(191224) — KUWAIT CITY, Dec. 24, 2019 (Xinhua) — People buy fishes at a fish market in Kuwait City, Kuwait, Dec. 23, 2019. (Photo by Ghazy Qaffaf/Xinhua)
Author: Samikhsya Bureau
(191224) — VIENTIANE, Dec. 24, 2019 (Xinhua) — Festive decorations for the holiday season are lit up in Vientiane, Laos, Dec. 23, 2019. (Photo by Kaikeo Saiyasane/Xinhua)
(191225) — YANGON, Dec. 25, 2019 (Xinhua) — Illuminated Christmas tree are seen at a church on Christmas eve in Yangon, Myanmar, Dec. 25, 2019. (Xinhua/U Aung)
(191225) — ABOARD XUELONG 2, Dec. 25, 2019 (Xinhua) — Aerial photo taken on Dec. 24, 2019 shows China’s polar icebreaker Xuelong 2 in the Cosmonauts Sea. China’s polar icebreakers Xuelong and Xuelong 2 will conduct scientific researches in the Southern Ocean. (Xinhua/Liu Shiping)
(191225) — TIRANA, Dec. 25, 2019 (Xinhua) — Decoration lights are seen on Christmas eve at Skanderbeg Square in Tirana, Albania, Dec. 24, 2019. (Xinhua/Zhang Liyun)
(191225) — ZAGREB, Dec. 25, 2019 (Xinhua) — People wait to enjoy free serving of cod fish stew, a traditional Christmas Eve specialty made of dried cod fish and potatoes, at Ban Josip Jelacic Square in the city center of Zagreb, Croatia, Dec. 24, 2019. (Ivo Cagalj/Pixsell via Xinhua)
TASHKENT, Dec. 25, 2019 (Xinhua) — Downtown area is decorated with festive lights in Tashkent, capital of Uzbekistan, on Dec. 24, 2019. Festive lights illuminated the main streets of Tashkent, heralding the start of Christmas and New Year celebrations. (Photo by Zafar Khalilov/Xinhua/IANS)
Lucknow: Prime Minister Narendra Modi unveils Atal Bihari Vajpayee’s bronze statue on his birth anniversary outside the Lok Bhawan in Lucknow, on Dec 25, 2019. (Photo: IANS)
Hyderabad: RSS volunteers participate in ‘Path-Sanchalan’ march in Hyderabad, on Dec 25, 2019. (Photo: IANS)
Kolkata: People attend a midnight mass in Kolkata church on Christmas, on Dec 25, 2019. (Photo: Kuntal Chakrabarty/IANS)
Bengaluru: People throng St Mary’s Basilica Church on Christmas in Bengaluru, on Dec 25, 2019. (Photo: IANS)
Kolkata: People attend a midnight mass in Kolkata church on Christmas, on Dec 25, 2019. (Photo: Kuntal Chakrabarty/IANS)
ସମୀକ୍ଷା ବ୍ୟୁରୋ କେନ୍ଦୁଝର, 25/12 : କେନ୍ଦୁଝର ଜିଲା ପାଟଣା ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ସାନ କୁଣ୍ଡରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଯୁବକ ଜଣକ ବୁଧବାର ଅପରାହ୍ନରେ ସାନ କୁଣ୍ଡରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି । ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ।
ନୂଆଦିଲ୍ଲୀ,25/12 : ମୁସଲମାନଙ୍କ ପାଇଁ ସମଗ୍ର ବିଶ୍ବରେ 150ଟି ରାଷ୍ଟ୍ର ରହିଥିବା ବେଳେ ହିନ୍ଦୁ ମାନଙ୍କ ପାଇଁ କେବଳ ଗୋଟିଏ ରାଷ୍ଟ୍ର ରହିଛି ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପ୍ରକାଶ କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ୍କୁ ନେଇ ବିପକ୍ଷ ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିବାରୁ ଏହି ମତ ଦେଇଛନ୍ତି ରୂପାନୀ । କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ପାଳନ କରୁନାହିଁ ଏବଂ ପଡୋଶୀ ରାଷ୍ଟ୍ରରେ ନିର୍ଯାତିତ ହିନ୍ଦୁ ମାନଙ୍କ ପ୍ରତି କଂଗ୍ରେସ ବିଦ୍ବେଷ ଭାବ ପୋଷଣ କରୁଛି ବୋଲି ରୂପାନୀ କହିଛନ୍ତି । ଏହି ତିନି ରାଷ୍ଟ୍ରର ବ୍ୟକ୍ତି ଭାରତକୁ ଆସିଲେ ସେମାନଙ୍କୁ ଦେଶରେ ସ୍ଥାନ ଦିଆଯିବ ବୋଲି ଗାନ୍ଧିଜୀ କହିଥିଲେ । ମାତ୍ର ଏହି ନିୟମକୁ ବିରୋଧ କରି କଂଗ୍ରେସ ଗାନ୍ଧିଜୀଙ୍କ ନୀତିର ବିରୋଧ କରୁଛି ବୋଲି ରୂପାନୀ କହିଛନ୍ତି । (ଏଜେନ୍ସୀ)
https://www.youtube.com/watch?v=YVWbw-vEHxg
ଲକ୍ଷ୍ନୌ,25/12 : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରରେ ଲକ୍ଷ୍ନୌରେ ମୋଦି ଏହି ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ବାଜପେୟୀଙ୍କ ଜନ୍ମଜୟନ୍ତୀ ପାଇଁ ଲକ୍ଷ୍ନୌରେ ତିନି ଦିନିଆ ଉତ୍ସବ ପାଳନ ହୋଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ମୋଦି ଏହି ଉଦ୍ଘାଟନ କରିଛନ୍ତି । ଏହା ସହିତ ଅଟଳ ବିହାରୀ ବାଜପେୟୀ ମେଡିକାଲ ବିଶ୍ବବିଦ୍ୟାଳୟ ନିମନ୍ତେ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି । (ଏଜେନ୍ସୀ)
ରିଓଡିଜେନେରୋ,25/12 : ଗାଧୁଆଘରେ ପଡିବାରୁ ସ୍ମୃତିଶକ୍ତି ହରାଇଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଜେର ବୋଲ୍ସୋନାରୋ । ସୋମବାର ରାତିରେ ଆଲଭୋରାଡାରେ ନିଜର ସରକାରୀ ବାସଭବନର ଗାଧଆଘରେ ବୋଲ୍ସୋନାରୋଙ୍କ ପାଦ ଖସିଯିବାରୁ ମୁଣ୍ଡରେ ଆଘାତ ଲାଗିଥିଲା । ଏହି ଆଘାତ ଅତ୍ୟନ୍ତ ଗୁରୁତର ନଥିଲେ ମଧ୍ୟ ଏହ ଦ୍ବାରା ବୋଲ୍ସୋନାରୋଙ୍କ ସ୍ମୃତି ଶକ୍ତି ହ୍ରାସ ପାଇଥିଲା । ବୋଲ୍ସୋନାରୋଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଆଘାତ ଦ୍ବାରା ବିଗତ ଦୁଇରୁ ତିନିଦିନ ମଧ୍ୟରେ ଘଟିଥିବା ଘଟଣା ସମ୍ପର୍କରେ ବୋଲ୍ସୋନାରୋ ଭୁଲି ଯାଇଛନ୍ତି । ଖୁବ୍ଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି । (ଏଜେନ୍ସୀ)
https://www.youtube.com/watch?v=Lp73ol0p1Fg
ସମୀକ୍ଷା ବ୍ୟୁରୋ ତିର୍ତ୍ତୋଲ, 25/12 : ତିର୍ତ୍ତୋଲର ମଣିଜଙ୍ଗା ସବ୍ଡିଭିଜନ ଅନ୍ତର୍ଗତ ତାଳଦଣ୍ଡା କେନାଲ ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି। ଖୋସାଲପୁର ବ୍ରିଜ୍ ଠାରୁ ତେରଣପୁର ମଧ୍ୟରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତାରେ ନିମ୍ନମାନର କାମ ହେଉଥିବା ନେଇ ରାହାମା ଅଞ୍ଚଳର ବାସିନ୍ଦା ଉଦ୍ବେଗ ପ୍ରକାଶ କରିଛନ୍ତି। ଏକ କିମିର ଏହି ରାସ୍ତା କାମ ନିମନ୍ତେ 7 ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ କାମରେ ନିମ୍ନମାନର ମୋରମ ଏବଂ ଲୁଣି ବାଲି ବ୍ୟବହୃତ ହେଉଛି। ନିୟମାନୁସାରେ ସାଢେ ପାଞ୍ଚ ଇଞ୍ଚର ମୋରମ ଏବଂ 3 ଇଞ୍ଚର ବାଲି ପଡିବା ଉଚିତ୍ ମାତ୍ର କାର୍ଯ୍ୟ ସମୟରେ ନିୟମ ପାଳନ କରାଯାଉନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ଜେନାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିବା ବେଳେ ସେ କୌଣସି ତଥ୍ୟ…
https://www.youtube.com/watch?v=ZSeuXMEVKIk
ସମୀକ୍ଷା ବ୍ୟୁରୋ କଟକ, 25/12 : ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଓଡିଶା ଦୃଢ ସ୍ଥିତିରେ ରହିଛି । ଓଡିଶାର ପେସ୍ ବୋଲର ସମସ୍ତ 10 ଓ୍ବିକେଟ ଅକ୍ତିଆର କରିବାରୁ ଉତ୍ତରାଖଣ୍ଡ ମାତ୍ର 117 ରନ୍ରେ ଅଲଆଉଟ ହୋଇଛି । ଓଡିଶା ପକ୍ଷରୁ ଭେଟେରାନ୍ ପେସ୍ ବୋଲର ବସନ୍ତ ମହାନ୍ତି 6ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଦେବବ୍ରତ ପ୍ରଧାନ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ରାଜେଶ ମହାନ୍ତି ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଉତ୍ତରାଖଣ୍ଡ ପକ୍ଷରୁ ଦୀକ୍ଷାଂଶୁ ନେଗୀ ସର୍ବାଧିକ 36 ରନ୍ ସଂଗ୍ରହ କରିଥିବା ବେଳେ ମାତ୍ର 4 ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ସ୍କୋର ଛୁଇଁଥିଲେ । ବସନ୍ତ 19.4 ଓଭର ବୋଲିଂ କରି 17 ରନ୍ ବିନିମୟରେ 6ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ ।

