ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ନିରାପତ୍ତା ପାଇଁ ଚାରି ପାଖରେ ୭୫ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ସମୁଦ୍ରକୂଳ ବଳିଆପଣ୍ଡାରେ ଥିବା ଯାତ୍ରୀକା ନିବାସ ପରିସରରୁ ସମସ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ […]
ଛତିଶଗଡରେ ସୁରକ୍ଷା ବଳ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନକାଉଣ୍ଟରରେ 5 ଜଣ ନକ୍ସଲ ପ୍ରାଣ ହରାଇଥିବା ବେଳେ 2 ଜଣ ଯବାନ ଆହତ ହୋଇଛନ୍ତି । ଛତିଶଗଡର ନାରାୟଣପୁର ଅଞ୍ଚଳର ଅମ୍ବୁଜ ନଗରରେ […]
ରାଜ୍ୟରେ ଅଶ୍ଲୀଳ ଭିଡିଓ ଭାଇରାଲ୍ ହେବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ବାଲେଶ୍ବରରେ ଏପରି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ସମ୍ବଲପୁରରେ ଏହିପରି ଘଟଣା ସମ୍ମୁଖକୁ ଆସିଛି । ସମ୍ବଲପୁରରେ ଏକ ଭାଇରାଲ୍ ଭିଡିଓ […]
ମହାରାଷ୍ଟ୍ର ଭିଓ୍ୱାଣ୍ଡିର ଶାନ୍ତି ନଗର ଅଞ୍ଚଳରେ ଥିବା ଏକ 4 ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ସ୍ଥାନୀୟ […]
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜେଲ୍ରେ ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଛି । ଲାଞ୍ଜିଗଡ଼ର ପଟ୍ଟନାୟକ ହରିଜନ ନାମକ ବ୍ୟକ୍ତିଙ୍କର ଜେଲ୍ରେ ମୃତ୍ୟୁ ଘଟିଛି । ପଟ୍ଟନାୟକ ଜେଲ୍ରେ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସମ୍ବଲପୁର ବୁର୍ଲା ମେଡ଼ିକାଲକୁ […]
ଉତ୍ତର ପୂର୍ବ ବଙ୍ଗୋପସାଗରେ ମନସୁନ୍ ଟ୍ରାପ୍ ଲାଇନ୍ ଓ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାରେ ରାଜ୍ୟରେ ଦୁଇ ଦିନ ହେଲା ବର୍ଷା ଜାରି ରହିଛି । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା […]
ଓଡିଶା ବିଧାନସଭାର ଗୃହ କମିଟି ହିମାଚଳ ପ୍ରଦେଶ ଗସ୍ତରେ ଯାଇଛନ୍ତି । ଇ ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସମ୍ପର୍କରେ ଅଧ୍ୟୟନ ନିମନ୍ତେ ଯାଇଥିବା ଏହି ଦଳ ହିମାଚଳ ବାଚସ୍ପତି ରାଜୀବ ଜିନ୍ଦଲଙ୍କୁ ଭେଟିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ବରେ […]
ସମୀକ୍ଷା ବ୍ୟୁରୋ ଜନ୍ମାଷ୍ଠମୀ ହେଉଛି ହିନ୍ଦୁ ଧର୍ମର ଏକ ବଡ ପର୍ବ। କାରଣ ଏହି ଦିବସରେ ପାପୀଙ୍କୁ ବିନାଶ କରିବା ପାଇଁ ଧରାପୃଷ୍ଠରେ ଅବତରଣ କରିଥିଲେ ପ୍ରଭୃ ଶ୍ରୀକୃଷ୍ଣ। ସେଥିପାଇଁ ସବୁ ବର୍ଷ ଭାଦ୍ରବ ଅଷ୍ଠମୀ ତିଥୀରେ ପାଳିତ ହୋଇଥାଏ ଜନ୍ମାଷ୍ଠମୀ। […]
ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବାକୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଓ ଅଧ୍ୟୁଷିତ ୧୦ ରାଜ୍ୟର ବୈଠକ ଡାକିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟରେ ମାଓ ପ୍ରଭାବ ହ୍ରାସ ପାଇଛି, ମାଓ ଅଧ୍ୟୁଷିତ ଜିଲ୍ଲାରେ ମାଓ […]
ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍ ମିଟ୍ କରିଥିଲେ । ଏହି ପ୍ରେସ୍ମିଟ୍ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ନିର୍ମଳା ଘୋଷଣା କରିଥିଲେ । ଆମେରିକା ଏବଂ ଚୀନ୍ ପରି ବିକଶିତ ରାଷ୍ଟ୍ର ଅପେକ୍ଷା ଭାରତର ଅଭିବୃଦ୍ଧି ହାର […]
ଆସନ୍ତା ସେପ୍ଟମ୍ବର ୨ ତାରିଖରୁ ବିଜେଡ଼ି ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ । ଏଥିପାଇଁ ଦଳ ପକ୍ଷରୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ସମନ୍ୱୟ ରକ୍ଷା ସହ ତଦାରଖ […]
ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତୀମା’ମାନଙ୍କୁ ଅତିରିକ୍ତ ପୁଷ୍ଟି ସାଧନ ପାଇଁ ଛତୁଆ ଯୋଗାଣ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଏବଂ ଉତ୍କୃଷ୍ଟ ମାନ ବଜାୟ ରଖିବା ଲକ୍ଷ୍ୟରେ ପ୍ରତି ମାସର […]
ସମୀକ୍ଷା ବ୍ୟୁରୋ ଓଡିଆ ଟ୍ରେନ ଟିକେଟ ଦିଆଯାଉ ବୋଲି ବହୁ ଦିନ ଧରି ହୋଇଆସୁଥିବା ଦାବୀ ଶେଷରେ ବାସ୍ତବ ରୂପ ନେଉଛି। ଆସନ୍ତାକାଲିଠାରୁ ଏଣିକି ସମସ୍ତ ଅଣ ସଂରକ୍ଷିତ ଟ୍ରେନ ଟିକେଟ ଓଡିଆ ଭାଷାରେ ମିଳିବ। ସେଥିପାଇଁ ଭାରତୀୟ ରେଳ ବିଭାଗ […]
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇସାରିଛି । ଆସନ୍ତା ୩୬ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି । କାଲି ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ୬ଟି ଜିଲ୍ଲାକୁ […]
ପାକିସ୍ତାନ ସେନା ପକ୍ଷରୁ ରଜୌରୀର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏହି ଗୁଳି ଚାଳନରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ରଜୌରୀର ଅନି ଅଞ୍ଚଳରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ସକାଳୁ ରଜୌରୀର […]
ଜି-୭ ସମ୍ମିଳନୀ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ କରିଛନ୍ତି । ଆଜି ଫ୍ରାନ୍ସଠାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ପ୍ରବଳ ବହୁମତ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ […]
ଜୟରାମ ରମେଶ ଓ ଅଭିଷେକ ମନୁ ସିଙ୍ଘଭିଙ୍କ ପରେ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଭଲ କାମ କରୁଛନ୍ତି, ତେବେ […]
ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ପ୍ରି କ୍ବାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି ଭାରତୀୟ ଲଳନା ସାଇନା ନେହ୍ବାଲ । ଡେନମାର୍କର ମିଆ ବ୍ଲିଚ୍ଫେଲ୍ଟଙ୍କ ନିକଟରୁ ପରାସ୍ତ ହୋଇ ବିଶ୍ବ ଚାମ୍ପିୟନ୍ସିପ୍ରୁ ନିଜର ଅଭିଯାନ ଶେଷ କରିଛନ୍ତି ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା […]
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ ଆଶ୍ବସ୍ତି ମିଳିଛି । ଚିଦାମ୍ବରମ୍ଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖାରଜ କରାଯିବା ସହିତ ଏହି ମାମଲାର ବିଚାର ପାଇଁ ସୋମବାରର ତାରିଖ ଧାର୍ଯ୍ୟ କରିଛନ୍ତି । ଇଡି […]
ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯିବା ପ୍ରତିବାଦରେ ଉଭୟ ଛାତ୍ର କଂଗ୍ରେସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତୀବ୍ର ବିରୋଧ କରିଛନ୍ତି । ଆଜି ଏବିଭିବିର ଶତାଧିକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିବାକୁ […]
ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ଏସିଆ ପାସିଫିକ୍ ଅର୍ଥନୈତିକ ଆକ୍ସନ୍ ଟ୍ୟାସ୍କ ଫୋର୍ସ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି । ଦୀର୍ଘ ଦୁଇ ଦିନ ଏବଂ ୭ ଘଣ୍ଟାର ଆଲୋଚନା ପରେ ଏଫ୍ଏଟିଏଫ୍ ଏହି ନିଷ୍ପତ୍ତି ନେଇଛି। ଏ ସମ୍ବନ୍ଧୀୟ ୪୦ […]