ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍ଏନ୍ଏସ୍)ର ମୁଖ୍ୟ ରାଜ ଠାକରେ ଗୁରୁବାର ଆଇଏଲ୍ ଆଣ୍ଡ ଏଫ୍ଏସ୍ ମାମଲାରେ ପଚରା ଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ମୁମ୍ବାଇ ପୋଲିସ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ବାହାରେ ଧାରା ୧୪୪ ଲାଗୁ କରିଛି […]
ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କୁ ଗତକାଲି ରାତିରେ ଗିରଫ କରିଥିଲା ସିବିଆଇ । ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଏକ ପ୍ରେସ୍ ମିଟ୍ କରାଯାଇଥିଲା । ଏହି ପ୍ରେସ୍ମିଟ୍ରେ ମୋଦି ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି କଂଗ୍ରେସ ମୁଖପାତ୍ର […]
ଗତକାଲି ବିଳମ୍ବିତ ରାତ୍ରରେ ଜଗତସିଂପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟବଶତ୍ୟ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଗତକାଲି ରାତ୍ରରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହା ଦେଖିବା ପରେ […]
ଅନ୍ତର୍ଜାତୀୟ ବଜାରର ପ୍ରଭାବ ଭାରତୀୟ ବଜାର ଉପରେ ଦେଖିବାକୁ ମିଳୁଛି । ଭାରତୀୟ ବଜାରରେ ସୁନାଦର ବୁଧବାର 38820ରେ ପହଞ୍ଚିଛି । ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ 99.9 ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ 10 […]
ଗଞ୍ଜାମ ଜିଲ୍ଲା ପୋଲିସକୁ ଆଜି ଏକ ବଡ ଧରଣର ସପଳତା ମିଳିଛି । ପୋଲିସ ଖଣ୍ଡଦେଉଳି ଓ ପୁରୁଷୋତ୍ତମପୁର ଅଞ୍ଚଳରେ ଚାଲୁଥିବା ଜୁଆ ଆଡ୍ଡାରେ ଚଢାଉ କରିଛି । ପୋଲିସକୁ ପୁରୁଷୋତମପୁର ଓ ଖଣ୍ଡଦେଉଳି ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ଗୁଇନ୍ଦା […]
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାର ଠାରୁ 2ଟି ଟେଷ୍ଟ ମ୍ୟାଚ ଶୃଙ୍ଖଳା ଆରମ୍ଭ ହେବ । ବହୁ ପ୍ରତୀକ୍ଷିତ ଟେଷ୍ଟ ଚାମ୍ପିଅନଶିପ ଅନ୍ତର୍ଗତ ଏହି ଟେଷ୍ଟ ମ୍ୟାଚ ଖେଳାଯିବ । ଶୃଙ୍ଖଳାର ପ୍ରଥମ ମୁକାବିଲା ଆଣ୍ଟିଗୁଆସ୍ଥିତ ନର୍ଥ ଷ୍ଟାଣ୍ଡର ସାର ଭିଭିଆନ ରିଚାର୍ଡସ […]
ଦେଶର ସବୁଠାରୁ ଶକ୍ତିଶାଳୀ ପଦବୀ କ୍ୟାବିନେଟ ସେକ୍ରେଟାରୀ ପଦବୀ ନିମନ୍ତେ ସରକାର ଗୃହ ସଚିବ ରାଜୀବ ଗୌବାଙ୍କୁ ଚୟନ କରିଛନ୍ତି । ବୁଧବାର କେନ୍ଦ୍ର ସରକାର କ୍ୟାବିନେଟ୍ ସଚିବ ଭାବରେ ରାଜୀବଙ୍କ ନାମ ଘୋଷଣା କରିଛନ୍ତି । ରାଜୀବଙ୍କ ବ୍ୟତିତ ଅରୁଣା […]
ମାଲକାନଗିରି ଜିଲ୍ଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଯୋଗୁ ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି । ଅନେକ ନଦୀର ଜଳ ସ୍ତର ବୃଦ୍ଧି ପାଇଛି । କଙ୍କରକୋଣ୍ଡା ଓ ଏମ୍ଭି 11 ର ଦୁଇଟି ପୋଲ ଉପରେ 5ଫୁଟରୁ ଅଧିକ […]
ଏକ ହାଇଡ୍ରାମା ମଧ୍ୟରେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଗିରଫ କରାଯାଇଛି। ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ସିବିଆଇ ଅଧିକାରୀ ଦିଲ୍ଲୀ ପୋଲିସ ସହାୟତାରେ ଏହି ଗିରଫ କରିଛି। ଚିଦାମ୍ବରମଙ୍କ ଗେଟ୍ ବନ୍ଦ ଥିବାରୁ ସିବିଆଇ ଅଧିକାରୀମାନେ ତାଙ୍କ ପାଚେରୀ ଡେଇଁ ଭିତରକୁ […]
ବିଭିନ୍ନ ପ୍ରଶାସନିକ ବିଭାଗ ସହ ମିଶିଲା ସମ୍ପୃକ୍ତ ବିଭାଗୀୟ ନିର୍ଦ୍ଦେଶାଳୟ । କାର୍ଯ୍ୟ ପ୍ରକ୍ରିୟା ତ୍ବରାନ୍ବିତ ପାଇଁ ନିର୍ଦ୍ଦେଶାଳୟକୁ ମିଶାଇବାକୁ ନିଷ୍ପତ୍ତି ନିଆଯାଇଛି । ଫାଇଲ୍ ତ୍ବରିତ ଗତିରେ ପ୍ରୋସେସିଂ ପାଇଁ ଉଭୟର ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ସିଙ୍ଗଲ […]
ଭାରତୀୟ ରେଳ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ ରେଳ ଡିଭିଜନକୁ ନିର୍ଦ୍ଦେଶ ଜାରି କରି ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛି । ଅକ୍ଟୋବର୨ ତାରିଖ ଅର୍ଥାତ୍ ଗାନ୍ଧୀ ଜୟନ୍ତୀଠାରୁ ୫୦ମାଇକ୍ରୋନରୁ କମ ମୋଟ ଥିବା ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର […]
ମେଡ଼ିକାଲ ବଣ୍ଡ ପରିବର୍ତ୍ତିତ ନିୟମକୁ ସମର୍ଥନ କଲେ ସୁପ୍ରିମେକାର୍ଟ । ଓଡ଼ିଶା, ତାମିଲନାଡୁ, ପଶ୍ଚିମବଙ୍ଗ ପ୍ରଣିତ ମେଡ଼ିକାଲ୍ ବଣ୍ଡକୁ ସମର୍ଥନ କରିଛନ୍ତି ସୁପ୍ରିମ୍କୋର୍ଟ । ସାରା ଦେଶରେ ଏକ ସମାନ ଆଇନ ଆଣିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଏନେଇ କେନ୍ଦ୍ର ସରକାର […]
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ରୁ ଅଧିକ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା ଓ ସମ୍ବଲପୁର ଆଦି […]
ଜାତୀୟ ପୁରସ୍କାର ପ୍ରାପ୍ତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କୀର୍ତ୍ତି ସୁରେଶ ନିଜର ବଲିଉଡ୍ ପଦାର୍ପଣ କରିବାକୁ ଯାଉଛନ୍ତି। ସ୍ପୋର୍ଟସ୍ ଡ୍ରାମା ମୈଦାନ୍ ଜରିଆରେ ନିଜର ବଲିଉଡ୍ ପଦାର୍ପଣ କରିବାକୁ ଯାଉଛନ୍ତି ଚଳିତ ବର୍ଷର ଜାତୀୟ ପୁରସ୍କାର ବିଜେତା। ଫୁଟ୍ବଲ୍ କୋଚ୍ ସୟଦ୍ […]
ପଦାରେ ପଡ଼ିଲା କୋରାପୁଟ ଜିଲ୍ଲା ବିଜେଡ଼ି କଳି । କୋରାପୁଟ ଜିଲ୍ଲା ବିଜେଡ଼ିରେ ଫାଟ ଦେଖିବାକୁ ମିଳିଛି । ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ନିର୍ବାଚନରେ ଫାଟ ପଦାରେ ପଡ଼ିଲା । ଉପାଧ୍ୟକ୍ଷ ପଦବୀ ପାଇଁ ଛିଡା ହୋଇଥିଲେ ୨ଜଣ ପ୍ରାର୍ଥୀ। ଦଳୀୟ […]
କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ସମାଲୋଚନା କରିଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ । କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ ମୁଖିଆଗିରି କରିବା ଅନୁଚିତ୍ । ସୋମବାର ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ସହିତ କାଶ୍ମୀର ପ୍ରସଙ୍ଗରେ 30 ମିନିଟ୍ ଧରି ଆଲୋଚନା କରିଥିଲେ […]
କେନ୍ଦ୍ରାପଡ଼ା ଅଞ୍ଚଳରେ ବଜ୍ରପାତ ଘଟି ୫ ମୃତ, ୨ ଗୁରୁତର ହୋଇଛନ୍ତି । ଗରଦପୁର ଗୋତିବିଲ୍ ଗାଁରେ ମଧ୍ୟ ଜଣେ ମୃତବଣ କରିଥିବାବେଳେ ମହାକାଳପଡ଼ା କରଞ୍ଜ ଗାଁରେ ୨ ମୃତ, ୨ ଗୁରୁତର ହୋଇଛନ୍ତି । ସେହିପରି ଗରଦପୁର ବ୍ଳକ୍ ମରିଲୋ […]
ଅଲମ୍ପିକ୍ସ ଟେଷ୍ଟ ଇଭେଣ୍ଟରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଏକ ପାଖିଆ ଭାବରେ ପରାସ୍ତ କରିଛି । ପ୍ରଥମ ମ୍ୟାଚ୍ରେ ଭାରତ ନ୍ୟୁଜିଲ୍ୟାଣ୍ଡ ନିକଟରୁ 1-2 ଗୋଲ୍ରେ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଜାପାନ୍କୁ 6-3ରେ ପରାସ୍ତ କରିଥିଲା । ଜାପାନ୍ର ଓଆଇ […]
ବାବା ରାମ ରହିମ ଓ ଆଶାରାମ ବାପୁଙ୍କ ପରେ ଏବେ ହରିୟାଣାର ଆଉ ଜଣେ ବାବାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ବାବାଙ୍କ ବିରୋଧରେ ମହିଳାଙ୍କ ସହ ଯୌନ ଶୋଷଣ ଓ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି […]
ପୂର୍ବ ଉତ୍ତରପ୍ରଦେଶରୁ ଓଡ଼ିଶା ଦେଇ ଉତ୍ତର ତାମିଲନାଡ଼ୁ ଯାଏଁ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଦକ୍ଷିଣ ଆଭ୍ୟନ୍ତରୀଣ ଭାଗରେ ଅଧିକ ରହିବ । ଫଳରେ ଆସନ୍ତା 24 ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା […]
ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହୋଇଛି । ରାଜଭବନରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ଯୋଗୀଙ୍କ ୨୩ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି ମନ୍ତ୍ରିମଣ୍ଡଳରେ ୬ଜଣ କ୍ୟାବିନେଟ୍, ୬ ରାଜ୍ୟ ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ଓ […]