ଭୁବନେଶ୍ବର, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ବିଭିନ୍ନ ସମୟରେ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। ଏପରିକି ନବୀନଙ୍କ ପଦକ୍ଷେପକୁ ଜାତୀୟ ସ୍ତରରେ ବେଶ୍ ପ୍ରସଂଶା ମଧ୍ୟ କରାଯାଉଛି। ବର୍ତ୍ତମାନର ସଦ୍ୟତମ ଘଟଣା ଅନୁସାରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାଗଣା ଟିକା ଘୋଷଣା କରିବା ଘଟଣା ମଧ୍ୟ ଚର୍ଚ୍ଚାକୁ ଆସିଛି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମାଗଣା ଟିକା ଦେବା ଘୋଷଣା ପଛରେ ନବୀନଙ୍କ ପରାମର୍ଶ କାମ ଦେଇଛି। କାରଣ ହେଲା ଯେତେବେଳେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଟିକା କିଣିବା ପାଇଁ କ୍ଷମତା ଦେଲେ ସେତେବେଳେ ଓଡିଶା ଏହା ସଂଗ୍ରହ କରିବା ପାଇଁ ଗ୍ଲୋବାଲ ଟେଣ୍ଡର କଲା। ହେଲେ ବିଶ୍ବ ସ୍ତରରେ ଟିକାର ସମସ୍ୟା ଏବଂ ବିନା କେନ୍ଦ୍ରର ସହାୟତାରେ ଏହା ସମ୍ଭବ ହେଲା ନାହିଁ। ଦୁଇଥର ଟେଣ୍ଡର ପକ୍ରିୟା କରାଯାଇଥିଲେ ମଧ୍ୟ ତାହା ସଫଳ ହେଲା ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କେନ୍ଦ୍ରକୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ…
Author: Samikhsya Bureau
ଭୁବନେଶ୍ୱର: କିଛିଦିନ ଧରି ଖୋର୍ଦ୍ଧା ଜିଲ୍ଲାର କରୋନା ସଂକ୍ରାମଣ ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ହଜାରେ ଉପରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ଏବେ ହଜାର ତଳେ ରହୁଛି। ତାଜା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ନୂଆ ପଜେଡିଭ ସଂଖ୍ୟା ହେଲା ୮୫୩ । ସେହିପରି ଅନ୍ୟାନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଏହିପରି.. ଖୋର୍ଦ୍ଧା- ୮୫୩ ଅନୁଗୁଳର- ୩୮୫ ବାଲେଶ୍ୱରର- ୩୭୩ ବରଗଡ଼ ୯୯ ଭଦ୍ରକ ୩୭୦ ବଲାଙ୍ଗୀର ୭୭ ବୌଦ୍ଧ ୭୩ କଟକ ୩୪୯ ଦେବଗଡ଼ ୨୨ ଢେଙ୍କାନାଳ ୩୦୬ ଗଜପତି ୪୪ ଗଞ୍ଜାମ ୩୫ ଜଗତସିଂହପୁର ୨୩୨ ଯାଜପୁର ୪୩୧ ଝାରସୁଗୁଡ଼ା ୫୪ କଳାହାଣ୍ଡି ୫୩ କନ୍ଧମାଳ ୬୫ କେନ୍ଦ୍ରାପଡ଼ା ୨୩୫ କେନ୍ଦୁଝର ୧୩୦ କୋରାପୁଟ ୧୨୯ ମାଲକାନଗିରି ୧୧୬ ମୟୂରଭଞ୍ଜ ୨୬୧ ନବରଗଙ୍ଗପୁର ୧୭୪ ନୂଆପଡ଼ା ୩୭ ପୁରୀ ୨୪୧ ସମ୍ୱଲପୁର ୯୨ ସୋନପୁର ୭୭ ସୁନ୍ଦରଗଡ଼ ୧୧୩ ଷ୍ଟେଟ୍ ପୁଲରୁ ୧୪୫
ଭୁବନେଶ୍ୱର: ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ କାମ ଦେଉଛି। ଯାହାର ପ୍ରମାଣ ହେଉଛି ଲଗାତର ଭାବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୫ ହଜାର ୮୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୩ ହଜାର ୩୩୨ ଜଣ ଏବଂ ୨ ହଜାର ୫୬୪ ଲୋକାଲ ମାମଲା ରହିଛି । ଗତକାଲି ଏହି ସଂଖ୍ୟା ଥିଲା ୬ ହଜାର ୧୧୮ ଜଣ।
ମେଷ- ଛାତ୍ରଛାତ୍ରୀ ସଫଳତା ହାସଲ କରିବେ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। କ୍ଳାନ୍ତ ହୋଇଯିବ। ଟଙ୍କା ଗ୍ରହଣ ସହଜ ହେବ। ଶକ୍ତି ବୃଦ୍ଧି ପାଇବ। ପତି-ପତ୍ନୀଙ୍କ ଆର୍ଥିକ ପାର୍ଥକ୍ୟ ହୋଇପାରେ। ଆଶା କରାଯାଉଥିବା ଆଜିର ପରିସ୍ଥିତି କାର୍ଯ୍ୟରେ ଲାଗି ରହିବ। ପିଲାମାନଙ୍କର ଆଚରଣ ଉପରେ ନଜର ରଖନ୍ତୁ। ବୃଷ- ଖରାପ ଖବର ମିଳିପାରେ। ବକ୍ତବ୍ୟର ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। କାରବାରରେ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଉପର ଅଧିକାରୀ ଆପଣଙ୍କ ଆଚରଣ ଏବଂ ଦକ୍ଷତା ଦ୍ୱାରା ଉପକୃତ ହେବ। ପାରସ୍ପରିକ ଆଲୋଚନା ଲାଭଦାୟକ ହେବ। ମିଥୁନ- ଆପଣ କଠିନ ପରିଶ୍ରମର ଫଳ ପାଇବେ। ପ୍ରତିଷ୍ଠା ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ। ଏକ ଲାଭ ହେବ। ସୁଖ ରହିବ। ଯାନ କିଣିବାର ଆନନ୍ଦ ପାଇବେ। ସମ୍ପତ୍ତି କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିବାରରେ ସହଯୋଗର ପରିବେଶ ରହିବ। ବ୍ୟବସାୟ ଭଲ କରିବ। ପିଲାମାନଙ୍କୁ ଧ୍ୟାନ…
ଭୁବନେଶ୍ୱର, ରାଜ୍ୟ ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଲକ୍ଷ୍ୟ ରହିଥିବାବେଳେ ରାଜ୍ୟର ଉଦ୍ୟନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଚଳିତ ବୃକ୍ଷରୋପଣ ଋତୁରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଉନ୍ନତ ମାନର ଚାରା ପ୍ରସ୍ତୁତି ଓ ଯୋଗାଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଜ୍ୟରେ ଫଳ ଓ ପନିପରିବା ଚାଷ କରିବା ପାଇଁ ବ୍ୟାପକ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ବୃକ୍ଷରୋପଣ ନିମନ୍ତେ ଯୋଗାଇ ଦିଆଯାଉଥିବା ସବୁ ସାମଗ୍ରୀ ଯେପରି ସଠିକ୍ ସମୟରେ ଓ ସଠିକ୍ ମାନର ହୋଇଥିବ ତା’ର କଡ଼ାକଡ଼ି ତଦାରଖ କରିବା…
ତୂଳା– ତୁମେ ନିଶ୍ଚିତ ଥିବା ଟଙ୍କା ପାଇବ। ବ୍ୟବସାୟ ଯାତ୍ରା ସଫଳ ହେବ। ବିବାଦ କର ନାହିଁ। ବ୍ୟବସାୟ ଭଲ କରିବ। ବିବାହିତ ଜୀବନ ସୁଖଦ ହେବ । ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବ । ସାହିତ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆର୍ଥିକ ଯୋଗ ଶୁଭ ଅଟେ। ବିଛା- ଯୋଜନା ଫଳପ୍ରଦ ହେବ। ନୂତନ ଚୁକ୍ତିନାମା ହେବ। ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟ ଭଲ କରିବ। ବିନିଯୋଗ ଶୁଭ ହେବ । ଶୀଘ୍ର ଏବଂ ପଳାୟନ ସହିତ କାମ କରିବାର ପ୍ରବୃତ୍ତି ବନ୍ଦ କରନ୍ତୁ। ଜଣେ ଭଲ ବନ୍ଧୁଙ୍କୁ ଭେଟିବେ । ଶକ୍ତି ବୃଦ୍ଧି ହେବ । ପରିବାରରେ ସମ୍ମାନ ରହିବ
ମକର- ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରନିକ ରୋଗ ଦେଖାଦେଇପାରେ। ବକ୍ତବ୍ୟର ନିୟନ୍ତ୍ରଣ ନିଅ। ବ୍ୟବସାୟକୁ ବିସ୍ତାର କରିବା ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇବେ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । କୁମ୍ଭ- ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ସରକାରୀ ବାଧା ଦୂର ହେବ। ବ୍ୟବସାୟ ଭଲ କରିବ ହେଲେ ଶତ୍ରୁ ରହିବେ। କାର୍ଯ୍ୟରେ ଉପକୃତ ହେବେ। ଅତୀତର କାର୍ଯ୍ୟଗୁଡିକ ଏଡ଼ାଇବା ଉଚିତ ଯେହେତୁ ସେମାନେ ବିଫଳତାକୁ ସମାପ୍ତ କରନ୍ତି।
ସିଂହ- ସରକାରୀ ସହାୟତା ଉପଲବ୍ଧ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଅପ୍ରତ୍ୟାଶିତ ଲାଭ ହେବ। ଆଦୈ ବିବାଦରେ ପଶନ୍ତୁ ନାହିଁ। ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ବ୍ୟବସାୟ ଏବଂ ଚାକିରିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହେବେ। କନ୍ୟା- ଅପଚୟ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ। ଅନ୍ୟମାନଙ୍କୁ ବିଶ୍ୱାସ କର ନାହିଁ । ଧୈର୍ଯ୍ୟ ଧରନ୍ତୁ ପାରିବାରିକ ଜୀବନ ଭଲ ହେବ। ବନ୍ଦ ହୋଇପଡିଥିବା ଟଙ୍କା ମିଳିବ। ଶତ୍ରୁମାନେ ତୁମର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିବେ। ତେଣୁ ସାବଧାନ ରୁହନ୍ତୁ।
ମେଷ- ଛାତ୍ରଛାତ୍ରୀ ସଫଳତା ହାସଲ କରିବେ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। କ୍ଳାନ୍ତ ହୋଇଯିବ। ଟଙ୍କା ଗ୍ରହଣ ସହଜ ହେବ। ଶକ୍ତି ବୃଦ୍ଧି ପାଇବ। ପତି-ପତ୍ନୀଙ୍କ ଆର୍ଥିକ ପାର୍ଥକ୍ୟ ହୋଇପାରେ। ଆଶା କରାଯାଉଥିବା ଆଜିର ପରିସ୍ଥିତି କାର୍ଯ୍ୟରେ ଲାଗି ରହିବ। ପିଲାମାନଙ୍କର ଆଚରଣ ଉପରେ ନଜର ରଖନ୍ତୁ। କର୍କଟ- ଆପଣ ଉତ୍ସାହଜନକ ସୂଚନା ପାଇବେ। ଆତ୍ମ ସମ୍ମାନ ବୃଦ୍ଧି ପାଇବ। ପୁରୁଣା ବନ୍ଧୁମାନଙ୍କୁ ଦେଖା ହେବ। ବ୍ୟବସାୟ ଭଲ କରିବ। କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ବାଧାବିଘ୍ନ ହେତୁ ମନ ବିଚଳିତ ରହିବ। ବିବାଦକୁ ଏଡ଼ାଇବା ଉଚିତ୍। ଆର୍ଥିକ ଋଣରେ ଭାବେ ବାନ୍ଧି ହୋଇଯିବେ। ପୂର୍ବ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।
ଧନୁ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବ। ବରିଷ୍ଠ ନାଗରିକଙ୍କ ସମର୍ଥନ ରହିବ। କୋର୍ଟ କାର୍ଯ୍ୟ କରାଯିବ। ସେଠାରେ ସଫଳତା ହେବ। ଆୟ ଏବଂ ବ୍ୟୟ ମଧ୍ୟରେ ଏକ ସନ୍ତୁଳନ ରହିବ । କ୍ରୋଧ ଉପରେ ସଂଯମତା ଆବଶ୍ୟକ। ମୀନ- ସମ୍ପତ୍ତି କାର୍ଯ୍ୟରେ ଉପକୃତ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବ୍ୟବସାୟ ଭଲ କରିବ। ଖୁସି ହେବେ। ଖର୍ଚ୍ଚ ବୃଦ୍ଧି ଚିନ୍ତା କରିବ। ଶିଶୁ ରୋଜଗାରର ସମସ୍ୟାର ସମାଧାନ ସମ୍ଭବ। ବ୍ୟବସାୟ ଲାଭଦାୟକ ହେବ। ଶତ୍ରୁ ଦୂରେଇ ଯିବେ। ସମ୍ପର୍କୀୟଙ୍କୁ ଭେଟିବେ।
ବୃଷ- ଖରାପ ଖବର ମିଳିପାରେ। ବକ୍ତବ୍ୟର ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। କାରବାରରେ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଉପର ଅଧିକାରୀ ଆପଣଙ୍କ ଆଚରଣ ଏବଂ ଦକ୍ଷତା ଦ୍ୱାରା ଉପକୃତ ହେବ। ପାରସ୍ପରିକ ଆଲୋଚନା ଲାଭଦାୟକ ହେବ। ମିଥୁନ- ଆପଣ କଠିନ ପରିଶ୍ରମର ଫଳ ପାଇବେ। ପ୍ରତିଷ୍ଠା ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ। ଏକ ଲାଭ ହେବ। ସୁଖ ରହିବ। ଯାନ କିଣିବାର ଆନନ୍ଦ ପାଇବେ। ସମ୍ପତ୍ତି କାରବାରରେ ସତର୍କତା ବ୍ୟବହାର କରନ୍ତୁ।
ଭୁବନେଶ୍ବର, ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତି ନେଇଥିବା ବେଳେ ଗୋଟିଏ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଦିବସକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା 1-ଶାଲିମାର-ସିକନ୍ଦରାବାଦ୍-ଶାଲିମାର ବିଶେଷ ଟ୍ରେନ ୦୨୪୪୯/୦୨୪୫୦ ଶାଲିମାର-ସିକନ୍ଦରାବାଦ୍-ଶାଲିମଓର ସ୍ପେଶାଲ ଶାଲିମାରରୁ ୯ ଜୁନ୍ ରୁ ୩୦ ଜୁନ୍ ମଧ୍ୟରେ ବୁଧବାର ଦିନ ଅପରାହ୍ନ ୧୨ଘ.୨୦ମି.ରେ ଛାଡିବ । ଏହି ଟ୍ରେନ ସିକନ୍ଦରାବାଦ୍ ରୁ ୧୧ ଜୁନ୍ ରୁ ୨ ଜୁଲାଇ ୨୦୨୧ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ସକାଳ ୪ ଘଟିକାରେ ଛାଡିବ। ଏହି ଟ୍ରେନରେ ଉଭୟ ଦିଗରୁ ଶାଲିମାର ଏବଂ ସିକନ୍ଦରାବାଦ୍ ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ସୋମପେଟା, ପାଲାସା, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ। 2-ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ୦୨୪୬୯/୦୨୪୭୦ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ…
ଭୁବନେଶ୍ୱର: ଐତିହ୍ୟ ସହର ପୁରୁଣା ଭୁବନେଶ୍ବରର ବିକାଶ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି ଏକାମ୍ର ଯୋଜନା। ଏହି ଯୋଜନା ମାଧ୍ୟମରେ ପ୍ରଭୃ ଲିଙ୍ଗରାଜ ମନ୍ଦିର ସହିତ ବିଭିନ୍ନ ପ୍ରାଚୀନ ମନ୍ଦିରର ସୁରକ୍ଷା ପାଇଁ ମଧ୍ୟ ନିଆଯିବ ପଦକ୍ଷେପ। ଏହି ଯୋଜନା ଅନୁସାରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ୮୦ଏକର ଜମିର ହେବ ବିକାଶ। ଲିଙ୍ଗରାଜ ମନ୍ଦିର କଳାକୃତିର ସୁରକ୍ଷା ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦେଇ ସେହି କାର୍ଯ୍ୟଧାରକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ପରାମର୍ଶଦାତା କମିଟ ଗଠନ କରିଛନ୍ତି। ଏହି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଭୁବନେଶ୍ବର ଡିସିପି, ଦେବୋତ୍ତର କମିଶନର ଓ ଏଏସଆଇ ସୁପରିନ୍ଟେଣ୍ଡେଣ୍ଟ ସଦସ୍ୟ ରହିବେ । ବିଶିଷ୍ଠ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ସଦସ୍ୟ ଅଛନ୍ତି। ସେହିପରି କମିଟିରେ ୩ଜଣ ସେବାୟତ ମଧ୍ୟ ରହିବେ।…
ନୂଆଦିଲ୍ଲୀ, ଆସନ୍ତା ଦୀପାବଳି ବା ନଭେମ୍ବର ପର୍ଯ୍ୟନ୍ତା ଦେଶବାସୀଙ୍କୁ ମିଳିବ ମାଗଣା ରାସନ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କୁ ଏହି ମାଗଣ ରାସନ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଆଜି ଦେଶବାସୀଙ୍କୁ ଏକ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ବର୍ତ୍ତମାନ କରୋନା ସ୍ଥିତି ଏବଂ ବେରୋଜଗାରୀକୁ ନେଇ ଏହି ନିଷ୍ପତି ନିଆଯାଇଛି। ଏଥିରେ ପ୍ରାୟ 80 କୋଟି ହିତାଧିକାରୀ ଲାଭବାନ ହୋଇପାରିବେ। ଗତବର୍ଷ କରୋନା ସମୟରେ ମଧ୍ୟ ଏହିପରି ନିଷ୍ପତି ଗ୍ରହଣ କରାଯାଇଥିଲା। କାରଣ ଅନେକ ସ୍ଥାନରେ ଲକଡାଉ, ସର୍ଟଡାଉନ ଲାଗୁ ହୋଇଥିବାରୁ ଅନେକ କିଛି କାମଧନ୍ଦା ପାଇପାରି ନାହାଁନ୍ତି। ଦେଶର କେହି ଜଣେ ଭୋକିଲା ରହୁ ତାହା କେନ୍ଦ୍ର ସରକାର କେବେ ଚାହାଁନ୍ତି ନାହିଁ। ସେଥିପାଇଁ ଏହି ଯୋଜନାକୁ ପୁଣି ଥରେ ବୃଦ୍ଧି କରାଗଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ନୂଆଦିଲ୍ଲୀ, ବର୍ତ୍ତମାନ ସମୟରେ କୋଭିଡ ଟିକା ସମସ୍ତଙ୍କର ଆବଶ୍ୟକତା ରହିଛି। ଏହା ଲୋକଙ୍କ ପାଇଁ ଯେପରି ଆବଶ୍ୟକ ଦେଶ ପାଇଁ ମଧ୍ୟ ସେତିକି ଜରୁରୀ। ସେଥିପାଇଁ ସାରା ଦେଶର ଲୋକଙ୍କୁ ବର୍ତ୍ତମାନ ମାଗଣା ଟିକାକରଣ କରାଯିବ। ଆଜି ଦେଶବାସୀଙ୍କୁ ସମ୍ବୋଧୀତ କରି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଦୀର୍ଘ ଭାଷଣରେ ମୋଦି କହିଛନ୍ତି ଯେ,ଏଥିରେ ଧନି ଗରିବ କିଛି ବାଛ ବିଛାର କରାଯାଇ ନାହିଁ। ଟିକା ସାଧାରଣ ନାଗରିକର ଆବଶ୍ୟକତା ଥିବାରୁ ବର୍ତ୍ତମାନ ସାରା ଦେଶବାସୀ ଏହା ମାଗଣା ପାଇବେ। ତେବେ ପୂର୍ବରୁ ଓଡିଶା ସମେତ କେତେକ ରାଜ୍ୟ କୋଭିଡ ଟିକା ମାଗଣାରେ ପ୍ରଦାନ କରୁଥିଲେ। ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 18ରୁ 44 ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣା ଟିକା ପ୍ରଦାନ କରି ଆସୁଛନ୍ତି। ହେଲେ କେତେକ ରାଜ୍ୟର ଲୋକଙ୍କୁ ଏହା କିଣିବାକୁ ପଡୁଥିଲା। ଏପରିକି ଓଡିଶାରେ ମଧ୍ୟ ପ୍ରଥମେ ଟିକାକରଣ ବେଳେ 250 ଟଙ୍କା…
ଭୁବନେଶ୍ୱର, ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ ହୋଇଥିବା ନୂତନ ଷ୍ଟାର୍ଟଅପରେ ଅଭିନବ ଜ୍ଞାନକୌଶଳର ବିକଶିତ କରାଯାଇଛି । ଏହି ଧାରାରେ 5ଟି ନୂଆ ଉପକରଣ ବର୍ତ୍ତମାନ ବଜାର ପ୍ରବେଶ ଅପେକ୍ଷାରେ ରହିଛି। ସେଗୁଡିକ ହେଲା.. 1-ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ରକ୍ତ ଶୂନ୍ୟତା, ରକ୍ତ ସର୍କରାର ସ୍ଥିତି । ଏଥି ସହିତ ଯକୃତ, ଫୁସ୍ଫୁସ୍ ଓ ବୃକକ୍ରେ ରହିଥିବା ସମସ୍ୟା ମଧ୍ୟ ଜଣାପଡ଼ିବ । ତାହା ପୁଣି ଏକ ମିନିଟ୍ରୁ କମ୍ ସମୟ ମଧ୍ୟରେ । ଇଜି-ଆର୍ଏକ୍ସ ନାମକ ଯନ୍ତ୍ରପାତି ଉତ୍ପାଦନକାରୀ ଶିଳ୍ପସଂସ୍ଥା ଏହାକୁ ବଜାରରେ ଉପଲବ୍ଧ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହା ଶସ୍ତା ଓ ସହଜରେ ଉପଲବ୍ଧ ହୋଇପାରିବ । କୋଭିଡ୍-୧୯ ପରି ମହାମାରୀ ସମୟରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଅସ୍ୱାଭାବିକତା ଏବଂ କାମ କରିବା ବନ୍ଦ କରିଦେବା ଭଳି ସ୍ଥିତିରେ ତ୍ୱରିତ ଆକଳନ କରିହେବ । ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବା ବୟସ୍କ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 5ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ତେବେ ପ୍ରଧାନମନ୍ତ୍ରୀ କାହା ଉପରେ କହିବେ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ବର୍ତ୍ତମାନ କରୋନା ସ୍ଥିତି ନେଇ ସାରା ଦେଶରେ ଯେପରି ପରିସ୍ଥିତି ରହିଛି ସେ ଉପରେ ପ୍ରଧାନମନ୍ତ୍ରୀ କିଛି କହିବେ ବୋଲି ସମ୍ଭାବନା ରହିଛି।
ଭୁବନେଶ୍ବର, ଏ ବର୍ଷ ରଜ ମୁହଁ ଶୁଖେଇ ଦେଇଛି। କାରଣ ହେଉଛି କରୋନା ସଂକ୍ରାମଣ ଭୟରେ ସାରା ଓଡିଶା ଲକଡାଉନ। ଲକ ଡାଉନ ଖୋଲିବ 17 ତାରିଖରେ। ହେଲେ ରଜ ଆରମ୍ଭ ହେଉଛି 14 ତାରିଖରେ ଏବଂ ଶେଷ ହେଉଛି 16 ତାରିଖରେ। ଫଳରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରଜ ସଜ ମଉଜ ସବୁ ଫିକା ପଡିଯାଇଛି। ତେବେ ଲକ ଡାଉନ ମଧ୍ୟରେ ମଧ୍ୟ ଆପଣ ଏହି ଗଣପର୍ବକୁ ପାଳନ କରିପାରିବେ। କାରଣ ହେଲା ଏହି ପର୍ବର ଅନେକ ନିତି ରହଛି ଯାହା ଘରେ ରହି ପାଳନ କରି ହେବ। ମୁଖ୍ୟତଃ ରଜ ଖୋଲା ପଡିଆରେ, ଆମ୍ବ ତୋଟାରେ କିମ୍ବା ବଗିଚାରେ ପାଳନର ମଜା ନିଆରା। କିନ୍ତୁ ପ୍ରଥମେ ନିଜର ସ୍ବାସ୍ଥ୍ୟ କଥା ଦେଖିବା ଦରକାର। ପରେ ବିଭିନ୍ନ ଉତ୍ସବ ମହୋତ୍ସବ ପାଳନ କଥା ଚିନ୍ତା କରାଯିବ। ଆସନ୍ତୁ ଜାଣିବା ଏହି ଲକଡାଉନରେ କେମିତି ଘରେ ରହି ପାଳନ…
Solar Eclipse 2021, ଜୁନ 10 ତାରିଖ ଗୁରୁବାର ଦିନ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ସଂଗଠିତ ହେବାକୁ ଯାଉଛି। ହିନ୍ଦୁ ମାସ ଅନୁଯାୟୀ, ଏହି ସୂର୍ଯ୍ୟ ପରାଗ ଅମାବାସ୍ୟା ଦିନ ଘଟିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଗ୍ରହଣର 12 ଘଣ୍ଟା ପୂର୍ବରୁ ଏହାର ପାଳନ ଅବଧି ଆରମ୍ଭ ହୁଏ। ଆସନ୍ତୁ ଜାଣିବା ଏହି ଅବଧିରେ କେଉଁ ବସ୍ତୁ ଉପରେ ଏହାର ପ୍ରଭାବ ଅଛି। 1- ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟ ଗ୍ରହଣ ସମୟରେ ଏହାର ଜଳ ଉପରେ ଏହାର ପ୍ରଭାବ ପଡିଥାଏ। ଯାହାର ପ୍ରମାଣ ହେଲା ଏହି ଗ୍ରହଣ ସମୟରେ ସମୁଦ୍ରରେ ଅଧିକ ଜୁଆର ସୃଷ୍ଟି ହୋଇଥାଏ। ସେଥିପାଇଁ ପାଣି ପିଇବା ବେଳେ ସେଥିରେ ତୁଳସୀ ପତ୍ର ମିଶାଇ ପାନ କରିବା ଉଚିତ। 2- ଏହା ମଧ୍ୟ ବିଶ୍ବାସ କରାଯାଏ ଯେ ଖାଦ୍ୟ ଉପରେ ଗ୍ରହଣର ପ୍ରଭାବ ରହିଛି, ସେଥିପାଇଁ ଗ୍ରହଣ ଶେଷ ହେବା…
କନ୍ଦର୍ପ ବେହେରା ରେଢାଖୋଲ: ପ୍ରେମ ମାନେନା ବାଧା ବନ୍ଧନ। ପ୍ରେମ ହିଁ ଜୀବନ। ଏଇ ପ୍ରେମ ପାଇଁ କିଏ ପାଗଳ ହୋଇ ଯାଇଛି ତ ଆଉ କାର ଜୀବନ ଯାଉଛି। ଏଇ ପ୍ରେମ ପାଇଁ ଆଉ କେହି ଜେଲ ଯାଉଛି। ଏଇ ପ୍ରେମ କିନ୍ତୁ ଅଲଗା ପ୍ରଥମ ପ୍ରେମିକା ପତ୍ନୀକୁ ପ୍ରତାରଣା କରି ଅନ୍ୟତ୍ର ବିବାହ କରି ଶେଷରେ ଜେଲ ଯିବା ଭଳି ଘଟଣା ନାକଟିଦେଉଳ ଅଂଚଳରେ ବେଶ୍ ଚାଂଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଦେବଗଡ ଜିଲ୍ଲା ରିଆମାଳ ଥାନା ଟୁହିଲାମାଳ ଗ୍ରାମର ନୀଳାବତୀ ମାଟିଆରୀ (୩୦)ନାମକ ଜନୈକା ଯୁବତୀ ଦେବଗଡ ନିଯୁକ୍ତିମେଳା ରେ ମନୋନୀତ ହୋଇ ଗୁଜୁରାଟ ରେ ଜିଏଚ୍ସିଏଲ୍ ନାମକ କଂପାନୀରେ ୨୦୧୫ ରେ ନିଯୁକ୍ତି ପାଇଥିଲେ। ନାକଟିଦେଉଳ ଥାନା ସରାପାଲି ପଂଚାୟତ ମାରଓାଡିମୁଣ୍ଡା ଗ୍ରାମର ସୁଧାଂଶୁ ଶେଖର ରାଉଳ ନାମକ (୩୨) ଯୁବକ ନୀଳାବତୀକୁ ଗୁଜୁରାଟରେ କାମ କରିବାକୁ ପଚାରିବାରୁ ନୀଳାବତୀ ହଁ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏକ ଟିକାକେନ୍ଦ୍ରରେ ସରପଞ୍ଚଙ୍କୁ ଆକ୍ରମଣ ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ବିଭିନ୍ନ ମହଲରୁ ନିନ୍ଦାର ସୁଅ ଛୁଟୁଥିବା ବେଳେ ସରପଞ୍ଚଙ୍କୁ ସମର୍ଥନ ମିଳୁଥିବା ସୂଚନା ମିଳିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ। ଅଭିଯୋଗ ଅନୁଯାୟୀ ଉକ୍ତ ପଞ୍ଚାୟତର ପଙ୍କପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୃଙ୍ଖଳିତ ଭାବରେ ଲୋକମାନଙ୍କୁ ଟିକା ପ୍ରଦାନ କରାଯିବା ନିମନ୍ତେ ବ୍ଲକ ପକ୍ଷରୁ ସରପଞ୍ଚ ମିନାକ୍ଷୀ ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସରପଞ୍ଚଙ୍କ ସୁବନ୍ଦୋବସ୍ତ ମଧ୍ୟରେ ଟିକା ପ୍ରଦାନ କରାଯାଉଥିବା ବେଳେ ନିଜକୁ ସମାଜସେବୀ ବୋଲି କହୁଥିବା ସ୍ନେହମୟୀ ଆଚାର୍ଯ୍ୟ ନାମକ ମହିଳା ୨ଦିନ ହେବ ଟିକା କେନ୍ଦ୍ରରେ ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରୁଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏଥିସହିତ ଶୁକ୍ରବାର ଦିନ ସକାଳୁ ଉକ୍ତ ମହିଳା ଜଣକ ଟିକା କେନ୍ଦ୍ରରେ ପହଞ୍ଚି କୌଣସି ସୂତ୍ରରୁ ଟିକା ନେବା ପାଇଁ…

