେ ପ୍ରବଳ ପବନ ସହିତ ଆରମ୍ଭ ହୋଇଯାଇଥିଲା ଝଡ ବର୍ଷା। ବଡଦାଣ୍ଡରେ ଥିବା ଉଠା ଦୋକାନ ସବୁ ପବନରେ ଉଡିବାକୁ ଲାଗିଥିଲା। ସେଠାରେ ଥିବା କେତେକ ଭକ୍ତ ଦୈଡାଡୈଡି ହୋଇ ନିକଟସ୍ଥ ବିଲିଡିଂରେ ଆଶ୍ରୟ ନେଇଥିଲେ।

ଏହି ପ୍ରବଳ ପବନରେ ଶ୍ରୀମନ୍ଦିରର ପତିତପାବବାନା ପ୍ରବଳ ବେଗରେ ଉଡିବାକୁ ଲାଗିଥିଲା। ଲାଗୁଥିଲା ସତେଯେପରି ବାନା ଉଡି ସମୁଦ୍ର ଗର୍ଭରେ ପଡିଯିବ। ତେବେ ବହୁ ସମୟ ଧରି ଏପରି ଉଡିବା ପରେ ବାନା ବନ୍ଧାଯାଇଥିବା ବାଉଁଶ ନଇଁ ପଡିଥିଲା। ତେବେ ଏହାକୁ ନେଇ ପୂଜାନୀତିରେ କୌଣସି ବାଧା ସୃଷ୍ଟି ହୋଇ ନାହଁ।

କାଳ ବୈଶାଖୀ ପତିତପାବନ ବାନା
Share. Facebook Twitter LinkedIn Email WhatsApp Copy Link

Related Posts

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.