Author: Samikhsya Bureau

କେଦାର ମିଶ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବହୁ ଚର୍ଚ୍ଚିତ ଗୁଜରାଟ ଗସ୍ତ ସରିଛି। ମାତ୍ର ୨-୩ ଘଣ୍ଟାର ଅହମଦାବାଦ ରହଣି କାଳରେ ଟ୍ରମ୍ଫ ସାବରମତି ଆଶ୍ରମ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବାପୁଙ୍କ ଚରଖାକୁ ଛୁଇଁ ପୁଲକିତ ହୋଇଛନ୍ତି। ତେବେ ତାଙ୍କୁ ତାଙ୍କର ବିଶେଷ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ କୋଟିଏ ଲୋକଙ୍କ ସମ୍ବର୍ଦ୍ଧନାର ପ୍ରତିଶ୍ରୁତି ଦେଇଥିଲେ, ତାହା କେତେଦୂର ସତ ବା ମିଛ ହେଲା, ସେ କଥା ଆମେ କହିପାରିବା ନାହିଁ! ତେବେ ଅହମଦାବାଦର ମୁଖ୍ୟ ଉତ୍ସବ ସ୍ଥଳ ମୋଟେରା ଷ୍ଟାଡିୟମରେ ରାଷ୍ଟ୍ରପତି ଟ୍ରମ୍ଫ ଯାହା କହିଲେ, ସେଥିରେ ବେଶ ମାପଚୁପ କୂଟନୀତିର ଭାଷା ହିଁ ରହିଥିଲା। ଟ୍ରମ୍ପଙ୍କର ଯେଉଁ “ରକଷ୍ଟାର” ଭାଷଣ କଥା କେହି କେହି ଆଶା କରୁଥିଲେ, ସେମିତି କିଛି ନଥିଲା। ଜଣେ ରାଷ୍ଟ୍ରମୁଖ୍ୟ ଭାବରେ ଆଉ ଏକ ରାଷ୍ଟ୍ରରେ ସେ ଯେତିକି କହିବା କଥା, ଯେମିତି କହିବା କଥା…

Read More

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତରେ ପହଁଚିବା ପରେ ତାଙ୍କୁ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା। ଅହମ୍ମଦାବାଦର ସର୍ଦ୍ଧାର ପଟେଲ ଷ୍ଟାଡିୟମରେ ତାଙ୍କୁ ଦିଆଯାଇଛି ଭାରତବାସୀଙ୍କ ତରଫରୁ କରାଯାଇଛି ବିପୁଳ ସ୍ବାଗତ। ତା ପ୍ରତି ବଦଳରେ ଟ୍ରମ୍ପଙ୍କ ଭାରତବାସୀଙ୍କ ପ୍ରତି କେତେ ଆଗ୍ରହ ଏହି ଫଟୋ ହେଉଛି ତାହାର ପ୍ରମାଣ

Read More

ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ସିଏଏ ବିରୋଧୀ ହିଂସାକାଣ୍ଡ ଏବଂ ପୋଡାଜଳା ସଙ୍ଗଠିତ ହୋଇଛି । 24 ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଦିଲ୍ଲୀରେ ଦ୍ବିତୀୟ ଥର ପାଇଁ ହିଂସାକାଣ୍ଡ ଘଟିଛି । ଦିଲ୍ଲୀର କବୀର ନଗର ଅଞ୍ଚଳ ଏବଂ ମୌଜପୁର ମେଟ୍ରୋ ଷ୍ଟେସନ୍‌ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି । ଏହା ସହିତ ଉକ୍ତ ଭିଡିଓରେ ଆକ୍ରମଣକାରୀ ମାନେ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ଆକ୍ରମଣକାରୀଙ୍କ ଉପରକୁ ପୋଲିସ୍‌ ପକ୍ଷରୁ ଲାଠିଚାଳନା କରାଯାଇଥିବା ବେଳେ ଆକ୍ରମଣକାରୀଙ୍କ ପକ୍ଷରୁ ଏକ ଅଟୋରେ ନିଆଁ ଲଗାଇ ଦିଆଯାଇଥିଲା । (ଏଜେନ୍ସି)

Read More

ନୂଆଦିଲ୍ଲୀ : ବଲିଉଡ୍‌ର ରୋମାଣ୍ଟିକ୍‌ କପଲ୍‌ ବିପାଶା ବସୁ ଓ କରନ୍‌ ସିଂ ଗ୍ରୋଭର୍‌ ଏବେ ମାଲ୍ଦୀପ୍‌ରେ ଛୁଟି ମନାଉଛନ୍ତି। ଗତକାଲି କରନ୍‌ଙ୍କ ଜନ୍ମଦିନ ଅବସରରେ ଏହି ଦୁଇ ସେଲିବ୍ରିଟି ସେଲିବ୍ରେଟ୍‌ କରୁଥିବାର ନଜର ଆସିଥିଲେ। ଇନଷ୍ଟାଗ୍ରାମ୍‌ରେ ବିପାଶା ସ୍ବାମୀଙ୍କ ଛୁଟି ମନାଉଥିବାର ଫଟୋ ସେୟାର କରିଛନ୍ତି । ଫଟୋରେ ଦୁହେଁ ସୁମିଂ ପୁଲ୍‌ରେ ମସ୍ତି କରୁଥିବାର ନଜର ଆସିଛନ୍ତି । ଏହି ଅବସରରେ ଦୁହେଁ ରୋମାଣ୍ଟିକ୍‌ ପୋଜ୍‌ ଦେଉଥିବାର ନଜର ଆସିଥିଲେ। ଏକ ଫଟୋରେ ଦୁହେଁ ଦୁହିଁଙ୍କୁ ଲିପ୍‌ କିସ୍‌ କରୁଥିବାବେଳେ ଏହି ଫଟୋଟି ବେଶ୍‌ ଭାଇରାଲ୍‌ ହୋଇଛି । ସୁଇମିଂ ପୁଲ୍‌ରେ ବ୍ଲାକ୍‌ ବିକିନୀ ସହିତ ସନ୍‌ଗ୍ଲାସ୍‌ରେ ବିପାଶା ବେଶ୍‌ ଷ୍ଟନିଂ ଅବତାରରେ ନଜର ଆସିଥିବାବେଳେ କରନ୍‌ ବିନା ସାର୍ଟରେ ନଜର ଆସିଥିଲେ । ସୁଇମ୍‌ ପୁଲ୍‌ରେ ଫ୍ଲୋଟିଂ ଅବସରରେ ଦୁହେଁ ବ୍ରେକ୍‌ଫାଷ୍ଟ ମଧ୍ୟ କରିଥିଲେ । ଏହି ଯୋଡି ଇନ୍‌ଷ୍ଟା ଷ୍ଟୋରୀରେ ଫ୍ଲୋଟିଂ ବ୍ରେକ୍‌ଫାଷ୍ଟ କରୁଥିବାର ଏକ…

Read More

ଅହମଦାବାଦ : ଭାରତ ଗସ୍ତରେ ରହିଥିବା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ନବ ନିର୍ମିତ ମୋଟେରା ଷ୍ଟାଡିୟମରେ 1 ଲକ୍ଷ 25 ଲୋକଙ୍କ ଉପସ୍ଥିତିରେ ଟ୍ରମ୍ପ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଇସଲାମିକ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଉଭୟ ଭାରତ ଏବଂ ଆମେରିକା ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି । ଉଭୟ ରାଷ୍ଟ୍ର ଇସ୍‌ଲାମିକ ଆତଙ୍କବାଦ ଦ୍ବାରା ଗଭୀର ଭାବରେ ପ୍ରଭାବିତ । ଇସ୍‌ଲାମିକ ଆତଙ୍କବାଦ କବଳରୁ ଦେଶବାସୀଙ୍କୁ ଉଦ୍ଧାର କରିବା ଉଭୟ ରାଷ୍ଟ୍ରର ପ୍ରାଥମିକତା ଏବଂ ଦୁଇ ରାଷ୍ଟ୍ର ମିଳିତ ଭାବରେ ଆତଙ୍କବାଦର ମୁକାବିଲା କରିବେ ବୋଲି ଟ୍ରମ୍ପ ପ୍ରକାଶ କରିଥିଲେ । ଭାରତ ଏବଂ ଆମେରିକାର ଭାଗିଦାରୀ କୌଣସି ସାଧାରଣ ଭାଗିଦାରୀ ନୁହେଁ ବରଂ ବନ୍ଧୁତାରେ ପରିଣତ ହୋଇଛି ବୋଲି ନିଜ ଅଭିଭାଷଣରେ ଟ୍ରମ୍ପ ପ୍ରକାଶ କରିଥିଲେ । ଏହା ସହିତ ଭାରତ ଏବଂ…

Read More

କୃଷ୍ଣଚନ୍ଦ୍ର ସୁଆଁସିଆ  ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟଠାରେ ଭାରତ ସରକାରଙ୍କ ଯୁବ କ୍ରୀଡା ଓ ବ୍ୟାପାର ଅଧିନ ନେହେରୁ ଯୁବ କେନ୍ଦ୍ର ଓ ଟ୍ରି ଫାଉଣ୍ଡେସନ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅର୍ଥନୀତି ଅଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ପରିଡା ଯୋଗ ଦେଇ ଯୁବପିଢ଼ି ସଚେତନ ହୋଇ ପରିବେଶର କିଭଳି ସୁରକ୍ଷା କରିବେ ତାହା ଆଲୋକପାତ କରିଥିଲେ ଏବଂ ମୁଖ୍ୟ ବକ୍ତା ବିଜୁ ପଟ୍ଟନାୟକ କଲେଜର ଅଧକ୍ଷ ଶ୍ରୀ ଗୌରହରି ବିଷୋୟୀ ଯୁବସମାଜକୁ ଶିକ୍ଷା ହିଁ ଉନ୍ନତିର ମୂଳମନ୍ତ୍ର ବୋଲି ଉଦବୋଧନ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଶ୍ରୀ ସିଦ୍ଧାର୍ଥ ସାହୁ,ଅରୁଣ କୁମାର ପ୍ରଧାନ,ଏସ୍ ବାଲାଜୀ ପାତ୍ର, ବୁନା ସ୍ୱାଇଁ ପ୍ରମୁଖ ଯୋଗଦେଇ ସମାଜ ପ୍ରତି ଯୁବପିଢ଼ିର ଭୂମିକା କଣ ରହିଛି ଆଲୋକପାତ କରିଥିଲେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ପଞ୍ଚମ କାର୍ଯ୍ୟକାଳରେ ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି। ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି। ଦୁର୍ନୀତି ବିରୁଦ୍ଧରେ ତାଙ୍କ କଡା କାର୍ଯ୍ୟନୁଷ୍ଠାନ ଅଂଶ ସ୍ବରୂପ ମୁଖ୍ୟମନ୍ତ୍ରୀ ଆଜି 6ଜଣ ଅଧିକାରୀଙ୍କ ପେନସନ୍‌ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଗତ ଅଗଷ୍ଟ ମାସରୁ ଏ ପର୍ଯ୍ୟନ୍ତ ୭୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବାବେଳେ ୧୫ ଜଣଙ୍କ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଆଜି ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଲାଞ୍ଚୁଆ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ଓବିସିସିର ପୂର୍ବତନ ଯନ୍ତ୍ରୀ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବଜେନ୍ଦ୍ର ନାରାୟଣ, ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର୍‌ ଅରୁଣ ଚରଣ ପରିଡା,…

Read More

ବେଜିଂ : କୋରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 2592କୁ ବୃଦ୍ଧି ପାଇଛି । ରବିବାର 150 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 409ଟି ନୂତନ ମାମଲା ପଞ୍ଜୀକୃତ ହୋଇଛି । ଚୀନ୍‌ ଏବଂ ଜାପାନରେ ଏହି ଭାଇରସ୍‌ ତାଣ୍ଡବ ମଚାଇଥିବା ବେଳେ ଦକ୍ଷିଣ କୋରିଆରେ ଏହି ଭାଇରସ୍‌ ନିଜର ପ୍ରଭାବ ବିସ୍ତାର କରୁଛି । ରବିବାର ଦକ୍ଷିଣ କୋରିଆରେ ନୂତନ ଭାବରେ 161 ଜଣ ଆକ୍ରାନ୍ତ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 763ରେ ପହଞ୍ଚିଛି । ସୋମବାର ମିଳିଥିବା ସୂଚନା ଅନୁଯାୟୀ ଚୀନ୍‌ରେ ବର୍ତ୍ତମାନ ସୁଦ୍ଧା 77 ହଜାର ବ୍ୟକ୍ତି ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସେହିପରି ଇରାନ୍‌ରେ ବର୍ତ୍ତମାନ ସୁଦ୍ଧା 43 ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । (ଏଜେନ୍ସି)

Read More

ଅହାମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦ୍ବିଦିବସୀୟ ଭାରତ ଗ୍ରସ୍ତ ଅବସରରେ ଆଜି ଭାରତରେ ପହଞ୍ଚିଛନ୍ତି । ଆଜି ଅହମଦାବାଦସ୍ଥିତ ମୋଟରା ଷ୍ଟାଡିୟମ୍‌ଠାରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଯୋଗଦାନ କରି ଭାରତବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଟ୍ରମ୍ପ୍‌ ଭାରତୀୟ ଫିଲ୍ମର ଉଲ୍ଲେଖ କରିଛନ୍ତି । ଭାରତ ପ୍ରତ୍ୟେକ ବର୍ଷ ପାଖାପାଖି ଦୁଇ ଶହ ଫିଲ୍ମ ନିର୍ମାଣ କରୁଛି ବୋଲି କହିଥିଲେ ଟ୍ରମ୍ପ୍‌ । ଫିଲ୍ମଗୁଡିକରେ ଭାଙ୍ଗଡା ଓ ସଙ୍ଗୀତ ଶ୍ରେଷ୍ଠ ରହିଥାଏ ବୋଲି ଟ୍ରମ୍ପ୍‌ କହିଛନ୍ତି । ଏହି ଅବସରରେ ବଲିଉଡ୍‌ ଫିଲ୍ମ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଜାଏଙ୍ଗେ’ ଓ ‘ଶୋଲେ’ର ପ୍ରଶଂସା କରିଛନ୍ତି ।  ସେହିପରି ଟ୍ରମ୍ପ୍‌ ଭାରତୀୟ କ୍ରିକେଟ ତାରକା ସଚିନ୍‌ ତେନ୍ଦୁଲ୍‌କର୍‌ ଓ ବିରାଟ କୋହଲିଙ୍କ ନାମ ମଧ୍ୟ ନେଇଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଡୋନାଲ୍ଡ ଟ୍ରମ୍ପ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ’ର ପ୍ରଶଂସା…

Read More

ଓ୍ବେଲିଂଟନ୍‌ : ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ପରାଜିତ ହେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭାରତୀୟ ଦଳର ସମର୍ଥକ ମାନେ ଯଦି ଗୋଟିଏ ପରାଜୟ ପରେ ହତୋତ୍ସାହିତ ହୋଇ ଦଳକୁ ସମାଲୋଚନା କରିବା ଆରମ୍ଭ କରିବେ ତେବେ ଏହା କ୍ରିକେଟ ପାଇଁ ଶୁଭ ସୂଚନା ନୁହେଁ । ପରାଜୟକୁ ସମର୍ଥକ ମାନେ ସକରାତ୍ମକ ଭାବରେ ଗ୍ରହଣ କରିବା ଉଚିତ୍‌ ବୋଲି କୋହ୍‌ଲି ପ୍ରକାଶ କରିଛନ୍ତି । ପ୍ରଥମ ଟେଷ୍ଟରେ ଘରୋଇ ନ୍ୟୁଜିଲ୍ୟାଣ୍ଡ ଶୋଚନୀୟ ଭାବରେ ଭାରତକୁ 10 ଓ୍ବିକେଟରେ ପରାସ୍ତ କରିଥିଲା । ଅଧିନାୟକ ବିରାଟ୍‌ କୋହଲିଙ୍କ ସମେତ ଟପ୍‌ ଏବଂ ମିଡିଲ ଅର୍ଡର ବିଫଳ ହେବା କାରଣରୁ ଭାରତ ଏହି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲା । ଏହି ପରାଜୟ ସହିତ ଟେଷ୍ଟ ଚାମ୍ପିୟନ୍‌ସିପ୍‌ରେ ଭାରତ ପ୍ରଥମ ପରାଜୟ ବରଣ କରିଥିଲା । ବିଜୟ ଏବଂ ପରାଜୟ କ୍ରିକେଟର ଏକ ଅଂଶ । ତେଣୁ ଏହାକୁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ବାଣପୁର ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଜୁନିଅର ମହାବିଦ୍ୟାଳୟଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦ୍ୱାରା ଏକ ସ୍ଵଚ୍ଛ  କ୍ୟାମ୍ପସ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଏବିଭିପି କ୍ୟାମ୍ପସ ୟୁନିଟ ସଭାପତି ସୁଜିତ ଜେନା ଓ ସମ୍ପାଦକ ଦୀପକ ବେହେରାଙ୍କ ନେତୃତ୍ୱରେ ଉକ୍ତ ଅଭିଯାନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ। ଅଧ୍ୟକ୍ଷଙ୍କ ସହିତ ଶିକ୍ଷା ବିଭାଗ ଅଧ୍ୟାପକ ନୀଳମଣି ଘଡ଼ାଇ, କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଓ  ବରିଷ୍ଠ କିରାଣୀ ବସନ୍ତ ଛାଟୋଇ ଉକ୍ତ ଅଭିଯାନରେ ଭାଗନେଇ ଛାତ୍ର ଛାତ୍ରୀଙ୍କ ସହ ମହାବିଦ୍ୟାଳୟ କ୍ୟାମ୍ପସ ପରିସର ସଫା କରିଥିଲେ। ବିଦ୍ୟାର୍ଥୀ ପରିଷଦ ସଦାବେଳେ ଶିକ୍ଷା ସମସ୍ୟାକୁ ଗୁରୁତ୍ୱ ଦେଇ ଆସୁଛି ଓ ସାମାଜିକ ସମସ୍ୟାକୁ ଦୂର କରିବା କ୍ଷେତ୍ରରେ କାମ କରିବା ସହ କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ରକ୍ଷା, ଶୈକ୍ଷିକ ବାତାବରଣ ବଜାୟ ରଖିବା ଓ କ୍ୟାମ୍ପସର ସ୍ୱଚ୍ଛତାକୁ ଗୁରୁତ୍ୱ…

Read More

ପ୍ରଭୁକଲ୍ୟାଣ ମହାପାତ୍ର ଦେଶକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ଲାଗି ଭାରତବାସୀ କେବଳ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରୁଥିବାବେଳେ ଓଡ଼ିଶାବାସୀଙ୍କୁ ସେତେବେଳେ ଏକକାଳୀନ ଦୁଇଟି ଯୁଦ୍ଧ ଲଢିବାକୁ ପଡିଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛି, ଦେଶ ମାତୃକାର, ସ୍ବାଧୀନତା ସକାଶେ ବ୍ରିଟିଶ୍‌ ସରକାର ବିରୁଦ୍ଧରେ ଏବଂ ଅନ୍ୟଟି ସ୍ବତନ୍ତ୍ର ରାଜ୍ୟ ଗଠନ ନିମନ୍ତେ । ‘ଓଡିଆ ଏକ୍‌ଟା ଭାଷା ନଏଁ’ ବୋଲି ପଡୋଶୀ ରାଜ୍ୟରୁ ସେତେବେଳେ ଜୋରଦାର୍‌ ଆବାଜ୍‌ ଉଠିଥିଲା। ତେଣୁ ଓଡ଼ିଆ ଭାଷାକୁ ବଞ୍ଚାଇବା ସହିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା ଓଡ଼ିଶାବାସୀଙ୍କ ଲାଗି ମୁଖ୍ୟ କର୍ତ୍ତବ୍ୟରେ ପରିଣତ ହୋଇଥିଲା । ଫଳରେ ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ଭଳି ଯଶସ୍ବୀ ସାରସ୍ବତ ସାଧକ ଶାଣିତ ଲେଖନୀ ଚାଳନା କରି ଓଡ଼ିଆ ଭାଷାର…

Read More

କୁଆଲାଲାମ୍ପୁର : ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଫେବୃୟାରୀ 24 ତାରିଖ ସୋମବାର ଦିନ ମାଲେସିଆ ପ୍ରଧାନମନ୍ତ୍ରୀ ରାଜାଙ୍କୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଦେଶରେ ରାଜନୈତିକ ଅସ୍ଥିରତା କାରଣରୁ ମହାଥିର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ନିର୍ବାଚନକୁ ଦୁଇ ବର୍ଷ ପୂରିବା ପୂର୍ବରୁ ମହାଥିରଙ୍କ ସହଯୋଗୀ ମାନେ ବିରୋଧୀ ଦଳଙ୍କ ସହିତ ହାତ ମିଳାଇଥିଲେ । ମହାଥୀରଙ୍କ ଦଳର କିଛି କ୍ୟାବିନେଟ ସଦସ୍ୟ ଅନଓ୍ବର ଇବ୍ରାହିମ୍‌ଙ୍କ ସହିତ ହାତ ମିଳାଇଥିବା ବେଳେ ମହାଥିରଙ୍କ ଅନୁଗାମୀ ମାନେ ତାଙ୍କ ସହିତ ଦଳ ପରିତ୍ୟାଗ କରିଛନ୍ତି । ମହାଥିରଙ୍କ ସହିତ 11 ଜଣ କ୍ୟାବିନେଟ ମନ୍ତ୍ରୀ ଦଳ ଛାଡିଛନ୍ତି ।

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ ହୋଇଛନ୍ତି ରାମବୀର ସିଂ ବିଧୂରୀ । ସୋମବାର ବିଧୂରୀଙ୍କୁ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ କରାଯାଇଛି । ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ଏକ ବୈଠକ କରାଯାଇ ସୋମବାର ଦିନ ସର୍ବସମ୍ମତି କ୍ରମେ ବିଧୂରୀଙ୍କୁ ବିରେଧୀ ଦଳର ନେତା ଭାବେ ଚୟନ କରାଯାଇଛି । ବଦରପୁରରୁ ବିଜେପିର ବିଧାୟକ ରହିଥିବା ବିଧୂରୀଙ୍କୁ ସୋମବାର ସକାଳ 10ଟା ସମୟରେ ନିର୍ବାଚିତ କରାଯାଇଛି । ବିଜେପିରେ ଯୋଗ ଦେବା ପୂର୍ବରୁ ଏବିଭିପିର ସଦସ୍ୟ ରହିଥିବା ବିଧୂରୀ 2015 ଦିଲ୍ଲୀ ନିର୍ବାଚନରେ ପରାଜିତ ହୋଇଥିଲେ । 2012ରେ ବିଜେପିରେ ଯୋଗ ଦେଇଥିବା ଗୁଜ୍ଜର ସମ୍ପ୍ରଦାୟର ନେତା ବିଧୂରୀ 2013ରେ ପ୍ରଥମ ଥର ବିଧାନସଭାରେ ପ୍ରବେଶ କରିଥିଲେ । (ଏଜେନ୍ସି)

Read More

ଅହମ୍ମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତରେ ପହଞ୍ଚିଲେ। ଗୁଜୁରାଟର ଅହମଦାବାଦ ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ପରିବାର। ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ଓ୍ବାନ୍‌’ରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି। ଟ୍ରମ୍ପ୍‌ଙ୍କ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତ ରହିଛି ଅହମ୍ମଦାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍‌ଙ୍କ ସ୍ବାଗତ ପାଇଁ ଅହମଦାବାଦଠାରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବେ ମୋଦି। ଏୟାରପୋର୍ଟରୁ ମୋଟରା ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଦୁଇ ନେତା 22 କିମି ରୋଡ୍‌ ଶୋ’ କରିବେ। ଏହି ଅବସରରେ ସାବରମତୀ ଆଶ୍ରମରେ କିଛି ସମୟ ରହିବେ ଦୁଇ ନେତା। ଏଠାରେ ରାଷ୍ଟ୍ରପିତା ମହତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌।

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: ଏରସମାବ୍ଳକ ଅନ୍ତର୍ଗତ ତ୍ରିଲୋଚନପୁର-ଢିଙ୍କିଆ କଂକ୍ରିଟ ରୋଡ଼ର ଶିଳାନ୍ୟାସ ଉତ୍ସବ ଗତକାଲି ତ୍ରିଲୋଚନପୁରଠାରେ ଅନୁଷ୍ଠିତ ହୋଇ ଯାଇଛି। ଢିଙ୍କିଆ ପଂଚାୟତର ସରପଂଚ କିଶୋର କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ରାସ୍ତାର ଶିଳାନ୍ୟାସ କରିଥିଲେ। ଅନ୍ୟତମ ଅତିଥିଭାବେ ଜଗତସିଂହପୁର ସାଂସଦ ଡ଼ାକ୍ତର ରାଜଶ୍ରୀ ମଲ୍ଲିକ ଯୋଗଦେଇ ରାସ୍ତା ଶିଳାନ୍ୟାସ ଉତ୍ସବରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମନ୍ତ୍ରୀ ଏବଂ ସାଂସଦ ସେମାନଙ୍କ ବକ୍ତବ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏବେ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ତ୍ୱରାନ୍ୱିତ ହେଉଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ରାଜ୍ୟ ସମ୍ପାଦକ ଶାରଦା ଜେନା, ବ୍ଳକ ସଭାପତି ପୀତବାଶ ଗୋଛାୟତ, ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ, ମନ୍ତ୍ରୀଙ୍କ ଜିଲ୍ଲା ପ୍ରତିନିଧି ଅକ୍ଷୟ କୁମାର ସ୍ୱାଇଁ, ଯୁବସମାଜସେବୀ ଡ଼କ୍ଟର ତାମିଲ ପ୍ରଧାନ, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣବ ସ୍ୱାଇଁ, ପୂର୍ବତନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁଇଦିନ ଧରି ଖଲିକୋଟ କଲେଜ ଖେଳପଡ଼ିଆରେ ଚାଲିଥିବା ଓଡ଼ିଶା ସାଂସ୍କୃତିକ ମହୋତ୍ସବ-୨୦୨୦ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ରୂପେ ଗୃହ, ଶକ୍ତି, ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ବ୍ରହ୍ମପୁର ଆକାଶବାଣୀର ହୃଷିକେଶ ପାଣିଗ୍ରାହୀ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା, ଡା. ସାଗର ରଂଜନ ତ୍ରିପାଠୀ ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସିପନ୍ ଘଡ଼େଇ ଓ ସାଥୀଙ୍କ ଶିଙ୍ଗି ବାଦ୍ୟ ପରିବେଷଣ, ପ୍ରତିମା ନାୟକ ନୃତ୍ୟ ଦଳ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବଷଣ କରାଯାଇଥିଲା । ରେଡ଼ିଓ ଷ୍ଟେସନ…

Read More

ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ଦୁଇଦିବସୀୟ ଭାରତ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭାରତରେ ପହଞ୍ଚିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ଏକ ହିନ୍ଦୀ ଟୁଇଟ୍‌କୁ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆମେରିକା ରାଷ୍ଟ୍ରପତି ଆଜି ନିଜ ପୂରା ପରିବାର ସହିତ ଭାରତ ଗସ୍ତ କରୁଥିବାବେଳେ ଭାରତରେ ପହଞ୍ଚିବା ପୂର୍ବରୁ ହିନ୍ଦୀରେ ଏକ ଟୁଇଟ୍‌ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି ଯେ, ଆମେ ଭାରତ ଆସିବା ପାଇଁ ତତ୍ପର ରହିଛୁ । ରାସ୍ତାରେ ଅଛୁ । କିଛି ଘଣ୍ଟା ମଧ୍ୟରେ ଆମ ସମସ୍ତଙ୍କର ସାକ୍ଷାତ ହେବ ।’ ଆଜି ସକାଳ 11.40 ମିନିଟ୍‌ରେ ଆମେରିକା ରାଷ୍ଟ୍ରପତି ତାଙ୍କ ପତ୍ନୀ ମେଲାନିଆ ଓ ପରିବାର ସହିତ ଗୁଜୁରାଟର ଅହମଦାବାଦରେ ପହଞ୍ଚିବେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିମାନ ବନ୍ଦରେ ସ୍ବାଗତ ଜଣାଇବେ।…

Read More

ଗୋରଖପୁର : ଜଣେ 16 ବର୍ଷୀୟ ଯୁବତୀଙ୍କୁ ନବଜାତ ଶିଶୁ ହତ୍ୟା ମାମଲାରେ ଗିରଫ କରାଯାଇଛି। ଅଭିଯୋଗ ଅନୁସାରେ ଯୁବତୀ ଜଣକ ନିଜ ନବଜାତ ସନ୍ତାନକୁ ହତ୍ୟା କରିଥିବାର ଅଭିଯୋଗ ରହିଛି । ଯୁବତୀଙ୍କ ମା’ଙ୍କୁ ମଧ୍ୟ ଏହି ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି । ପୋଲିସ୍‌ କହିବାନୁସାରେ ଦୁଷ୍କର୍ମ ହେତୁ ନବଜାତର ଜନ୍ମ ହୋଇଥିବାରୁ ଯୁବତୀ ଓ ତାଙ୍କ ମା’ ନବଜାତର ହତ୍ୟା କରିଥିବାର ସ୍ବୀକାର କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଜାନୁଆରୀ 31 ତାରିଖରେ ପୋଲିସ୍‌ ଏକ ନବଜାତ ଶିଶୁର ଶବ ମିଳିଥିଲା। ଏହା ପରେ ଯାଞ୍ଚ କରାଯାଇଥିଲା। ପ୍ରମାଣ ଓ ସାକ୍ଷ୍ୟ ଅନୁସାରେ ପୋଲିସ୍‌ ସମ୍ପୃକ୍ତ ଯୁବତୀ ଓ ତାଙ୍କ ମା’ଙ୍କୁ ଗିରଫ କରିଛନ୍ତି। ଯୁବତୀ ଜଣଙ୍କୁ ଜୁଭେନାଇଲ୍‌ ହୋମ୍‌କୁ ପଠାଯାଇଥିବାବେଳେ ତାଙ୍କ ମା’ଙ୍କୁ ଜିଲ୍ଲା କାରାଗାରକୁ ପଠାଯାଇଛି । ପୋଲିସ୍‌ ଏବେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା 30 ବର୍ଷୀୟ ବ୍ୟକ୍ତିଙ୍କୁ ଖୋଜୁଛି। ଅଭିଯୋଗ…

Read More

ରାୟବରେଲୀ : ଉତ୍ତରପ୍ରଦେଶର ରାୟବରେଲୀ ଜିଲ୍ଲାର ମୁଖ୍ୟ ବିକାଶ ଅଧିକାରୀ ଏକ ଆଦେଶ ଜାରି କରିଛନ୍ତି। ଫାଇଲ୍‌ର ପୃଷ୍ଠା ଓଲଟାଇବା ପାଇଁ ଛେପର ବ୍ୟବହାର ନ କରିବାକୁ ଆଦେଶ ଜାରି କରାଯାଇଛି। ବିକାଶ ଅଧିକାରୀ ଏହି ସମ୍ବନ୍ଧରେ ଏହି ଆଦେଶ ଜାରି କହିଛନ୍ତି ଯେ, ଏପରି କରିବା ଦ୍ବାରା ବେମାରୀ ହେବାର ସମ୍ଭାବନା ବେଶ୍‌ ବଢିଯାଇଥାଏ । ଏହି ଅଭ୍ୟାସରୁ ଦୂରେଇ ରହିଲେ ସଂକ୍ରମିତ ବେମାରୀରେ ପଡିବା ନେଇ ବିପଦ କମ୍‌ ରହିବ। ରାୟବରେଲି ଜିଲ୍ଲା ବିକାଶ ଅଧିକାରୀ କହିଛନ୍ତି ଯେ, ଅଧିକାଂଶ ସମୟରେ ଅଧିକାରୀ ଓ କର୍ମଚାରୀ ଫାଇଲ୍‌ର ପୃଷ୍ଠାଗୁଡ଼ିକୁ ଓଲଟାଇବା ପାଇଁ ଛେପ ବ୍ୟବହାର କରୁଛନ୍ତି। ଏହା ଦ୍ବାରା ସଂକ୍ରମଣ ରୋଗ ବ୍ୟାପିବାର ଆଶଙ୍କା ବେଶି ରହୁଛି । ବିକାଶ ଅଧିକାରୀଙ୍କ ଆଦେଶ ମୁତାବକ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ (ବିକାଶ)/ ଖଣ୍ଡ ବିକାଶ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସଂକ୍ରମଣ ରୋଗରୁ ବର୍ତ୍ତିବା ପାଇଁ ଫାଇଲ୍‌ର ପୃଷ୍ଠା…

Read More

ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ସ୍ତ୍ରୀ ମେଲାନିଆଙ୍କ ସହିତ ଦୁଇ ଦିବସୀୟ ଭାରତ ଯାତ୍ରା ପାଇଁ ବାହାରି ପଡିଲେଣି । ରାଷ୍ଟ୍ରପତି ଟ୍ରମ୍ପ୍‌ ଗୁଜୁରାଟର ଅହମଦାବାଦ୍‌ରେ ସିଧାସଳଖ ପହଞ୍ଚିବେ।  ଆଜି ଦିନ 11ଟା 40ରେ ଅହମଦାବାଦରେ ପହଞ୍ଚିବେ ରାଷ୍ଟ୍ରପତି ଟ୍ରମ୍ପ୍‌ । ଏହି ଅବସରରେ ତାଙ୍କ ଖାଇବା ପିଇବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ୍‌ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମ ମଧ୍ୟ ଯିବେ। ଏହି ଗସ୍ତ କାଳରେ ଆଶ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭୋଜନ ଗ୍ରହଣ କରିବେ। ଆମେରିକା ରାଷ୍ଟ୍ରପତିଙ୍କ ଭୋଜନ ପ୍ରସ୍ତୁତିର ଦାୟିତ୍ବ ଗ୍ରହଣ କରିଛନ୍ତି ସୈଫ୍‌ ସୁରେଶ୍‌ ଖନ୍ନା। ସୁରେଶ ଖନ୍ନା ଫର୍ଚ୍ୟୁନ୍‌ ଲେଣ୍ଡ୍‌ମାର୍କ ହୋଟେଲ୍‌ ସୈଫ୍‌ ଅଟନ୍ତି । ସୁରେଶ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ତାଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ୍‌ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବିଶେଷ ଭୋଜନ ପ୍ରସ୍ତୁତି କରୁଛନ୍ତି। ତେବେ ଟ୍ରମ୍ପ୍‌ଙ୍କ ସ୍ବାଗତ…

Read More