Author: Samikhsya Bureau

Soldier, 2 militants killed in J&K gunfight  An Indian Army soldier and two militants were killed on Friday in a gunfight in Jammu and Kashmir’s Baramulla district, police said. The soldier identified as Brijesh Kumar, who was injured minutes after the Pazalpora village encounter in the Sopore area started, succumbed at the Army Base Hospital in Srinagar. The bodies of the two terrorists were yet to be recovered and identified, a police officer said. Kumar sustained injuries after the security forces laid a cordon around the village and hiding militants fired triggering the encounter. The Rashtriya Rifles (RR), Special Operations…

Read More

The Supreme Court on Friday appointed one of its former judges, Justice A.K. Patnaik, to supervise the inquiry into the allegations against CBI Director Alok Verma while giving two weeks time to the CVC to complete the probe. Making it clear that prolonging the inquiry was not in the nation’s best interest, a bench of Chief Justice Ranjan Gogoi, Justice Sanjay Krishan Kaul and Justice K.M. Joseph said the inquiry would be conducted on the allegation contained in the Cabinet Secretary’s note to the CVC. As Attorney General K.K. Venugopal told the court that the inquiry should not be on…

Read More

Union Commerce Minister Suresh Prabhu on Thursday said specific agriculture export zones, which are well-connected to ports and airports, will be set up in the country to boost exports of farm products.Speaking at an event organised by Agricultural and Processed Food Products Export Development Authority (APEDA), he said the government had drafted a new national agriculture export policy to support the export of organic products.”The policy has been jointly prepared by the Ministries of Commerce, Agriculture, and Food Processing. The commerce ministry will also set up a series of centres in states to help organic farmers to brand and sell…

Read More

Cooperation in the Indo-Pacific region and infrastructure projects, particularly in terms of connectivity, will be major areas of focus when Prime Minister Narendra Modi visits Japan on October 28-29 for the annual bilateral summit with his Japanese counterpart Shinzo Abe, the External Affairs Ministry said on Thursday.

Read More

କେଦାର ମିଶ୍ର ଗତ ସାଢେ ଚାରି ବର୍ଷ ଭିତରେ ଆମ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାଙ୍ଗିଛି। ଯୋଜନା କମିଶନ, ରିଜର୍ଭ ବ୍ୟାଙ୍କ, ମହାଲେଖା ନିୟନ୍ତ୍ରକ ଭଳି ଅନୁଷ୍ଠାନ ଗୁଡିକ ଏହି ସମୟ ଭିତରେ ଭାଙ୍ଗିଛନ୍ତି ଅଥବା ଅକାମୀ ହୋଇପଡିଛନ୍ତି। ପରିଶେଷରେ ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥା ସିବିଆଇ କୁ ମଧ୍ୟ ମୋଦୀ ସରକାର ଏକପ୍ରକାର ଅଚଳ କରିଦେଇଛନ୍ତି। ଗତ କିଛି ମାସ ହେଲାଣି ସିବିଆଇ ଭିତରେ ଏହାର ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ଵତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଭିତରେ ଶୀତଳ ଯୁଦ୍ଧ ଲାଗିରହିଥିଲା। ଏମାନେ ପରସ୍ପର ବିରୋଧରେ ଗୋଟି ଚାଳନା କରିବା ସହିତ ରାଜନୈତିକ ଗୁଣ୍ଡାଗିରିରେ କିଏ ସରକାରଙ୍କର ଅଧିକ ପ୍ରିୟପାତ୍ର ହେବ, ସେ ପ୍ରତିଯୋଗିତାରେ ସାମିଲ ଥିଲେ। ତେବେ ରାଫାଲେ କିଣା ଦୁର୍ନୀତିର ଅଭିଯୋଗ ସିବିଆଇ ପାଖରେ ପହଞ୍ଚିବା ପରେ ମୋଦୀ ସରକାର ଛାନିଆ ହୋଇପଡିଥିଲେ। ଏକଦା ପୋଶା ଶୁଆ  ଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ…

Read More

କେଦାର ମିଶ୍ର ସ୍ଵଚ୍ଛତା ହି ସେବା। ସ୍ବଚ୍ଛ ଭାରତ, ସୁନ୍ଦର ଭାରତ। ନିଜେ ପ୍ରଧାନମନ୍ତ୍ରୀ ଝାଡୁ ଧରି ସ୍ଵଚ୍ଛ ଭାରତ ମିଶନର ନେତୃତ୍ଵ ନେଉଛନ୍ତି। ଏଇଟା ନିଶ୍ଚିତ ଭାବରେ ଭଲ କଥା। ଗାନ୍ଧୀଙ୍କ ଚଷମାକୁ ଏଇ ମିଶନର ଲୋଗୋ ଭାବରେ ବ୍ୟବହାର କରାଯାଉଛି, ସେଇଟା ମଧ୍ୟ ଖୁସିର କଥା। କାରଣ ଗାନ୍ଧୀ ହେଉଛନ୍ତି ଦେଶର ପ୍ରଥମ ରାଜନେତା ଯିଏ ସ୍ବଚ୍ଛତା କୁ ରାଜନୈତିକ ଜୀବନରେ ସର୍ବାଧିକ ଗୁରୁତ୍ଵ ଦେଇଥିଲେ। ଗତ ଚାରି ବର୍ଷ ଭିତରେ ଏଇ ମିଶନ ପାଇଁ କମ ଅର୍ଥ ବରାଦ ହୋଇନାହିଁ। ସ୍ଵଚ୍ଛ ଭାରତ ମିଶନ ଲାଗି ୨୦୧୭-୧୮ ରେ ୧୯,୨୪୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଚଳିତ ବର୍ଷ ଏହାର ବ୍ୟୟ ବରାଦ ରହିଛି ୧୭,୮୪୩ କୋଟି ଟଙ୍କା। ଏଇ ସପ୍ତାହରେ ବିଲ ଗେଟ ଫାଉଣ୍ଡେସନର ମିଲିଣ୍ଡା ଗେଟ ଗୋଟେ ଆଲେଖ୍ୟରେ ମୋଦୀ ସରକାରର ଏହି ମିଶନକୁ ପ୍ରବଳ ପ୍ରଶଂସା କରିଛନ୍ତି। ଦେଶର ଆଠଟି…

Read More

କେଦାର ମିଶ୍ର ଦୁର୍ନୀତି କାରଣରୁ ଦେଶର ଅର୍ଥନୈତିକ ବୈଷମ୍ୟ ଓ ଶୋଷଣ ବଢୁଛି,  ଏକଥା ସମସ୍ତେ ଜାଣନ୍ତି। ସ୍ଵାଧୀନତାର ସତୁରୀ ବର୍ଷ ପରେ ଭାରତର ରାଜନୀତିରେ ଦୁର୍ନୀତି ଏକ ପ୍ରମୁଖ ଆଲୋଚନାର ବିଷୟ ହୋଇଥିଲେ ମଧ୍ୟ ଦୁର୍ନୀତି ବିରୋଧରେ ଠୋସ ପଦକ୍ଷେପ ନେବାକୁ କୌଣସି ରାଜନୈତିକ ଶକ୍ତି କେବେହେଲେ ଚେଷ୍ଟା କରିନାହାନ୍ତି। ଦେଶର ଶାସନ କ୍ଷମତାରେ ସର୍ବାଧିକ ସମୟ ରହିଥିବା କଂଗ୍ରେସ ଦଳକୁ ଦୁର୍ନୀତିର ଭଣ୍ଡାରଘର ବୋଲି କହି ଅଣକଂଗ୍ରେସ ଶକ୍ତି କ୍ଷମତା ହାସଲ କରିଛନ୍ତି। ହେଲେ କ୍ଷମତା ହାତେଇଲା ପରେ ଅଣ କଂଗ୍ରେସ ଶକ୍ତି ଗୁଡିକ କଂଗ୍ରେସର ରାସ୍ତା ଇ ବାଛିଛନ୍ତି। ଅଶି ଦଶକରେ କଂଗ୍ରେସ ବୋଫର୍ସ ଦୁର୍ନୀତି ଲାଗି ନିନ୍ଦିତ ହୋଇଥିବା ବେଳେ ଆଜି ମୋଦୀ ସରକାର ରାଫାଲେ ଦୁର୍ନୀତିର ଜାଲରେ ଫସି ଯାଇଛି। ଏକଦା ଜରୁରୀକାଳୀନ ପରିସ୍ଥିତି ସମୟର ଦୁର୍ନୀତି ଓ ଏକଛତ୍ରବାଦ ବିରୋଧୀ ଆଂଦୋଳନର ନେତୃତ୍ଵ ନେଇଥିବା ଜୟପ୍ରକାଶ ନାରାୟଣଙ୍କ ଚେଲା ଚାମୁଣ୍ଡା ମାନେ ପରବର୍ତ୍ତୀ…

Read More

କେଦାର ମିଶ୍ର ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ। ୨୦ ବର୍ଷ ତଳେ ସେ ଯେତେବେଳେ ଓଡିଶା ରାଜନୀତିକୁ ଆସିଲେ ସେତେବେଳେ ସେ ଥିଲେ ରାଜନୀତିରେ ଏଗଦମ ନୂଆ ଓ ଅନଭିଜ୍ଞ ଚେହେରା। ବିଜୁ ପଟ୍ଟନାୟକଙ୍କ ପୁଅ ଭାବରେ ତାଙ୍କର କୌଣସି ରାଜନୈତିକ ପରିଚୟ ନଥିଲା। ବିଜୁ ବାବୁ ନିଜ ଜୀବନକାଳରେ ନିଜ ପରିବାରକୁ ନିଜ ରାଜନୀତିଠୁ ଦୂରରେ ରଖିଥିଲେ, ତେଣୁ ନବୀନ ରାଜନୀତିକୁ ଆସିବାରେ ତାଙ୍କ ବାପାଙ୍କ ଇଚ୍ଛା ବା ପ୍ରଭାବ ନଥିଲା। ଯଦିଓ ବିଜୁ ବାବୁଙ୍କ ପ୍ରତି ଓଡିଶା ଲୋକଙ୍କର ଯେଉଁ ଭଲ ପାଇବା ଥିଲା, ତାହାର ଲାଭ ନବୀନଙ୍କୁ ମିଳିଛି, କିନ୍ତୁ ଅନ୍ୟ ପାରମ୍ପରିକ ପାରିବାରିକ ରାଜନୈତିକ ଦାୟାଦଙ୍କ ପରି ସେ ବାପାଙ୍କ ହାତ ଧରି ରାଜନୀତିକୁ ଆସିନାହାନ୍ତି। ରାଜନୀତିର ସବୁଠୁ ଅନଭିଜ୍ଞ ଚେହେରା ଭାବରେ ରାଜନୀତି ଆରମ୍ଭ କରିଥିବା ନବୀନ, ଆଜି ୨୦ ବର୍ଷ ପରେ ଦେଶର ସବୁଠୁ ଅଭିଜ୍ଞ ଓ ଶକ୍ତିଶାଳୀ…

Read More

କେଦାର ମିଶ୍ର ଭାରତ ଆୟୁଷ୍ମାନ ହେଉ ଏକଥା ସମସ୍ତେ ଚାହାନ୍ତି। ଆମର ଆୟୁଷ ସୀମା ବଢୁ, ପ୍ରତ୍ୟେକ ଦେଶବାସୀ ସୁସ୍ଥ ଓ ପୁଷ୍ଟ ରୁହନ୍ତୁ, ସ୍ୱାସ୍ଥ୍ୟ ସେବା ନପାଇ କେହିବି ଏଠି ପ୍ରାଣ ନ ହରାନ୍ତୁ, ଏ କଥା ଆମେ ସମସ୍ତେ ଆନ୍ତରିକତାର ସହିତ ଚାହୁଛୁ । ସେଇ ଇଚ୍ଛା ଫଳବତୀ ହେଉ ବୋଲି ପ୍ରତ୍ୟେକ ଭାରତୀୟ ଆଶା ରଖନ୍ତି। ସ୍ଵାଧୀନତାର ୭୦ ବର୍ଷ ପରେ ମଧ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମ ସରକାର ଦେଶବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ସମର୍ଥ ହୋଇପାରିନାହାନ୍ତି। ତେବେ ସ୍ଵାଧୀନତା ର ସମୟ ଓ ଆଜିର ସମୟ ଭିତରେ ଅନେକ ପରିବର୍ତ୍ତନ ଆସିଛି। ତଥାପି ଆମ ଅର୍ଥନୀତିରେ ସ୍ବାସ୍ଥ୍ୟସେବା ଖୁବ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ। ୨୦୦୮ ରୁ ୨୦୧୫ ଭିତରେ ଆମେ ଆମ ଜିଡିପି ର  ମାତ୍ର ୧.୩% ଜନସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରୁଛେ। ଗତ ବର୍ଷ ଏହା ସାମାନ୍ୟ ବୃଦ୍ଧି ପାଇ…

Read More

କେଦାର ମିଶ୍ର 1॰ ଗୋଟେ ଗପ ଦେଖିଲେ କେମିତି ଲାଗିବ? ଗପ ନୁହଁ ତ କିଛି କଥା । ଗୋଟେ ଅଦ୍ଭୁତ ଗପୁଡି ଝିଅ ଓ ଗୋଟେ ଅଚିହ୍ନା ପୁଅ ର କଥା। ହଁ, ତା ଭିତରେ ଅଛି ଗୋଟେ ରାସ୍ତା, ଅନେକ କୋଳାହଳ ଓ ଧୂସର ଜୀବନର ଗୋଟେ ଅସଜଡା ମାନଚିତ୍ର। ଗୋଟେ ଗପ କୁ ଦେଖିବା ଓ ସେ ଗପର ପ୍ରେମରେ ପଡିଯିବା, ଗୋଟେ ପ୍ରକାର କୁହୁକ ଅନୁଭବ ହୋଇପାରେ। ପ୍ରାୟ ଦେଢ ଘଣ୍ଟା ଧରି ଏ ଯେଉଁ ଗପଟିକୁ ମୁଁ ଦେଖିଲି ( ଗପ ଦେଖିଲି, ଶୁଣି ନାଇଁ) ସେ ଗପର ଲେଖକ କିଏ? ବିଶ୍ଵାସ କରନ୍ତୁ ଫ୍ରାଞ୍ଜ କାଫକା ଯଦି ଓଡିଆ ଜାଣିଥାନ୍ତେ ସେ ଗପଟିକୁ ଠିକ ଏମିତି ଇ ଲେଖିଥାନ୍ତେ। କିମ୍ବା ବୋରହେସ, ନିର୍ମଳ ବର୍ମା କି ମଣ୍ଟୋ, ହୋଇପାରେ ଆମର ଜଗଦୀଶ ମହାନ୍ତି କି ସତ୍ୟ ମିଶ୍ର। ନା ଏ ଗପ…

Read More

କେଦାର ମିଶ୍ର ମୋତେ ପେଟ୍ରୋଲ ଦର ବାଧୁନାଇଁ କାରଣ ମୋତେ ପେଟ୍ରୋଲ ମାଗଣାରେ ମିଳୁଛି – କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ ଏମିତି କିଛି ବକ୍ତବ୍ୟ ରଖିଥିଲେ। ସତ କଥା, ମନ୍ତ୍ରୀମାନଙ୍କୁ ହାତରୁ ପଇସା ଦେଇ ତେଲ ପକେଇବାକୁ ପଡୁନି। ତେଣୁ ଆଜି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ଯେତେବେଳେ ଆକାଶ ଛୁଆଁ ହୋଇସାରିଛି, ସେତେବେଳେ ସାଧାରଣ ମଣିଷର ଆଖିରୁ ଲୁହ ଶୁଖୁନଥିବା ବେଳେ ଏହାକୁ ନେଇ ଶାସକ ଦଳର ନେତା ଓ ମନ୍ତ୍ରୀ ମାନେ ବେଶ ଆନନ୍ଦରେ ଅଛନ୍ତି। ୨୦୧୪ ପୂର୍ବରୁ ଯେତେବେଳେ ତେଲ ଦର ବଢୁଥିଲା, ସେତେବେଳେ ସଂସଦରୁ ସଡକ ପର୍ଯନ୍ତ ସବୁକିଛି ଥଋ ଉଠୁଥିଲା। ଆନ୍ତର୍ଜାତୀୟ ବଜାରରେ ସେତେବେଳେ ତେଲର ବ୍ୟାରେଲ ପିଛା ମୂଲ୍ୟ ପ୍ରାୟ ୧୨୦ ଡଲାର ଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଥିଲା ୬୩।  ତେବେ ଆଜି ବିଶ୍ଵ ବଜାରରେ ତେଲର ବ୍ୟାରେଲ ପିଛା ମୂଲ୍ୟ…

Read More

କେଦାର ମିଶ୍ର ନବେ ଦଶକରେ ବିଜୁ ପଟ୍ଟନାୟକ ଥାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ। ଭବାନୀପାଟଣା ର ଏକ ସଭାରେ ତାଙ୍କ ଉପରକୁ କିଛି ଯୁବକ ଢେଲା ମାଡ କଲେ। ବିଜୁ ବାବୁ ରକ୍ତାକ୍ତ ଓ ଆହତ ହେବା ସତ୍ତ୍ୱେ ସଭା କାର୍ଯ୍ୟ ଜାରି ରଖିଲେ। ଯେ କୌଣସି ପ୍ରକାର ପ୍ରତିବାଦକୁ ସାମନା କରି ଅଟଳ ରହିବାର ବିରଳ ଦକ୍ଷତା ବିଜୁ ବାବୁଙ୍କର ଥିଲା। ତେବେ ସ୍ଵାଭାବିକ ଭାବରେ ଯେଉଁ ଯୁବକମାନେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ ତାଙ୍କୁ ପୋଲିସ ଗିରଫ କରିଥିଲା। ସଭାପରେ ନିଜେ ମୁଖ୍ୟମନ୍ତ୍ରୀ ଥାନାକୁ ଯାଇ ଆକ୍ରମଣକାରୀ ଯୁବକମାନଙ୍କୁ ଭେଟିଥିଲେ ଓ ସେମାନଙ୍କ ବିରୋଧରେ କୌଣସି କାର୍ୟାନୁଷ୍ଠାନ ନ ନେବାକୁ ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତିବାଦକୁ ଗଣତନ୍ତ୍ରରେ ସାମନା କରିବା ପ୍ରତ୍ୟେକ ନେତାର ପ୍ରାଥମିକ ଦାୟିତ୍ଵ ଓ ପ୍ରତିବାଦକୁ ସାମ୍ନା କରିପାରିବାର କଳା ରାଜନୀତିରେ ତିଷ୍ଠିବାର ସବୁଠୁ ବଡ ଆବଶ୍ୟକତା। ତେବେ ସମୟକ୍ରମେ ପ୍ରତିବାଦକୁ ଡରିମରି ଅଭେଦ୍ୟ ସୁରକ୍ଷା…

Read More

କେଦାର ମିଶ୍ର ୮, ନଭେମ୍ବର ୨୦୧୬, ସେଦିନ ସାରା ଭାରତରେ ଟଙ୍କା ସରିଗଲା। ଭାରତର ପ୍ରଧାନମନ୍ତ୍ରୀ ରାତାରାତି ଘୋଷଣା କଲେ, ଦେଶରେ ପ୍ରଚଳିତ ପାଞ୍ଚ ଶହ ଓ ହଜାର ଟଙ୍କିଆ ନୋଟ କେବଳ କାଗଜର ଟୁକୁରା ମାତ୍ର। ଏହାର କୌଣସି ମୂଲ୍ୟ ଆଉ ନାହିଁ। ରାତି ପାହିଲା ବେଳକୁ ଆମ ହାତରେ ଥିବା ଟଙ୍କା କାମରେ ଲାଗିବା ଅବସ୍ଥାରେ ନଥିଲା। କୌଣସି ଗଣତାନ୍ତ୍ରିକ ଦେଶରେ ଏ ପ୍ରକାର ନିଷ୍ପତ୍ତି କୁ ସହଜରେ ଗ୍ରହଣ କରିନେବା ମୋ ମତରେ ଆମ ସମୟରେ ସବୁଠୁ ବଡ ରାଜନୈତିକ ବିସ୍ମୟ। ତେବେ ସେତେବେଳେ ଲୋକଙ୍କୁ ବୁଝାଇ ଦିଆଗଲା ଯେ ଦେଶରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର କଳାଟଙ୍କା ୟାପରେ ମାଟିରେ ମିଶିଯିବ। ଏହି ବିରାଟ ଅର୍ଥନୈତିକ ସଂସ୍କାରର ଫଳ ସ୍ଵରୂପ ଅତି କମ ରେ ୨ ରୁ ୩ ଲକ୍ଷ କୋଟି ଟଙ୍କା ବ୍ୟାଙ୍କରେ ଜମା ହୋଇପାରିବ ନାହିଁ ଓ ସେଇଟା ସରକାରଙ୍କ…

Read More

ଗତ କିଛି ଦିନ ହେଲା ରଣବୀର ଓ ଆଲିଆଙ୍କ ପ୍ରେମକୁ ନେଇ ଖୁବ ଚର୍ଚ୍ଚା ଧରିଛି । ଶୁଣିବାକୁ ମିଳୁଛି ଯେ ଏହି ଦୁଇଜଣ ଖୁବ ଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆଉ ତାଙ୍କର ଏହି ସମ୍ପର୍କକୁ ଦୁଇ ପରିବାର ପକ୍ଷରୁ କୁଆଡେ ସ୍ୱୀକୃତି ମିଳି ସାରିଛି । ଏହି ଯୋଡିଙ୍କ ସମ୍ପର୍କକୁ ନେଇ ଦୁହିଁଙ୍କ ପରିବାର ଲୋକମାନେ ମଧ୍ୟ ଖୁବ ଖୁସି ଥିବା ଜଣାପଡିଛି । ଋିଷି କପୁର ଏବଂ ମହେଶ ଭଟ୍ଟଙ୍କ ପରେ ନିକଟରେ ଆଲିଆ ଭଟ୍ଟଙ୍କ ମା’ ସୋନି ରାଜଦାନ ମଧ୍ୟ ଦୁହିଁଙ୍କ ସମ୍ପର୍କକୁ ନେଇ କହିଥିଲେ ଯେ, ରଣବୀର ବହୁତ ଭଲ ପିଲା ଏବଂ ସେ ତାଙ୍କ ଝିଅର ଫ୍ରିଡମକୁ ବହୁତ ସମ୍ନାନ କରନ୍ତି । ତେବେ ରଣବୀର ଏବଂ ଆଲିଆ ଏବେ ମିଶିକି ଫିଲ୍ମ ମଧ୍ୟ କରୁଛନ୍ତି । ଏହାସହ ଆଉ ଏକ ଖବର ସାମ୍ନାକୁ ଆସିଛି । ରଣବୀର…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାକୁ ସରକାରୀ ଗସ୍ତରେ ଆସିଥିଲେ ମଧ୍ୟ ସେ ତାଳଚେର ଏବଂ ଝାରସୁଗୁଡାରେ ଦଳିୟ କର୍ମିଙ୍କୁ ଯେପରି ଭାଷଣ ଦେଇଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ସେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ମୁଖ୍ୟତଃ ଓଡିଶା ଗସ୍ତ ସଂପୂର୍ଣ୍ଣ ଭାବେ ସରକାରୀ ଥିଲା, ହେଲେ ସରକାରୀ ଗସ୍ତ ସାରି ଉଭୟ ସ୍ଥାନରେ ସେ ଦଳୀୟ ସଭା ମଧ୍ୟ କରିଛନ୍ତି। ଏହି ଦଳୀୟ ସଭାରେ ସେ କେନ୍ଦ୍ରର ବିଜେପି ସରକାରର ସଫଳତା କାହାଣୀ କହିବା ସହିତ ରାଜ୍ୟରେ ନବୀନ ସରକାରଙ୍କ ବିଫଳତାକୁ ବେଶ୍ ବାକ୍ ଚାତୁରୀ ସହ ପରିପ୍ରକାଶ କରିଛନ୍ତି। ତାଙ୍କର ଦୀର୍ଘତ୍ତମ ଭାଷଣର ଯେଉଁ କେତୋଟି ଉଲ୍ଲେଖନୀୟ ପ୍ରସଂଗ ଥିଲା ତାହା ହେଉଛି. 1-କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି. ଏହା ଦ୍ବାରା ଦେଶର 50 କୋଟି ଲୋକ ଉପକୃତ ହେବେ। ହେଲେ ରାଜ୍ୟରେ ନବୀନ ସରକାର ନିଜସ୍ବ ଯୋଜନା କରି କେନ୍ଦ୍ରର ଯୋଜନାକୁ ଲାଗୁ…

Read More

ବିଜେଡିର ଅନ୍ୟତ୍ତମ ନେତା ତଥା ପୂର୍ବତ୍ତନ ସାଂସଦ ବୈଜୟନ୍ତଙ୍କ ପରେ ଅନ୍ୟତମ ନେତା ଡାକ୍ତର ଦାମୋଦର ରାଉତ ପାଳିପଡିଲା। ନବୀନ ନିବାସରେ ଜଗତସିଂହପୁର ଜିଲ୍ଲାର ବିଜେଡି ନେତାମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଦାମଙ୍କୁ ବହସ୍କାର ଦାବୀ କଲେ। ଏହାପରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନୀବନ ପଟ୍ଟନାୟକ ଏହାକୁ ତର୍ଜମା କରିବେ ବୋଲି କହିଲେ। ସେତେବେଳେ ଆଭାସ ମିଳିଲା ଯେ, ଦାମୋଦରଙ୍କୁ ନବୀନ ବହିସ୍କାର କରିବେ। ଶେଷରେ ତାହା ହିଁ ହେଲା। ତେବେ ବହିସ୍କାର ଖବର ପାଇବା ପରେ ଦାମ ରାଗି ଲାଲ ପଡିଯାଇଥିଲେ। ତେବେ ଧର୍ଯ୍ୟର ସହ ସେ ଗଣମାଧ୍ୟମକୁ ଗୋଟିଏ ପରେ ଗୋଟିଏ ଉତ୍ତର ଦେଉଥିଲେ। ଦାମୋଦରଙ୍କ ପ୍ରତିକ୍ରିୟା ହେଲା ସେ ଅନ୍ୟ ଦଳକୁ ଯିବି ନାହିଁ କିନ୍ତୁ ସାଧାରଣ ଜୀବନରେ ରହିବେ। ଆଗାମୀ ନିର୍ବାଚନରେ ଲଢ଼ିବି ଓ ଓଡ଼ିଶାର ଯେକୌଣସି ସ୍ଥାନରୁ ଲଢ଼ିବାର ସାମର୍ଥ୍ୟ ମୋର ଅଛି” ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ…

Read More

ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବୁଧବାର କହିଛନ୍ତି ଯେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ନେଇ ଭାରତ ପରି ଅର୍ଥବ୍ୟବସ୍ଥାକୁ ଏତେ ଶୀଘ୍ର ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କ୍ୟାବିନେଟ୍ ମିଟିଂ ପରେ ମିଡିଆକୁ ସମ୍ବୋଧିତ କରି ଜେଟଲୀ ଅନେକ ମହତ୍ଵପୂର୍ଣ୍ଣ ପ୍ରଶ୍ନର ଜବାବ ଦେଇଛନ୍ତି  ଯେଉଁଥିରେ ରାଫେଲ ଡିଲ୍, ଜନଧନ ଯୋଜନା ଖାତା ପରି ପ୍ରସଙ୍ଗ ସାମିଲ। ଜେଟଲୀ କହିଛନ୍ତି ଟଙ୍କା ହ୍ରାସ ପଛର କାରଣ ଘରୋଇ ନୁହେଁ ବରଂ ଅନ୍ତରାଷ୍ଟ୍ରୀୟ କାରଣ ଅଟେ। ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଜେଟଲୀ କହିଛନ୍ତି ଯେ ଯଦି ଆପଣ ଅନ୍ତରାଷ୍ଟ୍ରୀୟ କିମ୍ବା ଘରୋଇ ସ୍ତରରେ ଦେଖିବେ ତେବେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ପଛରେ କୌଣସି ଘରୋଇ କାରଣ ନାହିଁ। ସମସ୍ତ କାରଣ ଅନ୍ତରାଷ୍ଟ୍ରୀୟ ସ୍ତରରେ ରହିଛି। ଜେଟଲୀ କହିଛନ୍ତି ଯେ ଆମକୁ ଏହା ଧ୍ୟାନ ରଖିବା ଉଚିତ୍ ଯେ କେବଳ ଭାରତ ଟଙ୍କା ନୁହେଁ ଡଲାର ତୂଳନାରେ ସବୁ କରେନ୍ସି…

Read More

ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରନ୍ତି ତେବେ ବିଜେଡି ତାହାକୁ ସମର୍ଥନ କରିବ। ବିଜେଡି ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନରଙ୍କ ନିକଟରେ ଏହିପରି ଲିଖତ ଜଣାଇବା ପରେ ବର୍ତ୍ତମାନ ରାଜ୍ୟ ରାଜନୀତ ସରଗରମ ହୋଇପଡିଛି। ତାହାର କାରଣ ମଧ୍ୟ ରହିଛି। ତାହା ହେଉଛି ଗତ କିଛି ମାସ ଧରି ରାଜ୍ୟ ସରକାର ଯେପରି ଯୋଜନା ପରେ ଯୋଜନା ଘୋଷଣା କରିବା। ଯେପରି ବିଜ୍ଞାପନ ପ୍ରକାଶ କରି ସରକାରଙ୍କ ପ୍ରଚାର କରିବା, ସାରା ରାଜ୍ୟର ମୁଖ୍ୟ ସହରରେ ହୋଡିଂ ଲଗାଇବା ପ୍ରଭୃତି କାମକୁ ଦେଖିଲେ ଅନୁମାନ କରାଯାଉଛି ଯେ, ସରକାର ପୁରା ନିର୍ବାଚନ ମୁଡରେ ଅଛନ୍ତି। ତେବେ ସେହି ସବୁ ସନ୍ଦେହକୁ ସୁୃଦୃଢ କରିଦେଲା ପିନାକୀ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିବା ଘଟଣା। ତେବେ ରାଜ୍ୟ ସରକାର ଆଗୁଆ ନିର୍ବାଚନକୁ ଆଉ ଏକ ବଳିଷ୍ଠ ପ୍ରମାଣ କରୁଛି ଆଗୁଆ ଅତିରିକ୍ତ ବଜେଟ ଉପସ୍ଥାପନା କରିବା। ସାଧାରଣତଃ ଅତିରିକ୍ତ ବଜେଟ ଶୀତ…

Read More

ଭାରତରେ 650ଟି ଶାଖାରେ ବର୍ତ୍ତମାନ ଖୋଲାଯାଇଛି ଆଇପିପିବି ବା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ। ପୂର୍ବରୁ ସୁପ୍ତ ହୋଇପଡିଥିବା ପୋଷ୍ଟ ଅଫିସଗୁଡିକ ବର୍ତ୍ତମାନ ଚଳଚଞ୍ଚଳ ହୋଇପଡିଛି। କେବଳ ଚିଠି ଓ ମନି ଅର୍ଡର କାମରେ ନିଜକୁ ନିୟୋଜିତ ରଖିଥିବା ପୋଷ୍ଟାଲ କର୍ମଚାରୀମାନେ ବର୍ତ୍ତମାନ ନିଜକୁ ବ୍ୟାଙ୍କ ସେବାରେ ନିୟୋଜିତ ରଖିବେ। ତେବେ ଏହି ବ୍ୟାଙ୍କରେ ଯେଉଁମାନେ ଆକାଉଣ୍ଟ ଖୋଲିବେ ସେମାନେ କେତେକ କଥା ଜାଣିବାର ଆବଶ୍ୟକତା ରହିଛି। 1-ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରିବ। ଏହାର ପୁରା 100 ପ୍ରତିଶତ ଇକ୍ୟୁଟ ଭାରତ ସରକାରଙ୍କ ଅଧିନରେ ରହିବ। 2-ଏହି ବ୍ୟାଙ୍କର ପାଇଲଟ ପ୍ରକଳ୍ପ 2017 ମସିହା ଜାନୁୟାରୀ 30 ତାରିଖରେ ଆରମ୍ଭ କରାଯାଇଥିଲା। ପ୍ରଥମେ ରାଞ୍ଚି ଏବଂ ରାୟପୁରରେ ପାଇଲଟ ପ୍ରକଳ୍ପ ଭାବେ ପୋଷ୍ଟ ଅଫିସ ଗୁଡିକୁ ବ୍ୟାଙ୍କରେ ପରିଣତ କରାଯାଇଥିଲା। ସେହି ପ୍ରକଳ୍ପ ସଫଳତା ହାସଲ କରିବା ପରେ…

Read More