Author: Samikhsya Bureau

ଭୁବନେଶ୍ବର: ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ୨୦୨୧ ମଇ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଏବଂ ଏହାର ନିୟମାବଳୀ ମଧ୍ୟ ପ୍ରକାଶିତ ହୋଇଥିଲା । ତେବେ ବିଭିନ୍ନ ସ୍ତରରେ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିଙ୍କର ମତାମତ ସଂଗ୍ରହ କରାଯାଇ ଏହି ପୁରସ୍କାରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ ମାନଙ୍କୁ ଆନ୍ତର୍ଜାତୀୟ ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ନୂତନ ନିଷ୍ପତ୍ତି ଅନୁଯାୟୀ ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ଯୁବପୀଢି ମଧ୍ୟରେ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ…

Read More

ଭୁବନେଶ୍ୱର: ଇଲେକେଫ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କୋଠା ପରିଦର୍ଶନ କରିଛନ୍ତି। ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ମହାବିଦ୍ୟାଳୟର ନୂତନ କୋଠାର ଏକାଡେମୀ ବ୍ଲକ, ପୁରୁଷ ଓ ମହିଳା ହଷ୍ଟେଲ ନିର୍ମାଣ ଏବଂ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟସ୍ଥଳ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ସବୁବେଳେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରାଧାନ୍ୟ ଦେଇଆସୁଛି। ବିଦ୍ୟାଳୟସ୍ତରରେ ଭଲ କ୍ରୀଡ଼ାବିତ୍‌ ସୃଷ୍ଟି ନିମନ୍ତେ ପିଇଟି ଶିକ୍ଷକ ନିଯୁକ୍ତି ଉପରେ ସରକାର ବେଶ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପରିଚାଳିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପିଇଟି ଶିକ୍ଷକ ସୃଷ୍ଟି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଠାରୁ ଶିକ୍ଷାଗ୍ରହଣ କରି ଅନେକ ବିଭିନ୍ନ ଶିକ୍ଷନୁଷ୍ଠାନମାନଙ୍କରେ ପିଇଟି ଶିକ୍ଷକ ଭାବେ କାର୍ଯ୍ୟ…

Read More

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି ମେଳାରେ ସମୁଦାୟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି। ଆଦିବାସୀ ହାଟରେ ୧୦୪ଟି ଷ୍ଟଲ ରହିଛି। ଜାତୀୟ ଜନଜାତି ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ପାଇଁ ସ୍ୱତନ୍ତ୍ର ୮୪ଟି ଷ୍ଟଲ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ଜନଜାତି କାରିଗରମାନେ ତାଙ୍କ କଳାସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି। ଅନ୍ୟାନ୍ୟ ଷ୍ଟଲ ମଧ୍ୟରେ ମିଶନ ଶକ୍ତିର ୨୧ଟି, ଓର୍‌ମାସ୍‌ର ୧୫ଟି, ଟିଡିସିସିର ଦୁଇଟି ଷ୍ଟଲରେ ଜନଜାତି ସାମଗ୍ରୀ ବିକ୍ରୟ ହେଉଛି। ଆଜି ଆଦିବାସୀ ମେଳାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଏବଂ ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ…

Read More

ଭୁବନେଶ୍ୱର : ଭୁବନେଶ୍ୱରର ପୁରୁଣା ମୁରବୀ ତଥା ସମାଜସେବୀ ହରିହର ବରିଶଲଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ସେ କିଛି ଦିନ ହେଲା ଅସୁସ୍ଥଥିଲେ । ତାଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ବଡ଼ଗଡ଼, ବ୍ରହ୍ମେଶ୍ୱର ଓ ଆଖପାଖ ଅଂଚଳର ମୁରବୀ ଥିଲେ । ଟଙ୍କପାଣି ରୋଡ଼୍ ବ୍ୟବସାୟୀ ସଂଘର ଦିର୍ଘ ବର୍ଷ ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରିବା ଜଗନ୍ନାଥ ଆଶ୍ରମର ସଭାପତି ଭାବେ କାର୍ଯ୍ୟ କରିବା ସହ ସମାଜସେବାରେ ଜଡ଼ିତଥିଲେ । ସେ ମେଳାପି ଓ ମିଷ୍ଠଭାସୀ ଯୋଗୁଁ ସେ ସମସ୍ତଙ୍କ ଆଦର ପାଲଟିଥିଲେ । ତାଙ୍କର ମୃତ୍ୟୁ ପରେ ବିଧାୟକ ସୁରେଶ କୁମାର ରାଉତରାୟ, କର୍ପୋରେଟର ସନ୍ତୋଷ ସିଂ, ପୂର୍ବତନ କର୍ପୋରେଟର ପ୍ରତାପ ଜେନା, ପୁଷ୍ପା ଦାସ, ଟଙ୍କପାଣି ରୋଡ଼୍ ବ୍ୟବସାୟୀ ସଂଘର ସଭାପତି ଗୋଲକ ଦାସ, ସମସ୍ତ ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି…

Read More

ଭୁବନେଶ୍ୱର: କଳା, ସଂସ୍କୃତି, ପରମ୍ପରାକୁ ଉଦ୍‌ଜୀବିତ କରି ରଖି ଜନମାନସରେ ଏକ ଆନ୍ଦୋଳନ ସୃଷ୍ଟି କରିବାର ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱକାଳର ସାଧନା ପାଇଁ ରାଜ୍ୟର ଅଗ୍ରଣୀ ସମାଜିକ ଓ ସାଂସ୍କତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ବିରୂପା କଳା ଜ୍ୟୋତି ସମ୍ମାନ – ୨୦୨୨ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ୧୦ମ ବିରୂପା ମହୋତ୍ସବ ପାଳନ ଅବସରରେ ଆଞ୍ଚଳିକ ସାମାଜିକ ଓ ସାଂସ୍କୃତିକ ଉନ୍ନୟନ ଟ୍ରଷ୍ଟ ଓ ବିଜୟାନନ୍ଦ ଯୁବ ପରିଷଦ ପକ୍ଷରୁ ସଂସ୍କୃତି ପ୍ରେମୀ ଇଂ ଦିଲ୍ଲୀପ୍ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରୀୟ ରେଡ୍‌କ୍ରସ୍ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡ. ଚନ୍ଦ୍ରିକା ପ୍ରସାଦ ଦାସ, ଜଳ ସେଚନ ବିଭାଗର ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ଇଂ କବି ପ୍ରସାଦ ମିଶ୍ର, ବାଲେଶ୍ୱର ଜିଲ୍ଲା ମଙ୍ଗଳ ଅଧିକାରୀ ବିଶ୍ୱଦର୍ଶୀ ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଡ. ପ୍ରକାଶଙ୍କୁ…

Read More

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଆଜି ଠାରୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ପରୀକ୍ଷା ଦେଇଛନ୍ତି । ଯେଉଁମାନେ ଟର୍ମ ୧ କିମ୍ବା ଟର୍ମ ୨ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଗୋଟିଏ ଫଳ ଉପରେ ଆଧାର କରି ଏକ ଗ୍ରେଡ୍ ପାଇବେ। ଯଦି ଛାତ୍ର ସିବିଏସ୍ଇ ଦ୍ୱାରା ପରିଚାଳିତ ଉଭୟ ଟର୍ମ -୧ ଏବଂ ଟର୍ମ-୨ ପରୀକ୍ଷା ପାଇଁ ହାଜର ହେବାକୁ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ କମ୍ପାଣ୍ଡମେଣ୍ଟ ପରିବର୍ତ୍ତେ ଆସନ୍ତା ବର୍ଷ ପରୀକ୍ଷା ପାଇଁ ବସିବାକୁ ସୁଯୋଗ ଦିଆଯିବ ବୋଲି ବୋର୍ଡ ସ୍ପଷ୍ଟ କରିଛି। ଗତ ବର୍ଷ, ସିବିଏସଇ ପ୍ରାର୍ଥୀଙ୍କୁ ତିନି କିମ୍ବା ଅଧିକ ବିଷୟଗୁଡ଼ିକରେ ସର୍ବନିମ୍ନ ପାସ୍ ମାର୍କ ଦେଖାଇବାରେ ବିଫଳ ହେବା କିମ୍ବା ‘ଅତ୍ୟାବଶ୍ୟକ ପୁନରାବୃତ୍ତି’ ବର୍ଗରେ କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ ବସିବାକୁ ଅନୁମତି ଦେଇଥିଲା।

Read More

ଭୁବନେଶ୍ୱର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର ଅଦେ୍ୱତ କୁମାର ପାତ୍ର, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ(ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଭାରତର ପ୍ରଥମ ରାଜ୍ୟ ଭାବେ ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ନବଉତ୍କଳ ଗଠନ ହେଲା ପରେ ୧୯୩୭ ଅପ୍ରେଲ ୧ ତାରିଖରେ ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ବହନ କରିଥିଲେ । ପରେ ୧୯୪୧ ମସିହା ନଭେମ୍ବର ମାସଠାରୁ ୧୯୪୪ ମସିହା…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସରକାର ଗ୍ରାମାଂଚଳରେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇବା ପାଇଁ ଓଭର୍ ହେଡ୍ ପାଣି ଟାଙ୍କି ତିଆରି କରି ସେଥିରୁ ଲୋକମାନଙ୍କୁ ପାଣିଯୋଗାଇବା ପାଇଁ ବସୁନ୍ଧରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଗ୍ରାମ୍ୟଜଳଯୋଗାଣ ବିଭାଗର ଅଧିକାରୀ ମାନଙ୍କର ଉଦାସିନତା ତଥା ମନମୁଖି କାର୍ଯ୍ୟଯୋଗୁଁ ଗ୍ରାମାଂଚଳରେ ଲୋକମାନେ ପାଣି ମୁନ୍ଦାଏ ପାଇବାରୁ ବଂଚିତ ହେଉଛନ୍ତି। ସେମିତି ଏକ ଗାଁ ରହିଛି ଯାହାକି ପାଣି ଟାଙ୍କି ଥାଇବି ଲୋକମାନେ ମୁନ୍ଦାଏ ପାଣି ପାଇବାରୁ ବଂଚିତ ହେଉଛନ୍ତି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ସରକାରଙ୍କ ବସୁନ୍ଧରା ଯୋଜନାରେ ନିକଟସ୍ଥ ହାଟପଦା ଠାରେ ଏକ ଓଭର୍ ହେଡ଼୍ ଟାଙ୍କି ବିଗତ ୪ ବର୍ଷ ହେଲା ତିଆରି ହୋଇରହିଛି। ୪ ବର୍ଷ ହେଲା ଟାଙ୍କିକୁ ପାଣି ଉଠା ଯାଇ ଲୋକମାନଙ୍କ ପାଖରେ ପହଂଚି ପାରିଲା ନାହିଁ। ବିଶ୍ବସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି ଯେ, ଓଭର ହେଡ଼୍ ଟାଙ୍କିକୁ ପାଣି ଉଠାଗଲେ ଟାଙ୍କିଟି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି। ଗତ ୧୮ ତାରିଖ ଦିନ ମହାବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଥିବା ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ, ଅଧ୍ୟାପକ ପ୍ରହଲ୍ଲାଦ ଜେନା, ନୀଳମଣି ଘଡ଼ାଇ, ପ୍ରଦୀପ ଶତପଥି, ପ୍ରଶାନ୍ତ କୁମାର ହୋତା, ରାମକୃଷ୍ଣ ପାଲଟାସିଂହ, ମଧୁସୂଦନ ଜେନା, ବସନ୍ତ କୁମାର ଛାଟୋଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ ଓ ସଂଯୋଜିକା ଅଧ୍ୟାପିକା ଗୀତାଞ୍ଜଳି ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜିର ଉଦଯାପନୀ ଦିବସରେ ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଶିକ୍ଷିକା ସୁନିତା ବେହେରା ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଗୁଡ଼ିକ ପ୍ରଦର୍ଶନ କରିଥିଲେ। ପରିଶେଷରେ ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ ଓ ସଂଯୋଜିକା ଗୀତାଞ୍ଜଳି ବିଶ୍ୱାଳ ଛାତ୍ରୀ ମାନଙ୍କୁ…

Read More

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମଗ୍ର ରାଜ୍ୟ ଅସ୍ତବ୍ୟସ୍ତ ହୋଇପଡିଛି। ତାପମାତ୍ରା ବୃଦ୍ଧି ହୋଇଥିବାରୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି। ତେଣୁ ଏପରି ସ୍ଥଳେ ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢା ଚାଲୁଥିବାରୁ ଅନେକ ସବଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଉଛି। ତେବେ ଆଜିଠାରୁ ସ୍କୁଲରେ ପାଠ ପଢାକୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବନ୍ଦ ରଖିଛନ୍ତି। ସେହିଭଳି ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ଆସନ୍ତାକାଲି ଠାରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ପାଠ ପଢା ବନ୍ଦ ରଖିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଠାରୁ ମଇ  ୨ ତାରିଖ ପର୍ଯ୍ୟନ୍ତ କଲେଜ ଆଉ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ହୋଇଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଟାଙ୍ଗୀରେ ବଡ ଧରଣର ଡକାୟତ ଯୋଜନାକୁ ପୋଲିସ ପଣ୍ଡ କରିଛି। ବିଳମ୍ବିତ ରାତିରେ ଚଢାଉ କରି ଗୋଟିଏ ହାଇଡ୍ରା, ୩ ଆଇଚର ଟ୍ରକ୍ ଜବତ କରିବା ସହ ଚୋରୀ କରୁଥିବା ଅଭିଯୋଗରେ ୮ ଜଣଙ୍କୁ ଟାଙ୍ଗୀ ପୋଲିସ୍ଅ ଟକ ରଖିଛି। ସୂଚନା ଅନୁଯାୟୀ, ଗତ କାଲି ରାତିରେ କେତେକ ସଶସ୍ତ୍ର ଡକାୟତ ୩ ଟି ଆଇଚର ଟ୍ରକ୍ ଏବଂ ଗୋଟିଏ ହାଇଡ୍ରା ସହାୟତାରେ ଟାଙ୍ଗୀ କଲେଜ୍ ପଡିଆରେ ରଖାଯାଇଥିବା ପାନୀୟ ଜଳ ପାଇପ୍ କୁ ଲୁଟ୍ କରିବାକୁ ଯୋଜନା କରୁଥିଲେ। ସୁରକ୍ଷା କର୍ମୀଙ୍କୁ ଧମକାଇ ପାଣି ପାଇପ ଲୁଟ୍ କରୁଥିବା ବେଳେ ସୁରକ୍ଷା କର୍ମୀ ଜଣକ ନିକଟସ୍ଥ ସାହିରେ ଯୁବକ ମାନଙ୍କୁ ଜଣାଇଥିଲେ। ଖବର ପାଇ ସାହିର ଯୁବକମାନେ ଏକାଠି ହୋଇ ପ୍ରତିରୋଧ କରିଥିଲେ। ତେବେ ଡକାୟତ ମାନେ ସେମାନଙ୍କୁ ଧମକ ଚମକ ଦେବାରୁ ଯୁବକ ମାନେ ତୁରନ୍ତ ଟାଙ୍ଗୀ ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ…

Read More

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ ପିଲାମାନଙ୍କ ଟୀକାକରଣ ସହ ଜଡିତ ଏକ ଖୁସି ଖବର ମିଳିଛି। ବର୍ତ୍ତମାନ ୬ ରୁ ୧୨ ବର୍ଷର ପିଲାମାନେ କରୋନା ଟିକା ପାଇବେ। ଏହି ଟୀକାକରଣ ପାଇଁ କୋଭାକ୍ସିନ୍ କୁ ଅନୁମୋଦନ କରାଯାଇଛି। ଡିସିଜିଆଇ ପକ୍ଷରୁ ଏହାକୁ ଅନୁମୋଦନ ମିଳିଛି।

Read More

ନୂଆଦିଲ୍ଲୀ: କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ୧୪୩ ପ୍ରକାର ସାମଗ୍ରୀର ଜିଏସ୍‌ଟି ହାର ବଢାଇବାକୁ ରାଜ୍ୟ ସରକାରମାନଙ୍କଠାରୁ ମତାମତ ମଗାଯାଇଛି । କିଛି ଗଣମାଧ୍ୟମ ମଧ୍ୟ ଏସବୁ ସାମଗ୍ରୀର ସଂଖ୍ୟା ଓ ବର୍ଣ୍ଣନା ଉପସ୍ଥାପନ କରିଛନ୍ତି। ତେବେ ସରକାରୀ ଭାବେ ସ୍ପଷ୍ଟ କରାଯାଇଛି ଯେ ଏହି ସମ୍ବାଦ ବିଭ୍ରାନ୍ତିକର ଏବଂ ଏଥିରେ କୌଣସି ସତ୍ୟତା ନାହିଁ। ଦ୍ରବ୍ୟ ଓ ସେବାକର (ଜିଏସ୍‌ଟି) ହାର ବୃଦ୍ଧି ପାଇଁ ରାଜ୍ୟ ସରକାରମାନଙ୍କ ମତାମତ କର୍ତ୍ତୃପକ୍ଷ ମାଗିନାହାନ୍ତି। ଏହା ଏକ ମନଗଢା ଖବର ଏବଂ ଏଥିରେ ପରିବେଶିତ ତଥ୍ୟ ଅସତ୍ୟ। ଜିଏସ୍‌ଟି ପରିଷଦ ଏହାର ୪୫ତମ ବୈଠକରେ ଟିକସହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଏକ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ଗଠନ କରିଥିଲା। ଏହି ଗୋଷ୍ଠୀ ସମ୍ପୃକ୍ତ ପ୍ରସଙ୍ଗ ଉପରେ ବିଚାର ଆଲୋଚନା ଜାରି ରଖିଛି। ୨୦୨୧ ସେପ୍ଟେମ୍ବରରେ ଏହି ମନ୍ତ୍ରିସ୍ତରୀୟ ଗୋଷ୍ଠୀ ଗଠନ ହେବା ପରେ ବ୍ୟବସ୍ଥା  ମୁତାବକ ଜିଏସ୍‌ଟି ଟିକସ ହାରର ଯୁକ୍ତିଯୁକ୍ତକରଣ ନେଇ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଜଗତସିଂହପୁରର ଝଙ୍କଡ଼ ପୀଠକୁ ଯାଇ ମା’ ସାରଳାଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠର ବିକାଶ ସମ୍ପର୍କରେ ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଝଙ୍କଡ଼ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ। ମା’ ସାରଳାଙ୍କ ଆଶୀର୍ବାଦରୁ ଏହି ପୀଠରୁ ଆଦିକବି ସାରଳା ଦାସ ସାରଳା ମହାଭାରତ ରଚନା କରିଥିଲେ। ପ୍ରତିଦିନ ଏହି ପୀଠକୁ ମା’ ଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସିଥାନ୍ତି। ତେଣୁ ଭକ୍ତ ମାନଙ୍କ ସୁବିଧା ପାଇଁ ପୀଠ ର ବିକାଶ ଜରୁରୀ ହୋଇ ପଡିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଶ୍ରୀ ପାଣ୍ଡିଆନ ପୀଠର ବିକାଶ ସମ୍ପର୍କରେ ସେବାୟତ, ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଥିଲେ। ପୀଠର ଆବଶ୍ୟକତାକୁ ଭିତ୍ତି କରି ବିକାଶ…

Read More

ନୂଆଦିଲ୍ଲୀ: ଗଣତନ୍ତ୍ର ସମର୍ଥକ ବୁଦ୍ଧିଜୀବୀ, ରାଜନେତା, ସାମ୍ବାଦିକ ତଥା ମାନବିକ ଅଧିକାର କର୍ମୀଙ୍କର ଏକ ଗୋଷ୍ଠୀ ଜାତିସଂଘ ଏବଂ ଧାର୍ମିକ ବିବାଦର ଅନ୍ତ ଘଟାଇ ପାକିସ୍ତାନର ନବନିଯୁକ୍ତ ସରକାରଙ୍କୁ ଏକ ଗଠନମୂଳକ ଭୂମିକା ଗ୍ରହଣ କରି ଭାରତ ଏବଂ ଅନ୍ୟ ପଡୋଶୀ ଦେଶ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବାକୁ ଅନୁରୋଧ କରିଛନ୍ତି। ‘ଆତଙ୍କବାଦ ବିରୋଧରେ ଦକ୍ଷିଣ ଏସିଆ ଏବଂ ମାନବିକ ଅଧିକାର ପାଇଁ’ ଆୟୋଜିତ ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ବକ୍ତାମାନେ ଏହା କହିଛନ୍ତି। ସେମାନେ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ଷମତାରୁ ବହିଷ୍କୃତ ହେବା ପରେ ଗଠିତ ସରକାର ହିଂସାକୁ ଦୂର କରିବା ପାଇଁ ବଲୁଚିସ୍ତାନ ପ୍ରଦେଶର ଲୋକଙ୍କ ସହ ତୁରନ୍ତ କଥାବାର୍ତ୍ତା କରିବା ଉଚିତ। ଗଣମାଧ୍ୟମରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜଡିତ ଲୋକମାନେ କହିଛନ୍ତି ଯେ, ପଡୋଶୀ ଦେଶ ବିଶେଷ କରି ଭାରତ ଏବଂ ଆଫଗାନିସ୍ତାନ ସହ ସମ୍ପର୍କକୁ ସୁଦୃଢ…

Read More

ମୁମ୍ବାଇ: ମୁମ୍ବାଇର ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ଘୋଷଣା ପରେ ବିବାଦ ଭିତରକୁ ଆସିଥିବା ଅମ୍ରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ମଙ୍ଗଳବାର ସେଶନ କୋର୍ଟରୁ କୌଣସି ଆଶ୍ଵସ୍ତି ମିଳି ନାହିଁ। ବର୍ତ୍ତମାନ ଏହି ମାମଲାରେ କୋର୍ଟ ରାଣାଙ୍କ ଜାମିନ ଆବେଦନ କରି ୨୯ ତାରିଖ ସୁଦ୍ଧା ଏହାର ଉତ୍ତର ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଶୁଣାଣି ତାରିଖ ରଖାଯିବ ବୋଲି କୋର୍ଟ କହିଛନ୍ତି।

Read More

ମୁମ୍ବାଇ: ଆଇପିଏଲର ଚଳିତ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ଜୋସ୍ ବଟଲର୍ କମଳା କ୍ୟାପ୍ ଦଖଲରେ ରହିଛନ୍ତି। ସେ ତିନିଟି ଶକ୍ତିଶାଳୀ ଶତକ ସହିତ ସର୍ବାଧିକ ରନ୍ ସ୍କୋରର ରହିଛନ୍ତି। ଆଇପିଏଲର ଦ୍ୱିତୀୟ ସପ୍ତାହରୁ ସେ ସର୍ବାଧିକ ରନ୍ ସ୍କୋରର ଭାବେ ଛିଡା ହୋଇଛନ୍ତି। ଏହି ସଂସ୍କରଣରେ ଜୋସ୍ ବଟଲର୍ ଏକ ଚମତ୍କାର ଫର୍ମରେ ଅଛନ୍ତି। ସେ ହାରାହାରି ୮୧.୮୩ ରେ ସାତୋଟି ମ୍ୟାଚରେ ୪୯୧ ରନ୍ କରିଥିବା ବେଳେ ଷ୍ଟ୍ରାଇକ୍ ହାର ୧୬୧.୫୧ ରହିଛି। ତାଙ୍କ ଚାରିପାଖରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ମଧ୍ୟ ନାହାଁନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ କେ.ଏଲ୍ ରାହୁଲ ବଟଲରଙ୍କ ପରେ ଆସନ୍ତି। ଦୁଇଟି ଶତକ ସହିତ ୩୬୮ ରନ୍ ସ୍କୋର କରି ରାହୁଲ କମଳା କ୍ୟାପ୍ ଦାବିରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପଞ୍ଜାବ କିଙ୍ଗ୍ସର ଶିଖର ଧାୱନ ମଧ୍ୟ କ୍ରମାଗତ ରନ୍ ସ୍କୋର କରି କମଳା କ୍ୟାପ୍ ଦୌଡରେ ଯୋଗ ଦେଇଛନ୍ତି। ସେ ୩୦୨ ରନ୍…

Read More

ରାଞ୍ଚି: ଦିନକୁ ଦିନ ବଢୁଥିବା ତାପମାତ୍ରା ହେତୁ ଥର୍ମୋମିଟରର ପାରଦ ଉଚ୍ଚତାକୁ ସ୍ପର୍ଶ କରୁଛି। ଏହା ସହିତ ଗ୍ରୀଷ୍ମ ପ୍ରବାହ ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି। ଏଥି ସହିତ ଦିନରେ ଅନେକ ରାଜ୍ୟରେ ଗରମ ପବନ ବହିବା କାରଣରୁ ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କ ସବୁଠାରୁ ବଡ ସମର୍ଥନ ହେଉଛି ବିଦ୍ୟୁତ୍। ଯାହାଫଳରେ ସେମାନେ ଘର ଭିତରେ ଚାଲୁଥିବା ଫ୍ୟାନ୍ ଏବଂ ଏସିରୁ ଆରାମ ପାଇପାରିବେ। କେତେକ ରାଜ୍ୟରେ ପାୱାର୍ କଟ୍ ଏକ ବଡ ସମସ୍ୟା, ଯେଉଁଥିପାଇଁ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ସାଧାରଣ ଲୋକମାନେ ଏହାର ସାମ୍ନା କରିବାକୁ ପଡୁଛି। ନିକଟରେ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ଏମଏସ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ଏକ ଟୁଇଟ୍ କରିଛନ୍ତି। ଯେଉଁଥିରେ ସେ ଝାଡଖଣ୍ଡରେ ବିଦ୍ୟୁତ୍ ସଙ୍କଟ ନେଇ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ, ସାକ୍ଷୀଙ୍କ ଏହି ଟୁଇଟ୍ ଦୀର୍ଘ ସମୟ ପରେ…

Read More

ନୂଆଦିଲ୍ଲୀ: ଭାରତ ଇତିହାସ ସୃଷ୍ଟି କରିଛି। ଏପ୍ରିଲ ୨୩ ତାରିଖରେ ଏକକାଳୀନ ସର୍ବାଧିକ ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଭାରତ ନାମ ପଞ୍ଜିକୃତ କରିଛି। ଏହି ଐତିହାସିକ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ସଂସ୍କୃତି ମନ୍ତ୍ରଣାଳୟ କହିଛି ଯେ, ବିହାରର ଭୋଜପୁର ଠାରେ ଅନୁଷ୍ଠିତ ‘ବୀର କୁଂୱର ସିଂ ବିଜୟୋତ୍ସବ’ କାର୍ଯ୍ୟକ୍ରମରେ ଭାରତ ଏକକାଳୀନ ୭୮ ହଜାର ୨୨୦ ପତାକା ଉତ୍ତୋଳନ କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପ୍ରବେଶ କରିଛି। ୱାର୍ଲ୍ଡ ରେକର୍ଡର ପ୍ରତିନିଧିମାନେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଶାରୀରିକ ପରିଚୟ ପାଇଁ ବ୍ୟାଣ୍ଡ ପିନ୍ଧିବାକୁ କୁହାଯାଇଥିଲା। ଗିନିଜ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ୍ ରେ କୁହାଯାଇଛି ଯେ, ‘ଭାରତରେ ଆଜାଦୀ କା ଅମୃତ ମହୋତ୍ସବ’ ପାଇଁ ଗୃହ ମନ୍ତ୍ରଣାଳୟ ଏବଂ ସଂସ୍କୃତି ମନ୍ତ୍ରଣାଳୟର ଏପ୍ରିଲ ୨୩ ତାରିଖ ୨୦୨୨ ଦିନ ବିହାରର ଜଗଦୀଶପୁରରେ ପତାକା ଉତ୍ତୋଳନ କରିବାରେ…

Read More

ଚାଣକ୍ୟନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ। ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ। ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ। ସେଥିପାଇଁ…

Read More

କନ୍ୟା:– ଆଜି କୈଣସି ଅଜ୍ଞାତ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅ ନାହିଁ। ବ୍ୟବସାୟୀମାନେ ଟଙ୍କା କାରବାର ପ୍ରତି ସତର୍କ ରହିବା ଉଚିତ ଏବଂ ଦୂର ଯାତ୍ରା ଠାରୁ ଦୂରେଇ ରହିବା ଉଚିତ୍। ସକାରାତ୍ମକ ହୁଅନ୍ତୁ, ସମସ୍ୟା ଶୀଘ୍ର ଦୂର ହୋଇଯିବ। ପିତାମାତାଙ୍କ ସହିତ ଆପଣଙ୍କର ଖୁସି ବାଣ୍ଟନ୍ତୁ। ଆଜି ଆପଣ ଏକାକୀ ଅନୁଭବ କରିବେ। ତୂଳା:– ଆଜି ଆପଣଙ୍କ ଶରୀରର ପ୍ରତିରୋଧ ଶକ୍ତି କମିଯାଇପାରେ । ଆପଣଙ୍କର ଉତ୍ସର୍ଗୀକୃତ ଏବଂ ଆତ୍ମବିଶ୍ୱାସ ସ୍ତର ଅଧିକ ହେବ। ଆଜି ଆପଣ ଆଶା କରିଥିବା ଅପେକ୍ଷା ଭଲ କରିବେ। ବ୍ୟକ୍ତିଗତ ଏବଂ ଗୋପନୀୟ ଥିବା ସୂଚନା ପ୍ରକାଶ କରନ୍ତୁ ନାହିଁ।

Read More