Author: Samikhsya Bureau

ନୂଆଦିଲ୍ଲୀ, ୧୨/୧୨: ହାଇଦ୍ରାବାଦଠାରେ ଭେଟେନାରୀ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହୋଇଥିବା ଏନକାଉଣ୍ଟର ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ ଆରମ୍ଭ ହୋଇଛି। ଏନକାଉଣ୍ଟର କରିଥିବା ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିବା ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ଏହି ମାମଲାର ସ୍ୱତନ୍ତ୍ର ଯାଂଚ କରାଯିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଲୋକଙ୍କୁ ସତ୍ୟ ଜାଣିବାର ଅଧିକାର ରହିଛି। ଆମେ ଏହି ମାମଲାର ନିଷ୍ପକ୍ଷ ତଦନ୍ତ ଚାହୁଁଛୁ। ସୁପ୍ରିମ୍‌କୋର୍ଟ ଏହି ମାମଲା ପାଇଁ ତିନି ସଦ୍ୟସୀୟ ତଦନ୍ତ କମିଟି ଗଠନର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ବିଏସ୍‌ ସିରପୁରକରଙ୍କ ନେତୃତ୍ବରେ ତିନିଜଣିଆ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କମିଟିରେ ଅନ୍ୟତମ ସଦସ୍ୟ ଭାବେ ବମ୍ବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରେଖା ବଲଦୋଟା ଓ ସିବିଆଇର ପୂର୍ବ ନିର୍ଦ୍ଦେଶକ କାର୍ତ୍ତିକେୟନ୍‌ ସାମିଲ୍‌ ରହିଛନ୍ତି। ଏହି କମିଟି ୬ ମାସ ମଧ୍ୟରେ ନିଜ ରିପୋର୍ଟ ଉପସ୍ଥାପନା କରିବେ। ଏହି…

Read More

ହାଇଦ୍ରାବାଦ,୧୨/୧୨ : କୋରିଆନ୍‌ କପଡା ନିର୍ମାଣକାରୀ କମ୍ପାନୀ ୟୋଙ୍ଗୋନ୍‌ ତେଲେଙ୍ଗାନାରେ ୯ ଶହ କୋଟି ନିବେଶ କରିବାକୁ ଯାଉଛି। ତେଲେଙ୍ଗାନା ସରକାରଙ୍କ ସହିତ ୟୋଙ୍ଗୋନ୍‌ କମ୍ପାନୀ ଏ ନେଇ ଏକ ରାଜିନାମା ସ୍ବାକ୍ଷର କରିଛି। ଓ୍ବାରାଙ୍ଗଲରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା କାକତ୍ତୀୟ ମେଗା ଟେକ୍ସଟାଇଲ୍‌ ପାର୍କ ପ୍ରକଳ୍ପରେ ଏହି ଅର୍ଥ ନିବେଶ କରାଯିବ ବୋଲି ଜଣାପଡିଛି। ବୁଧବାର ହୋଇଥିବା ରାଜିନାମା ଅନୁଯାୟୀ ୨୯୦ ଏକର ସ୍ଥାନରେ ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠିତ ହେବ। କେଏମ୍‌ଟିପି ଦ୍ବାରା ୧୨ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି। ୟୋଙ୍ଗୋନ୍‌ ୧୩ ଟି ଦେଶରେ ନିଜର କାରଖାନା ପ୍ରତିଷ୍ଠା କରିଥିବା ବେଳେ ୯୦ ହଜାର ଲୋକଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରିଛି। (ଏଜେନ୍ସୀ)

Read More

https://youtu.be/B2Rrbthf1uE Actress Priyanka Chopra is proud of her husband-actor Nick Jonas, and has congratulated him for his forthcoming film ”Jumanji: The Next Level”. Priyanka missed the film”s premiere in Los Angeles as she is shooting for her next ”The White Tiger” in Delhi. She showed her support for Nick through Instagram.In a special message on her Instagram Story, Priyanka called Nick her ”love” and said that she is proud of him while congratulating him for the movie.So proud of you my love! So much fomo! Congratulations on #JumanjiNextLevel,” she wrote.

Read More

ମୁମ୍ବାଇ,12/12 : ତେଲୁଗୁ ଫିଲ୍ମ ଅଭିନେତ୍ରୀ ଶାଲିନୀ ପାଣ୍ଡେ ନିଜର ବଲିଉଡ୍‌ ପଦାର୍ପଣ କରିବାକୁ ଯାଉଛନ୍ତି । ୟଶ୍‌ରାଜ୍‌ ବ୍ୟାନରର ଚଳଚିତ୍ର ଜୟେଶ ଭାଇ ଜୋରଦାର୍‌ ଜରିଆରେ ନିଜର ବଲିଉଡ୍‌ ପଦାର୍ପଣ କରିବାକୁ ଯାଉଛନ୍ତି ଶାଲିନୀ । ଫିଲ୍ମରେ ରଣବୀର ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ବୁଧବାର ଶାଲିନୀ ଲିଡିଂ ଲେଡି ଭୂମିକାରେ ନଜର ଆସିବାକୁ ଯାଉଥିବା ଜଣାପଡିଛି । ଏହି ଫିଲ୍ମରେ ଦିବ୍ୟାଙ୍ଗ ଠକ୍କର ନିର୍ଦ୍ଦେଶକ ଭାବରେ ପଦାର୍ପଣ କରିବାକୁ ଯାଉଛନ୍ତି । ମନୀଷ ଶର୍ମା ଏବଂ ୟଶରାଜ ବ୍ୟାନର ମିଳିତ ଭାବରେ ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି । ରଣବୀରଙ୍କ ବିପକ୍ଷରେ ଅଭିନୟ ପାଇଁ ଅତ୍ୟନ୍ତ ଉତ୍ସାହିତ ବୋଲି ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି ଶାଲିନୀ । ତେଲୁଗୁ ଫିଲ୍ମ ଅର୍ଜୁନ ରେଡ୍ଡୀରେ ନିଜର ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ଶାଲିନୀ ଆଗକୁ ତାମିଲ ଫିଲ୍ମ 100% କାଧାଲରେ ନଜର ଆସିବାକୁ ଯାଉଛନ୍ତି । (ଏଜେନ୍ସୀ)

Read More

https://youtu.be/2ZVSpwfXVL8 Considered as one of the most celebrated couples, Anushka Sharma and Virat Kohli have time and again dished out major relationship goals with their several public appearances and social media posts. Today, December 11, the two celebrate their second wedding anniversary. As fans across social media platforms are busy wishing the couple, Anushka chose to wish her husband in a special way. The actor shared a heartfelt Instagram post for her husband on the anniversary.

Read More

ରାଞ୍ଚି,12/12 : ଝାରଖଣ୍ଡରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ସକାଳ 7ଟାରୁ ଅନୁଷ୍ଠିତ ହୋଇଛି । ସକାଳ 9ଟା ସୁଦ୍ଧା 13.05 ପ୍ରତିଶତ ମତଦାନ ହୋଇଛି । 17ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ 309 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ସମୟରେ ସିଲ୍ଲିରେ ସର୍ବାଧିକ 16.35 ପ୍ରତିଶତ ମତଦାନ ହୋଇଥିବା ବେଳେ ଧାନବାଦରେ ସର୍ବନିମ୍ନ 7.57 ପ୍ରତିଶତ ଭୋଟଗ୍ରହଣ ହୋଇଛି । ବିଜେପିର ବରିଷ୍ଠ ନେତା ୟଶଓ୍ବନ୍ତ ସିହ୍ନାଙ୍କ ପୁଅ ଜୟନ୍ତ ସିହ୍ନା ନିଜର ଭୋଟ ପ୍ରଦାନ କରିଥିବା ବେଳେ ସିପି ସିଂ, ରାମଚନ୍ଦ୍ର ସାହିସ୍‌ ଏବଂ ନୀରା ଯାଦବ ମଧ୍ୟ ଭୋଟ ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଏବଂ ଉପ ମୁଖ୍ୟମନ୍ତ୍ରୀ ସୁଦେଶ ମାହାତୋ ମଧ୍ୟ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 12/12 : ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବୀୟ ରାଜ୍ୟ ଗୁଡିକରେ ଆନ୍ଦୋଳନ ଚାଲିଥିବା ବେଳେ ଗତକାଲି ଠାରୁ ଆସାମରେ କର୍ଫ୍ୟୁ ଜାରି କରାଯାଇଛି । ଗତକାଲି ଠାରୁ ରାଜ୍ୟରେ ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ କରାଯାଇଥିବା ବେଳେ ଗୁରୁବାର 8 କମ୍ପାନୀ ଯବାନଙ୍କୁ ମୁତୟନ କରାଯାଇଛି । ନାଗରିକତ୍ବ ବିଲ ସଂଶୋଧନକୁ ନେଇ ସମ୍ପୂର୍ଣ୍ଣ ଆସାମରେ ଆନ୍ଦୋଳନ ଚାଲିଥିବା ବେଳେ 70ରୁ ଅଧିକ ଟ୍ରେନ୍‌ ଏବଂ 30ରୁ ଅଧିକ ବିମାନ ଚଳାଚଳ ବାତିଲ କରାଯାଇଛି । ଆସାମ ସମେତ ତ୍ରିପୁରାରେ ମଧ୍ୟ 3 କମ୍ପାନୀ ଯବାନ ମୁତୟନ କରାଯାଇଛି । ଆସାମରେ ଶାନ୍ତି ବଜାୟ ରଖିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।(ଏଜେନ୍ସୀ)

Read More

କାଠୁଆ,12/12 : ଜମ୍ମୁ କାଶ୍ମୀରର କାଠୁଆରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଛି । ଏହି ମୋର୍ଟାର ମାଡରେ 5ରୁ 6ଟି ଘର କ୍ଷତିଗ୍ରସ୍ତ ହୋଇଛି । ମୋର୍ଟାର ମାଡ ସମୟରେ ଘରର ସମସ୍ତ ସଦସ୍ୟ ବଙ୍କରରେ ରହିଥିବାରୁ କୌଣସି ମୃତାହତ ହୋଇନଥିଲା । ବୁଧବାର ରାତି 8.30ରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ମୋର୍ଟାର ମାଡ କରାଯାଇଥକିଲା । ବୁଧବାର ଦିନ କାଠୁଆର ରଥୁଆ ଏବଂ ପନ୍‌ସାର ଅଞ୍ଚଳରେ ଏହି ମୋର୍ଟାର ମାଡ କରାଯାଇଛି । ଏହାପରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଏପରି ପରସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢିବା ନିହାତି କଷ୍ଟସାଧ୍ୟ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।(ଏଜେନ୍ସୀ)

Read More

କେଦାର ମିଶ୍ର ଯେମିତି କାଶ୍ମୀରକୁ ବାକି ଭାରତ ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଇ ସଂସଦରେ ଧାରା ୩୭୦ ଉଚ୍ଛେଦ କରାଗଲା, ନାଗରିକତା ସଂଶୋଧନ ବିଲ ଗୃହୀତ ହେଲା ବେଳକୁ ମଧ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ସେଇ ସମାନ ପରିସ୍ଥିତି ସୃଷ୍ଟି ହେଲା। ଆଜି ଆସାମ, ତ୍ରିପୁରା, ମଣିପୁର, ମେଘାଳୟ ସମେତ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ନିଆଁ ଜଳୁଛି। ଅନେକ ସହରରେ କର୍ଫ୍ୟୁ ଜାରି ହୋଇଥିବା ବେଳେ ପ୍ରାୟ ସବୁ ସହରରେ ସେନାବାହିନୀ ସଜାଗ ରହିଛନ୍ତି। ଅନେକ ଅଞ୍ଚଳରେ ଇଣ୍ଟରନେଟ ଓ ଫୋନ ସେବା ବନ୍ଦ କରି ଦିଆଯାଇଛି।  ସବୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ନାଗରିକତା ସଂଶୋଧନ ବିଲକୁ ବିରୋଧ କରୁଛନ୍ତି। ଖୋଦ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବିଲି ଗୃହୀତ ନ କରାଇବାକୁ ଅନୁରୋଧ କରିଥିଲେ। ବିଜେପିର ସ୍ଥାନୀୟ ସଂଗଠନ ଗୁଡିକ ଏହି ବିଲ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେବ…

Read More

ରାଞ୍ଚି,12/12 : ଝାରଖଣ୍ଡରେ ଅନୁଷ୍ଠିତ ହେଉଥିବା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜିଠାରୁ ଆରମ୍ଭ ହୋଇଛି । 81 ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ଆଜି 17ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । କଡା ସୁରକ୍ଷାକ ବ୍ୟବସ୍ଥା ମଧ୍ୟରେ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିବ । କେବଳ ରାଞ୍ଚି,ହାଟିଆ, କାଙ୍କେ, ରାମଗଡ ଏବଂ ବର୍କଥାରେ ଅପରାହ୍ନ 5ଟା ଯାଐଁ ଭୋଟ ଗ୍ରହଣ ଜାରି ରହିବ । 17ଟି ଆସନରେ 32 ମହିଳା ପ୍ରାର୍ଥୀଙ୍କ ସମେତ 309 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ 56 ଲକ୍ଷ 6 ହଜାର 743ଜଣ ମତଦାତା ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,11/12: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଟାଉନ ଥାନା ପୁଲିସ୍‌ ତାଙ୍କ ସମ୍ପର୍କୀୟ ଭାଇକୁ ଗିରଫ କରିଛି । ବୁଧବାର ସନ୍ଧ୍ୟାରେ 15 ବର୍ଷୀୟା ନାବାଳିକାଜଣକ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ତାଙ୍କ ସମ୍ପର୍କୀୟ ଭାଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ପୀଡ଼ିତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ଯାଇଥିଲେ । ଏହାପରେ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍‌ ଅଭିଯୁକ୍ତ ବାପୁନ ଦାସକୁ ଗିରଫ କରିଥିଲା । ଗୁରୁବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,11/12: ରାଜ୍ୟରେ ଧାନ ସଂଗ୍ରହ ସମ୍ପର୍କିତ ସବ୍‌ସିଡି ଅର୍ଥ ପ୍ରଦାନ କରିବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାଶ ପାଶ୍ବାନଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀ ସ୍ଥିତ ପାଶ୍ବାନଙ୍କ କାର୍ଯ୍ୟାଳୟରେ ତାଙ୍କୁ ଭେଟିଥିଲେ ମନ୍ତ୍ରୀ । 2019-20 ଆର୍ଥିକ ବର୍ଷ ପାଇଁ 2066 କୋଟି ଟଙ୍କା ବାକି ରହିଥିବା ବେଳେ ଅନ୍ତିମ ତିନି ମାସ ପାଇଁ 1340 କୋଟି ଟଙ୍କାର ବକେୟା ରହିଛି । ଏହି ଅର୍ଥ ଖୁବ୍‌ ଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ ପାଶ୍ବାନଙ୍କୁ ଅନୁରୋଧ କରିଥିଲେ ରଣେନ୍ଦ୍ର । ରାଜ୍ୟ ସରକାରଙ୍କ ସହିତ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଚୁକ୍ତି ଅନୁଯାୟୀ ଧାନ ସଂଗ୍ରହର ଅଗ୍ରୀମ 90 ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିଥାନ୍ତି । ରାଜ୍ୟରେ ସଂଗୃହୀତ ଧାନରୁ…

Read More