Author: Samikhsya Bureau

ଭୁବନେଶ୍ବର: ଆସନ୍ତାକାଲି ମହାଶିବ ରାତ୍ରି। ସେଥିପାଇଁ ରାଜ୍ୟର ସମସ୍ତ ଶୈବ୍ୟପିଠରେ ଚାଲିଛି ପ୍ରସ୍ତୁତି। କାରଣ ଆସନ୍ତାକାଲି ବହୁ ଭକ୍ତଙ୍କର ସମାଗମ ହେବା ସହିତ ରାତିସାରା ଦୀପ ଜାଳି ଉପବାସ କରିବେ। ସେଥିପାଇଁ ଭକ୍ତମାନେ ଠିକ ଭାବେ ପୂଜାବିଧି କରିବା ପାଇଁ ଶିବ ମନ୍ଦିରରେ ବ୍ୟବସ୍ଥା କରାଯାଇଛି। ଓଡିଶାର ପ୍ରସିଦ୍ଧ ଶୈବ୍ୟପିଠ ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶିବରାତ୍ରି ଦିନ ସ୍ବତନ୍ତ୍ର ନୀତିକାନ୍ତି କରାଯିବ। ସେଥିପାଇଁ ମନ୍ଦିର ପ୍ରଶାସନ ବୈଠକ ବସି ନୀତିକାନ୍ତି ସମୟ ନିର୍ଘଣ୍ଟ କରାଯାଇଛି। ସେହି ଅନୁସାରେ ଆସନ୍ତା କାଲି ରାତି ଦଶଟାରେ ଉଠିବ ମହାଦ୍ବୀପ। ସେହିଦିନ ଭୋର 3ଟାରୁ ଦିନ 11 ଟା ପର୍ଯ୍ୟନ୍ତ ହେବ ସାହାଣମେଲା। ଏହାପରେ ବିଭିନ୍ନ ନୀତିକାନ୍ତି କରାଯିବ।ସେହିପରି ରାତିରେ ମହାଦ୍ବୀପ ଉଠିସାରିବା ପରେ ଭୋର 3ଟା 45 ରେ ହରିହର ଭେଟ କାର୍ଯ୍ୟକ୍ରମ ରହିଛି। ସାରା ଓଡିଶାରୁ ଏହି ପିଠକୁ ଭକ୍ତମାନଙ୍କର ସୁଅ ଛୁଟିବ। ସେଥିପାଇଁ ମନ୍ଦିର ପ୍ରଶାସନ…

Read More

ନୂଆଦିଲ୍ଲୀ: ତ୍ରିପୁରାରେ ଗତକାଲି ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଲୋକମାନେ ମତଦାନରେ ଭାଗ ନେଇଥିଲେ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ରାଜ୍ୟରେ ମୋଟ ୮୬.୧୦ ପ୍ରତିଶତ ଲୋକ ଭୋଟ୍ ଦେଇଛନ୍ତି, ଯାହା ସର୍ବାଧିକ।

Read More

ନୂଆଦିଲ୍ଲୀ: ଭାରତକୁ ସମର୍ଥନ କରି ଆମେରିକାର ତିନିଜଣ ଶକ୍ତିଶାଳୀ ସିନେଟର ସିନେଟରେ ଏକ ସଂକଳ୍ପ ଉପସ୍ଥାପନ କରିଛନ୍ତି। ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବର୍ଣ୍ଣନା କରି ଏହି ସଂକଳ୍ପରେ ଭାରତର ସାର୍ବଭୌମତ୍ଵ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମର୍ଥନ କରାଯାଇଛି। ଏଥିରେ ଚୀନ୍ ସାମରିକ ବାହିନୀର ବ୍ୟବହାରକୁ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ସ୍ଥିତି ବଦଳାଇବା ପାଇଁ ନିନ୍ଦା କରାଯାଇଛି। ଏହା ସହିତ ଭାରତ ସରକାରଙ୍କ ପଦକ୍ଷେପକୁ ଏହା ବିରୁଦ୍ଧରେ ପ୍ରତିରକ୍ଷା ଭାବେ ପ୍ରଶଂସା କରାଯାଇଛି। ଏହି ପ୍ରସ୍ତାବକୁ ସିନେଟର ଜେଫ୍ ମାର୍କଲେ, ବିଲ୍ ହେଗର୍ଟି ଉପସ୍ଥାପନ କରିଛନ୍ତି ଏବଂ ଜନ୍ କର୍ନିନ୍ ଏହାକୁ ସମର୍ଥନ କରିଛନ୍ତି। ଏଥିରେ ଭାରତର ପ୍ରତିରକ୍ଷା ଆଧୁନିକୀକରଣର ସମର୍ଥନ ସହିତ ଅରୁଣାଚଳରେ ଭାରତର ବିକାଶ ପ୍ରୟାସକୁ ପ୍ରଶଂସା କରାଯାଇଛି। ଏଥିରେ ଅରୁଣାଚଳରେ ଭାରତର ଉଦ୍ୟମକୁ ସମର୍ଥନ ଜଣାଇବାବେଳେ ଏହି କ୍ଷେତ୍ରରେ ଆମେରିକାର ସହଯୋଗକୁ ନେଇ ପ୍ରତିବଦ୍ଧତା ପ୍ରକାଶ ପାଇଛି। ଜେଫ୍…

Read More

ଭୁବନେଶ୍ବର: ଓଡିଶାରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ସେ ଭୁବନେଶ୍ବରେ ପହଁଚିଥିଲେ। ଆଜି ହୋଟେଲ ମେ ଫାୟାର ଲାଗୁନରେ ଆୟୋଜିତ ବଜେଟ ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେବେ। ଗତକାଲି ତାଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ସ୍ବାଗତ କରିଥିଲେ। ଆଜି ବଜେଟ ଆଲୋଚନା ପରେ ନିର୍ମଳା ଅରଗୁଳସ୍ଥିତ ଆଇଆଇଟିରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧୀତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ନୂଆଦିଲ୍ଲୀ ଫେରିଯିବେ।

Read More

ଚାଣକ୍ୟ ନୀତି: ରୋଜଗାର, ବ୍ୟୟ, ଉପଭୋଗ ଏବଂ ପୁଞ୍ଜି ବିନିଯୋଗ ପ୍ରସଙ୍ଗରେ ଆଚାର୍ଯ୍ୟ ଚାଣକ୍ୟ ବିସ୍ତୃତ ଭାବରେ ଉପସ୍ଥାପନ କରିଛନ୍ତି। ଚାଣକ୍ୟଙ୍କ ଅନୁଯାୟୀ, ଯେତିକି ରୋଜଗାର କରିବା ଆବଶ୍ୟକ, ଏହାକୁ ଖର୍ଚ୍ଚ କରିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଚାଣକ୍ୟ ନୀତିରେ ଏହା ବହୁତ ଭଲ ଭାବରେ କୁହାଯାଇଛି ଯେ, ଧନ ମାମଲାରେ ଜଣେ ବ୍ୟକ୍ତି କେବେ ଏବଂ କେଉଁଠାରେ ସତର୍କ ରହିବା ଉଚିତ୍। ସେଗୁଡିକୁ ଗ୍ରହଣ କଲେ ଆପଣ କେବଳ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ହୋଇପାରିବେ ନାହିଁ, ବରଂ ଆପଣ ଜଣେ ସଫଳ ବ୍ୟକ୍ତି ମଧ୍ୟ ହୋଇପାରିବେ। ଚାଣକ୍ୟ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି, ତେବେ ସେ ଅର୍ଥର ବ୍ୟୟ ଏବଂ ଏହାକୁ ସଞ୍ଚୟ କରିବାର ଉପାୟ ଜାଣିବା ଉଚିତ୍। ଆବଶ୍ୟକତାଠାରୁ ଅଧିକ ଟଙ୍କା ସଞ୍ଚୟ କରିବା ଅନୁଚିତ। ଚାଣକ୍ୟ ଏକ ଉଦାହରଣ ଦେଇଛନ୍ତି ଯେ, ପୋଖରୀର ବହୁତ ଦିନ ଧରି ପାଣି ରହିବା…

Read More

ଭୁବନେଶ୍ବର: ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚ୍ଚିତ୍ର ତାର ଦର୍ଶକଙ୍କୁ ଦେଇ ଆସିଛି। ଚିରାଚରିତ ପ୍ରେମ କାହାଣୀ ଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀକୁ ନେଇ ଏସପିପି ପ୍ରଡକ୍ଶନ୍ ହାଉସ୍ ନିର୍ମାଣ କରିଛି ‘ବନ୍ଦିନୀ’, ଯାହାକୁ ଦର୍ଶକମାନେ ଆସନ୍ତା ୧୯ ତାରିଖ ସନ୍ଧ୍ୟା ୬:୩୦ ରେ କେବଳ ଜୀ-ସାର୍ଥକରେ ଦେଖିପାରିବେ। ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲ୍ ରେ ଚଳଚ୍ଚିତ୍ର “ବନ୍ଦିନୀ” ର ଅଡିଓ ରିଲିଜ୍ ହୋଇଯାଇଛି। ଏହି ଅବସରରେ ଜୀସାର୍ଥକ ବିଜିନେସ୍ ହେଡ୍ ପ୍ରତୀକ ସିଲ୍,ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ,ନିର୍ଦ୍ଦେଶକ ପିନୁ ନାୟକ, ଅଭିନେତା ମଣ୍ଟୁ, ଅଭିନେତ୍ରୀ ରୀୟା, କଣ୍ଠଶିଳ୍ପୀ ସ୍ବୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଲିପ୍ସା ମହାପାତ୍ର, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଡକ୍ଟର ଜନ୍ମେଞ୍ଜୟ ପଣ୍ଡାଙ୍କ କାହାଣୀ, କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ପିନୁ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ନିର୍ମଳ…

Read More

ଭୁବନେଶ୍ବର: ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଭାରତ ସରକାର, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ (ଏସଆରଆରଡି ଏବଂ ପିଆର), ଓଡ଼ିଶାର ସହଯୋଗରେ ଥିମ୍ 3 : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ 9 : ମହିଳା ଅନୁକୂଳ ଗ୍ରାମ ର ବିଷୟଗତ ନୀତି ଗ୍ରହଣ କରି ଗ୍ରାମ ପଞ୍ଚାୟତରେ ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲର ଲୋକାଲାଇଜେସନ ଉପରେ ଜାତୀୟ କର୍ମଶାଳାକୁ ଭୁବନେଶ୍ବର ଠାରେ 17-19 ଫେବୃୟାରୀ 2023 ମଧ୍ୟରେ ଆୟୋଜନ କରୁଛନ୍ତି। ଏହି ତିନି ଦିନିଆ କର୍ମଶାଳାର ଉଦଘାଟନ କରିବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନୀ ଅଧିବେଶନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ କପିଲ ମୋରେଶ୍ୱର ପାଟିଲ ଯୋଗଦେବେ। ପଞ୍ଚାୟତ ରାଜ ଓ ପାନୀୟ ଜଳ, ଜଙ୍ଗଲ ଏବଂ ପରିବେଶ, ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ…

Read More

ଜ୍ୟୋତିଷ ଶାସ୍ତ୍ର: ହିନ୍ଦୁ ଧର୍ମରେ ହଳଦୀ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ହଳଦୀ ବିନା କୌଣସି ପୂଜା ସଂପୂର୍ଣ୍ଣ ନୁହେଁ। ହଳଦି ଆୟୁର୍ବେଦରେ ଏକ ଔଷଧ ଭାବରେ ବିବେଚନା କରାଯାଏ। ହଳଦୀର ବିଶେଷତା କେବଳ ମସଲାରେ ସୀମିତ ନୁହେଁ। ଜ୍ୟୋତିଷ ଶାସ୍ତ୍ରରେ ହଳଦି ମଧ୍ୟ ଅନେକ ଉପାୟରେ ବ୍ୟବହୃତ ହୁଏ। ଭଗବାନ ବିଷ୍ଣୁଙ୍କର ହଳଦୀ ଅତ୍ୟନ୍ତ ପ୍ରିୟ, ତେଣୁ ଗୁରୁବାର ଦିନ ହଳଦୀର କିଛି ଉପଚାର ଅଧିକ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ହଳଦୀ ଉପଚାର କେବଳ ଭାଗ୍ୟ ଖୋଲିବା ପାଇଁ କାମ କରେ ନାହିଁ ବରଂ ଆର୍ଥିକ ସ୍ଥିତିକୁ ମଧ୍ୟ ମଜବୁତ କରିଥାଏ। ରାଶିରେ ବୃହସ୍ପତିର ସ୍ଥିତିକୁ ମଜବୁତ କରିବା ପାଇଁ ହଳଦୀ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ହଳଦୀ ସହିତ ଜଡିତ ଏହି ଉପଚାରଗୁଡ଼ିକ ବିଷୟରେ ଜାଣିବା…. ହଳଦୀ ସହିତ ଜଡିତ ପ୍ରତିକାର: ଯଦି ଆପଣଙ୍କର ଟଙ୍କା କୌଣସି ସ୍ଥାନରେ ଅଟକି ଯାଇଛି, କିମ୍ବା…

Read More

ଭୁବନେଶ୍ବର: ମହାଶିବରାତ୍ରୀ ପର୍ବ ଶିବଙ୍କ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ଦିନ, ଲୋକମାନେ ଭୋଲେନାଥଙ୍କୁ ଖୁସି କରିବା ପାଇଁ ଉପବାସ ରଖନ୍ତି। ବିଧି-ବିଧାନ ଅନୁଯାୟୀ ପୂଜା କରନ୍ତି ଏବଂ ଅନେକ ଉପାୟ ମଧ୍ୟ କରନ୍ତି। ପ୍ରକାଶ ଯେ, ମହାଶିବରାତ୍ରୀ ପର୍ବ ୧୮ ଫେବୃଆରୀ ୨୦୨୩ ରେ ଶନିବାର ଦିନ ପାଳନ କରାଯିବ। ପ୍ରତିବର୍ଷ ମହାଶିବତ୍ରୀ ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ଦିନ ପଡେ। ଶିବଲିଙ୍ଗକୁ ପୂଜା କରିବା ସମୟରେ ଲୋକମାନେ ଅନେକ ଜିନିଷ ଅର୍ପଣ କରନ୍ତି। କିନ୍ତୁ ଏପରି କିଛି ଜିନିଷ ମଧ୍ୟ ଅଛି, ଯାହା ଶିବଲିଙ୍ଗରେ ଦିଆଯିବା ଉଚିତ୍ ନୁହେଁ। କାରଣ ଏହା ଭୋଲେନାଥଙ୍କୁ କ୍ରୋଧିତ କରେ। ହିନ୍ଦୁ ଧର୍ମର ସମସ୍ତ ଦେବତା ଏବଂ ଦେବୀଙ୍କୁ ସନ୍ତୁଷ୍ଟ କରିବାକୁ, ସେମାନଙ୍କର ପ୍ରିୟ ଉପାଦାନଗୁଡ଼ିକ ପୂଜାରେ ଅର୍ପଣ କରାଯାଏ। ଏହା ମନସ୍କାମନା ପୂରଣ କରିଥାଏ ଏବଂ ଭଗବାନ ଶୀଘ୍ର ପ୍ରସନ୍ନ ହୁଅନ୍ତି। ସେହିଭଳି ବେଲପତ୍ର, ଭାଙ୍ଗ ଇତ୍ୟାଦି ଭୋଲେନାଥଙ୍କ…

Read More

ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ…

Read More

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଠାରୁ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। କିନ୍ତୁ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ନେଇ ବିବାଦ ପୁଣି ଆରମ୍ଭ ହୋଇଛି। ଟିମ୍ ଇଣ୍ଡିଆ ପିଚ୍ ଲୁଚାଇଥିବା ଅଭିଯୋଗ ହୋଇଛି। ବାସ୍ତବରେ ଷ୍ଟାଡିୟମର ଗ୍ରାଉଣ୍ଡ କର୍ମଚାରୀମାନେ ଅଷ୍ଟ୍ରେଲୀୟ ଗଣମାଧ୍ୟମକୁ ପିଚ୍‌ର ଫଟୋ ଉଠାଇବାକୁ ବାରଣ କରିବାକୁ ଚେଷ୍ଟା କରିଥିଲେ। ଏହା ହେଉଛି ସେହି ୱିକେଟ୍ ଯେଉଁଥିରେ ଶୁକ୍ରବାର ଠାରୁ ଦୁଇ ଦେଶ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଅରୁଣ ଜେଟଲୀ ଷ୍ଟାଡିୟମରେ ଥିବା ପିଚ୍ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ଶୁକ୍ରବାରଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ପୂର୍ବରୁ ସାମ୍ବାଦିକମାନେ ପିଚ୍ ନିରୀକ୍ଷଣ କରିବାକୁ ଚେଷ୍ଟା କରନ୍ତି। ପ୍ରାରମ୍ଭରେ ଗ୍ରାଉଣ୍ଡ ଷ୍ଟାଫର ଜଣେ ସଦସ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇଜଣ ଯୁବକ ନବେ ହଜାର ଟଙ୍କା ଝାମ୍ପି ନେଇ ଯାଇଥିବା ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ଖବରରୁ ପ୍ରକାଶ ବାଣପୁର ଥାନା ଅନ୍ତର୍ଗତ ଶଙ୍କର ଦଳାଇ ବୟସ ୪୬ ବର୍ଷ ବାଣପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ତାଙ୍କ ମା’ଙ୍କ ଆକାଉଣ୍ଟରୁ ନବେ ହାଜର ଟଙ୍କା ଉଠାଇ ସାଇକେଲରେ ଘରକୁ ଫେରୁଥିଲେ। ସେହି ସମୟରେ ଗାଲୁଆ ଛକ ନିକଟରେ ଦୁଇଜଣ ଯୁବକ ମଟର ସାଇକେଲରେ ପଛଆଡ଼ୁ ଆସି ପଛରେ ବସିଥିବା ଯୁବକ ଶଙ୍କରଙ୍କ ଠାରୁ ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇଯାଇଥିଲେ। ଥାନାରେ ଶଙ୍କର ଅଭିଯୋଗ କଲା ପରେ ପୋଲିସ ୭୨/୨୦୨୩ ରେ ମକଦମା ରୁଜୁ କରି ତଦନ୍ତ ଜାରି ରଖିଛି।

Read More

ରଣପୁର: କେନ୍ଦ୍ର ସରକାର ଗରିବଙ୍କୁ ମିଳୁଥିବା ୫ କି.ଗ୍ରା. ରାସନ ଚାଉଳ ହ୍ରାସ କରିବା ବିରୋଧରେ ସୋମବାର ରଣପୁର ବିଜ୍ଞାପିତ ଅଞ୍ଚଳରେ ଏକ ଆନ୍ଦୋଳନ କରାଯାଇଛି। ଆଜି ରଣପୁର ନିର୍ବାଚନ ମଣ୍ଡଳୀର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ରଣପୁର ନଗର ବିଜେଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଆନ୍ଦୋଳନରେ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ବିଜେଡି ନଗର ସଭାପତି ଲିଙ୍ଗରାଜ ନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ବରିଷ୍ଠ ଆଇନୀଜୀବୀ ସୁରେଶ ମିଶ୍ର, ସୁଶାନ୍ତ ମିଶ୍ର ଏବଂ କାଉନସିଲର କମଳାକ୍ଷୀ ଦେବୀଦର୍ଶିନୀଙ୍କ ସମେତ ସମସ୍ତ କାଉନସିଲର ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

Read More

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ଓ ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ଓ ଉପସ୍ଥାପକ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ ‘ଏକ୍ସଟିକ ଇଡେନ-ଦି ଲଭର୍ସ ଡେଷ୍ଟିନେସନ ଅଫ ଓଡ଼ିଶା’ (‘Exotic EDEN-THE LOVERS’ Destination of Odisha’) ପୁସ୍ତକକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି।  ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକମାନଙ୍କ ପାଇଁ ଉକ୍ତ ପୁସ୍ତକ ବେଶ ଉପଯୋଗୀ ହେବ ଏବଂ ଓଡ଼ିଶାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆକର୍ଷିତ ହେବେ ବୋଲି ରାଜ୍ୟପାଳ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି। ଗୁରୁବାର ରାଜଭବନରେ ଲୋକାର୍ପିତ ହୋଇଥିବା ୧୪୦ ପୃଷ୍ଠା ସମ୍ବଳିତ ଉକ୍ତ ପର୍ଯ୍ୟଟନ ଆଧାରିତ ଇଂରାଜୀ ଭାଷାରେ ଲିଖିତ ପୁସ୍ତକଟି ସମ୍ପୂର୍ଣ୍ଣ ରଙ୍ଗୀନ। ଏଥିରେ ଓଡ଼ିଶାର ୩୦ ଟି ‘ଗ୍ଲାମର ଟୁରିଷ୍ଟ ସ୍ପଟ’ର ସମ୍ପୂର୍ଣ୍ଣ ବିବରଣୀ ସହ ରଙ୍ଗୀନ ଫଟୋ ଦିଆଯାଇଛି। ଏଇ ଅନାଲୋଚିତ ‘ପ୍ରେମର ପ୍ରତୀକ’ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରେ- ହନିମୁନ ଆଇଲ୍ୟାଣ୍ଡ, ପୁଟୁଡ଼ି, କୋଇଲି ଘୋଘର, ଫୁର୍ଲିଝରଣ,…

Read More

ଭୁବନେଶ୍ବର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପିଏମ ଗତିଶକ୍ତି (ବହୁମୁଖି ଯୋଗାଯୋଗ ନିମନ୍ତେ ଜାତୀୟ ମାଷ୍ଟର ପ୍ଲାନ) ଓ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଭୁବନେଶ୍ବର ଠାରେ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲଫିଲ୍ଡସ ଲିମିଟେଡ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମାରୋହକୁ ସମ୍ବୋଧିତ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଲଜିଷ୍ଟିକ୍ସ ହେଉଛି ଦେଶ ପାଇଁ ସବୁଠୁ ବଡ଼ ଆହ୍ବାନ। ପିଏମ ଗତିଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହାଦ୍ବାରା ପରିବହନ କ୍ଷେତ୍ରର ବିଭିନ୍ନ ବିଭାଗରେ ରହିଥିବା ବାଧକଗୁଡ଼ିକ ଦୂର କରିବାରେ ଦୀର୍ଘକାଳୀନ ଭିତ୍ତିରେ ସହାୟତା ମିଳିପାରିବ। ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ସହିତ…

Read More

ଭୁବନେଶ୍ବର: ଆଜି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ବିରୋଧରେ ତାତିଲା ବିଜୁ ମହିଳା ଜନତା ଦଳ। ଆଜି ଭୁବନେଶ୍ବର ପିଏମଏଜି ଛକରେ ଦଳ ତରଫରୁ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ବିକ୍ଷୋଭ କରାଯାଇଥିଲା। ଶତାଧିକ ମହିଳା କର୍ମି ରାଜରାସ୍ତାରେ ଶୋଭାଯାତ୍ରା କରି ତାଙ୍କର ବହିସ୍କାର ଦାବୀ କରିଥିଲେ। ଗତକାଲି ଜୟନାରାୟଣ ମିଶ୍ର ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିଥିଲେ। ଯାହାକୁ ନେଇ ସାରା ଓଡିଶାରେ ନିନ୍ଦା କରାଯାଇଛି। ତାଙ୍କୁ ତୁରନ୍ତ ବହିସ୍କାର କରାଯାଉ ବୋଲି ବିଜେଡି ତରଫରୁ ଦାବୀ କରାଯାଇଛି।

Read More

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ୭ଟି ଡାଏଲିସିସ୍ ମେସିନ ଗୁରୁବାର ପ୍ରଦାନ କରାଯାଇଛି। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ରୋଗୀ ସେବା ନିମନ୍ତେ ଏହି ୭ଟି ମେସିନ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ହସ୍ତାନ୍ତର କରାଯାଇଛି। ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆଇସିଆଇସିଆଇ ଫାଉଣ୍ଡେସନ୍ ସର୍ବଦା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରୁଛନ୍ତି। କୋଭିଡ ସମୟରେ ମଧ୍ୟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଏହି ଅନୁଷ୍ଠାନ ଅନେକ ସହଯୋଗ କରିଥିଲେ ବୋଲି ପ୍ରଫେସର ନାୟକ କହିଥିଲେ। ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଅଧିକାଂଶ ସମୟରେ ନେଫ୍ରୋଲୋଜି ବିଭାଗ ଅଧିନରେ ପ୍ରାୟ ୧୬୦୦ ରୋଗୀ ଡାଏଲିସିସ୍ ଆବଶ୍ୟକ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତା ରେ ପଲିଟେକନିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଚାଲିଥିବା ୩ ଦିନିଆଁ ଯୁବ ନେତୃତ୍ୱ ଏବଂ ଗୋଷ୍ଟି ବିକାଶ ତାଲିମ ଶିବିର ଉଦଯାପିତ ହୋଇ ଯାଇଛି। ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ସୁଶାନ୍ତ କୁମାର ପଟେଲ, ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଅତିଥି ଭାବରେ ପ୍ରିନ୍ସିପାଲ ପୋଲିଟେକନିକ କଲେଜ ଅମୁଲ୍ୟ କୁମାର ପଣ୍ଡା, ଇଂରାଜୀ ଅଧ୍ୟାପକ ସରକାରୀ ପଲିଟେକନିକ କଲେଜ ହିରେନ୍ଦ୍ର କୁମ୍ଭାର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଲେଖାପାଳ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ। ପ୍ରଶିକ୍ଷଣରେ ଭାଗ ନେଇଥିବା ସମସ୍ତ ଯୁବକ ଯୁବତୀ ମାନେ ଯାହା ଶିଖିଛନ୍ତି ସେହି ସବୁ କୁ…

Read More

ଭୁବନେଶ୍ବର: ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସୁମନ୍ତ କୁମାର ସାହୁ କହନ୍ତି “ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୋ ମା’ ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ”। ଏ ବିଷୟରେ ଅଧିକ ପଚାରିବାରୁ ସେ କହିଲେ – ଆମର ଛୋଟ ଚାଷ ବନ୍ଦି ପରିବାର। ସିଂଘପୁର ହାଟରେ ଛୋଟ ଜଳଖିଆ ଦୋକାନ କରି ବାପା ଓ ମୁଁ ଘର ଚଳାଉ। ମୋ ମା’ ସ୍ନେହଲତା ସାହୁ (୫୨) ଙ୍କୁ ଲଗାତର ଜ୍ୱର ହେଉଥିଲା। ଗୋଡ଼ ଭୀଷଣ ବିନ୍ଧୁଥିଲା। ସେ ସବୁବେଳେ ଅଥୟ ହେଉଥିଲେ। ବିଭିନ୍ନ ପ୍ରାଥମିକ ପରୀକ୍ଷାରୁ ଜଣା ପଡ଼ିଲା ମା’ଙ୍କର ହିମଗ୍ଲୋବିନ୍ କମୁଛି। ପ୍ଲେଟଲେଟ୍ ମଧ୍ୟ କମୁଛି। ତା’ ପରେ ମେଡ଼ିସିନ୍ ସ୍ପେସାଲିଷ୍ଟଙ୍କୁ ଦେଖେଇଲୁ। ବିଭିନ୍ନ ପରୀକ୍ଷାରୁ ଜଣା ପଡ଼ିଲା ଯେ ମା’ଙ୍କର ବ୍ଲଡ୍ କ୍ୟାନସର ହୋଇଛି। ଏଥିରେ ବ୍ୟଥିତ ହୋଇ ବାପା ହାର୍ଟ-ଷ୍ଟ୍ରୋକରେ ୨୦୨୧ ମସିହା ଜାନୁଆରୀ ୧୭ ତାରିଖ ଦିନ ଆରପାରିକୁ ଚାଲିଗଲେ। ଆମେ ଭାଇଭଉଣୀ ତିନିଜଣ, ମୁଁ…

Read More

ଭୁବନେଶ୍ୱର: ପାରସ୍ପରିକ ସହଯୋଗ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଏମ୍‌ଆର୍ କମଳଙ୍ଗା ଏନର୍ଜି ଲିମିଟେଡ୍ (ଜିକେଇଏଲ୍‌), ଢ଼େଙ୍କାନାଳ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ଅନୁଯାୟୀ ଶିଳ୍ପ କ୍ଷେତ୍ରରେ ଅଧିକ ସମ୍ପୃକ୍ତ ହେବା ସହ ଜ୍ଞାନ ଆହରଣ ନିମନ୍ତେ ଜିଏମ୍‌ଆର୍ ସୋଆର ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବ। ଜିକେଇଏଲ୍ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ବର୍ଷ ସ୍ୱଳ୍ପ ଏବଂ ଅଧିକ ସମୟ ମିଆଦି ପ୍ରଶିକ୍ଷଣ ପ୍ରଦାନ କରାଯିବ। ସେହିପରି ଜିକେଇଏଲ୍‌ର ଅଧିକାରୀମାନଙ୍କୁ ମଧ୍ୟ ସୋଆ ପକ୍ଷରୁ ଶୈକ୍ଷିକ ଏବଂ ଗବେଷଣା ଭିତିକ ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯିବ। ୩୬ ମାସ ପାଇଁ ନିର୍ଦ୍ଧ।ରିତ ଏହି ଏମ୍‌ଓୟୁ ଅନୁଯାୟୀ ସୋଆରେ ମିଳିତ ଭାବେ ଦୁଇଟି ଅନୁଷ୍ଠାନ ପକ୍ଷରୁ ସେମିନାର ଏବଂ କର୍ମଶାଳା ମଧ୍ୟ ଆୟୋଜନ କରାଯିବ। ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଜିକେଇଏଲ୍‌ର ବରିଷ୍ଠ ଅଧିକାରୀ ମାନଙ୍କ…

Read More

ନୂଆଦିଲ୍ଲୀ: ସ୍ୱରା ଭାସ୍କର ତାଙ୍କ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ନିଜେ ନିଶ୍ଚିତ କରିଛନ୍ତି ଯେ, ସେ ରାଜନୈତିକ କାର୍ଯ୍ୟକର୍ତ୍ତା ଫହାଦ ଜିରାର ଅହମ୍ମଦଙ୍କ ସହ କୋର୍ଟ ବିବାହ କରିଛନ୍ତି। ଏ ବିଷୟରେ ସୂଚନା ଦେଇ ସ୍ୱରା ଭାସ୍କର ମଧ୍ୟ ଫହାଦଙ୍କ ପାଇଁ ଏକ ସ୍ୱତନ୍ତ୍ର ନୋଟ୍ ସେୟାର କରିଛନ୍ତି। https://www.instagram.com/reel/CouLeOhA8-d/?utm_source=ig_embed&ig_rid=aad3351f-a7c3-4425-886c-084b00a4da1d ସ୍ୱରା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୨ ମିନିଟ୍ ୪ ସେକେଣ୍ଡର ଏକ ଭିଡିଓ ସେୟାର୍ କରିଛନ୍ତି, ଯାହା ମାଧ୍ୟମରେ ସେ କହିଛନ୍ତି ଯେ, ଉଭୟେ କିପରି ଅନେକ ଗତିବିଧିରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ କିପରି ସେମାନଙ୍କ ସମ୍ପର୍କ ଧୀରେ ଧୀରେ ବଦଳିଗଲା ଏବଂ ଆଜି ଏହି ସ୍ଥିତିରେ ପହଞ୍ଚିଲା।

Read More